ଢାକା: ଇଶାନ କିସାନ ଧୋଇ ଦେଲେ ବାଂଲା ବୋଲରଙ୍କୁ, ଦ୍ରୁତତମ ଦ୍ୱିଶତକରେ କଲେ ବିଶ୍ୱ ରେକର୍ଡ଼; ବାଂଲାଦେଶ ଆଗରେ ୪୧୦…
ଢାକା : ଯୁବ ଓପନର ଇଶାନ କିସାନଙ୍କ ବିଶ୍ୱ ରେକର୍ଡ଼ ଦ୍ୱିଶତକ ଏବଂ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୪୦୯ ରନ୍ କରିଛି । ଫଳରେ ବାଂଲାଦେଶ ଆଗରେ ରହିଛି ୪୧୦ ରନ୍ର ବିଶାଳ ବିଜୟ ଲକ୍ଷ୍ୟ । ଚଟ୍ଟଗ୍ରାମ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ…