Browsing Tag

young man

ଖୋର୍ଦ୍ଧା : ଅଖାରେ ବନ୍ଧା ହୋଇ ପଡିଥିବା ମୃତଦେହ ଠାବ, ହତ୍ୟା ସନ୍ଦେହ !

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଆଦର୍ଶ ଥାନା ଅଧୂନ ନିଆଳ ଛୋଟା ଗାଡ଼ିଆ ଖଣିରେ ବିଳମ୍ବିତ ରାତିରେ ଏକ ଅଖାରେ ବନ୍ଧା ହୋଇ ପଡିଥିବା ମୃତଦେହ ଠାବ ହୋଇଛି। ସ୍ଥାନୀୟ ଲୋକ ଦେଖିବା ପରେ ଏହା ଚାରିଆଡେ ବ୍ୟାପିଯାଇଛି । ବର୍ତ୍ତମାନ ମୃତ ଶରୀରକୁ ଉଦ୍ଧାର ପାଇଁ ପୋଲିସ ତରଫରୁ ବ୍ୟବସ୍ଥା ଚାଲିଛି ।…

ଗୁରୁଦାସପୁର ବ୍ରିଜ ନିକଟରୁ ଯୁବକର ମୃତଦେହ ଉଦ୍ଧାର

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଗୁରୁଦାସପୁର ବ୍ରିଜ ନିକଟରୁ ଯୁବକର ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣକ ଜଳେଶ୍ବର ଥାନା ଅନ୍ତର୍ଗତ ଗୋବରଘାଟା ଗ୍ରାମର ହେମନ୍ତ ସିଂ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର…

ଲଭ ଆଉ ଧୋକାକୁ ନେଇ ଯୁବକଙ୍କ ଆତ୍ମହତ୍ୟା ଘଟଣା: କିଏ ସେହି ଝିଅ ? ମିଳୁନି ପରିଚୟ

ଖୋର୍ଦ୍ଧା (କେନ୍ୟୁଜ): ପୁଣିଥରେ ଆଉ ଏକ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଲେ । ତିନିମାସ ତଳେ ଭୁବନେଶ୍ୱରରେ ସୋମ୍ୟରଞ୍ଜନ ନାମକ ଯୁବକ ଲଭ ପାଇଁ ଜୀବନ ହରିଥିଲେ ଆଉ କାଲି ଆଉ ଜଣେ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଛନ୍ତି । ଖୋର୍ଦ୍ଧା ଧଉଳିମୁହଁ ଷ୍ଟେସନ ନିକଟରେ ଗତ କାଲି ଏକ ଯୁବକ ଲଭ ଆଉ…

ପୁତୁରା ବାହାଘର ଶୋଭାଯାତ୍ରା ବେଳେ ଅଘଟଣ, ଡିଜେ ଗାଡି ଚକା ତଳେ ପଡ଼ି ଚାଲିଗଲା ଦାଦାଙ୍କ ଜୀବନ

ବାଲେଶ୍ଵର (କେନ୍ୟୁଜ): ଡିଜେ ବାଜୁଥିଲା । ଡିଜେ ର ତାଳେ ତଳେ ସମସ୍ତେ ନାଚୁଥିଲେ । ଆଉ କିଛି ସମୟ ପରେ ବିବାହ ସାରି ଘରକୁ ଫେରିଥାନ୍ତେ ବର ଆଉ କନ୍ୟା । ହେଲେ କିଏ ଜାଣିଥିଲା ନିମିଷକ ମଧ୍ୟରେ ସବୁ ଖୁସି ମିଳେଇ ଯିବ । ପୁତୁରାର ବିବାହ ଶୋଭାଯାତ୍ରାରେ ଯାଇ ଦାଦାର ମୃତ୍ୟୁ । ଏଭଳି ଏକ ଘଟଣା…

ଝିଅ ସହ ଅନୈତିକ ସମ୍ପର୍କ ସନ୍ଦେହ: ଯୁବକଙ୍କୁ ରଡ ଭୁସି ମାରିଲା ବାପା

ଉଦଳା (କେନ୍ୟୁଜ): ରବିବାର ଦିନ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ଝିଅ ପାଇଁ ଯୁବକଙ୍କୁ ରଡ ଭୁଶି ବାପା ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଅଭିୁକ୍ତକୁ ଗିରଫ କରିଛି ପୋଲିସ୍ । ଗତ ରବିବାର ଦିନ ଉଦଳା ଥାନା ବଉଳଶାସନ ଗ୍ରାମରେ ଜୟୁର ଗ୍ରାମର ଶୁଭାଶିଷ…

ପ୍ରେମ କରିବା ପଡିଲା ମହଙ୍ଗା: ବିବାହିତ ମହିଳାଙ୍କୁ ଚୋରା ପ୍ରେମ କରି ଛେଚା ଖାଇଲେ ଯୁବକ

ଟାଙ୍ଗି (କେନ୍ୟୁଜ): ପ୍ରେମ କରିବା ପଡିଲା ମହଙ୍ଗା । ବିବାହିତା ମହିଳାଙ୍କୁ ପ୍ରେମ କରି ମାଡ ଖାଇଲେ ଯୁବକ । ବାଣପୁର ଥାନା ମୋରାମୋରି ପଞ୍ଚାୟତ ଝୋଲା ସାହିର ଘଟଣା । ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଗୁରୁତର । ସମସ୍ତଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲ ପରେ ଭୁବନେଶ୍ୱରକୁ…

ଭଞ୍ଜନଗର : ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି

ଭଞ୍ଜନଗର (କେନ୍ୟୁଜ): ଯୁବକକୁ ନୃସଂସ ହତ୍ୟା । ଗାଁ ପାଖ ଏକ ଜମିରୁ ଠାବ ହେଲା ରକ୍ତ ଜୁଡୁବୁଡୁ ମୃତଦେହ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇପୁର ଶାସନ ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତ ଯୁବକ ଅମିତ୍ କୁମାର ଆଚାର୍ଯ୍ୟ ବୋଲି ଜଣାପଡିଛି ।…

ଘଟଗାଁ : ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଘଟଗାଁ  (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଚାଲିଗଲା ବିଜେଡି ଯୁବ ନେତାଙ୍କ ଜୀବନ। ମୃତ ଯୁବନେତା ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମର ସଞ୍ଜୀବ କୁମାର ବାସ। ସଞ୍ଜୀବ ବାଇକ ଯୋଗେ କୌଣସି କାମରେ ବ୍ରହ୍ମଣୀପାଳ ଯାଇ ଫେରୁଥିବା ବେଳେ ରେମାଳ ଛକ ନିକଟରେ ଏକ…

ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ନିର୍ମମ ହତ୍ୟା ,କାରଣ ଅସ୍ପଷ୍ଟ ; ସାଇଣ୍ଟିଫିକ ଟିମ୍ ଦ୍ୱାରା ଘଟଣାର ଚାଲିଛି ତଦନ୍ତ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି - ଅନ୍ତରବା ରାସ୍ତାର ଜଗନ୍ନାଥପୁର ଛକ ପଡିଆରୁ ହାତ ଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରଗିରି ଫାଣ୍ଡି ପୋଲିସ । ଗୁରୁବାର ଅପରାହ୍ନରେ ଜଣେ ଯୁବକ ମୁହଁମାଡି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର…

ବେଙ୍ଗାଲୁରୁ ଫେରନ୍ତା ଯୁବକଙ୍କୁ ଲିଫ୍‌ଟ ଦେଇ ଲୁଟି ନେଲେ ୭୫ ହଜାର ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ଲିଫ୍‌ଟ ଦେଇ ୭୫ ହଜାର ଟଙ୍କା ଲୁଟ। ବେଙ୍ଗାଳୁରୁ ଫେରନ୍ତା ଯୁବକଙ୍କୁ ଭୁବନେଶ୍ୱରରୁ ଲିଫ୍‌ଟ ଦେଇ ଲୁଟିବା ପରେ ଛତିଆ ନିକଟରେ ଫିଙ୍ଗି ଚାଲିଗଲେ ଲୁଟେରା। ରାଜକନିକାର ଧୀରେନ ପରିଡା ଗତ ୧ତାରିଖରେ ବେଙ୍ଗାଳୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତ୍‌ସଙ୍ଗ…

ସାପ ସହିତ ଖେଳିବା ବ୍ୟକ୍ତିଙ୍କୁ ପଡିଲା ମହଙ୍ଗା, ଅଜାଗା ସ୍ଥାନକୁ ମାରିଲା ଚୋଟ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ସାପ ସହିତ ଖେଳିବା ଭାରି ପଡିଛି। କୁହାଯାଏ ସାପଠୁ ସର୍ବଦା ଦୂରେଇ ରହିବା ଉଚିତ୍ । କାରଣ ସାପ ସହ ପଙ୍ଗା ନେବା ଅର୍ଥ ଜୀବନ ପ୍ରତି ବିପଦକୁ ଟାଣି ଆଣିବା । କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣ ବି…

ମହଙ୍ଗା ପଡିଲା ମୋବାଇଲରେ କଥା ହେବା; ଗପିବା ବେଳେ ୧୨୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ, ଚାଲିଗଲା ଜୀବନ

ଚୂରୁ: ମୋବାଇଲ୍ ରେ କଥା ହୋଇ ହୋଇ ୧୨୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି ଜଣେ ୨୫ ବର୍ଷିୟ ଯୁବକ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଚୂରୁ ଜିଲ୍ଲାରେ । ଏଠାରେ ମୋବାଇଳ୍ ରେ କଥା ହୋଇ ହୋଇ ଜଣେ ଯୁବକ ୧୨୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ । କୂଅଟି ୧୫୦ ବର୍ଷ ତଳର ହୋଇଥିବା ବେଳେ ଏଥିରେ…