ୟୁନିସେଫ ଇଣ୍ଡିଆର ନ୍ୟାସନାଲ ଆମ୍ବାସାଡର ହେଲେ ଅଭିନେତ୍ରୀ କରିନା କପୁର
ୟୁନିସେଫ ଇଣ୍ଡିଆର ନ୍ୟାସନାଲ ଆମ୍ବାସାଡର ନିଯୁକ୍ତ ହେଲେ ଅଭିନେତ୍ରୀ କରିନା କପୁର । ୧୦ ବର୍ଷ ୟୁନିସେଫ ସହ ଜଡ଼ିତ ରହିବା ପରେ ଶେଷରେ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରିଛି ୟୁନିସେଫ ଇଣ୍ଡିଆ । ୨୦୧୪ରୁ ୟୁନିସେଫ ଇଣ୍ଡିଆ ସହ ସେଲିବ୍ରିଟି ଆଡଭୋକେଟ ଭାବେ ଜଡ଼ିତ ଥିଲେ ।
ଦାୟିତ୍ବ ଗ୍ରହଣ ପରେ ଆଜି ତାଙ୍କ ପାଇଁ ଭାବୁକ କରିଦେବା ଭଳି କ୍ଷଣ ବୋଲି କହିଛନ୍ତି କରିନା । ଗତ ୧୦ ବର୍ଷ ଧରି ଶିଶୁଙ୍କ ଅଧିକାର…
Read More...