Browsing Tag

bjd

କାଲିଠୁ କମ୍ପିବ ପ୍ରଚାର ମୈଦାନ, କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କାଲିଠୁ କମ୍ପିବ ପ୍ରଚାର ମୈଦାନ । କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କରିବେ ନବୀନ ।  ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ କରିବେ କ୍ୟାମ୍ପେନ । ହିଞ୍ଜିଳି ଆସନରୁ ନବୀନ…

ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବଳକା ୬ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ ଓ ନୀଳଗିରି ଆସନରେ ପ୍ରାର୍ଥୀଙ୍କ ତାଲିକା ବାକି ରହିଛି। ଖଣ୍ଡପଡ଼ା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବା…

ବିଜେଡିର ୬ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଘୋଷଣା ହେଲା ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡିର ୬ ବିଧାନସଭା ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛିନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  ହିନ୍ଦୋଳରୁ ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଘୁନାଥ ପାଲି - ଅର୍ଚ୍ଚନା ରେଖା ବେହେରା,…

ବିଜେଡିର ରୋଡ଼ ସୋ ବେଳେ ଅସୁସ୍ଥ ହେଲେ ଅରୂପ ପଟ୍ଟନାୟକ

ପିପିଲି : ପିପିଲିରେ ବିଜେଡିର ରୋଡ଼ସୋ ବେଳେ ପୁରୀ ଲୋକସଭାର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ  l ପିପିଲି ହାଟ ଛକରେ ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଅରୂପ  l ଉପସ୍ଥିତ ଥିବା କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଛିଞ୍ଚି ଉଠାଇ ଥିଲେ…

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ବଡ଼ଚଣାରୁ ନିର୍ବାଚନ ଲଢିବେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ଷଷ୍ଠ ପର୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି । ସୁପ୍ରିମୋ ନବୀନ ପଟ୍ଟନାୟକ ଷଷ୍ଠ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଚିଲିକା- ରଘୁନାଥ ସାହୁ ବଡ଼ଚଣା-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ…

ହେବ କି ବର୍ଷା-ଅନୁଭବ ଫାଇଟ୍ !

ଭୁବନେଶ୍ୱର(କେନ୍ୟୁଜ୍‌): ହେବ କି ବର୍ଷା-ଅନୁଭବ ଫାଇଟ୍ । ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ତାଙ୍କୁ ଏଯାଏ ଦଳ କେଉଁଠୁ ପ୍ରାର୍ଥୀ କରି ନାହିଁ । ଆଜି ବର୍ଷା ପ୍ରିୟଦର୍ଶିନୀ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ…

ବିଜେଡ଼ିରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲାର ଅନେକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର : ବିଜେଡ଼ିରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲାର ଅନେକ ବିଜେପି କଂଗ୍ରେସ କର୍ମୀ। ବିଜେପିର ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ,ସତ୍ୟ ନାରାୟଣ ବେହେରା, ବଶିଷ୍ଠ ସାମାଜିକ କର୍ମୀ ତଥା ସାମ୍ବାଦିକ ରାଧା ମୋହନ ମହାପାତ୍ର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଆଜି ଶଙ୍ଖ…

ବିଜେଡିରେ ଯୋଗଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି । ବିଜେଡିରେ ମିଶିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ନବୀନ ସାରଙ୍କ ବଡ଼ ଫ୍ୟାନ । ସାରଙ୍କ ନିର୍ମଳ ଭାବମୂର୍ତ୍ତି ଓ…

ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି, ଲୋକଙ୍କ ମତାମତ ଲୋଡ଼ିଲେ ବିଜେଡି ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର : ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଲୋକଙ୍କ ମତାମତ ଲୋଡିଛି ଦଳ । ସୋସିଆଲ୍ ମିଡିଆରେ ସାଧାରଣ ଲୋକଙ୍କର ମତାମତ ଲୋଡ଼ିଛନ୍ତି ବିଜେଡି ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ୍ । ସେ କହିଛନ୍ତି, ଏହି ସରକାର ଲୋକମାନଙ୍କର ସରକାର । ଜନତାଙ୍କ ମତାମତକୁ…

କଣ୍ଟାବାଞ୍ଜିକୁ କାହିଁକି ବାଛିଲେ ନବୀନ ?

କଣ୍ଟାବାଞ୍ଜି(କେନ୍ୟୁଜ୍‌): କଣ୍ଟାବାଞ୍ଜି ଆସନ କାହିଁକି ବାଛିଲେ ନବୀନ । ବଲାଙ୍ଗିର ଜିଲ୍ଳାରେ ବିଜେଡି ମଜଭୁତ ସ୍ଥିତିରେ ନାହିଁ । ୨୦୧୯ରେ ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ବାଜି ମାରିଥିଲେ । ସଙ୍ଗୀତା ସିଂ ଦେଓ ବଲାଙ୍ଗିର ଲୋକସଭା ଆସନରେ ଜିତିଥିଲ। ଲୋଇସିଂଘା ଆସନ ହାତେଇଥିଲେ…

ବିଜେପି ନେତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀ ମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଆଶା ଅଙ୍ଗନୱାଡ଼ି, ମିଶନଶକ୍ତି ମହିଳାଙ୍କ ପରି ତୃଣ ମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର କରିବା ସହ…

ବିଜେପି ନେତାଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ବିଜେପି ନେତାଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ବିଜେପିର ପ୍ରାର୍ଥୀମାନେ ସରକାରୀ କର୍ମଚାରୀଙ୍କୁ ଧମକଚମକ ଦେଉଛନ୍ତି। ଏହାର ପ୍ରତିବାଦରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ…