Browsing Tag

bjd

ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଦିଆଯାଉଛି ଧମକ : ସସ୍ମିତ ପାତ୍ର

ଭୁବନେଶ୍ୱର (କେନ୍ୟୁଜ୍‌): ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ବିଜେପି ନେତା ଧମକାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟରେ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଧମକ ଦିଆଯାଉଛି । ତାଙ୍କ ପାଇଁ କାମ ନକଲେ ନିର୍ବାଚନ…

ଆଜି ଆସିପାରେ ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ଵର(କେନ୍ୟୁଜ) : ଆଜି ଆସିପାରେ ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୮ରୁ ୧୦ ବିଧାୟକ ଓ ବାଲେଶ୍ଵର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ଚିଲିକା, ଖୋର୍ଦ୍ଧା, ବେଗୁନିଆ ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବ ଦଳ। ସେହିପରି ଅନୁଗୁଳ,…

ବିଜେଡିର ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ କ୍ୟାମ୍ପେନ ଆରମ୍ଭ

ଭୁବନେଶ୍ୱର : ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ। ବିଜେଡିର ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ କହିଲେ, ବିଜେଡି ୭୫ ପ୍ରତିଶତ ବିଧାନସଭା ଆସନ ଜିତିବ। ଏଥର ସମାନ ପରିମାଣର ଲୋକସଭା ଆସନ ଜିତିବା ଉପରେ ବିଜେଡିର ଫୋକସ। ବିଜେଡି ୨୦୧୯ରେ ୭୬ ପ୍ରତିଶତ ବିଧାନସଭା ଆସନ ଜିତିଥିଲା। କିନ୍ତୁ…

ବିଜେପି ଛାଡ଼ିବାର ୨ ଘଣ୍ଟା ପରେ ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର ।  ନିଷ୍ଠାର ସହ ଦଳ ପାଇଁ କାମ କରିବା ପରେ ବି ଦଳରୁ ଟିକେଟ୍ ନମିଳିବାକୁ ନେଇ ସେ ଦଳ ଛାଡିଥିବା କହିଥିଲେ । ଆଜି ସକାଳେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସୋସିଆଲ ମିଡିଆ ଜରିଆରେ ସେ ଦଳ ଛାଡିଥିବା ନେଇ ସୂଚନା ଦେଇଥିଲେ ।…

ବିଜେଡିର ନୂଆ ଷ୍ଟ୍ରାଟେଜି, ୫ ସଂସଦୀୟ କ୍ଷେତ୍ରରେ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ । ବ୍ରହ୍ମପୁର ପାଇଁ ଚନ୍ଦ୍ରଶେଖର ସାହୁ, ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡ଼ା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ୍ କୁମାର ଏବଂ ପୁରୀ ପାଇଁ ସୁବାଶିଷ ଖୁଣ୍ଟିଆଙ୍କୁ ଦଳ ସଂଯୋଜକ ଭାବେ…

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର, ବିଧିବଦ୍ଧ ଭାବେ ବିଜେଡ଼ିରେ ହେଲେ ସାମିଲ

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର । ବିଜେପି ଛାଡ଼ିବା ପରେ ନିଜର ସମର୍ଥକଙ୍କ ସହ ସେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ବିଜେଡିରେ ସାମିଲ ହେବା ପରେ…

ଆଜି ଆସିପାରେ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଫୋକସରେ ରହିଛି ଫାଇଭ୍ ‘ବି’

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ମାନସମନ୍ଥନ ।  ଆଜି କିମ୍ବା ଆସନ୍ତାକାଲି ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା ।  ପ୍ରଥମ ପର୍ଯ୍ୟାୟରେ ୧୫ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ବାକି ରହିଛି ଆଉ ୬ ଲୋକସଭା ଓ ୭୫ ବିଧାନସଭା ଆସନ ।…

ସବୁ କଳ୍ପନା ଜଳ୍ପନାର ଅନ୍ତ, ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି  । ଆଜି ସେ ଇସ୍ତଫା ଦେଇଛନ୍ତି  । କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି ଅନୁଭବ  । ୨୦୧୯ରେ ପ୍ରଥମ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଅନୁଭବ ମହାନ୍ତି ।  ପାରିବାରିକ ବିବାଦରେ ଛନ୍ଦି…

ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ, ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା

ଭୁବନେଶ୍ୱର (କେନ୍ୟୁଜ): ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ । ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନବୀନଙ୍କ ବିଜୟ ମନ୍ତ୍ର । ନିର୍ବାଚନ ମଣ୍ଡଳୀରେ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ କହିଛନ୍ତି । ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ…

ବିଜେଡିରେ ୩ ନୂଆ ମୁହଁ , ମଇଦାନକୁ ଓହ୍ଲାଉଛନ୍ତି ସୁନୀଲ ମହାନ୍ତି, ଅବିନାଶ ସାମଲ, ରଞ୍ଜିତା ସାହୁ

ପୁରୀ (କେନ୍ୟୁଜ୍‌) : ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥରକ ରୋଚକ ଲଢେଇ ଦେଖିବାକୁ ମିଳିବ । ବିଜେଡି ଜଣେ ନୂଆ ଚେହେରାଙ୍କୁ ଏଥର ପୁରୀ ଆସନ ପାଇଁ ଟିକେଟ ଦେଇଛି । ଦିବଙ୍ଗତ ବିଧାୟକ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ଏଥରକ ବିଜେଡି ତରଫରୁ ପୁରୀ ବିଧାନସଭାରେ ଲଢିବେ । ୨୦୧୯…

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ମହିଳା

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି ୧୨ ଜଣ ମହିଳା । ଘୋଷଣା ତାଲିକାରେ ଏମାନଙ୍କ ସଂଖ୍ୟା ୧୫ ପ୍ରତିଶତ । ପୁଣି ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବିଜେପୁରରୁ ରୀତା ସାହୁ ଓ ଟିଟିଲାଗଡ଼ରୁ ଲଢ଼ିବେ ଟୁକୁନି ସାହୁ । କବିସୂର୍ଯ୍ୟନଗର ବିଧାୟିକା ଲତିକା…

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା, କନ୍ଧମାଳରୁ ଲଢିବେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌): ଲୋକସଭା ପାଇଁ ଯୋଦ୍ଧା ତୟାର କଲା ବିଜେଡି । ଦୁଇଟି ପର୍ଯ୍ୟାୟରେ ୧୫ ଆସନ ପାଇଁ ଘୋଷଣା ହେଲା ତାଲିକା । ୩ ସାଂସଦଙ୍କ ଟିକେଟ୍ ବଜାୟ ରହିଛି। ଡ.ଅଚ୍ୟୁତ ସାମନ୍ତ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ । ସମ୍ବଲପୁରରୁ ପ୍ରଣବ ପ୍ରକାଶ…