ମାସ ଆରମ୍ଭରୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍, ବଢିଲା ୧୦୧.୫୦ ଟଙ୍କା
ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ବଢିଲା ଏଲପିଜି ସିଲିଣ୍ଡର ଦାମ୍ । କର୍ମସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୦୧.୫୦ ପଇସା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩୩ ଟଙ୍କା ହୋଇଛି ।…