ସରକାର ଜାରୀ କଲେ ଆଲର୍ଟ, ଫେକ୍‌ ଆପ୍ସ ଜରିଆରେ ଆପଣଙ୍କ ସହ ହେଉଛି ଠକାମୀ

ଆଣ୍ଡ୍ରଏଡ୍‌ ଓ ଆଇଫୋନ୍‌ ୟୁଜର୍ସଙ୍କୁ ଗୃହ ମନ୍ତ୍ରାଳୟର ଚେତାବନୀ । ଗୃହ ମନ୍ତ୍ରାଳୟ ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ୟୁଜର୍ସଙ୍କୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଡିଜାଇନ୍ ହୋଇଥିବା ଆପ୍ସକୁ ନେଇ ଆଲର୍ଟ ଜାରୀ କରିଛି । ଏହି ଆପ୍ଲିକେସନଗୁଡିକର ଚିହ୍ନଟ ହୋଇସାରିଛି ଓ ତାହାକୁ…

ଟ୍ରାଫିକରେ ଲୋକଙ୍କ ତୃଷ୍ଣା ମେଣ୍ଟାଉଛନ୍ତି ଏହି ମହିଳା ପୋଲିସ୍‌

ଭୁବନେଶ୍ୱର (କେନ୍ୟୁଜ) : ଭାଇ ପାଣି ପିଇବେ, ମାଉସୀ ପାଣି ଟିକେ ପିଇ ନିଅନ୍ତୁ, ଭଉଣୀ ଖରା ଜୋରରେ ହେଉଛି ଟିକେ ପାଣି ପିଇ ଦିଅନ୍ତୁ । ଏମିତି କହି କହି ଜଣେ ଟ୍ରାଫିକ ଗୃହ ରଖି ଭଉଣି ଉଦିଉଦିଆ ତତଲା ଝାଞ୍ଜି ଖରା ବେଳଟାରେ ବୁଲି ବୁଲି ପାଣି ବାଣ୍ଟୁଥାନ୍ତି । କଥାରେ ଅଛି କଟକ ଚିନ୍ତା ବାଇ…

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ, ବିନା ଡ୍ରାଇଭରରେ ଆଗକୁ ଆଗକୁ ମାଡିଚାଲିଛି

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ବସିଛନ୍ତି ନା ଗାଡିରେ କେହି ବସିଛନ୍ତି । କିନ୍ତୁ ସବୁକିଛି ଠିକ ଠାକ୍‌ ଚାଲୁଛି । ଆଉ ଧୀରେ ଧୀରେ ଗାଡିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି । ଆପଣଙ୍କ ସ୍କ୍ରୀନରେ ଆପଣ ତିନୋଟି ଅଲଗା ଅଲଗା ଭିଡିଓ ଦେଖୁଛନ୍ତି ।…

ଏ ପ୍ରଚଣ୍ଡ ଖରାରୁ ଲୋକେ ଘରୁ ବାହାରୁ ପାରୁନାହାଁନ୍ତି, ସେଠି ଏ ବୁଲା ଜୀବଜନ୍ତୁଙ୍କ ସ୍ଥିତି କଣ ହେଉଥିବ ଥରେ…

ପୋଲସରା (କେନ୍ୟୁଜ) : ଗରମ ଯେଉଁଭଳି ହେଉଛି ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ଆଉ ଯଦି ବା ବାହାରୁଛନ୍ତି ନିଜ ପାଇଁ ଛତା ପାଣି ଓ ବୋଟଲ ନିଶ୍ଚୟ ରଖୁଛନ୍ତି । ଯେମିତିକି ଏ ଅସହ୍ୟ ଖରାରେ ପାଣି ଟୋପାଏ ଜୀବନ ବଞ୍ଚାଇଦେବ । ସମସ୍ତେ ତ ନିଜ କଥା ଭାବୁଛ କିନ୍ତୁ କେହି ବାହାରେ ବୁଲୁଥିବା…

ଏମଡିଏଚ ଓ ଏଭରେଷ୍ଟ ମସଲା ଉପରେ ଲାଗିଲା ପ୍ରତିବନ୍ଧକ, ନିୟମ ନମାନିଲେ ୫୦ ହଜାର ଜରିମାନା

ହଂକଂ ସରକାର ଭାରତର ଲୋକପ୍ରିୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି । କାରଣ ହଂକଂ ସରକାର ଦାବି କରିଛି ଯେ ଏହି କମ୍ପାନିର କିଛି ମସଲାରେ କୀଟନାଶକ ମିଳିଛି । ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ତେଣୁ ତୁରନ୍ତ ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇ…

ନେହା ହତ୍ୟା ପଛରେ ଲଭ୍-ଜିହାଦ! ପ୍ରସ୍ତାବରେ ରାଜି ନହେବାରୁ ପ୍ରେମିକାକୁ ଛୁରି ଭୁସିଲା ଫୟାଜ୍‌

କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା ଏବେ ଚାରିଆଡେ ଚହଳ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି । ଲଭ୍-ଜିହାଦ ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଆଜି କୌଣସି ନିର୍ବାଚନୀ…

ଖରାଦିନେ ଏହି ଫଳ ଖାଆନ୍ତୁ, ଶରୀର ରହିବ ଏକଦମ୍‌ ହାଇଡ୍ରେଟ୍‌

ଏବେ ଚାରିଆଡେ ଭୀଷଣ ଗରମ । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଝାଞ୍ଜି ପବନ । ମୁହଁ ପୋଡି ଯାଉଛି ବାହାରକୁ ବାହାରିଲେ । ଗରମ ଏତେ ହେଉଛି ଯେ ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡୁଛି । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି…

ନିଆରା ଢ଼ଙ୍ଗରେ ନିର୍ବାଚନ ପ୍ରଚାର, ଡହ ଡହ ଖରାରେ ପିଚୁ ରାସ୍ତାରେ ଖାଲି ପାଦରେ ଚାଲୁଛନ୍ତି ଏ ବ୍ୟକ୍ତି

ଉଦଳା (କେନ୍ୟୁଜ) : ୪୩ ଡିଗ୍ରୀ ଖରା, କୁଆଡେ ଯିବା ତ ଦୂରର କଥା ଘରୁ ବାହାରିବାକୁ ବି ଡର ଲାଗୁଛି ସେଠି ଚାଲି ଚାଲି ଯିବା ପୁଣି ଖାଲି ପାଦରେ, ଏଇଟା ବହୁତ ବଡ କାଠିକର ପାଠ । ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଚିତ୍ର ଦେଖନ୍ତୁ ଆପଣ ସବୁ ବୁଝିପାରିବେ । ଡହ ଡହ ଖରାରେ କେମିତି ପିଚୁ…

ଦୁଇ ଝିଅଙ୍କ ଆଗରେ ସବୁଦିନ ପାଇଁ ନିରବୀ ଗଲେ ବାମା ମାଆ, କାଳ ସାଜି ଆସିଲା ଆମ୍ବୁଲାନ୍ସ

ବୌଦ୍ଧ (କେନ୍ୟୁଜ) : ବାପା, ବାପା ଗାଡି ରଖ, ଆମେ ମହାନଦୀ ପାଣି ଦେଖିବୁ…ଏୟା କହି ଗାଡିରୁ ଧପକି ଓହ୍ଲାଇ ପଡିଲେ, ବ୍ରିଜ୍ ଉପରେ ଛିଡା ହୋଇ ପାଣି ଦେଖିଲେ, ଆଉ ତାପରେ ଘଟିଗଲା ବଡ ଅଘଟଣ । ବାପା ସେଇଠି ନିରବୀ ଗଲେ ସବୁଦିନ ପାଇଁ ।ମାମୁଁ ଘରୁ ବଡ ଆନନ୍ଦରେ ବାପା ମାଆଙ୍କ ସାଥିରେ ବାହାରିଲେ…

ଫାଷ୍ଟ୍‍ ଟାଇମ୍‌ ଭୋଟ ଦେଉଥିବା ବ୍ୟକ୍ତି ଏହି ବିମାନରେ ଗଲେ ପାଇବେ ରିହାତି, ହଁ ଜଲଦି କରନ୍ତୁ ବୁକିଙ୍ଗ୍‌

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ସାଧାରଣ ନିର୍ବାଚନ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନିର୍ବାଚନ ସମୟ ମଧ୍ୟରେ ଟାଟା ଗ୍ରୁପର ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ଭୋଟରଙ୍କୁ…

୫୦୦ କୋଟି ବଜେଟର ଫିଲ୍ମ ପୁଷ୍ପା ୨ ରିଲିଜ୍‌ ପୂର୍ବରୁ କମାଇସାରିଲାଣି ୧୦୦୦ କୋଟି !

ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ ପୁଷ୍ପା ୨: ଦ ରୁଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସାଉଥ୍ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିର୍ମାତାମାନେ ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର…

ଲଉଡ଼ି ଖେଳରେ ମାଷ୍ଟର ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଖେଳରେ ସମସ୍ତେ ଝୁମିଲେ

ପାରାଦୀପ (କେନ୍ୟୁଜ୍‌ ଓଡ଼ିଶା): ନିର୍ବାଚନ ଆସିଲେ ସାଧାରଣତଃ ନେତାମାନେ ଖୁବ୍‌ ପାଖେଇ ଆସନ୍ତି ଜନତାଙ୍କର । ଏକାଥରେ ଗୋଟାପଣେ ହୋଇ ଯାଆନ୍ତି । ନିଜ ଭିତରେ ରହିଥିବା କଳା ମନକୁ ମନ ପଦାକୁ ବାହାରି ଆସିଥାଏ । କେଉଁଠି ନେତା ଗୀତ ଗାଇ ଭୋଟରଙ୍କୁ ଆକୃଷ୍ଟ କରିଥାନ୍ତି ତ ଆଉ କେଉଁଠି ସେମାନଙ୍କ ସହ…