Browsing Category

ବ୍ୟବସାୟ ଓ ଅର୍ଥନୀତି

ଆଶ୍ୱସ୍ତି ଆଣିଲା ଆଇଏମ୍‌ଏଫ୍‌ : ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୨.୫ ପ୍ରତିଶତ ରହିବ

ନୂଆଦିଲ୍ଲୀ: ଆଇଏମ୍‌ଏଫ୍‌ ଆଣିଲା ଆଶ୍ୱସ୍ତିକର ଖବର । ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୨.୫ ପ୍ରତିଶତ ରହିବ । ଅଭିବୃଦ୍ଧି ହାର କ୍ଷେତ୍ରରେ ଭାରତ ଚାଇନାକୁ ଟପିଯିବ ବୋଲି ଆଇଏମ୍‌ଏଫ୍‌ ପକ୍ଷରୁ କରାଯାଇଥିବା ଆକଳନରେ କୁହାଯାଇଛି । ଚାଇନା ହେଉଛି ବିଶ୍ୱର ଏକମାତ୍ର ଅର୍ଥନୀତି ଯାହାର…

ଗାଡିରେ ତେଲ ପକାଇବାକୁ ଯିବା ପୂର୍ବରୁ ଜାଣିରଖନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ଆଜି ସାମାନ୍ଯ କମିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୧୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧ ବଢି କମି ୮୭ ଟଙ୍କା ୯୮ ପଇସା ଅଛି । ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ…

ତାଜା ଅପଡେଟ୍, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଆଜିର ସୁନା ମୂଲ୍ଯ

ଆଜି ପୁଣି କମିଲା ସୁନା ଦର। ଯଦି ଆପଣ ବିବାହ ପାଇଁ ସୁନା କିଣିବାକୁ ତତ୍ପର, ତେବେ ଜଲଦି କରନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୫,୨୦୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା…

ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଲାଗୁ, ଅଭିଯୋଗ ପରେ ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତିଦିନ ଦେବ ୧୦୦ଟଙ୍କା ଫାଇନ

ସାଧାରଣତଃ ଅପ୍ରେଲ ମାସଠୁ ଆମର ଆର୍ଥିକ ବର୍ଷ ଆରମ୍ଭ ହୋଇଥାଏ। ଚଳିତ ୧ ଅପ୍ରେଲ ୨୦୨୧ର ଆରମ୍ଭରେ ଦେଶର ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କରେ କୌଣସି କାମ ଦେଖିବାକୁ ମିଳିନଥିଲା। ସେହିଦିନ କିଛି ବ୍ୟାଙ୍କରେ UPI ଓ IMPS ଟ୍ରାଞ୍ଜେକସନ ଫେଲ ହୋଇଯାଇଥିଲା। ଯଦ୍ୱାରା ଗ୍ରାହକଙ୍କ ଟଙ୍କା ମଧ୍ୟ…

ଗ୍ରାହକଙ୍କୁ SBI ଦେଲା ଝଟକା, ବ୍ଯାଙ୍କ ବଢାଇଲା ଗୃହ ଋଣ ସୁଧ

ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ନିଜର ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛି ଏସବିଆଇ। ଏବେ ଘର କିଣିବା ମହଙ୍ଗା ହୋଇଥିବା ବେଳେ ବ୍ୟାଙ୍କ ଗୃହ ଋଣ ଉପରେ ସୁଧ ବଢ଼ାଇଛି । ଘର କିଣିବା ଉପରେ ଏବେ ଅଧିକ ଇଏମଆଇ ଦେବାକୁ ପଡ଼ିବ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହୋମ…

ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌କୁ କିଣିଲା ବାଇଜୁସ୍‌, ୭୩୦୦ କୋଟିରେ ଫାଇନାଲ ହେଲା ଡିଲ୍‌

ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିର ସବୁଠୁ ବଡ଼ ସଂସ୍ଥା ଆକାଶ ଏଜୁକେସନାଲ୍ ସର୍ଭିସେସ୍‌ ଲିମିଟେଡ୍‌ (ଇଏଏସ୍‌ଏଲ୍‌)କୁ କିଣିଲା ଦେଶର ଶିକ୍ଷା କ୍ଷେତ୍ରର ସବୁଠୁ ବଡ଼ ଅନଲାଇନ ଷ୍ଟାର୍ଟ ଅପ୍ କମ୍ପାନୀ ବାଇଜୁସ୍। ଆକାଶକୁ ବାଇଜୁସ୍ ୭୩୦୦ କୋଟି ଟଙ୍କାରେ କିଣିଥିବା ଜଣାଯାଇଛି। ଏହି ଅଧିଗ୍ରହଣ ପରେ…

ଟିକେ ଆଶ୍ୱସ୍ତି! ସ୍ଥିର ଅଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ଅଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୨୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧ ପଇସା ବଢ଼ି ୮୮ ଟଙ୍କା ୧୩ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ…

ସ୍ଥିର ଅଛି ସୁନା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

ସ୍ଥିର ଅଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୪୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮,୪୫୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ଦିଲ୍ଲୀ ବିଶ୍ବବିଦ୍ଯାଳୟରେ ବମ୍ପର ନିଯୁକ୍ତି, ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ(NTA) ଅଧିନରେ ହେବ ଚୟନ

ଦିଲ୍ଲୀ ବିଶ୍ବବିଦ୍ଯାଳୟରେ ଖାଲିପଡିଛି ଅନେକ ପଦବୀ। ଏହି ନିଯୁକ୍ତି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ(NTA) ଅଧିନରେ କରାଯିବ। ଦିଲ୍ଲୀ ବିଶ୍ବବିଦ୍ଯାଳୟରେ ମୋଟ ୧୧୪୫ ପଦବୀରେ ନିଯୁକ୍ତି କରାଯିବ। ଏଥିପାଇଁ ବିଶ୍ବବିଦ୍ଯାଳୟ ଦ୍ବାରା ଜାରି ହୋଇଥିବା ଅଧିକାରକ ନୋଟିଫିକେସନ ଜରିଆରେ ନନ୍ ଟିଚିଂ…

ସାମାନ୍ଯ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍

ଆଜି ସାମାନ୍ୟ ବଢିଛି ପେଟ୍ରୋଲ ଓ ଡିଜେଲ ଦର। ପୁଣି ୮ ପଇସା ବଢିଛି ପେଟ୍ରୋଲ ଦାମ୍। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୨୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୮ ଟଙ୍କା ୧୩ ପଇସା ଅଛି। କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ…

ସାମାନ୍ଯ ବଢିଲା ସୁନା, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଗ୍ରାମ ପ୍ରତି ଦାମ୍

ସୁନାପ୍ରେମୀ ଆଜି ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଆଜି ସୁନା ଦରର ତାଜା ଅପଡେଟ ପାଇପାରିବେ ଆଜି ମାତ୍ର ୧୦ ଟଙ୍କା ବଢିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୯୧୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି…

ତେଲ ପକାଇବାକୁ ଯିବା ପୂର୍ବରୁ ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍

ଆଜି ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍। ଗତକାଲି ଯେତିକି ଟଙ୍କା ଥିଲା ଆଜି ମଧ୍ୟ ସେତିକି ରହିଛି। ଆଜି ସାମାନ୍ୟ କମିଛି ପେଟ୍ରୋଲ ଓ ଡିଜେଲ ଦର। ପୁଣି ୮ ପଇସା କମ୍ ହୋଇଛି ପେଟ୍ରୋଲ ଦାମ୍। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୨୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର…