Browsing Category

ବ୍ୟବସାୟ ଓ ଅର୍ଥନୀତି

ଆଉ ମାତ୍ର ୪ ଦିନରେ ଅବୈଧ ହୋଇଯିବ ଆପଣଙ୍କ ପାନ୍ କାର୍ଡ ! ଆଧାର-ପାନ୍ ଲିଙ୍କ ନ କଲେ ଦେବାକୁ ହେବ ୧୦ ହଜାର ଜରିମାନା

ଯଦି ଆପଣ ନିଜର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରିନାହାନ୍ତି, ତେବେ ଏହା ଆପଣଙ୍କୁ ମହଙ୍ଗା ପଡିବ। ଏଥିପାଇଁ ଆପଣଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। କେବଳ ସେତିକି ନୁହେଁ, ପାନ୍ ମଧ୍ୟ ଅବୈଧ ହୋଇଯିବ। ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପାନ୍ କାର୍ଡ ସହ ଆଧାର ଲିଙ୍କ କରିବା ପାଇଁ…

୧୦ମ ପାସଙ୍କ ପାଇଁ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

ଭାରତୀୟ ରେଲୱେ ଅଧିନରେ ପଶ୍ଚିମ ମଧ୍ୟ ରେଲୱେରେ ବିଭିନ୍ନ ଆପରାଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଅଧିସୂଚନା ଜାରି କରିଛି। ଏଥିରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୩୦ ଏପ୍ରିଲ ସୁଦ୍ଧା ଅଧିକାରକ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପ୍ରକ୍ରିୟାରେ ପାଖାପାଖି ୭୧୬ ପଦବୀ…

ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦରଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୮୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୮୮ ଟଙ୍କା ୬୬ ପଇସା। ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ…

ସୁନା ମୂଲ୍ୟର ତାଜା ଅପଡେଟ, ଜଣାନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୦୬୦ ଟଙ୍କାରେ ପହଞ୍ଚିଥିବା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୮,୦୬୦ ଟଙ୍କା ଥିବା ଜଣାଯାଇଛି। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦…

ପପୁଲାର ମଡେଲ ସହ ଦମଦାର ଫିଚର୍ସରେ ଆସୁଛି ଏହି ୪ଟି ଗାଡ଼ି

ଅପ୍ରେଲରେ ଅନେକ କାର୍‌ କମ୍ପାନୀ ନିଜର ନୂଆ ମଡେଲର ଗାଡ଼ି ଲଞ୍ଚ କରିବାକୁ ଯାଉଛନ୍ତି। ଅପ୍ରେଲରେ ହୁଣ୍ଡାଇର ୭-ସିଟ୍‌ ର ଅଲ୍କାଜାର କାର୍‌ ର ରହିିଛି ସମସ୍ତଙ୍କ ଅପେକ୍ଷା। ଏହାର ଟିଜର-ପିକଚର୍ସ ଏବେ ମାର୍କେଟକୁ ଆସିଲାଣି। ତେବେ ଜାଣି ନିଅନ୍ତୁ ଅପ୍ରେଲରେ କେଉଁ କେଉଁ ଗାଡି ପପୁଲାର ମଡେଲ ସହ…

ଓଡ଼ିଶାବାସୀଙ୍କୁ ଝଟକା, ରାଜ୍ୟରେ ବଢ଼ିଲା ବିଦ୍ୟୁତ୍‌ ଦର

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଜି ଝଟକା ଦେଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (OERC)। ଏଣିକି ଆପଣଙ୍କୁ ବିଦ୍ୟୁତ ବିଲ୍‌ ବାବଦକୁ ଅଧିକ ଟଙ୍କା ଦେବାକୁ ପଡିବ। ୟୁନିଟ ପିଛା ୩୦ ପଇସା ବୃଦ୍ଧି ପାଇଛି। ଏପ୍ରିଲ ୪ରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି…

କରୋନା ପଜିଟିଭ ଯାତ୍ରୀଙ୍କ ପାଇଁ ସ୍ପାଇସଜେଟ୍ ଆଣିଲା ନୂଆ ଅଫର, ଜାଣନ୍ତୁ କ’ଣ ହେବ ଫାଇଦା

କେବେ ଭାବିଛନ୍ତି କି? ଆପଣ କେଉଁଆଡେ ଯିବା ପାଇଁ ପ୍ରସ୍ତୁତ ହୋଇ ଏୟାରପୋର୍ଟ ଯାଇଥିବେ, ଆଉ ଠିକ୍ ଏତିକି ବେଳେ ଆପଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବ।, ତେବେ ଆପଣ ନିଶ୍ଚିତ ଆଉ ଯାତ୍ରା କରିପାରିବେ ନାହିଁ। ଆଉ ବିମାନ ଭଡା ମଧ୍ୟ ଆପଣଙ୍କର ବରବାଦ ହୋଇଯିବ। ଆପଣ ଏମିତି ଭାବୁଛନ୍ତି, ତେବେ…

ବିନା ପରୀକ୍ଷାରେ କରନ୍ତୁ CRPF ଚାକିରି, ଦରମା ମାସକୁ ୮୫ ହଜାର

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ରେ ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ଅଧିକାରକ ନୋଟିଫିକେସନ ଜାରି ହୋଇଛି। ଏହି ନୋଟିଫିକେସନ ଅନୁଯାୟୀ, ସମ୍ବନ୍ଧିତ ବିଷୟରେ ଉଚିତ ଯୋଗ୍ଯତା ରଖୁଥିବା ଇଚ୍ଛୁକ ପ୍ରାର୍ଥୀ ୧୪ ଏପ୍ରିଲ ୨୦୨୧ରେ ୱାକ-ଇନ ଇଣ୍ଟରଭ୍ଯୁ ମାଧ୍ୟମରେ…

ଜନତାଙ୍କ ଉପରେ ପୁଣି ହୋଇପାରେ ମହଙ୍ଗା ମାଡ, ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର

ପୁଣି ଜନତାଙ୍କ ଉପରେ ହୋଇପାରେ ମହଙ୍ଗା ମାଡ। ବଢ଼ିପାରେ ବିଦ୍ୟୁତ୍‌ ଦର । ଏପ୍ରିଲ ୧ରୁ ଗ୍ରାହକଙ୍କ ପାଇଁ ଲାଗୁ ହୋଇପାରେ ନୂଆ ଦର । ଉପଭୋକ୍ତାଙ୍କୁ ଦେବାକୁ ହେବ ଅଧିକ ବିଦ୍ୟୁତ୍‌ ଦର । ୟୁନିଟ ପିଛା ଦେଢ଼ ଟଙ୍କା ବୃଦ୍ଧି ହୋଇପାରେ । ୬ ମାସ ପୂର୍ବରୁ ୟୁନିଟ ପିଛା ବଢ଼ିଥିଲା ୨୦ ପଇସା । ଆଜି…

ସୁନା ମୂଲ୍ୟର ତାଜା ଅପଡେଟ, ଜାଣନ୍ତୁ ଆଜି କମିଛି ନା ବଢିଛି

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୦୬୦ ଟଙ୍କାରେ ପହଞ୍ଚିଥିବା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୮,୦୬୦ ଟଙ୍କା ଥିବା ଜଣାଯାଇଛି। ଆଜି ଓଡ଼ିଶା ରାଜଧାନୀ…

ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୩୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୮୮ ଟଙ୍କା ୨୫ ପଇସା। ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ।…

ବିନା ପେଟ୍ରୋଲ-ଡିଜେଲ ଓ ଲାଇସେନ୍ସରେ ଏଥର ଚାଲିବ ସ୍କୁଟର, ଜାଣନ୍ତୁ ଏହାର ଦାମ୍‌

ଲଗାତାର ଭାବେ ବଢୁଥିବା ପେଟ୍ରୋଲ-ଡିଜେଲ ଦର ଓ ବାୟୂ ପ୍ରଦୂଷଣକୁ ନେଇ ଅଟୋନିର୍ମାତା ଏକ ନୂଆ ବାଇକ ଲଞ୍ଚ କରିଛନ୍ତି। ଏଥିପାଇଁ ପର୍ଯ୍ୟାବରଣ ଅନୁକୂଳ ସହ ଫୁଏଲ୍‌ ଏଫିସିଏଣ୍ଟ ଯାନ ତିଆରି କରିବାକୁ ନିର୍ମାତାଙ୍କୁ ପ୍ରେରିତ କରାଯାଇଛି।  ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟୁଚ୍ୟୁଟ ଅଫ୍‌…