Browsing Category

ବ୍ୟବସାୟ ଓ ଅର୍ଥନୀତି

ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, IRCTC ପକ୍ଷରୁ ଏହି ଖାସ୍ ଟୁର…

ନୂଆଦିଲ୍ଲୀ:ମାତା ବୈଷ୍ଣବୀ ଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆଇଆରସିଟିସି(IRCTC) ପକ୍ଷରୁ ଏକ ଖାସ୍ ଟୁର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି । ଏହି ଟୁର୍ ପ୍ୟାକେଜକୁ ମାତା ବୈଷ୍ଣବୀ ଦେବୀ ନାମରେ ହିଁ ନାମିତ କରାଯାଇଛି । ଆଇଆରସିଟିସି ଏହି ଯୋଜନା…

ତଳକୁ ଖସୁଛି ଭାରତର ଅର୍ଥନୀତି, ଓ୍ଵାଲର୍ଡ ବ୍ୟାଙ୍କ ଦେଲା ଏମିତି ରିପୋର୍ଟ

ତଳକୁ ଖସୁଛି ଭାରତର ଅର୍ଥନୀତି ।୨୦୧୭ରେ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିବାବେଳେ ୨୦୧୮ରେ ସପ୍ତମ ସ୍ଥାନକୁ ଖସିଛି । ଓ୍ଵାଲର୍ଡ ବ୍ୟାଙ୍କର ସଦ୍ୟ ରିପୋର୍ଟରେ ଏନେଇ ଉଲ୍ଲେଖ ରହିଛି । ଫ୍ରାନସ୍‌ ଓ ୟୁକେ ଆଗକୁ ଯାଇଥିବା ବେଳେ ଭାରତ ଏହି ତାଲିକାରେ ଦୁଇଟି ସ୍ଥାନ ତଳକୁ ଖସିଛି । ୨୦୧୮ରେ…

ଶସ୍ତା ହେଲା ବିନା ସବସିଡି ଏଲପିଜି ସିଲିଣ୍ଡର ଦର, ବୁଧବାର ମଧ୍ୟରାତ୍ରୀରୁ ହେଲା ଲାଗୁ

ନୂଆଦିଲ୍ଲୀ: ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ବୁଧବାର ଠାରୁ ୬୨.୫୦ ପଇସା ହ୍ରାସ ହୋଇଛି । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଦାମ୍ କମ୍ ହେବା କାରଣରୁ ଏହାର ମୂଲ୍ୟ ହ୍ରାସ ହୋଇଥିବା ଜଣାପଡିଛି। ଏହି ପରିପେକ୍ଷୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ କୁହାଯାଇଛି କି, ବିନା ସବସିଡି…

ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ପୋଷ୍ଟ ଅଫିସରେ ଏହି ଆକାଉଣ୍ଟ, ମାଗଣାରେ ମିଳିବ ସେବା

ଏଣିକି ପୋଷ୍ଟ ଅଫିସରେ ଆପଣ ମାତ୍ର ୨୦ ଟଙ୍କାରେ ଖୋଲିପାରିବେ ସେଭିଙ୍ଗ୍‌ ଆକାଉଣ୍ଟ ବା ଜମା ଖାତା। ବ୍ୟାଙ୍କ ଚାର୍ଜ ଅପେକ୍ଷା ଏହି ଚାର୍ଜ ବହୁତ କମ୍‌। ପୋଷ୍ଟ ଅଫିସର ଏହି ଖାସ୍‌ ସେଭିଙ୍ଗ୍‌ ଆକାଉଣ୍ଟର ଖାସ୍‌ କଥା ହେଉଛି, ଏଠାରେ ଅତି କମରେ ମାତ୍ର ୫୦ ଟଙ୍କା ବାଲାନ୍ସ ରଖିବାକୁ ପଡ଼ିବ। ପୋଷ୍ଟ…

କୋରାପୁଟରେ ପଣସ ଚିପ୍‌ସ କରି ସ୍ବାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ବଜାରରେ ବଢୁଛି ଗ୍ରାହକଙ୍କ ଚାହିଦା

ପଣସରୁ ପ୍ରସ୍ତୁତ ହେଉଛି ଚିପ୍‌ସ। ଚିପ୍‌ସ ପ୍ରସ୍ତୁତ ନେଇ ଓରମାସ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଉଛି ତାଲିମ୍‌। ତା ସହ ବନ ସୁରକ୍ଷା ସମିତିର ସଦସ୍ୟା ମଧ୍ୟ ନେଉଛନ୍ତି ତାଲିମ୍‌। ପଣସର ଚାହିଦା ବୃଦ୍ଧି ପାଇବା ସହ ଆଉ ବିକ୍ରି ପାଇଁ ଅନ୍ୟ ରାଜ୍ୟକୁ ପଠାଯିବ ନାହିଁ। ଚେନ୍ନାଇ ଓ…

ଆପଣଙ୍କ ପକେଟରେ ହେବ ମହଙ୍ଗା ମାଡ, ଅଗଷ୍ଟ ରେ ଝଟକା ପାଇଁ ରୁହନ୍ତୁ ପ୍ରସ୍ତୁତ

ଆସନ୍ତାକାଲିଠୁ ଆରମ୍ଭ ହେବ ଅଗଷ୍ଟ ମାସ । ଏହି ନୂଆ ମାସରେ ବଦଳିଯିବ ବହୁତ କିଛି । ଏହି ପରିବର୍ତ୍ତନ କିଛି କ୍ଷେତ୍ରରେ ଆପଣଙ୍କୁ ଦେବ ଆଶ୍ବସ୍ତି ତ ଆଉ କିଛି କ୍ଷେତ୍ରରେ ପକେଟ୍ ହେବ ଢିଲା । ଆସନ୍ତୁ ଜାଣିବା କେଉଁ ପରିବର୍ତ୍ତନ ସିଧା ଆପଣଙ୍କ ପକେଟ୍ ଉପରେ ପକାଇବ ପ୍ରଭାବ । ଦାମ୍ ବଢାଇଲା…

ମୁସଲିମ୍ ଡେଲିଭରୀ ବୟଠୁ ଖାଦ୍ୟ ନେବାକୁ ମନା କଲେ ହିନ୍ଦୁ ଗ୍ରାହକ, Zomato ଦେଲା ଉଚିତ୍ ଶିକ୍ଷା

ଧର୍ମର ଅଫିମ ଖାଇ ସଂପ୍ରଦାୟର ନିଶାରେ ଚୁର ମଣିଷ । ସଂପ୍ରଦାୟ – ସଂପ୍ରଦାୟ ମଧ୍ୟରେ ଏଠି ସୃଷ୍ଟି ହେଉଛି ଝଡ । କେଉଁଠି ମାରପିଟ୍ ତ କେଉଁଠି ହେଉଛି ଦଙ୍ଗା । ଇଶ୍ବର ବିଶ୍ବାସକୁ ନେଇ କେବଳ ହେଉଛି ବିବାଦ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣାର ଗଭୀରତା ଏତେ ବଢିଯାଇଛି ଯେ ତାର ଛିଟା ଦେଖିବାକୁ…

ଜିଏସ୍ଏସ୍ଏସବିରେ ବହୁ ପଦବୀ ଖାଲି, ଆପଣ ମଧ୍ୟ କରିପାରନ୍ତି ଆବେଦନ. .

ବେରୋଜଗାର ବ୍ୟକ୍ତି ସବୁବେଳେ ରୋଜଗାର ପାଇଁ ପନ୍ଥା ଖୋଜୁଥାଏ। ଯଦି ଆପଣମାନେ ଏବେ ସରକାରୀ ଚାକିରି ସନ୍ଧାନରେ ରହିଛନ୍ତି, ତେବେ ଏହି ସବୁ ପଦବୀରେ ଆବେଦନ କରିପାରିବେ। ଗୁଜରାଟ ଅଧିନସ୍ଥ ସେବା ଚୟନ ବୋର୍ଡ ପକ୍ଷରୁ ୪୦୮ଟି ଅତିରିକ୍ତ ସହାୟକ ଯନ୍ତ୍ରୀ , ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଅନ୍ୟ ପଦବୀ…

ପେଟ୍ରେୋଲ ଏବଂ ଡିଜେଲ ଦର ହେଲା ହ୍ରାସ, ଜାଣନ୍ତୁ କେଉଁଠି କେତେ ରହିଛି ଦାମ୍

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଅନେକ ମହାନଗରରେ ଆଜି ପେଟ୍ରୋଲ ଏବଂ ଡିଜେଲର ଦାମ ହ୍ରାସ ପାଇଛି। ଅର୍ଥାତ ଆପଣଙ୍କୁ ଏବେ ପେଟ୍ରୋଲ ଏବଂ ଡିଜେଲ କମ୍ ଦାମରେ ମିଳିବ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦର ୧୩ ପଇସା କମିଛି ଯାହାଦ୍ବାରା ପେଟ୍ରୋଲର ଦାମ ପ୍ରତି ଲିଟର ପିଛା…

ଏବେ ଥାଳିରୁ ଗାଏବ ହେବ ଭାତ-ଡାଲି, ୭ ପ୍ରତିଶତ ବୃଦ୍ଧି ହୋଇପାରେ ମହଙ୍ଗା ଦର

ଚଳିତବର୍ଷ ମୌସୁମୀ କମ୍ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ଏବେ ତ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ, ଏବେ ଗରିବଙ୍କ ଥାଳିରୁ ଡାଲି ଏବଂ ଭାତ ମଧ୍ୟ ଗାଏବ ହୋଇଯିବ। ମହଙ୍ଗା ଦର ୭ ପ୍ରତିଶତ ବଢିଯିବ ବୋଲି ଅନୁମାନ କରାଯାଉଛି। କମ୍ ବର୍ଷା ଯୋଗୁଁ ଚାଷ…

ବ୍ୟାଙ୍କ ଜମା ଉପରେ ସୁଧ ହାର କମାଇଲା SBI, ୧୭୯ ଦିନର ଡିପୋଜିଟରେ ୦.୫୦-୦.୭୫% ହ୍ରାସ

ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ଜମା (ଏଫଡି) ଉପରେ ସୁଧ ହାର ହ୍ରାସ କରିଦେଇଛନ୍ତି। ୧୭୯ ଦିନ ପର୍ଯ୍ୟନ୍ତ ଅବଧିରେ ଡିପୋଜିଟ ଉପରେ ସୁଧ ହାରରେ ୦.୫୦% ରୁ ୦.୭୫% ହ୍ରାସ କରାଯାଇଛି। ୧୭୯ ଦିନରୁ ଅଧିକ ଦିନର ଅବଧି ଜମା ଉପରେ ସୁଧ ୦.୨୦% ରୁ ୦.୩୫% ପର୍ଯ୍ୟନ୍ତ ହ୍ରାସ କରାଯାଇଛି।…

ଅଗଷ୍ଟ ୧ରୁ ମିଳିବ ଏସବିଆଇର ମୁକ୍ତ ସେବା: ଗାଡି ଏବଂ ଘର କିଣିବା ହେବ ଶସ୍ତା

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ଆରମ୍ଭରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ୍ ଏସବିଆଇ ତାର ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଇବ। ଏସବିଆଇର ଏହି ସୁବିଧା ଯୋଗୁଁ ନୋଏଡାରେ ଘର କିଣିବା ଏବଂ ଇଲେଟ୍ରିକ କାର କିଣିବା ଶସ୍ତା ହୋଇଯିବ। କିପରି ପାଇବେ ଫାଇଦା? ଏସବିଆଇର ସେବାମୁକ୍ତ…