Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ବାୟୁସେନାର ଶକ୍ତି ବଢାଇବ ୧୧୪ ନୂଆ ଲଢୁଆ ବିମାନ, ନିର୍ମାଣ ପାଇଁ ରେସରେ ଅଛନ୍ତି ବିଶ୍ବର ଏହି ସବୁ ବଡ କମ୍ପାନୀ

ଭାରତୀୟ ବାୟୁସେନା ନିଜର ଶକ୍ତି ବଢାଇବା ପାଇଁ ୧୧୪ ଲଢୁଆ ବିମାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପାଖାପାଖି ୧୮ ଆରବ ଡଲାର ମୂଲ୍ୟର ଏହି ସବୁ ବିମାନର ନିର୍ମାଣ କାର୍ଯ୍ୟର ଦୌଡରେ ବହୁ କମ୍ପାନୀ ସାମ୍ନାକୁ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଆମେରିକାର ପ୍ରତିଷ୍ଠିତ ବିମାନ କମ୍ପାନୀ…

କମିଲା ଜିପିଏଫ୍‌ ସୁଧ ହାର, କେତେ ହେଲା ଜାଣନ୍ତୁ

କମିଲା ପ୍ରୋଭିଡେଣ୍ଟ ଫଣ୍ଡ ସୁଧ ହାର । ବର୍ତ୍ତମାନ ଏହି ସୁଧହାର ୭.୯ ପ୍ରତିଶତ କରାଯାଇଛି । ପ୍ରତି ତିନି ମାସରେ ଜିପିଏଫ୍‌ ସୁଧ ହାର ସ୍ଥିର କରାଯାଇଥାଏ । ଏହି ନୂଆ ଦର ଜୁଲାଇ-ଅଗଷ୍ଟ-ସେପଟେମ୍ବର ମାସ ପାଇଁ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏହା ୮ ପ୍ରତିଶତ ଥିଲା । ଜିପିଏଫ୍‌ ଭଳି ଅନ୍ୟ…

ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ଚାଷୀଙ୍କୁ ପୁଣି ଏକ ଉପହାର ଦେବାକୁ ଯାଉଛି ମୋଦି ସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କିଛି ବଡ଼ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର । ଚାଷୀଙ୍କ ପାଇଁ ଫସଲ ବୀମାକୁ ଉନ୍ନତ କରିବା ସହ ଅଧିକ ପ୍ରିମିୟମ ବାଲା ଫସଲକୁ ହଟାଇବା ସରକାରଙ୍କ ଲକ୍ଷ । ଏହା ସହ ବୀମା କମ୍ପାନୀ ଯେ ଏହି…

Flipkart Big Shopping Days : ୨୭୫ ଟଙ୍କାରୁ ଆରମ୍ଭ କରନ୍ତୁ ସପିଂ, ସ୍ମାର୍ଟ ଟିଭିରେ ମିଳୁଛି ୭୫% ଡିସକାଉଣ୍ଟ

ଇ-କମର୍ସ କମ୍ପାନୀମାନେ ଅଫର ଆରମ୍ଭ କରିଦେଇଛନ୍ତି। ଏମିତିରେ ଫ୍ଲିପକାର୍ଟ ବିଗ୍ ସପିଂ ଡେଜ୍ (Big Shopping Days) ସେଲକୁ ଆରମ୍ଭ ପୁଣି ଥରେ କରିଦେଇଛି। ଏହି ସପିଂ ସେଳ ୧୫ ଜୁଲାଇରୁ ୧୮ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ସେଲର ପ୍ରଥମ ଦିନ , ଫ୍ଲିପକାର୍ଟ ପ୍ଲସ୍ ୟୁଜର ଏହାକୁ ଆକସେସ୍ କରିପାରିବେ।…

ଆତଙ୍କବାଦକୁ ସମୂଳେନାଶ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ଇଲେକ୍ଟ୍ରୋନିକ୍ ଯାନ,ଜାଣନ୍ତୁ କେମିତି

ଆଜିପୁରା ଦୁନିଆରେ ଆତଙ୍କବାଦୀ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ପାଲଟିଛି । ଏମିତି ଦିନ କଟିନଥିବ ଯେବେ କୌଣସି ଆତଙ୍କୀ ହମଲା ନେଇ ଖବର ଆମ ପାଖକୁ ଆସିନଥିବ । ଆତଙ୍କୀମାନଙ୍କୁ ପାଳୁଥିବା ପାକିସ୍ତାନ ମଧ୍ୟ ଆତଙ୍କକୁ ନେଇ ଚିନ୍ତାରେ । କିନ୍ତୁ ଆପଣଙ୍କୁ ଏହା ଶୁଣିକି ଅଜବ ଲାଗିବ ଯେ ଇଲେକ୍ଟ୍ରି…

ସାବଧାନ ! ବ୍ୟାଙ୍କରେ ଭୁଲ୍ ଆଧାର ଦେଲେ ହୋଇପାରେ ୧୦ ହଜାର ଟଙ୍କା ଜରିମାନା

ବ୍ୟାଙ୍କରେ ନେଣ ଦେଣ ପାଇଁ ପାନ୍ କାର୍ଡ ସ୍ଥାନରେ ଆଧାର କାର୍ଡର ବିକଳ୍ପ ରଖିଛନ୍ତି ସରକାର । ଯଦି ଆପଣ ଏହି ନେଣ ଦେଣ ପାଇଁ ଆଧାର କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଯଦି ବ୍ୟାଙ୍କର କୌଣସି କାମରେ ଆପଣ ଭୁଲ୍ ଆଧାର ନମ୍ବର ଦେଉଛନ୍ତି ତେବେ ଏହା ଆପଣଙ୍କ ଉପରେ…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପରେ ଏବେ ଆଲ୍ଲାହାବାଦ ବ୍ୟାଙ୍କରେ ଘୋଟଲା, ୧୭ ଶହ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ

କେନ୍ୟୁଜ୍ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପରେ ଏବେ ଆଲ୍ଲାହାବାଦ ବ୍ୟାଙ୍କ ଘୋଟଲା ପଦାକୁ ଆସିଛି। ଆଲ୍ଲାହାବାଦ ବ୍ୟାଙ୍କରେ ୧୭ ଶହ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଆଲ୍ଲାହାବାଦ ବ୍ୟାଙ୍କ ତାର ବାର୍ଷିକ ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ କରିବା ସହ ରିଜର୍ଭ ବ୍ୟାଙ୍କ ଅଫ୍‌…

SBI ଆଣୁଛି ନୂଆ ଯୋଜନା, ଏଣିକି ଗ୍ରାହକ କରିପାରିବେ ମାଗଣା ମନିଟ୍ରାନ୍ସଫର

ନୂଆଦିଲ୍ଲୀ: ଏସବିଆଇ ଆଣିଛି ଗ୍ରାହାକଙ୍କ ପାଇଁ ଆଣିଛି ଖୁସି ଖବର। ଏଣିକି ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ ଆଉ କୌଣସି ଚାର୍ଜ ଦେବାକୁ ପଡିବନି। ଗ୍ରହାକ ମାନେ ପୁର୍ବରୁ ଆଇଏମପିଏସ, ଏନଇଏଫଟି ଓ ଆରଟିଜିଏସ ବ୍ୟବହାର କରି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା…

HDFC ର ଗ୍ରାହକ ୮ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ATM କାର୍ଡର ବ୍ୟବହାର, ଜାଣନ୍ତୁ କାହିଁକି?

ପ୍ରାଇଭେଟ ସେକ୍ଟରର ସବୁଠାରୁ ବଡ଼ ବ୍ୟାଙ୍କ HDFC ନିଜ ଗ୍ରାହକ ମାନଙ୍କ ପାଇଁ ଏକ ସତର୍କ ସୂଚନା ଜାରିକରିଛି। ଏହି ଆଲର୍ଟ ଅନୁସାରେ HDFCର ଗ୍ରାହକ ମାନେ 8ଘଣ୍ଟା ପର୍ଯ୍ୟନ୍ତ ATM ଏବଂ କାର୍ଡର ବ୍ୟବହାର କରିପାରିବେ ନାହିଁ । ଏହି ଦିନରେ ବନ୍ଦରହିବ ATM ବ୍ୟାଙ୍କ ନିଜର ATM ସଫ୍ଟୱୟାର…

ଖୁବ୍ ଶୀଘ୍ର ଆସିବ Flipkartର କ୍ରେଡିଟ୍ କାର୍ଡ, ଅସୀମିତ କ୍ୟାସବ୍ୟାକ୍ ସହ ମିଳିବ ଏହି ସୁବିଧା

ଅନଲାଇନ୍ ଜିନିଷ କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ନିଜର କ୍ରେଡିଟ୍ କାର୍ଡ ଲଂଚ୍ କରିବାକୁ ଯାଉଛି ସବୁଠାରୁ ବଡ଼ ଇକମର୍ସ ସାଇଟ୍ ଫ୍ଲିପକାର୍ଟ । ଆକ୍ସିସ୍ ବ୍ୟାଙ୍କ ଏବଂ ମାଷ୍ଟରକାର୍ଡ ସହ ନିଜର ଏହି କ୍ରେଡିଟ୍ କାର୍ଡ ଲଂଚ୍ କରିବ ଫ୍ଲିପକାର୍ଟ । ଏହି ନୂଆ କ୍ରେଡିଟ୍…

ଶସ୍ତା ଏସି ବିକିବା ଆରମ୍ଭ କଲେ ମୋଦି ସରକାର, ଜାଣନ୍ତୁ କେମିତି କିଣିବେ

ଗ୍ରାହକଙ୍କ ପାଇଁ ଖୁସିଖବର । ଏସି ବିକ୍ରି କରିବା ଆରମ୍ଭ କଲେ ମୋଦି ସରକାର । ଏହି ଏସିର ଦାମ ଆପଣଙ୍କ ବଜେଟରେ ହେବା ସହିତ ଏହା କମ୍ ବିଦ୍ୟୁତ ବ୍ୟବହାର କରିବ। କେବଳ ଶସ୍ତା ନୁହେଁ ୩୦ ପ୍ରତିଶତ ଅଧିକ ଏଫିସିଏଣ୍ଟ ମଧ୍ୟ । ଏହି ଏସି ସରକାରଙ୍କ ଋଋଝଖ କମ୍ପାନୀ ଲଞ୍ଚ୍ କରିଛି। କମ୍ପାନୀ ୧.୫ ଟନ୍…

ଆର୍ଥିକ ବର୍ଷରେ ଓଡିଶାକୁ ମିଳିବ କେତେ ଟଙ୍କା ? ଜାଣନ୍ତୁ ..

୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇରେ ୫ ହଜାର ୮ଶହ କୋଟିରୁ ୬ ହଜାର କୋଟି ଟଙ୍କା ମିଳିବ । ସେଭିତରୁ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ ପାଇଁ ୨୫୦କୋଟି ଟଙ୍କା, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୪ ଶହ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୪ଶହ କୋଟି ଟଙ୍କା ଅନୁଦାନ ମିଳିବ ।…