Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଚିନ୍ତାରେ ରାଜ୍ୟବାସୀ

କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ରାଜ୍ୟରେ ପେଟ୍ରୋଲ ୨ଟଙ୍କା ୫୦ ପଇସା ଓ ଡିଜେଲ ଦରରେ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ଏହା ଖାଉଟି ଓ ମଧ୍ୟବିତ୍ତଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଏନେଇ ଭୁବନେଶ୍ବରରେ ପେଟ୍ରୋଲର ମୂଲ୍ୟ ୭୧ଟ.୯୪ପ…

ବ୍ୟାଙ୍କ ଖାତାରେ ଟଙ୍କା ଜମା ସମ୍ବନ୍ଧିତ ନିୟମ ବଦଳିଲା, ଜାଣନ୍ତୁ କ’ଣ?

ଆପଣ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବାକୁ ଯାଉଛନ୍ତି କି? ତା’ ହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ହେବ। କାରଣ, ଏବେ କେହି ଆପଣଙ୍କ ବିନା ସମ୍ମତରେ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିପାରିବେ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ନିୟମରେ ପରିବର୍ତ୍ତନ…

ଘରର ବଜେଟ ଉପରେ ରଖନ୍ତୁ ଏପରି ଧ୍ୟାନ, ଏହି ଟିପ୍ସ ଉପରେ ଟିକେ ପକାନ୍ତୁ ନଜର 

ସାଧାରଣ ଭାଷାରେ କହିବାକୁ ଗଲେ ବଜେଟର ଅର୍ଥ ହେଉଛି ଆୟ-ବ୍ୟୟର ହିସାବକିତାବ। ବଜେଟ ଏକ ଏମିତି ଶବ୍ଦ ଯେ ଏହାକୁ ଆମେ ଭଲଭାବେ ବୁଝିଯାଆନ୍ତି ଏବଂ ଟଙ୍କା ସଞ୍ଚୟ କରିବା ସିଖି ଯାନ୍ତି ତେବେ ଘରେ କେବେବି ଅର୍ଥାଭାବ ଦେଖାଯିବ ନାହିଁ। ଏହାସହିତ ଆମେ ଆମର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ ରଖିପାରିବା।…

ଆଜିଠୁ ବଢ଼ିଲା ତୈଳ ଦର, ଜାଣନ୍ତୁ ଭୁବନେଶ୍ୱରରେ ରହିଛି କେତେ

ଭୁବନେଶ୍ୱର(କେନ୍ୟୁଜ୍) : ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍‌ ଲାଗୁ ହେବାର ଦିନେ ପରେ ବଢ଼ିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ୍‌ ଲିଟର ଦର ପାଖାପାଖି ଅଢ଼େଇ ଟଙ୍କା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ…

ଖୁସି ଖବର : ଏବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ମାସିକ ପେନସନ୍, ଏମିତି କରିବାକୁ ହେବ ରେଜିଷ୍ଟ୍ରେସନ୍

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ ପ୍ରଥମ ବଜେଟ ରଖିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ବଜେଟରେ ସରକାର ଛୋଟ ଦୋକାନୀମାନଙ୍କ ପାଇଁ ପେନସନ ଯୋଜନା ଘୋଷଣା କରିଛନ୍ତି। ଏହି ସ୍କୀମ ଅନୁଯାୟୀ ଦେଶର ୩ କୋଟି ଛୋଟ ଦୋକାନୀ ମାନଙ୍କୁ ପେନସନ ମିଳିବ। ଅବଶ୍ୟ ପେନସନ ଯୋଜନାର…

ଜିଓର ସ୍ବତନ୍ତ୍ର ଅଭିଯାନ, ନୂଆ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଡିଜିଟାଲ ଉଡାଣ କାର୍ଯ୍ୟକ୍ରମରେ କରିବ ସଶକ୍ତ

ଟେଲିକମ ସେକ୍ଟରରେ ସର୍ବାଧିକ ଲୋକପ୍ରିୟ ହାସଲ କରିଥିବା ରିଲାଏନ୍ସ ଜିଓ ଏବେ ଭାରତରେ ଏକ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମର ଘୋଷଣା କରିଛି। ଯାହର ନାମ 'ଡିଜିଟାଲ୍‌ ଉଡାନ୍‌' ଦିଆଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନୂଆକରି ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କୁ…

ବଜେଟ ୨୦୧୯ : ସୁଧହାର ପଇଠରେ ହେଉଛି ସବୁଠାରୁ ଅଧିକ ଖର୍ଚ୍ଚ

ମୋଟ ୨୭ ଲକ୍ଷ ୮୬ ହଜାର ୩୪୯ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ସବୁଠାରୁ ଅଧିକ ଖର୍ଚ୍ଚ ହେଉଛି, ସୁଧହାର ପଇଠରେ। ଏଥିରେ ୬ ଲକ୍ଷ ୬୦ ହଜାର ୪୭୧ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ପ୍ରତିରକ୍ଷା ଖର୍ଚ୍ଚ ଅଧିକ ରହିଛି। ୩ ଲକ୍ଷ ୫ ହଜାର ୨୯୬ କୋଟି ଟଙ୍କା ରହିଛି…

ପାନ କାର୍ଡ ହେଉ କିମ୍ବା ଆଧାର ନମ୍ବର, କାହା ସହିତ ବି ଫାଇଲ୍ କରାଯାଇପାରେ ଆୟକର ରିଟର୍ଣ୍ଣ

କରଦାତାଙ୍କୁ ମୁକ୍ତି ଦେବା ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ପାନ କାର୍ଡ ବଦଳରେ ଆଧାର କାର୍ଡ ଦ୍ବାରା ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ସୁବିଧା ଦିଆଯାଇଛି। ଅର୍ଥ ମନ୍ତ୍ରୀ ଜଣାଇଛନ୍ତି ଯେ ୧୨୦ କୋଟିରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ଅଛି। ଯେଉଁମାନଙ୍କ ପାଖରେ ପାନ କାର୍ଡ ନାହିଁ…

ବଜେଟ ୨୦୧୯ରେ ଖୁସି ନାହିଁ ସେନସେକ୍ସ, ଅର୍ଥମନ୍ତ୍ରୀଙ୍କ ଉପସ୍ଥାପନ ପରେ ୩୦୦ରୁ ଅଧିକ ପଏଣ୍ଟ ହ୍ରାସ

ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଶୁକ୍ରବାର ସକାଳେ ସାଂସଦରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣ ବଜେଟ। ଏହି ସମୟରେ ସକାଳେ ଷ୍ଟକମାର୍କେଟରେ ସେନସେକ୍ସ ୪୦ହଜାର ପାର କରିଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଥିରେ ୩୫୩.୩୫ଅଙ୍କ ହ୍ରାସ ପାଇଥିବା ଦେଖାଯାଇଥିବା ବେଳେ ତାହା ୩୯୫୫୪.୭୧ ସ୍ତରରେ…

ସଂସଦରେ ଉପସ୍ଥାପିତ ହେଲା ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଫୋକସ୍ ମହିଳା ଓ ଗ୍ରାମାଞ୍ଚଳ

ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବଜେଟ। ବଜେଟରେ ଗ୍ରାମୀଣ ଭାରତକୁ ଫୋକସ କରିଛନ୍ତି କେନ୍ଦ୍ର ସରକାର। ଫୋକସରେ ଗାଁ, ଗରିବ ଓ କୃଷକ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୨ ସୁଦ୍ଧା ପ୍ରତ୍ୟେକ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଉଜ୍ଜ୍ୱଳା ଓ ସୌଭାଗ୍ୟ…

ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବଢ଼ିଲା ବୋଝ, ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀ ଗଣିବେ ଅତିରିକ୍ତ ୩ ପ୍ରତିଶତ ଟିକସ

ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନି । କିନ୍ତୁ ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବୋଝ ବଢିଛି। ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀଙ୍କ ଉପରେ ଅତିରିକ୍ତ ୩ ପ୍ରତିଶତ ଟିକସ ଲାଗୁ ହୋଇଛି। ସେହିପରି ୭ କୋଟିରୁ ଅଧିକ ଆୟକାରୀ ଅତିରିକ୍ତ ୭ ପ୍ରତିଶତ ଟିକସ ଦେବେ। ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ…

ଶେଷ ହୋଇଛି ୨୦୧୯-୨୦ ଆର୍ଥିକ ବଜେଟ, ଜାଣନ୍ତୁ କେଉଁ ଜିନିଷ ହେଲା ଶସ୍ତା ଏବଂ ମହଙ୍ଗା

ସଂସଦରେ ଆଗତ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବଜେଟ। ବଜେଟରେ ଗ୍ରାମୀଣ ଭାରତକୁ ଫୋକସ କରିଛନ୍ତି କେନ୍ଦ୍ର ସରକାର। ବଜେଟ ଉପସ୍ଥାପନ ପରେ ଏକାଧିକ ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ କିଛି ସାମଗ୍ରୀ ଦର ହ୍ରାସ ପାଇବ। ଆମଦାନୀ ହେଉଥିବା ସୁନା, ପ୍ଲାଟିନମ ଓ ମୂଲ୍ୟବାନ ଧାତୁ,…