Browsing Category

ବ୍ୟବସାୟ ଓ ଅର୍ଥନୀତି

ଆଇଆରଡିଏର ନିର୍ଦ୍ଦେଶ, ଏବେ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ ନଷ୍ଟ କାର୍‌ ଓ ବାଇକ୍‌ର କ୍ଷତିପୂରଣ ଦେବେ

ଆଇଆରଡିଏର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଗାମୀ ସେପଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ଦେଶରେ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହେଉଥିବା କାର୍‌ ଓ ବାଇକ୍‌ ବାବଦରେ କ୍ଷତିପୂରଣ ମିଳିବ । ଆଇଆରଡିଏ ଏ ନେଇ ସମସ୍ତ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ।…

ଓଡ଼ିଶା ବିଧାନସଭାରେ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି…

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ବଢିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହା ୮.୪ ପ୍ରତିଶତ ରହିଛି । ଗତ ପାଞ୍ଚ ବର୍ଷ…

ଗ୍ରାଜୁଏଟ୍ ମାନଙ୍କ ପାଇଁ ଖୁସି ଖବର, EPFO ରେ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ଜାରି

ସରକାରୀ ଚାକିରୀ ଖୋଜୁଥିବା ଯୁବ ପିଢିମାନଙ୍କ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ସ୍ପେଶାଲ ସିକ୍ୟୁରିଟି ଆସିଷ୍ଟାଣ୍ଟ (SSA) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। ଏହି ପଦବୀରେ ଆବେଦନ ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ରହିଛି। ଇଛୁକ ପ୍ରାର୍ଥୀମାନେ ଅନଲାଇନରେ…

୪ ମାସ ପରେ ବଦଳିଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନସ୍, ସଂସଦର ନିଷ୍ପତ୍ତି

ସରକାର ଡ୍ରାଇଭିଂ ଲାଇସେନ୍ସ ବନାଇବାର ନିୟମକୁ ସହଜ କରିବା ପାଇଁ ପ୍ରାୟସ ଜାରୀ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ସଂସଦରେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି)ର ନୂଆ ନିୟମକୁ ନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ…

ସୁନା ମୂଲ୍ୟ ପାର କରୁଛି ସମସ୍ତ ରେକର୍ଡ, ଜାଣନ୍ତୁ କେତେ ରହିଛି ଆଜିର ଦର

ସୁନା ଦରରେ ସର୍ବକାଳୀନ ରେକର୍ଡ । ବର୍ତ୍ତମାନ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୩୪ ହଜାର ୫୦୦ ଟଙ୍କା । ସୁନା ଦାମରେ ସପ୍ତାହେ ଭିତରେ ପାଖାପାଖି ଅଢ଼େଇ ହଜାର ଟଙ୍କାର ବୃଦ୍ଧି ଘଟିଛି । ଏବେ ବାହାଘର ଋତୁ ଚାଲିଥିବା ବେଳେ ସୁନା ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏଥିଯୋଗୁ ସୁନା…

ମାରୁତି ଲଞ୍ଚ କରୁଛି ଅତ୍ୟାଧୁନିକ ଇଲେକଟ୍ରିକ୍‌ କାର, ଥରେ ଚାର୍ଜ କଲେ ଚାଲିବ ୨୦୦ କିଲୋମିଟର

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର ବିକ୍ରତା କମ୍ପାନୀ ମାରୁତି ନିଜ ଗ୍ରାହକଙ୍କୁ ଦେବାକୁ ଯାଉଛି ଦମଦାର ଉପହାର। ଏନେଇ ଖୁବ ଶୀଘ୍ର ଓ୍ଵାଗନରର ଇଲେକଟ୍ରିକ୍‌ ଭର୍ସନ ଲଞ୍ଚ କରିବାକୁ ଯାଉଛି ମାରୁତି । କମ୍ପାନୀ ଏହାର ଟେଷ୍ଟିଂ ଆରମ୍ଭ କରିଥିବା ବେଳେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଏହାକୁ…

ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଠକେଇ ମାମଲା, ଗିରଫ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ସ୍ୱିସ୍‌ ଝଟ୍‌କା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ସ୍ୱିସ୍‌ ଝଟ୍‌କା। ନିରବ ମୋଦି ଓ ତାଙ୍କ ଭଉଣୀଙ୍କ ନାଁରେ ସ୍ୱିଜରଲାଣ୍ଡରେ ଥିବା ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧରେ ସେସବୁ ବ୍ୟାଙ୍କ…

ଟଙ୍କା ଖର୍ଚ୍ଚ କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ୧୪ ଟିପ୍ସ, ନଚେତ୍ ଆୟଠୁ ଦୁଇ ଗୁଣା ହୋଇଯିବ ବ୍ୟୟ

ଘରକୁ ଭଲ ଭାବରେ ଚଲାଇବା ପାଇଁ ଟଙ୍କାର ମ୍ୟାନେଜମେଣ୍ଟ କରିବା ବହୁତ ଜରୁରୀ । ଏହା ଦ୍ବାରା ଆପଣ ଆପଣଙ୍କ ଟଙ୍କାର ସଠିକ୍ ବ୍ୟବହାର କରିପାରିବେ । ଏହା ସହ ସଞ୍ଚୟ ମଧ୍ୟ କରିପାରିବେ । ସେଥିପାଇଁ ଆଜି ଆମେ କହିବୁ କିଛି ଟିପ୍ସ । ଯାହାକୁ ଖର୍ଚ୍ଚ ବେଳେ ଧ୍ୟାନରେ ରଖିଲେ ଭବିଷ୍ୟତରେ ହଇରାଣ ହେବେ…

ଧୂମପାନ ଉପରେ ରୋକ୍ ଲଗାଇବା ଉପରେ କଠୋର ପଦକ୍ଷପ ନେଲା ଏହି ଦେଶ

ଆମେରିକାର: ଆମେରିକାର ସେନ୍ ଫ୍ରାନ୍ସସିସ୍କୋ ସହରରେ ଧୂମପାନ ରୋକିବା ପାଇଁ କଠୋର ପଦକ୍ଷପ ଉଠାଯାଇଛି । ଏଠାରେ ଇ-ସିଗାରେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ସେନ୍ ଫ୍ରାନ୍ସସିସ୍କୋ ଆମେରିକାର ପ୍ରଥମ ସହର ଭାବେ ପରିଚିତ ହୋଇଛି ଯେଉଁଠାରେ ଇ-ସିଗାରେଟ୍ ବିକ୍ରି ଉପରେ ରୋକ୍…

ଆରବିଆଇ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ, ଏଣିକି ସମସ୍ତ କଏନ୍ ବୈଧ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗତ ବୁଧବାର ଦିନ ଲୋକମାନଙ୍କର ଆଶଙ୍କାକୁ ଦୂର କରିବା ପାଇଁ ସମସ୍ତ ମୁଦ୍ରା ବୈଧ ଅଟେ ଏବଂ ବିଭିନ୍ନ ସ୍ବରୂପରେ ଜାରି କରାଯାଇଥଇବା ମୁଦ୍ରା ସ୍ବିକାର କରିବା ପାଇଁ କୁହାଯାଇଛି। ଆରବିଆଇ କହିବା ଅନୁଯାୟୀ ବିଭିନ୍ନ ସମୟରେ ଆର୍ଥିକ, ସାମାଜିକ ଏବଂ…

ଦିନକ ପରେ ବିଧାନସଭାରେ ଆସିବ ବଜେଟ, ଏଥର କାଳିଆ, ମହିଳା, ସାମାଜିକ ସୁରକ୍ଷା ଉପରେ ରହିବ ଫୋକସ

ଆସନ୍ତା ୨୮ରେ ବିଧାନସଭାରେ ଆସିବ ବଜେଟ । ୨୦୧୯-୨୦ ପାଇଁ ରାଜ୍ୟ ବଜେଟ୍ ଆକାର ରହିବ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା। ଲୋକାଭିମୁଖୀ ଓ ସବୁବର୍ଗର ଲୋକଙ୍କୁ ସୁହାଇବା ଭଳି ବଜେଟ ହେବ। ତେଣୁ ଚାଷୀରୁ ଶ୍ରମିକ, ଶିକ୍ଷାରୁ ସ୍ୱାସ୍ଥ୍ୟ, ମହିଳାରୁ ଯୁବ ସବୁ ବର୍ଗ ଓ କ୍ଷେତ୍ରରେ ବ୍ୟୟ ବରାଦ…

ସାବଧାନ ! ସ୍ବିଗି, ଜାମାଟୋରୁ ଖାଇବା ଅର୍ଡର କରିବା ଆପଣଙ୍କୁ ପଡୁଛି ମହଙ୍ଗା, ଜାଣନ୍ତୁ କିପରି ?

ଯଦି ଆପଣ ମଧ୍ୟ ଅନଲାଇନ କମ୍ପାନୀଠାରୁ ଖାଦ୍ୟ ଅର୍ଡର କରନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଅନଲାଇନ ଫୁଡ ଏଗ୍ରୀଗେଟର ସ୍ବିଗି, ଜମାଟୋ ଭଳି କମ୍ପାନୀ ଦ୍ବାରା ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। କାରଣ ଅନଲାଇନ ଫୁଡ ଏଗ୍ରୀଗେଟର ମାନେ ଅନେକ ଖାଦ୍ୟର…