Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଆର୍ଥିକ ବର୍ଷରେ ଓଡିଶାକୁ ମିଳିବ କେତେ ଟଙ୍କା ? ଜାଣନ୍ତୁ ..

୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇରେ ୫ ହଜାର ୮ଶହ କୋଟିରୁ ୬ ହଜାର କୋଟି ଟଙ୍କା ମିଳିବ । ସେଭିତରୁ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ ପାଇଁ ୨୫୦କୋଟି ଟଙ୍କା, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୪ ଶହ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୪ଶହ କୋଟି ଟଙ୍କା ଅନୁଦାନ ମିଳିବ ।…

ଶିକ୍ଷକ ହେବାକୁ ଚାହୁଁଛନ୍ତି ? ନବୋଦୟ ବିଦ୍ୟାଳୟରେ ବାହାରିଛି ନିଯୁକ୍ତି ବିଜ୍ଞାପନ, ଜାଣନ୍ତୁ କିପରି କରିବେ ଆବେଦନ

ନବୋଦୟ ବିଦ୍ୟାଳୟ, ଆର୍ମି ପବ୍ଲିକ ସ୍କୁଲ ଏବଂ କେନ୍ଦ୍ରିୟ ବିଦ୍ୟାଳୟ ସମେତ ଦେଶରେ ବିଭିନ୍ନ ସ୍କୁଲରେ ଶିକ୍ଷକଙ୍କ ନିଯୁକ୍ତି କରାଯିବ। ଏହି ସ୍କୁଲମାନଙ୍କରେ PGT, TGT, PRT, PET ମ୍ୟୁଜିକ୍ ଏବଂ ଅନ୍ୟ ବିଷୟରେ ଶିକ୍ଷକ ନିଯୁକ୍ତି କରାଯିବ। ଇଛୁକ ପ୍ରାର୍ଥୀମାନେ ଏହି ପୋଷ୍ଟରେ ଆବେଦନ କରିବା…

ଖୁସିଖବର ! ଆଜି ସୁନା ହେଲା ୬୦୦ଟଙ୍କା ଶସ୍ତା, ଏବେ ୧୦ଗ୍ରାମ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ମାର୍କେଟର ଦର ହ୍ରାସ ହେବା ପରେ ଘରୋଇ ସ୍ତରରେ ଆଜି ସୁନା ମୂଲ୍ୟ କମ ହୋଇଛି। ଏନେଇ ମଙ୍ଗଳବାର ଦିନ ଦିଲ୍ଲୀର ସରର୍ଫା ବଜାରରେ ସୁନା ମୂଲ୍ୟ ୬୦୦ଟଙ୍କା ଶସ୍ତା ହୋଇଛି। ସେହିପରି ରୁପା ଦରରେ ମଧ୍ୟ ୪୮ଟଙ୍କା ହ୍ରାସ ହୋଇଥିବା ଜଣାପଡିଛି। ଆପଣଙ୍କୁ କହିବାକୁ…

୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା ଚାକିରିଆଙ୍କୁ ସରକାରଙ୍କ ଉପହାର, ଆସନ୍ତା ମାସରୁ ଏତିକି ଅଧିକ ମିଳିବ ଦରମା

ବେସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ମୋଦି ସରକାର ବେସରକାରୀ ଚାକିରି କରୁଥିବା ଲୋକଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର। ଯଦି ଆପଣଙ୍କୁ ପ୍ରତ୍ୟେକ ମାସରେ ୨୧ ହଜାର ଦରମା ମିଳୁଛି, ତା’ ହେଲେ ଏହି ମାସଠାରୁ ଆପଣଙ୍କ ଦରମା ବଢ଼ିଯିବ ବୋଲି ଜାଣି ରଖନ୍ତୁ। ଏହି ନିଷ୍ପତ୍ତି ୧ ଜୁଲାଇରୁ ଲାଗୁ…

ଏସବିଆଇ ଗ୍ରାହକଙ୍କୁ କଲା ସତର୍କ ! ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଏହାଠାରୁ ରୁହନ୍ତୁ ଦୂରରେ

ଅନଲାଇନ ଠକାମିର ବ୍ରୁଦ୍ଧିକୁ ଲକ୍ଷ୍ୟ କରି ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ) ନିଜର ୪୨ କୋଟିରୁ ଅଧିକ ଗ୍ରାହକଙ୍କୁ ଆଲର୍ଟ କରିଛି। ଏସବିଆଇ ଗ୍ରାହକଙ୍କୁ ଠକାମିରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ୍ କହିଛି ଯେ ଗ୍ରାହକ ନିଜର ଟଙ୍କା ଏବଂ…

BHEL ରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି, ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ସରକାରୀ ଚାକିରୀର ସୁଯୋଗ

ଭାରତ ହେବି ଇଲେକ୍ଟ୍ରିକଲ୍ସ ଲିମିଟେଡ (BHEL) ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ ପ୍ରଥମେ ସମସ୍ତ ତଥ୍ୟ ସମ୍ପର୍କରେ ଅବଗତ ହୋଇ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ। ଆବେଦନ…

ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଚିନ୍ତାରେ ରାଜ୍ୟବାସୀ

କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ରାଜ୍ୟରେ ପେଟ୍ରୋଲ ୨ଟଙ୍କା ୫୦ ପଇସା ଓ ଡିଜେଲ ଦରରେ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ଏହା ଖାଉଟି ଓ ମଧ୍ୟବିତ୍ତଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଏନେଇ ଭୁବନେଶ୍ବରରେ ପେଟ୍ରୋଲର ମୂଲ୍ୟ ୭୧ଟ.୯୪ପ…

ବ୍ୟାଙ୍କ ଖାତାରେ ଟଙ୍କା ଜମା ସମ୍ବନ୍ଧିତ ନିୟମ ବଦଳିଲା, ଜାଣନ୍ତୁ କ’ଣ?

ଆପଣ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବାକୁ ଯାଉଛନ୍ତି କି? ତା’ ହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ହେବ। କାରଣ, ଏବେ କେହି ଆପଣଙ୍କ ବିନା ସମ୍ମତରେ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିପାରିବେ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ନିୟମରେ ପରିବର୍ତ୍ତନ…

ଘରର ବଜେଟ ଉପରେ ରଖନ୍ତୁ ଏପରି ଧ୍ୟାନ, ଏହି ଟିପ୍ସ ଉପରେ ଟିକେ ପକାନ୍ତୁ ନଜର 

ସାଧାରଣ ଭାଷାରେ କହିବାକୁ ଗଲେ ବଜେଟର ଅର୍ଥ ହେଉଛି ଆୟ-ବ୍ୟୟର ହିସାବକିତାବ। ବଜେଟ ଏକ ଏମିତି ଶବ୍ଦ ଯେ ଏହାକୁ ଆମେ ଭଲଭାବେ ବୁଝିଯାଆନ୍ତି ଏବଂ ଟଙ୍କା ସଞ୍ଚୟ କରିବା ସିଖି ଯାନ୍ତି ତେବେ ଘରେ କେବେବି ଅର୍ଥାଭାବ ଦେଖାଯିବ ନାହିଁ। ଏହାସହିତ ଆମେ ଆମର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ ରଖିପାରିବା।…

ଆଜିଠୁ ବଢ଼ିଲା ତୈଳ ଦର, ଜାଣନ୍ତୁ ଭୁବନେଶ୍ୱରରେ ରହିଛି କେତେ

ଭୁବନେଶ୍ୱର(କେନ୍ୟୁଜ୍) : ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍‌ ଲାଗୁ ହେବାର ଦିନେ ପରେ ବଢ଼ିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ୍‌ ଲିଟର ଦର ପାଖାପାଖି ଅଢ଼େଇ ଟଙ୍କା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ…

ଖୁସି ଖବର : ଏବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ମାସିକ ପେନସନ୍, ଏମିତି କରିବାକୁ ହେବ ରେଜିଷ୍ଟ୍ରେସନ୍

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ ପ୍ରଥମ ବଜେଟ ରଖିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ବଜେଟରେ ସରକାର ଛୋଟ ଦୋକାନୀମାନଙ୍କ ପାଇଁ ପେନସନ ଯୋଜନା ଘୋଷଣା କରିଛନ୍ତି। ଏହି ସ୍କୀମ ଅନୁଯାୟୀ ଦେଶର ୩ କୋଟି ଛୋଟ ଦୋକାନୀ ମାନଙ୍କୁ ପେନସନ ମିଳିବ। ଅବଶ୍ୟ ପେନସନ ଯୋଜନାର…

ଜିଓର ସ୍ବତନ୍ତ୍ର ଅଭିଯାନ, ନୂଆ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଡିଜିଟାଲ ଉଡାଣ କାର୍ଯ୍ୟକ୍ରମରେ କରିବ ସଶକ୍ତ

ଟେଲିକମ ସେକ୍ଟରରେ ସର୍ବାଧିକ ଲୋକପ୍ରିୟ ହାସଲ କରିଥିବା ରିଲାଏନ୍ସ ଜିଓ ଏବେ ଭାରତରେ ଏକ ଡିଜିଟାଲ୍‌ ସାକ୍ଷରତା କାର୍ଯ୍ୟକ୍ରମର ଘୋଷଣା କରିଛି। ଯାହର ନାମ 'ଡିଜିଟାଲ୍‌ ଉଡାନ୍‌' ଦିଆଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନୂଆକରି ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କୁ…