Browsing Category

ବ୍ୟବସାୟ ଓ ଅର୍ଥନୀତି

ଖୁସି ଖବର : ଆଜିଠୁ ୧୦୦ ଟଙ୍କା ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର

ବିନା ସବସିଡି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପ୍ରତି ୧୦୦.୫୦ ଟଙ୍କା ଶସ୍ତା ହୋଇଛି। ଜୁଲାଇ ୧ରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପ୍ରତି ୬୩୭ ଟଙ୍କାରେ ଉପଲବ୍ଧ ହେବ। ତେଲ କମ୍ପାନୀ ଏହାର ସୂଚନା ଦେଇଛନ୍ତି। ବିନା ସବସିଡିଯୁକ୍ତ ସିଲିଣ୍ଡର ଘରୋଇ ଉପଭୋକ୍ତାଙ୍କ ପାଇଁ ଜୁଲାଇ ୧ରୁ ୭୩୭.୫୦…

ଆଉ ବ୍ୟାଙ୍କରେ କରିବାକୁ ପଡିବନି ଅପେକ୍ଷା, ଖୁବ୍ ଶୀଘ୍ର ସମସ୍ତ ସଉଦା ଦୋକାନରେ ମିଳିବ ବ୍ୟାଙ୍କିଂ ସୁବିଧା

ସାଧାରଣତଃ ଲୋକଙ୍କୁ ଏଟିଏମରୁ ଟଙ୍କା ବାହାର କରିବା ପାଇଁ କିଛି ବାଟ ଯିବାକୁ ପଡିଥାଏ। କିଛି ସ୍ଥାନ ମାନଙ୍କରେ ତ ବହୁ ଦୂର ଦୂରାନ୍ତରେ ବ୍ୟାଙ୍କ ଏବଂ ଏଟିଏମ୍ ରହିଥାଏ। ଫଳରେ ଟଙ୍କା ଦେଣନେଣ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତେବେ ଏହାର କାରଣ ହେଉଛି ଦେଶରେ ଆବଶ୍ୟକ…

ପ୍ରତିମାସରେ ମିଳିବ ୧୨୫୦୦ ଟଙ୍କାର ସ୍କଲାରସିପ୍, ଶିକ୍ଷାର୍ଥୀଙ୍କ ପାଇଁ ମୋଦି ସରକାରଙ୍କ ଦମଦାର ସ୍କିମ୍

କଣ ଆପଣ ଜଣେ ପ୍ରତିଭାବାନ୍ ବିଦ୍ୟାର୍ଥୀ ? ହେଲେ ଅର୍ଥ ସାଜୁଛି ବାଧକ । ତେବେ ଚିନ୍ତା କରନ୍ତୁ ନାହିଁ । ଆଉ ଅଧାରେ ଅଟକିବନି ଆପଣଙ୍କ ପାଠ ପଢା । ଏଭଳି ପ୍ରତିଭାବାନ୍ ବିଦ୍ୟାର୍ଥୀଙ୍କୁ ଆଗକୁ ନେବା ପାଇଁ ସ୍କଲାରସିପ୍ ଦେଉଛି ମୋଦି ସରକାର । ଏହି ସ୍କିମ୍ ମାଧ୍ୟମରେ ପୋଷ୍ଟ ଗ୍ରାଜୁଏସନ…

ବଦଳିଲା ସଡକ ସୁରକ୍ଷା ନିୟମ, ଏବେ ଆମ୍ବୁଲାଏନ୍ସକୁ ବାଟ ନଛାଡିଲେ ଦେବାକୁ ପଡିବ ୧୦ହଜାର ଟଙ୍କା ଜରିମାନା

ନିକଟରେ ସଂଶୋଧିତ ଯାନବାହାନ ନିୟମାବଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷାତାରେ କ୍ୟାବିନେଟରେ ପାସ କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ ଯଦି ଆପଣ ରାସ୍ତାରେ କିଛି ସାଧାରଣ ନିୟମର ଉଲଂଘନ କରୁଛନ୍ତି ତେବେ ଆପଣଙ୍କୁ ଭରିବାକୁ ପଡିବ ମୋଟା ଅଙ୍କର ଜରିମାନା। ଯାନବାହନ ନିୟମ-୧୯୮୮…

BARC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡ଼ିବ ନାହିଁ ଆବେଦନ ଶୁଳ୍କ

ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC) ଦ୍ବାରା ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। BARC ଟ୍ରେଡ ଅପରେଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଯେଉଁ ଇଛୁକ ପ୍ରାର୍ଥୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ତେବେ ଆଜି ହିଁ ପୁରା ଖବର ପଢି…

ଆୟକର ଆଇନରେ ଅଣାଯିବ ସଂଶୋଧନ, ନୂଆ ପ୍ରତ୍ୟକ୍ଷ କର ଆଇନ ଡ୍ରାଫ୍ଟ ପ୍ରସ୍ତୁତ ପାଇଁ ଟାସ୍କ ଫୋର୍ସ ଗଠନ

ନୂଆଦିଲ୍ଲୀ(କେନ୍ୟୁଜ୍): ଆୟକର ଆଇନ, ୧୯୬୧ରେ ସଂଶୋଧନ ଅଣାଯିବ । ଏଥିସହ ନୂଆ ପ୍ରତ୍ୟକ୍ଷ କର ଆଇନ ଡ୍ରାଫ୍ଟ ପ୍ରସ୍ତୁତ ଲାଗି କେନ୍ଦ୍ର ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଅଖିଳେଶ ରଂଜନଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଟର୍ମସ ଅଫ ରେଫରେନ୍ସରେ ରହିଛି ବ୍ୟକ୍ତିଗତ…

ପିପିଏଫ୍‌, ଏନ୍‌ଏସ୍‌ସି ଓ ସୁକନ୍ୟା ଉପରୁ କମିଲା ସୁଧହାର 

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଏନ୍‌ଏସ୍‌ସି ଓ ସୁକନ୍ୟା ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରୁ ସୁଧ ହାର କମାଇ ଦେଇଛନ୍ତି । ତେବେ ଏହା ଫଳରେ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ସୁଧ ହାର ହ୍ରାସ କରିବେ । ଏହି ଲକ୍ଷ୍ୟ ନେଇ ସରକାର କ୍ଷୁଦ୍ର ସଞ୍ଚୟ ଉପରୁ ସୁଧହାର ୧୦…

ଆଇଆରଡିଏର ନିର୍ଦ୍ଦେଶ, ଏବେ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ ନଷ୍ଟ କାର୍‌ ଓ ବାଇକ୍‌ର କ୍ଷତିପୂରଣ ଦେବେ

ଆଇଆରଡିଏର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଗାମୀ ସେପଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ଦେଶରେ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହେଉଥିବା କାର୍‌ ଓ ବାଇକ୍‌ ବାବଦରେ କ୍ଷତିପୂରଣ ମିଳିବ । ଆଇଆରଡିଏ ଏ ନେଇ ସମସ୍ତ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ।…

ଓଡ଼ିଶା ବିଧାନସଭାରେ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି…

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ବଢିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହା ୮.୪ ପ୍ରତିଶତ ରହିଛି । ଗତ ପାଞ୍ଚ ବର୍ଷ…

ଗ୍ରାଜୁଏଟ୍ ମାନଙ୍କ ପାଇଁ ଖୁସି ଖବର, EPFO ରେ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ଜାରି

ସରକାରୀ ଚାକିରୀ ଖୋଜୁଥିବା ଯୁବ ପିଢିମାନଙ୍କ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ସ୍ପେଶାଲ ସିକ୍ୟୁରିଟି ଆସିଷ୍ଟାଣ୍ଟ (SSA) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। ଏହି ପଦବୀରେ ଆବେଦନ ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ରହିଛି। ଇଛୁକ ପ୍ରାର୍ଥୀମାନେ ଅନଲାଇନରେ…

୪ ମାସ ପରେ ବଦଳିଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନସ୍, ସଂସଦର ନିଷ୍ପତ୍ତି

ସରକାର ଡ୍ରାଇଭିଂ ଲାଇସେନ୍ସ ବନାଇବାର ନିୟମକୁ ସହଜ କରିବା ପାଇଁ ପ୍ରାୟସ ଜାରୀ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ସଂସଦରେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି)ର ନୂଆ ନିୟମକୁ ନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ…

ସୁନା ମୂଲ୍ୟ ପାର କରୁଛି ସମସ୍ତ ରେକର୍ଡ, ଜାଣନ୍ତୁ କେତେ ରହିଛି ଆଜିର ଦର

ସୁନା ଦରରେ ସର୍ବକାଳୀନ ରେକର୍ଡ । ବର୍ତ୍ତମାନ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୩୪ ହଜାର ୫୦୦ ଟଙ୍କା । ସୁନା ଦାମରେ ସପ୍ତାହେ ଭିତରେ ପାଖାପାଖି ଅଢ଼େଇ ହଜାର ଟଙ୍କାର ବୃଦ୍ଧି ଘଟିଛି । ଏବେ ବାହାଘର ଋତୁ ଚାଲିଥିବା ବେଳେ ସୁନା ଦର ଅହେତୁକ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏଥିଯୋଗୁ ସୁନା…