Browsing Category

ବ୍ୟବସାୟ ଓ ଅର୍ଥନୀତି

ଭେସ୍ପା ନୋଟ୍ : ଭାରତ ବଜାରରେ ଲଞ୍ଚ କଲା ଭେସ୍ପା ୧୨୫ ସିସି ସ୍କୁଟର

ନୂଆଦିଲ୍ଳୀ : ସ୍କୁଟର ର୍ନିମାତା କମ୍ପାନୀ ପାଜିଓ ଏହାର ନୂତନ ସ୍କୁଟର ଭେସ୍ପା ନୋଟ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାକୁ ସଂପୂର୍ଣ୍ଣ ନୂଆ କଳା ଥିମରେ ପ୍ରସ୍ତୁତ କରାଯାଇଛି। କମ୍ପାନି ସୂଚନା ଅନୁଯାୟୀ, ଭାରତରେ ଏହି ସ୍କୁଟରକୁ ମାତ୍ର ୨ହଜାର ଟଙ୍କା ଆଡ଼ଭାନ୍ସ ପେମେଣ୍ଟରେ ବୁକ୍ କରାଯାଇ…

ରେକଡ଼ ସ୍ତରରେ ସେନସେକ୍ସ

ନୂଆଦିଲ୍ଲୀ : ସେୟାର ବଜାରରେ ଉତ୍ସାହ। ଆଜି କାରବାର ଆରମ୍ଭରୁ ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ ସ୍ତର ଛୁଇଁଛି ସେନସେକ୍ସ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୭ ହଜାରରେ ପହଞ୍ଚିଛି । ସେହିପରି ନିଫଟି ପହଞ୍ଚିଛି ୧୧୧୭୬ ପଏଣ୍ଟରେ । ଆଜି ୩୬ ହଜାର ୯୨୮ ପଏଣ୍ଟରୁ ସେନସେକ୍ସ କାରବାର ଆରମ୍ଭ…

ପ୍ରତି ମାସରେ ୫ ରୁ ୧୦ ଲକ୍ଷ ରୋଜଗାର କରିବାର ସୁଯୋଗ : ଅମୂଲ ଆଣିଛି ଦମଦାର ଅଫର୍

ଦମଦାର ଅଫର ଆଣିଛି ଲୋକପ୍ରିୟ ଡାଏରୀ ପ୍ରଡକ୍ଟ ଅମୂଲ୍ । ଯେଉଁଲୋକ ଅଳ୍ପ ଟଙ୍କାରେ ଅଧିକ ଭଲ କାରବାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଅବସର ଆଣିଦେଇଛି ଅମୂଲ୍ । ଅମୂଲ ଦାବି କରିଛି ଯେ ତାଙ୍କ କମ୍ପାନୀ ସହ ଯୋଡି ହୋଇ ପ୍ରତିମାସରେ ୫ ରୁ ୧୦ ଲକ୍ଷ ପର୍ୟ୍ୟନ୍ତ ଟଙ୍କା ରୋଜଗାର…

ମାତ୍ର ୨୩୩୨ ଟଙ୍କାରେ ମିଳିବ ୨୦ଲକ୍ଷ ପର୍ୟ୍ୟନ୍ତ କ୍ୟାନ୍ସର୍ କଭର୍ : ଚେକ୍ କରନ୍ତୁ ଏହି ୪ଟି ବୀମା କମ୍ପାନୀର ବେଷ୍ଟ…

କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ନପଡିବାକୁ ଆମେ ସମସ୍ତେ ଚାହୁଁ । କିନ୍ତୁ ବର୍ତ୍ତମାନ ସମୟରେ ଯେମିତି କାୟା ମେଲାଇ ଚାଲିଛି କ୍ୟାନ୍ସର । ଏହି ରୋଗ ରୋଗୀକୁ ନା କେବଳ ଶାରୀରିକ ଏବଂ ମାନସିକ ସ୍ତରରେ ଭାଙ୍ଗିଦିଏ ବରଂ ରୋଗୀଙ୍କ ଆର୍ଥିକ ସ୍ଥତିରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । କାରଣ କ୍ୟାନ୍ସରର…

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଆକର୍ଷଣୀୟ ଅଫର୍। ୪ଟି ନୂଆ ବ୍ରଡବ୍ୟାଣ୍ଡ ସେବାର ପ୍ରଚଳନ ହୋଇଛି। ସେସବୁ ପ୍ଲାନରେ ଗ୍ରାହକଙ୍କୁ ମିଳିବ ୨୦ ଏମବିପିଏସ୍ ସ୍ପିଡ଼ ପର୍ୟ୍ୟନ୍ତ ଡ଼ାଉନଲୋଡ଼ ସୁବିଧା। ବିବିଜି କମ୍ବୋ ୪୫ ଜିବି, ୧୫୦ ଜିବି, ୩ଶହ ଜିବି, ୬ଶହ ଜିବି ପ୍ଲାନ ଆଣିଛି ବିଏସ୍ଏନ୍ଏଲ୍।…

ଫେସବୁକରେ ଆଧାର ଲିଙ୍କ : ୧୩ ବର୍ଷରୁ କମ ଗ୍ରାହକଙ୍କ ଆକାଉଣ୍ଟ ହେବ ଲକ୍

ନୂଆଦିଲ୍ଲୀ : ସୋସିଆଲ ନେଟୱାର୍କଂ ୱେବସାଇଟ୍ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ନିଜର ୟୁଜର୍ସ ପଲିସିରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। କମ୍ପାନି ଏବେ କମ ବୟସ ଗ୍ରାହକଙ୍କ ଉପରେ ଖାସ ନଜର ରଖିବ। ଏନେଇ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଆକାଉଣ୍ଟ କରିବାକୁ ହେଲେ ଗ୍ରାହକଙ୍କୁ ନିଜର ଅଫିସିଆଲ୍ ଫଟୋ…

ବାରମ୍ବାର ପଡ଼ିଲେ ମଧ୍ୟ ଭାଙ୍ଗିବ ନାହିଁ ସ୍ମାର୍ଟଫୋନ୍ ଡ଼ିସପ୍ଲେ

ନୂଆଦିଲ୍ଲୀ : ଅନେକ ସମୟରେ ବହୁ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ହାତରୁ ଖସିଯାଇଥାଏ ସ୍ମାର୍ଟଫୋନ୍। ଯାହା ଫଳରେ ଡ଼ିସପ୍ଳେ ଖରାପ ଏବଂ ଭାଙ୍ଗିବା ଆଦି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏବେ କିନ୍ତୁ ଏହି ଅସୁବିଧାର ସମାଧାନ ବାହାର କରିଛି ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନି କର୍ଣ୍ଣିଂ।…

ଝାଳ ଦ୍ବାରା ଏହି ଡିଭାଇସ ଜଣାଇବ, ଆପଣ କେତେ ପରିମାଣରେ ଅଛନ୍ତି ଚିନ୍ତାଗ୍ରସ୍ତ!

ବୈଜ୍ଞାନିକମାନେ ଏମିତି ଏକ ୱାଟର ପ୍ରୁଫ୍ ଡିଭାଇସ ବନାଇଛନ୍ତି ଯାହା ଆପଣଙ୍କ ସ୍କିନରେ ଲଗା ଯିବାପରେ ଏହି ଡିଭାଇସ ଆପଣଙ୍କ ଝାଳକୁ ଜାଞ୍ଚ କରି ସେକେଣ୍ଡ ମଧ୍ୟରେ ଜଣାଇଦେବ ଆପଣ କେତେ ଚିନ୍ତାଗ୍ରସ୍ଥରେ ଅଛନ୍ତି। ଏହି ଡିଭାଇସ ଏହା ସୂଚନାଦେବଯେ ଜଣେ ଲୋକ କେତେ ମାତ୍ରାରେ କୋର୍ଟିସୋଲ ବା…

ମୋବାଇଲ ଫୋନରେ ରହିଥିବା ଏହି ଆପ୍ କରୁଛି ଅଜାଣତରେ ଆପଣଙ୍କ ଡ଼ାଟାଚୋରି

ନୂଆଦିଲ୍ଳୀ : ଆପଣ ଜାଣିଛନ୍ତି କି ,ଆପଣଙ୍କ ମୋବାଇଲ ଫୋନରେ ଏପରି କିଛି ଆପ ରହିଛି ଯାହା ଆପଣଙ୍କ ସମସ୍ତ କଥାବାର୍ତ୍ତାର ଜାସୁସି କରିଥାନ୍ତି। ଏହା ଆମେ କହୁନୁ ବଂର ନିକଟରେ ନର୍ଥଇଷ୍ଟର୍ଣ୍ଣ ଯୁନିଭରସିଟି ଦ୍ବାରା ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ଏହି ରିସର୍ଚ୍ଚରେ ମୋଟ ଉପରେ ୧୭,୦୦୦ରୁ…

ସାନିଟାରୀ ନାପକିନ୍ ଉପରୁ ସମ୍ପୂର୍ଣ୍ଣ ଛାଡ଼ : ୩୫ଟି ସାମଗ୍ରୀ ଉପରୁ କମିଲା ଜିଏସଟି ହାର

ନୂଆଦିଲ୍ଲୀ : ସାନିଟାରୀ ନାପକିନ୍ ଉପରୁ ସଂପୂର୍ଣ୍ଣ ଛାଡ ହେଲା ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସଟି। ପୂର୍ବରୁ ସାନିଟାରୀ ନାପକିନ୍ ଉପରେ ୧୨ ପ୍ରତିଶତ ଜଏସଟି ପଡୁଥିଲା। ଏବେ ତାହା ସଂପୂର୍ଣ୍ଣ ଟିକସ ଛାଡ ହୋଇଛି। ଫ୍ରିଜ୍ ଏବଂ ୱାଶିଂ ମେସିନ ଉପରେ ୧୮ ପ୍ରତିଶତକୁ ଟିକସ କମିଲା ଟିକସ…

ଜିଓର ମନସୁନ୍ ଧମାକା ଅଫର : ୫୦୧ ଟଙ୍କାରେ ମିଳିବ ଜିଓ ମୋବାଇଲ

ନୂଆଦିଲ୍ଲୀ : ଗତକାଲି ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଛି ଜିଓ ମନସୁନ ଧମାକା ଅଫର। ଏହି ଅଫର ଅର୍ନ୍ତଗତ କେବଳ ୫୦୧ଟଙ୍କାରେ ଆପଣ ଜିଓ ୪ଜି ଫୋନର ଫାଇଦା ଉଠାଇପାରିବେ। ଯେକୌଣସି ପୁରୁଣା ଫିଚର ମୋବାଇଲକୁ ବଦଳାଇବା ସହ କେବଳ ୫୦୧ ଟଙ୍କାରେ ଆପଣ ଜିଓର ୧୫,୦୦ଟଙ୍କିଆ ନୂଆ ଫୋନ ନେଇ ପାରିବେ। ଏହି ଜିଓ…

ଆଇଆରସିଟିସିର ଏହି ୬ ଅଜବ ନିୟମ : ଯାହା କରିବ ଆପଣଙ୍କୁ ଚକିତ

ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର ନିୟମ ସମସ୍ତଙ୍କୁ ଜଣା ଅଛି। ରେଳ ସେବା ସମ୍ବନ୍ଧରେ କିଛି ଏମିତି ନିୟମ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜଣା ନାହିଁ ଏବଂ ସହଜରେ ଏହାର ସୂଚନା ମିଳେ ନାହିଁ । କିନ୍ତୁ ଯଦି ଏହି ନିୟମ ଆପଣଙ୍କୁ ଜଣା ପଡିଯାଏ ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ…