ବଦଳିବ ଟ୍ଵିଟର ନିୟମ : ୩ ଘଣ୍ଟାରେ ୩୦୦
ନୂଆଦିଲ୍ଲୀ : ଫେକ୍ ନ୍ୟୁଜ୍ ରୋକିବାକୁ ପ୍ରୟାସ ଟ୍ଵିଟର । ଏଥିପାଇଁ ବଦଳିବ ଟ୍ଵିଟର ନିୟମ । ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ଵିଟର ନୂଆ ନୀତି ଅନୁଯାୟୀ ସୀମା ନିର୍ଦ୍ଧାରଣ ହେବ । ଜଣେ ୟୁଜର୍ ତିନି ଘଣ୍ଟାରେ ୩ ଶହ ଟ୍ଵିଟ୍ କିମ୍ବା ରିଟ୍ଵିଟ୍ କରି ପାରିବ । ୨୪ ଘଣ୍ଟା ଭିତରେ ମାତ୍ର ୧ ହଜାର…