Browsing Category

କରୋନା ଭାଇରସ

ଯାଜପୁର: ଲକ ଡାଉନ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ,…

ଯାଜପୁର(କେନ୍ୟୁଜ): ଏବେ କରୋନା ସହ ସାରା ରାଜ୍ୟ ମୁକାବିଲା କରୁଛି । ଚାରିଆଡେ ଲକଡାଉନ ପରିସ୍ଥିତି । ଏଭଳି ସମୟରେ ଅସହାୟ ନିରାଶ୍ରୟ ଲୋକଙ୍କ ଦୁଃଖ ବୁଝିବା ସହ ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ । କାରଣ ଏ ସମୟ ଭୋକ ସହ…

ବଲାଙ୍ଗିରରେ ହେବ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌

ବଲାଙ୍ଗିର : ବଲାଙ୍ଗିରରେ ହେବ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌ । ଏନେଇ ଆଜି ବଲାଙ୍ଗିର କିସ୍‌ କ୍ୟାମ୍ପସ୍‌ ପରିସରରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଭୁବନେଶ୍ୱର, ଓଡ଼ିଶା ମାଇନିଂ କର୍ପୋରେସନ୍‌ ଓ…

ଲକଡାଉନ ସମୟରେ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇବା ପାଇଁ ଅଣ୍ଟା ଭିଡିଲା କଳ୍ପତରୁ ଦାସ ନ୍ୟାସନାଲ…

ଯାଜପୁର(କେନ୍ୟୁଜ): କରୋନାକୁ ନେଇ ସାରା ଦେଶରେ ଲକ ଡାଉନ ପରିସ୍ଥିତି । ଏଭଳି କ୍ଷେତ୍ରରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ । ସେମାନଙ୍କୁ ମୁହଁରେ ଆହାର ଯୋଗାଇଦେବା ପାଇଁ ଆଜିଠାରୁ ପ୍ରୟାସ ଆରମ୍ଭ କରିଛି ଯାଜପୁର ଜିଲ୍ଲାର କଳ୍ପତରୁ ଦାସ ନାସନାଲ…

ଜାଣି ନିଅନ୍ତୁ ରାଜଧାନୀ ଭୁବନେଶ୍ୱରରେ ସଟଡାଉନ ସମୟରେ କେଉଁ କେଉଁ ସ୍ଥାନର ମେଡ଼ିସିନ ଷ୍ଟୋର ଖୋଲା ରହିବ

କେନ୍ୟୁଜ(ବ୍ୟୁରୋ): ଆଜି ସଂଧ୍ୟା ୮ଟାରୁ ୪୮ ଘଣ୍ଟା ପାଇଁ ଜାରି ହେଲା କର୍ଫ୍ୟୁ। ଭୁବନେଶ୍ୱର ଓ ଭଦ୍ରକ ସମେତ କଟକରେ ୪୮ ଘଣ୍ଟା ପାଇଁ ଜାରି ହେଲା କର୍ଫ୍ୟୁ । ଏହା ସମ୍ପୂର୍ଣ୍ଣ ସଟଡାଉନ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ କେହି ଘରୁ ବାହାରକୁ ବାହାରି ପାରିବେ ନାହିଁ । ସମସ୍ତ…

ରାଜଧାନୀ ଭୁବନେଶ୍ୱରରୁ ପୁଣି ୩ କରୋନା ପଜେଟିଭ, ସମସ୍ତେ ବମିଖାଲର ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ( ବ୍ୟୁରୋ): ରାଜଧାନୀ ବାମିଖାଲରୁ ଚିହ୍ନଟ ହେଲେ ୩ କରୋନା ପଜେଟିଭ।  ସ୍ୱାସ୍ଥ୍ୟବିଭାଗ ଟ୍ୱିଟ କରି ଦେଲା ସୂଚନା।  ଏହିଁ ୩ ଜଣଙ୍କୁ ମିଶାଇ ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯। ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।  ଆଜି ଦିନକରେ ମୋଟ ୪ଟି…

ଓଡ଼ିଶାରେ ପଜେଟିଭ୍‌ ସଂଖ୍ୟା ୯କୁ ବୃଦ୍ଧି, ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ପଜେଟିଭ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଚିହ୍ନଟ କରାଯାଇଛି । ଏ ସମ୍ପର୍କରେ କିଛି ସମୟ ତଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍‌ କରି ଜଣାଇଛି । ତେବେ ଏ ସମ୍ପର୍କରେ ଅଧିକ ବିବରଣୀ ମିଳି ନାହିଁ ।…

କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲର ସ୍ଥିତି…

ଯାଜପୁର ଟାଉନ(କେନ୍ୟୁଜ): କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗର ରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲ ରେ ୧୦୦ ଶଯ୍ୟା ପାଇଁ ଏମଓୟୁ ପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଜାରକା ସ୍ଥିତ…

ଟଙ୍କାରେ ନାକ ପୋଛିବା ସହ ଛେପ୍‌ ମାରି ଟିକ୍‌ଟକ୍‌ ଭିଡିଓ ଛାଡ଼ିଲା ନାଶିକର ଲୋକ

ନାଶିକର ଜଣେ ଲୋକ ଟଙ୍କାରେ ଛେପ ମାରିବା ସହ ନାକ ପୋଛି ପୋଲିସ ହାତରେ ଗିରଫ ହୋଇଛି । ୪୦ ବର୍ଷିୟ ଏହି ବ୍ୟକ୍ତି ହେଲେ ମହାରାଷ୍ଟ୍ର ମେଲେଗାଁଓର । କରୋନା ଭାଇରସ୍‌ ମଣିଷର ଛେପ ଓ ଛିଙ୍କ ଦ୍ୱାରା ସଂକ୍ରମଣ ହେଉଥିବାରୁ ଏଥି ପ୍ରତି ସତର୍କ ରହିବାକୁ କୁହାଯାଇଛି । ହେଲେ ଉକ୍ତ ବ୍ୟକ୍ତି…

କାହିଁକି ମୋଦି ଆହ୍ୱାନ ଦେଲେ ୯ ମିନିଟର ଆଲୋକ ଦାନ, କଣ ଏହା କରୋନାରୁ ମୁକ୍ତି ଦେଇପାରିବ? ଜାଣନ୍ତୁ ଏହାର ମହତ୍ୱ

କେନ୍ୟୁଜ(ବ୍ୟୁରୋ):  ୫ ତାରିଖ ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦୀପ ଓ ମହମବତୀ ଜାଳି, ଝରକା କିମ୍ବା ବାଲ୍‌କୋନୀ ପାଖରେ ଛିଡ଼ା ହୁଅନ୍ତୁ ଓ ଦୀପ ବା ମହମବତୀ ବଦଳରେ ଟର୍ଚ୍ଚ ଲଗାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରି ୯ ମିନିଟ୍ ପାଇଁ ଘରର ଝରକା…

ସଟ୍‌ଡାଉନ୍‌ ସମ୍ପର୍କରେ ଅଧିକ ସୂଚନା ଦେଲେ ସୁବ୍ରତ ବାଗଚୀ, ଭୁବନେଶ୍ୱରର କିଛି ପଞ୍ଚାୟତରେ ବି କଟକଣା ଲାଗୁ ହେବ

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକର ଷଷ୍ଠ ପଜେଟିଭ୍‌ ଦିଲ୍ଲୀରୁ ଫେରିଥିଲେ । ତେଣୁ ଏହା ପରେ ଭୁବନେଶ୍ୱର, ଭଦ୍ରକ ସମେତ କଟକ ସହରକୁ ୪୮ ଘଣ୍ଟା ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି । ତେବେ କଟକ ଓ ଭଦ୍ରକରେ କେବଳ ପୌରାଞ୍ଚଳରେ ଏହି ସଟ୍‌ଡାଉନ୍‌ ହେଉଥିବା ବେଳେ ଭୁବନେଶ୍ୱର ପୌରାଞ୍ଚଳ ସମେତ ଏହାର…

ସୁସ୍ଥ ହେବା ପରେ ପ୍ରଥମ କରୋନା ଆକ୍ରାନ୍ତ କେନ୍ୟୁଜଓଡିଶାକୁ ଜଣାଇଛନ୍ତି ନିଜର ଅନୁଭୂତି, ଜାଣନ୍ତୁ କେମିତି ଥିଲା ୧୮…

ଓଡ଼ିଶାରେ ପ୍ରଥମ କାରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ। ଗତ ମାସ ୧୬ ତାରିଖରେ ତାଙ୍କୁ ପ୍ରଥମ କାରୋନା ପଜିଟିଭ ଭାବେ ଚିହ୍ନଟ କରାଯାଇଥିଲା। The first COVID-19 positive case, belonging to Bhubaneswar who is being treated at Capital hospital has…

କନ୍ଧମାଳରେ ହେବ କୋଭିଡ୍‌ ହସପିଟାଲ, ସୂଚନା ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଫୁଲବାଣୀ (କେ ନ୍ୟୁଜ୍‌) : କନ୍ଧମାଳରେ ଖୁବ୍‌ ଶୀଘ୍ର ହେବ କୋଭିଡ୍‌ ହସପିଟାଲ । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଏଠାରେ କୋଭିଡ୍‌ ହସ୍ପିଟାଲ୍‌ ପ୍ରସ୍ତୁତ କରିବା ପାଇଁ ଆଜି ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ରାଜ୍ୟ ସରକାର, ଓଏମ୍‌ସି ଓ କିମ୍‌ସ ମଧ୍ୟରେ ଏହି ତ୍ରିପାକ୍ଷିକ ଚୁକ୍ତି…