Browsing Category

କରୋନା ଭାଇରସ

ଲକଡାଉନରେ ଜନ୍ମ ନେଲେ ଯାଆଁଳା ସନ୍ତାନ, ବାପା-ମା ପୁଅ ନା ରଖିଲେ COVID ଏବଂ ଝିଅ ନା ରଖିଲେ corona

ସାରା ବିଶ୍ଵକୁ କାରୋନା ତାର କାୟା ବିସ୍ତାର କରିସାରିଛି। ମହାମାରୀ କାରୋନା ବା କୋଭିଡ଼-୧୯ ଦୁନିଆକୁ ବସ କରିସାରିଥିବାବେଳେ ଛତିଶଗଡ଼ର ଜଣେ ଦମ୍ପତି କିଛି ଏମିତି କରିଛନ୍ତି ଯାହାକୁ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। କାରୋନା ଭାଇରସ ତାର ସଂକ୍ରମଣ ସହିତ ତାର ନାମ ପାଇଁ ମଧ୍ୟ ବେଶ…

ବିଧାନସଭା ଡିସ୍‌ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ହଟିଲା ନିଲମ୍ୱନ ଆଦେଶ, ତୃତୀୟ କରୋନା ସଂକ୍ରମଣ ବ୍ୟକ୍ତିଙ୍କ…

ଭୁବନେଶ୍ୱର(କେନ୍ୟୁଜ) : ହଟିଲା ବିଧାନସଭାର ଡିସ୍‌ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ନିଲମ୍ୱନ ଆଦେଶ । ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ସରକାର। ପୁଣି ତାଙ୍କୁ ବିଧାନସଭାର ଡିସ୍‌ପେନସାରୀରେ ମେଡିକାଲ ଅଫିସର ଭାବେ ଅବସ୍ଥାପିତ କଲେ ରାଜ୍ୟସରକାର । ପୂର୍ବରୁ ରାଜ୍ୟରେ କରୋନା…

କରୋନା ଅନ୍ଧକାର ଭିତରେ ଆଲୋକ ବର୍ତ୍ତିକା, ଆମେରିକା ବୈଜ୍ଞାନିକଙ୍କ ଗବେଷଣାରୁ ଜଣାପଡ଼ିଛି କିଛି ଏଭଳି କଥା

ନୂଆଦିଲ୍ଲୀ : କରୋନାର ଭୟାବହ ଆକ୍ରମଣରେ ଏକପ୍ରକାର ଅନ୍ଧ ଓ ମୁକ ହୋଇଯାଇଥିବା ବୈଜ୍ଞାନିକଙ୍କ ପାଇଁ ଆଲୋକାର ଶିଖା ପାଲଟିଛି ବିସିଜି ଟିକା । ନ୍ୟୁୟର୍କ ଇନଷ୍ଟିଚ୍ୟାଟ୍‌ ଅଫ୍‌ ଟେକନୋଲୋଜି (ଏନ୍‌ଓ୍ଵାଇଆଇଟି)ର ବୈଜ୍ଞାନିକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବିସିଜି ଟିକା କରୋନା ଲଢ଼େଇରେ ଏକ ‘ଗେମ୍‌…

ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ବ୍ୟକ୍ତି କଟକର

କଟକ: ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କଟକର ବୋଲି ଜଣାପଡିଛି । ନିକଟରୁ ସେ ଦିଲ୍ଲୀରୁ ଫେରିଥିଲେ। ତେବେ ଏହି ଘଟଣାପରେ କଟକକୁ ବି ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ଲୋଖଣ୍ଡୱାଲାରେ କରୋନା ଆକ୍ରାନ୍ତ ଠାବ୍‍ ହେବା ପରେ, ସିଲ୍‍ ହୋଇଗଲା ଏହି ସେଲିବ୍ରିଟିଙ୍କ ସଂପୂର୍ଣ୍ଣ ବିଲିଡିଂ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଆହାନା କୁମାର ଏବଂ ଅଭିନେତା ସୁଶାନ୍ତ ସିଂ ରହୁଥିବା ଲୋଖଣ୍ଡୱାଲା ଅଂଚଳରେ ଜଣେ କରୋନା ସଂକ୍ରମିତ ଠାବ ହେବା ପରେ ସଂପୂର୍ଣ୍ଣ ଅଂଚଳ ଏବଂ ବିଲିଡିଂକୁ ସିଲ୍‍ କରିଦିଆଯାଇଛି । ଅଭିନେତ୍ରୀ ଆହାନା ଏହି ବିଲିଡିଂରେ ନିଜ ମାତାପିତାଙ୍କ ସହିତ…

ନବରଙ୍ଗପୁର ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକଙ୍କ ଅଭିନବ ପ୍ରୟାସ, ସାରା ରାଜ୍ୟ ଲକଡାଉନ୍ ଥିବାରୁ ୟୁଟ୍ୟୁବ…

ନବରଙ୍ଗପୁର : ଶିକ୍ଷକଙ୍କ ଅଭିନବ ପ୍ରୟାସ । ୟୁଟ୍ୟୁବ ମାଧ୍ୟମରେ ପଢାଉଛନ୍ତି ପାଠ । ନବରଙ୍ଗପୁର ଜିଲ୍ଲା ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଏମ.ଡି. ଜାକିରୁଦ୍ଦିନ । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ସହ ପରୀକ୍ଷା ଗୁଡିକ ମଧ୍ୟ…

ଭୁବନେଶ୍ୱର ଓ ଭଦ୍ରକ ହେବ ସମ୍ପୂର୍ଣ୍ଣ ବନ୍ଦ, ଆଜି ରାତି ୮ରୁ ରବିବାର ରାତି ୮ଟା ଯାଏଁ ପୂରା ସଟଡାଉନ୍ : ମୁଖ୍ୟ ଶାସନ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ କରୋନା ଭାଇରସ୍‌ର ଗୋଷ୍ଠୀ ସଂକ୍ରମଣ ବା କମ୍ୟୁନିଟି ସ୍ପ୍ରେଡିଂର ଆଶଙ୍କା ଦେଇଛି । ତେଣୁ ରାଜ୍ୟ ସରକାର ନେଇଛନ୍ତି ଆହୁରି କଠୋର ପଦକ୍ଷେପ । ୪୮ ଘଣ୍ଟା ପାଇଁ ପୂରା ଭୁବନେଶ୍ୱର ଓ ଭଦ୍ରକ ସହରକୁ ଲକ୍‌ଡାଉନ୍‌ରୁ ସଟ୍‌ ଡାଉନ୍‌ କରିବାକୁ ଯାଉଛନ୍ତି ।…

ଦରଦାମ୍‌ ନିୟନ୍ତ୍ରଣକୁ ନେଇ ପ୍ରଶାସନ ଆଖି ଖୋଲା ରଖିବା ଜରୁରୀ, ଅନେକ ଜାଗାରେ ଆରମ୍ଭ ହେଲାଣି ଚଢ଼ା ଦରରେ ବିକ୍ରି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲକ୍‌ଡାଉନ୍‌କୁ ୧୦ ଦିନ ବିତିଗଲାଣି । କିଛି ଅମାନିଆଙ୍କ ଛଡ଼ା ଆଉ ସମସ୍ତେ ନିୟମ ମାନି ଘରେ ରହିଛନ୍ତି । ଅବଶ୍ୟ ରହିବାକୁ ବାଧ୍ୟ ହୋଇଛନ୍ତି କହିଲେ ଠିକ୍‌ ହେବ । ଏ ସମୟ ଭିତରେ ସାଧାରଣ ଲୋକଙ୍କର ଯେଭଳି ଅନ୍ୟ କିଛି ଅସୁବିଧା ନହୁଏ ସେ ଦିଗରେ ସମସ୍ତ ପ୍ରକାର…

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ, ଜରୁରୀ କାମ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି

ସୁନ୍ଦରଗଡ଼: ଓଡ଼ିଶା - ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଯାଞ୍ଚ କରୁଛି । ଅତି ଜରୁରୀ କାମରେ ଯାଉଥିବା ଲୋକେ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି । ଗୋଟିଏ ରାଜ୍ୟରୁ କେହି ଯେମିତି ଅନ୍ୟ…

ଗଞ୍ଜାମ: କରୋନା ମୁକାବିଲା ନେଇ ବରଗାଁର ଘରେ ଘରେ ଲାଗିଛି ଶପଥ ପତ୍ର, ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଚାରିଆଡେ…

ଭଞ୍ଜନଗର : ଘରେ ଘରେ ପଡିଛି ଲକ୍ଷ୍ମଣ ରେଖା । ପ୍ରତି ଘର ଆଗରେ ଲାଗିଛି ଶପଥ ପତ୍ର । ଶପଥ ପତ୍ରରେ ଘରୁ ନ ବାହାରିବା ପାଇଁ ଶପଥ କରିଛନ୍ତି ଘର ଲୋକେ । କୌଣସି ଗୋଟିଏ ବି ଘର ଏଥିରୁ ବାଦ୍ ପଡିନାହାନ୍ତି । ପ୍ରତି ସାହିରେ କରୋନା ମୁକାବିଲା ପାଇଁ ହାତ ଧୋଇବା ନେଇ ବ୍ଯବସ୍ଥା କରାଯାଇଛି ।…

ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି ପ୍ରାଣଘାତୀ ଭାଇରସ୍‌, ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ନର୍ସିଂ ହୋମ୍‌ଗୁଡ଼ିକୁ…

ଆମେରିକା: କରୋନା ତାଡନାରେ ତ୍ରାହି ତ୍ରାହି ଡାକୁଛି ଆମେରିକା । ମୃତ୍ୟୁର ତାଣ୍ଡବ ରଚୁଛି ପ୍ରାଣଘାତୀ ଭାଇରସ୍‌ । ପ୍ରତିଦିନ ଶହ ଶହ ମୁଣ୍ଡ ନେଉଛି । ଏପର୍ଯ୍ୟନ୍ତ ଆମେରିକାରେ କରୋନାରେ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସେହିପରି ୨ ଲକ୍ଷ ୪୫ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି ।…

ସୁସ୍ଥ ହୋଇ ଫେରିଲେ ରାଜ୍ୟର ପ୍ରଥମ କରୋନା ପଜେଟିଭ୍‌, କ୍ୟାପିଟାଲ ହସପିଟାଲରୁ କରାଗଲା ଡିସଚାର୍ଜ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଥମ ଆକ୍ରାନ୍ତ ଭାବେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ୩୨ ବର୍ଷର ଯୁବକ ଜଣକର ନମୂନା ନେଗେଟିଭ୍‌ ଆସିବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଇଟାଲୀ…