Browsing Category

କରୋନା ଭାଇରସ

ଲକଡାଉନ୍ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଶଙ୍କା, ୩୦ ବର୍ଷ ତଳକୁ ଖସିପାରେ ଭାରତର ବିକାଶ ଦର

ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ଫିଞ୍ଚ ରେଟିଂ ଏକ ବଡ଼ ଘୋଷଣା କରିଛି। ଶୁକ୍ରବାର ଏହି ଏଜେନ୍ସି ୨୦୨୦-୨୧ ପାଇଁ ଭାରତର ବିକାଶ ଦର ଅନୁମାନକୁ କମାଇ ୨ ପ୍ରତିଶତ କରିଦେଇଛି। ଏହି ଅନୁମାନ ଗତ ୩୦ ବର୍ଷର ସବୁଠାରୁ କମ ବୋଲି ଜଣାପଡିଛି। ରେଟିଂ ଏଜେନ୍ସି କହିଛି ଯେ କୋଭିଡ-୧୯ ମହାମାରୀ ଯୋଗୁ…

ମହାମାରୀ ଘୋଷଣା ପରେ ପିପିଲିର ତିନିଟି ଅଞ୍ଚଳକୁ ଏପ୍ରିଲ ୧୪ ଯାଏଁ କରାଗଲା ସଟଡାଉନ, ଜାଣନ୍ତୁ ସେଠାକାର ସ୍ଥିତି…

ପୁରୀ : ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଦାନଗହୀରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସ୍ଥାନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ କରିଦିଆଯାଇଛି। ଏଥିସହ ଦାନଗହୀର ସମେତ ଜୟପୁର ଶାସନ ଛକ ଓ ଜୟପୁର ଛକ ଅଞ୍ଚଳକୁ ଆଜିଠାରୁ ଏପ୍ରିଲ ୧୪ ଯାଏଁ ସଟଡାଉନ ଘୋଷଣା କରାଯାଇଛି। Danagohir…

ଗୋଟିଏ ଫୋନ କଲରେ ଘରେ ପହଁଞ୍ଚିବ ଅତ୍ୟାବଶ୍ୟକ ଜିନିଷ, ଟ୍ୱିଟ କରି ଜଣାଇଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ (କେନ୍ୟୁଜ) : ଏବେ ଘରେ ପହଁଚିବ ଖାଦ୍ୟ। ଲୋକମାନେ ଯେପରି ବାହାରକୁ ନ ଆସିବେ ସେଥିପାଇଁ ବୌଦ୍ଧ ଟାଉନର କିଛି ନାଗରିକ ଘରେ ନେଇ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବେ। ଲୋକମାନଙ୍କ ସୁରକ୍ଷା ପାଇଁ ଏବେ ସେମାନେ ଆସିବାକୁ ଦରକାର ପଡିବନାହଁ। କାହିଁକିନା ଅତ୍ୟାବଶ୍ୟକ ଜିନିଷ ଯେପରି କ୍ଷୀର,…

ଲକଡାଉନର ଫାଇଦା: ଚଳାଚଳ ବନ୍ଦ ହେବା ଯୋଗୁ ପରିଷ୍କାର ହେଉଛି ବାୟୁ, ନିର୍ମଳ ହେଲା ପବିତ୍ର ଗଙ୍ଗାନଦୀ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶର ଲୋକ ଘରେ ବସିଛନ୍ତି। ସଂକ୍ରମଣ ଭୟରେ କେହି ପଦାକୁ ଗୋଡ଼ କାଢୁନାହାନ୍ତି। ଲକଡାଉନ ପରେ ଏବେ ରାସ୍ତାଘାଟ, ଅଫିସ ସବୁ ଫାଙ୍କା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲକଡାଉନ ଯୋଗୁ ପ୍ରକୃତିରେ ମଧ୍ୟ ବେଶ ସକାରାତ୍ମକ ପରିବର୍ତ୍ତନ ଘଟିଛି। ଏହି ଲକଡାଉନ ଯୋଗୁ…

ଗ୍ରାହକଙ୍କ ପାଇଁ ଖାସ ସୁବିଧା ଉପଲବ୍ଧ କଲା SBI, ଏବେ ଘରେ ବସି କରିପାରିବେ ଏସବୁ କାମ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) କରୋନା ଭାଇରସ ପ୍ରଭାବରୁ ନିଜ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ଏକ ଖାସ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ସୁବିଧା ଅନ୍ତର୍ଗତ ଗ୍ରାହକମାନେ ନିଜ ବ୍ୟାଙ୍କିଙ୍ଗ କାମ ଘରେ ବସି ମଧ୍ୟ କରିପାରିବେ। ଯଦି ଗ୍ରାହକଙ୍କୁ ନଗଦ ଟଙ୍କା…

ସଟଡାଉନରେ ଘରେ ରୁହନ୍ତୁ ନଚେତ ଉଠାଇନେବ ପୋଲିସ, ଭୁବନେଶ୍ୱରରେ ଜଣେ ମହିଳାଙ୍କ ସମେତ ୬୩ ଜଣଙ୍କୁ ବାଧ୍ୟତାମୂଳକ…

ଭୁବନେଶ୍ୱର (କେନ୍ୟୁଜ) : ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର…

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ଲୋକଙ୍କ ପ୍ରାଣନେଲା କରୋନା, ସ୍ଥିତି ଦେଖି ଚିନ୍ତାରେ ଟ୍ରମ୍ପ

ଆମେରିକାରେ କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦିନକୁ ଦିନ ଆମେରିକାର ସ୍ଥିତି ବିଗିଡିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୪୮୦ ଲୋକ ମୃତ୍ୟୁବରଣ ଘଟିଛି । ସେହିପରି ଏହି ସମୟ ମଧ୍ୟରେ ସଂକ୍ରମିତ ସଂଖ୍ୟା ୩୨ ହଜାର ଟିପିଛି । ଶନିବାର ସୁଦ୍ଧା ଏଠାରେ କରୋନା…

କ୍ରୀଡ଼ା ଜଗତ ଉପରେ ପଡ଼ିଲା କରୋନା ପ୍ରଭାବ, ରଦ୍ଦ ହେଲା ନଭେମ୍ବରରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା…

ଭାରତରେ ନଭେମ୍ବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପକୁ କରୋନା ଭାଇରସ ଯୋଗୁ ସ୍ଥଗିତ କରାଯାଇଛି। ଏନେଇ ଫିଫା କନଫେଡରେସନ ୱାର୍କିଂ ଗ୍ରୁପ ସୂଚନା ଦେଇଛି। ଏହି ବିଶ୍ୱକପ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଦେଶର ୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିଲା।…

ଭାରତରେ ଫସିରହିଥିବା ଆମେରିକୀୟ ନାଗରିକଙ୍କୁ ସ୍ଵଦେଶ ନେବା ବିମାନ ସେବା ଆଜିଠୁ ଆରମ୍ଭ

କରୋନା ଯୋଗୁ ଅନ୍ତଃରାଷ୍ଟ୍ରୀୟ ବିମାନ ସେବା ବନ୍ଦ ହୋଇଥିଲେ ମଧ୍ୟ ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଆମେରିକୀୟ ନାଗରିକଙ୍କୁ ସ୍ଵଦେଶ ପଠାଇବା ପାଇଁ ସିଧାସଳଖ ବିମାନ ସେବା ଆଜିଠୁ ଆରମ୍ଭ ହେଉଛି। ଭାରତରେ ଥିବା ଆମେରିକୀୟ ଦୂତାବାସ ତରଫରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ସୂଚନାରେ…

କରୋନା ଭୟରେ ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି, ପୋଷ୍ଟମର୍ଟମ କରିବା ପାଇଁ ମନା କରୁଛନ୍ତି ଡାକ୍ତର୍

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ କରୋନା ସଂକ୍ରମଣ ସଂଖ୍ୟା ରେକର୍ଡ କରାଯାଇଛି । ଏହି ସଂଖ୍ୟା ହେଉଛି ୪୭୮ ଜଣ ତା ସହିତ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୨୫୪୭ ରେ ପହଁଞ୍ଚିଛି । ତେବେ ଏନେଇ ବର୍ତ୍ତମାନ ଲୋକମାନଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି ।…

ଯାଜପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି, ସଟ ଡାଉନ ହେଲା ବ୍ରହ୍ମବରଦା ଅଂଚଳ

ଯାଜପୁର/ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଗତକାଲି ରାତିରୁ ବ୍ରହ୍ମବରଦା ଅଞ୍ଚଳକୁ ସଟ ଡାଉନ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ନଜରବନ୍ଦୀରେ ରଖାଯାଇଛି । ଉକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲିବା ପାଇଁ…

କରୋନା ପାଇଁ ସରକାରଙ୍କ ବଡ ପଦକ୍ଷେପ, ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ…

ଦେଶରେ କରୋନା ସୃଷ୍ଟି କରିଛି ଭୟର ବାତାବରଣ । ଦିନକୁଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ବେରୋଜଗାରୀ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୦ ଟଙ୍କା ଆର୍ଥିକ ସହାୟତା…