Below header
Browsing Category

କରୋନା ଭାଇରସ

ବିନା ବିଜୁଳିରେ ୬ ଘଣ୍ଟା ଚାଲୁଥିବା ଭେଣ୍ଟିଲେଟର ଏବେ ବଞ୍ଚାଇବ ଜୀବନ, ମୋବାଇଲ ଆପ ଦ୍ୱାରା ହେବ ଅପରେଟ

ଏବେ ବିଜୁଳି କଟିଗଲେ ବି ଭେଣ୍ଟିଲେଟର ସାହାରାରେ ଥିବା ଜୀବିତ ରୋଗୀ ଆଉ ମୃତ୍ୟୁବରଣ କରିବେ ନାହିଁ । ନିକଟରେ ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକମାନେ ଇଣ୍ଟରନେଟ ଅଫ ଥିଙ୍କିଙ୍ଗ ଉପରେ ଆଧାରିତ ଏକ ଏପରି ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି ଯାହାକି ମୋବାଇଲ ଆପ ଦ୍ଵାରା ଚାଲିବ । ଏହା ଏକ ଛୋଟ…

ଭାରତରେ ବର୍ତ୍ତମାନ 3,000 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 75 ହୋଇଛି

1- ବିଶ୍ୱର ସବୁଠାରୁ ବଡ ବସ୍ତି ଅଂଚଳ ମୁମ୍ବାଇର ଧରାଭିରେ ଆଉ ଦୁଇ ଜଣ କରୋନା ପୋଜେଟୀଭ ବାହାରିଲେ । ପୂର୍ବରୁ ଜଣକର ମୃତ୍ୟୁ ହୋଇ ସାରିଛି । 2-ଆଜି ଗୋଟିଏ ଦିନରେ କରୋନାରେ ସାରା ବିଶ୍ୱରେ ମୃତ୍ୟୁ ଘଟିଛି 2,900 ଜଣଙ୍କର । 3-କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ, ତାଳି ବଜାଇଲେ କିମ୍ବା…

କରୋନା ଉପରେ ବିଜୟ ପାଇବା ପାଇଁ ଚୀନ ଆଣିଲା ମେଡିସିନ୍ ‘ଏଡି୫-ଏନ୍‌କଭ’ ଆମେରିକା ସାରିଛି କ୍ଲନିକାଲ ଟ୍ରାଏଲ୍‌

କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ କୈାଣସି ଦେଶ ଏଯାଏ ମେଡିସିନ୍ ବାହାର କରିପାରି ନାହାଁନ୍ତି । ତେବେ ଚୀନ ଓ ଆମେରିକା କରୋନା ମେଡିସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଛନ୍ତି । ମାର୍ଚ୍ଚ ୧୭ ତାରିଖରେ ଆମେରିକା ମାନବ ଉପରେ ମେଡିସିନ୍‌ର ଟ୍ରାୟଲ୍ କରିଥିବା…

ବାହାରିନରୁ କଳାହାଣ୍ଡି, ଓଡିଶାକୁ କରୋନା ଆଣିଲେ ଆଉ ଜଣେ ବିଦେଶ ଫେରନ୍ତା

କେନ୍ୟୁଜ (ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସେ କଳାହାଣ୍ଡିରୁ ଚିହ୍ନଟ ହୋଇଛନ୍ତି । ଟ୍ୱିଟ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ବ୍ୟକ୍ତି ଜଣକ ୨୯ ବର୍ଷୀୟ ପୁରୁଷ ଓ ସେ ବାହାରିନରୁ ଫେରିଥିଲେ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। One…

ସାବଧାନ, ଚିଠିରେ ଆସି ପାରିଥାଏ କରୋନା ?

ଭୁବନେଶ୍ୱର : ପିପିଲି ଦନାଗୋହିରି ଅଂଚଳର କୋଭିଡ 19 ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ଜଣେ ଡାକ କର୍ମଚାରୀ । ସେ ଭୁବନେଶ୍ୱର bjb ନଗରରେ ଥିବା ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ କାମ କରୁଥିଲେ। କିଛି ଦିନ ତଳେ ସେ ଦିଲ୍ଲୀ ଯାଇ ଫେରିଥିଲେ । ସେଠାରୁ ଫେରିବା ପରେ ଗତ ଦଶ ଦିନ ଧରି ବିଜେବି ନଗର, ଗୌତମ…

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ନାହିଁ ! ତିନିଟି ଲିଙ୍କରୁ ଜଣାପଡୁଛି କୋଭିଡ 19 ଆସିଛି ରାଜ୍ୟ ବାହାରୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ତିନିଜଣ କୋଭିଡ 19 ପୋଜେଟୀଭଙ୍କ ଲିଙ୍କ ସ୍ପଷ୍ଟ ହେବ ପରେ ଏକଥା ଜଣାପଡିଛି । କିଛି ସମୟ ପୂର୍ବରୁ ବିଏମସି କମିଶନ ପ୍ରେମଚନ୍ଦ୍ର ଚୌଧୁରୀ ଏ ସମ୍ପର୍କରେ ଜଣାଇଛନ୍ତି । ବମିଖାଲରେ ସଂକ୍ରମିତ ବମିଖାଲରେ ସଂକ୍ରମିତ…

କେରଳ କାସଗୋଡ଼ରେ ସୁସ୍ଥ ହେଲେ କୋଭିଡ-19ର ପ୍ରଥମ ରୋଗୀ, ତାଳି ମାରି ବିଦାୟ ଜଣାଇଲେ ମେଡିକାଲ ଷ୍ଟାଫ

ଭାରତରେ କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ସହରଗୁଡିକ ମଧ୍ୟରେ କେରଳର କାସଗୋଡ଼ର ନାମ ସାମିଲ ଅଛି । ଏଠାରେ ପାଖାପାଖି 200 ଲୋକ କରୋନାରେ ସଂକ୍ରମିତ ଅଛନ୍ତି। ଏହି କାରଣରୁ କେରଳକୁ କରୋନା ଭାଇରସର ହଟ ସ୍ପଟ ମଧ୍ୟ କୁହାଯାଉଛି। କିନ୍ତୁ ଏହାରି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି।…

ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବର୍ତ୍ତମାନର କରୋନା ଅପଡେଟ, ଜାଣନ୍ତୁ ଆଜି କେତୋଟି ରକ୍ତ ନମୁନା ପରୀକ୍ଷା କରାଯାଇଛି ଓ…

କେନ୍ୟୁଜ (ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବର୍ତ୍ତମାନର କରୋନା ଅପଡେଟ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୯୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା ବେଳେ ସେଥିରେ ପଜେଟିଭଙ୍କ ସଂଖ୍ୟା ୨୦ରେ ସୀମିତ ରହିଛି। ଯେକୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ପାଇଁ ୧୦୪ ହେଲ୍ପଲାଇନ ନମ୍ବରରେ…

ଲକଡାଉନରେ ପରିବହନ ବିଭାଗର ଅଭିନବ ପ୍ରୟାସ, ଆରମ୍ଭ କଲା ସଡକ ସୁରକ୍ଷା ଉପରେ ଅନଲାଇନ କୁଇଜ୍ ପ୍ରତିଯୋଗିତା, ଯୁବ ପିଢ଼ି…

କେନ୍ୟୁଜ (ବ୍ୟୁରୋ): କରୋନା ମହାମାରୀର ଭୟାବହତା ନେଇ ଏପ୍ରିଲ ୧୪ ଯାଏଁ ପ୍ରଧାନମନ୍ତ୍ରୀ ସାରାଦେଶକୁ ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦେଖା ଯାଇଛି ଯେ ଅନେକ ଯୁବା ପିଢ଼ି ଘରେ ରହି ବୋରିଂ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡିଶା ପରିବହନ ଅଥରିଟି ଏକ ଅନଲାଇନ କୁଇଜ୍ ପ୍ରତିଯୋଗିତା…

ଯାଜପୁର : ଜିଲ୍ଲାପରିଷଦ ସଭ୍ୟଙ୍କ କରୋନା ସହାୟତା, ଦାନ କଲେ ଗୋଟିଏ ମାସର ଦରମା

ଯାଜପୁର ଟାଉନ (କେନ୍ୟୁଜ): କୋରୋନାର ମୁକାବିଲା ପାଇଁ ରିଲିଫ ପାଣ୍ଠିକୁ ଦାନ କରିବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶ ବାସୀଙ୍କୁ ନିବେଦନ କରିଥିଲେ । ଯାଜପୁରରେ ଏଥିପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମାଜସେବୀ,ଲୋକପ୍ରତିନିଧି,ସ୍ୱେଚ୍ଛାସେବୀ ମାନେ ରିଲିଫ ଫଣ୍ଡକୁ ଦାନ…

ରାତି ୮ଟାରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ବଜାର ଗୁଡିକ ୪୮ ଘଣ୍ଟା ପାଇଁ ସଟ ଡାଉନ, ପୋଲିସ…

ଯାଜପୁର ଟାଉନ(କେନ୍ୟୁଜ):  ଆଜି ରାତି ୮ଟାରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ବଜାର ଗୁଡିକ ୪୮ ଘଂଟା ପାଇଁ ସଂପୁର୍ଣ୍ଣ ସଟ ଡାଉନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଗତକାଲି ବ୍ରହ୍ମବରଦା ଅଂଚଳରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ…

ଛୁଆଙ୍କ ମନରୁ କରୋନା ଭୟ ଦୂର କରିବାକୁ ଅଣ୍ଟା ଭିଡ଼ିଲା UNICEF, ଦେଲା ଏସବୁ ଟିପ୍ସ

କେବଳ ବଡ଼ ନୁହେଁ ପିଲାଙ୍କ ପାଇଁ ବି ହଟ୍ ଟପିକ୍ ପାଲଟିଛି କରୋନା। ଏବେ ଛୋଟ ଛୁଆ ବି କରୋନା ଭାଇରସ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ବଡ଼ ଲୋକଙ୍କ ଅପେକ୍ଷା ପିଲାମାନେ ଅଧିକ ସଚେତନ ଥିବା ଦେଖାଯାଉଛି। ବଡ଼ମାନେ ନିୟମ ନ ମାନି ବାହାରକୁ…