Browsing Category

କରୋନା ଭାଇରସ

ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ଓଡ଼ିଆଙ୍କୁ ଖୁବଶୀଘ୍ର ଚିହ୍ନଟ କରିବାକୁ…

କେନ୍ୟୁଜ (ବ୍ୟୁରୋ): ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ଶନିବାର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ଜଣାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ଜିଲ୍ଲାପାଳ, ପୋଲିସ ନିଜ…

କରୋନାକୁ ମୂଳପୋଛ କରିବାକୁ ନାକରେ ଦିଆଯିବ ଟୀକା, ଖୁବଶୀଘ୍ର ଭାରତୀୟ ବୈଜ୍ଞାନିକ କରିବେ ପରୀକ୍ଷଣ

କରୋନା ଭାଇରସର ଟୀକା କିମ୍ବା ମେଡ଼ିସିନ ବାହାରିପାରିନଥିବାରୁ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଅନ୍ୟ ଦେଶ ସମେତ ଭାରତ ମଧ୍ୟ ଅଣ୍ଟା ଭିଡ଼ିଛି। କରୋନାକୁ ମୂଳପୋଛ କରିବାକୁ ଆମ ଦେଶରେ ଟୀକା ତିଆରି କରାଯାଉଛି। ଏହି ଟୀକାକୁ ଇଞ୍ଜେକ୍ସନ ମାଧ୍ୟମରେ ନୁହେଁ ବରଂ…

ଜଳେଶ୍ୱର : ଲକଡାଉନ ସମୟରେ ଆଗେଇ ଏସିଆ ବିଜୁ ଯୁବ ବାହିନୀ,ଅନାଥ ପିଲା ଓ ଭିନ୍ନକ୍ଷମ, ଅସହାୟଙ୍କୁ କଲା ଖାଦ୍ୟ ବଣ୍ଟନ

ଜଳେଶ୍ୱର(କେନ୍ୟୁଜ): ସାରା ବିଶ୍ୱରେ covid-19 କରୋନା ଭୁତାଣୁ ମହାମାରୀର ରୂପ ନେଇଥିଲା ବେଳେ ଏଥିରୁ ଓଡ଼ିଶା ବାଦ ପଡ଼ିନାହିଁ ।ସେଥିପାଇଁ ଓଡିଶା ସରକାର ସମଗ୍ର ୩୦ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରିବା ସହ ବିଭିନ୍ନ ସହରକୁ ସଟଡାଉନ ମଧ୍ୟ ଘୋଷଣା କରିଛନ୍ତି। ସେଥିପାଇଁଦୋକାନ ବଜାର ଠାରୁ…

ସ୍ଥିତି ବଡ ଉଦବେଗ ରହିଛି, ଏଭଳି ସମୟରେ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ସରକାରଙ୍କୁ ସହଯୋଗ କରିବେ:ବାଗଚୀ

କେନ୍ୟୁଜ (ବ୍ୟୁରୋ):   ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆହୁରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟାପାଇଁ ସଟଡାଉନ କରାଯାଇଥିବା ବେଳେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ…

କରୋନା ଠାରୁ ରକ୍ଷା କରିପାରିବ ଘର ତିଆରି ମାସ୍କ, ବାହାରକୁ ବାହାରିବା ପୂର୍ବରୁ ନିଶ୍ଚିତ ପିନ୍ଧନ୍ତୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆମେରିକା ପରେ ଏବେ ଭାରତ ସରକାର ମଧ୍ୟ ଲୋକଙ୍କୁ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁସ୍ଥ ଲୋକ ମଧ୍ୟ ଘର ତିଆରି ମାସ୍କ ପିନ୍ଧି ନିଜକୁ କାରୋନା ଭାଇରସ ଠାରୁ ରକ୍ଷା କରିପାରିବେ।…

ଗଜପତି ଜିଲ୍ଲା ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ତରଫରୁ କରୋନା ସହାୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

ଗଜପତି(କେନ୍ୟୁଜ):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ପରିସରରେ କରୋନା ଭାଇରସ୍ ସଂକ୍ରମଣର ପ୍ରତିରୋଧ ନିମନ୍ତେ ଗଜପତି ଜିଲ୍ଲା ସଉରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍…

ଯାଜପୁର: ପୁଣି କରୋନାକୁ ନେଇ ମିଥ୍ୟା ପ୍ରଚାର, ଜଣେ ଗିରଫ

ଯାଜପୁର (କେନ୍ୟୁଜ): କରୋନାକୁ ନେଇ ମିଥ୍ୟା ପ୍ରଚାର କରି ଗିରଫ ହୋଇଛନ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ମନୋରଞ୍ଜନ ଜେନା । ସେ ଜଣେ ଦଳିତ ନେତା। 'ବୈଷ୍ଣୋଦେବୀ ମନ୍ଦିରରେ ଫସିଥିବା ୪୦୦ ଭକ୍ତଙ୍କ ମଧ୍ୟରୁ ୧୪୫ ଜଣ କରୋନା ସଂକ୍ରମଣ, ସମସ୍ତଙ୍କୁ ମାରିଦେବେ' ଭଳି ମିଛ…

କଟକ ସହର ସଂପୂର୍ଣ୍ଣ ବନ୍ଦ, ହେଲ୍ପଲାଇନ ନମ୍ବର ଜାରିକଲା ସିଏମସି

କଟକ (କେନ୍ୟୁଜ) : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଁଚିବା ପରେ ରାଜ୍ୟ ସରକାର ଭୁବନେଶ୍ୱର, କଟକ, ଯାଜପୁର ଏବଂ ଭଦ୍ରକକୁ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ୍ ଯୋଗୁଁ କଟକ ସହର ସଂପୂର୍ଣ୍ଣ ବନ୍ଦ ରହିଛି। ଘରୁ ନ ବାହାରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ…

ମଣିଷର ମସ୍ତିଷ୍କକୁ ଏଭଳି ନଷ୍ଟ କରିଦେଉଛି କରୋନା ଭୁତାଣୁ, ଗବେଷଣାରୁ ଆସିଲା ନୂଆ ତଥ୍ୟ

ସାଧାରଣତଃ ଆମେ ଜାଣିଛେ ଯେ କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଥଣ୍ଡା, କାଶ ହେବା ସହିତ ଏହା ମଣିଷ ଶରୀରର ଫୁସଫୁସକୁ ପ୍ରଭାବିତ କରିଥାଏ । କିନ୍ତୁ ବର୍ତ୍ତମାନ କରୋନାକୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ…

କରୋନା ଯୁଦ୍ଧରେ ସାମିଲ ହେଲେ ତାମିଲନାଡୁ ଜେଲର କଏଦୀ, ପ୍ରତିଦିନ ତିଆରି କରୁଛନ୍ତି ୨୩ ହଜାର ମାସ୍କ

ଦିନେ ଅପରାଧ କରିବା ବେଳେ ମୁହଁ ଲୁଚେଇବାକୁ ମାସ୍କ ବ୍ୟବହାର କରୁଥିବା ଅପରାଧୀ ଆଜି ଲୋକଙ୍କ ହିତ ପାଇଁ ମାସ୍କ ପ୍ରସ୍ତୁତ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁ ଜେଲରେ। ଏଠାକାର କଏଦୀମାନେ ଜିଲ୍ଲା ପୋଲିସ ଓ ସାଧାରଣ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି। ସୂଚନା ମୁତାବକ…

ଯାଜପୁର: ଜିଲ୍ଲାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ର ବଡ଼ ପଦକ୍ଷେପ,ଆଜି ରାତି ୮ଟା ଠାରୁ ୬ତାରିଖ…

ଯାଜପୁର ଟାଉନ,ଯାଜପୁର (କେନ୍ୟୁଜ): ଜିଲାରେ ଜଣେ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲା ପ୍ରଶାସନ ର ବଡ଼ ପଦକ୍ଷେପ, ଜିଲା ର ସମସ୍ତ ବ୍ଲକ ମୁଖ୍ୟାଳୟ ଆଖ ପାଖ ଅଞ୍ଚଳ ସହିତ ପ୍ରମୁଖ ବଜାର ଗୁଡିକ ଆଜି ରାତି 8 ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସଟ ଡାଉନ ରହିବ ବୋଲି ଜିଲାପାଳ ଘୋଷଣା…

ପାକିସ୍ତାନରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ, ୨୭୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ସାରା ଦୁନିଆରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ଏହି ସଂକ୍ରମଣ ସଂଖ୍ୟା ୧୧ ଲକ୍ଷ ଛୁଇଁଥିବା ବେଳେ ପ୍ରାୟ ୬୦,୦୦୦ ଲୋକ ଏଥିରେ ମୃତ୍ୟୁବରଣ କରି ସାରିଲେଣି । ତେବେ ଏଥିମଧ୍ୟରୁ ମୁକ୍ତି ପାଇନି ପାକିସ୍ତାନ । ଏହି ଦେଶରେ କରୋନା ସଂଖ୍ୟା ବଢ଼ି…