Below header
Browsing Category

କରୋନା ଭାଇରସ

ଲକଡାଉନ୍ ପରର ଡାଟା ସେୟାର କଲା ଗୁଗଲ, ଏମିତି ନିୟମ ମାନୁଛନ୍ତି ଆମ ଲୋକ

କରୋନା ଭାଇରସ ସଂକ୍ରମଣ ବେଳେ ଲୋକଙ୍କ ଗତିବିଧି ସମ୍ପର୍କିତ ଡାଟା ସେୟାର କରିଛି ଗୁଗଲ। ରିପୋର୍ଟରେ ଜଣାପଡ଼ିଛି ଯେ ଲୋକମାନେ ଏହି ଲକଡାଉନକୁ ଗମ୍ଭୀରତାର ସହ ନେଇଛନ୍ତି। ଭାରତରେ ପବ୍ଲିକ ପ୍ଲେସରେ ଲୋକଙ୍କ ଯିବା ଆସିବା ଏକାଠି ହେବା ଆଦି କମିଛି। ଏହି ରିପୋର୍ଟରେ ଭାରତୀୟ ଡାଟାକୁ ୬…

କରୋନା କବ୍ଜାରେ ଏସିଆର ସବୁଠୁ ବଡ଼ ବସ୍ତି ଧାରାବୀ, ସାମ୍ନାକୁ ଆସିଲା ଆଉ ଦୁଇଟି ନୂଆ ମାମଲା

ଏସିଆର ସବୁଠାରୁ ବଡ଼ ବସ୍ତି ମୁମ୍ବାଇସ୍ଥିତ ଧାରାବୀରେ କରୋନା ନିଜ କାୟାବିସ୍ତାର କରିବା ଆରମ୍ଭ କରିଛି। ଏହି ବସ୍ତିରେ ସଂକ୍ରମଣ କ୍ରମଶଃ ବଢ଼ିବାରେ ଲାଗିଛି। ଧାରାବୀରେ କରୋନାର ଆଉ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଦୁଇଟିକୁ ମିଶାଇ ଧାରାବୀ ରେ ମୋଟ ୫ଟି ମାମଲା ହୋଇଛି। ଏହି ନୂଆ…

କରୋନା ମୁକାବିଲା କରିବାକୁ ସାହାଯ୍ୟର ହାତ ବଢ଼ାଇଲା ହକି ଇଣ୍ଡିଆ, ପୁଣିଥରେ ଦେଲା ୭୫ ଲକ୍ଷ

କରୋନା ଭାଇରସ ସହ ମୁକାବିଲା କରିବାକୁ ବିଭିନ୍ନ ଆଡୁ ସରକାରଙ୍କୁ ସହାୟତା ମିଳୁଛି। ଏହି ତାଲିକାରେ ଏବେ ହକି ଇଣ୍ଡିଆ ମଧ୍ୟ ସାମିଲ ହୋଇଛି। ଶନିବାର ଦିନ ହକି ଇଣ୍ଡିଆ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆଉ ୭୫ ଲକ୍ଷ ଟଙ୍କା ଦାନ କରିଛି। ଏହି ଟଙ୍କାକୁ ମିଶାଇ ହକି ଇଣ୍ଡିଆ ମୋଟ ୧ କୋଟି…

ଯାଜପୁର ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ, ସବୁଆଡେ ଶୂନଶାନ ଖାଁ ଖାଁ ପରିବେଶ

ଯାଜପୁର ଟାଉନ (କେନ୍ୟୁଜ) : କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲାରେ ୪୮ ଘଣ୍ଟିଆ ସଟ ଡାଉନ ଚାଲିଛି । ଏହାର ପ୍ରଭାବ ଆଜି ଅନୁଭୁତ ହୋଇଛି । କେବଳ ଔଷଧ ଦୋକାନକୁ ଛାଡି ଦେଲେ ସବୁ ବଜାର ଘାଟ ବନ୍ଦ ରହିଛି । ସବୁଆଡେ ଶୁନଶାନ,ଖାଁ ଖାଁ ପରିବେଶ । ଯାଜପୁରଜିଲ୍ଲାର ବ୍ରହ୍ମବରଦା…

ସଟଡାଉନକୁ ମାନୁ ନାହାନ୍ତି ଅମାନିଆ ଲୋକେ, ୧୫୬ ଜଣ ଉଲଂଘନକାରୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ) : କରୋନାରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ସରକାର ରାଜ୍ୟବାସୀଙ୍କୁ ଅନୁରୋଧ ସହ ଆହ୍ୱାନ ଦେଇଥିଲେ ଯେ କରୋନା ଲକ୍ଷଣ ଦେଖାଦେଲେ ସେମାନେ କ୍ୱାରେଣ୍ଟାଇନରେ ରୁହନ୍ତୁ ଏବଂ ଘରେ ଥିଲେ ସଙ୍ଗରୋଧ ରୁହନ୍ତୁ । ଏହାସହ ଗତକାଲି ରାତି ୮ଟାରୁ ରବିବାର ରାତି ୮ଟା…

ସିଆରପିଏଫର ଜଣେ ଅଫିସର କରୋନା ସଂକ୍ରମିତ ଜଣାପଡ଼ିବା ପରେ କ୍ୱାରେଣ୍ଟାଇନରେ ରହିଲେ ଡିଜି ଏପି ମାହେଶ୍ୱରୀ

କେନ୍ଦ୍ରୀୟ ପୋଲିସ ବଳ (CRPF)ର ଜଣେ ଚିଫ ମେଡିକାଲ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡ଼ିବାର ୨ ଦିନ ପରେ CRPFର ମହାନିର୍ଦ୍ଦେଶକ ଏ ପି ମାହେଶ୍ୱରୀ ନିଜକୁ ନିଜେ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେ ନିଜ ଘରେ ହିଁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। A…

କଟକ : ପୋଲିସ ଉପରକୁ ଢେଲାମାଡ, ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ

କଟକ (କେନ୍ୟୁଜ) : ଓଡ଼ିଶାରେ କାରୋନା ତାର କାୟା ବିସ୍ତାର କରିସାରିଲାଣି। କାରୋନା ଯେପରି ତାର ପ୍ରକୋପକୁ ଆହୁରି ଆଗକୁ ନ ବୃଦ୍ଧି କରୁ ସେଥିପାଇଁ ରାଜ୍ୟ ସରକାର କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସହର ଏବଂ ଟାଉନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି। ଏହି ସମୟରେ ଘରୁ କାହାକୁ ନ…

କଳାହାଣ୍ଡିର କରୋନା ଆକ୍ରାନ୍ତ ଆସିବେ କଟକ ଅଶ୍ୱିନୀ ହସ୍ପିଟାଲ, ଘରେ ପହଁଚିଲା ମେଡିକାଲ ଟିମ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସରକାର ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କଲେ ମଧ୍ୟ ରାଜ୍ୟରେ ଗୋଟିଏ ପରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକର…

ଆଜି ରାତି ୯ଟାରେ ହଠାତ ବନ୍ଦ କରନ୍ତୁନି ନିଜର ସମସ୍ତ ସୁଇଚ ନଚେତ ଦେଶରେ ଦେଖା ଦେଇପାରେ ବିଜୁଳି ସମସ୍ୟା, ଜାଣନ୍ତୁ ଆଉ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ ଦେଶବାସୀଙ୍କୁ ତାଙ୍କର ୯ ମିନିଟ୍ ମାଗିଛନ୍ତି । ଅର୍ଥାତ୍ ୯ ଘଟିକା ଠାରୁ ୯.୦୯ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦ୍ଵୀପ କିମ୍ବା ମହମବତୀ ଜଳାଇ ନଚେତ୍ ନିଜ ମୋବାଇଲର ଫ୍ଲାସ୍ ଲାଇଟ୍ ଜଳାଇ ଆମର ଏକତା ପ୍ରଦର୍ଶନ କରିବାକୁ ଅନୁରୋଧ…

ଆମେରିକାରେ ପ୍ରତି ୨୪ ଘଣ୍ଟାରେ ୧୦୦୦ ଛୁଉଁଚି କରୋନା ମୃତ୍ୟୁ, ଶେଷରେ ଭାରତକୁ ସାହାଯ୍ୟ ମାଗିଲେ ଡୋନାଲ୍ଡ ଟ୍ରମ୍ପ

ସାରା ବିଶ୍ୱରେ ଏବେ ୨୦୦ ରୁ ଅଧିକ ଦେଶ କରୋନା ସହ ଲଢେଇ କରୁଛନ୍ତି । ୧୧ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୬୦,୦୦୦ ରୁ ଉର୍ଦ୍ଧ୍ଵ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି । ଭାରତରେ ମଧ୍ଯ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ଏବଂ…

ଆଜି ଦିନ 12ଟାରୁ ବ୍ରହ୍ମପୁର ସହରରେ ସଟଡାଉନ

ବ୍ରହ୍ମପୁର : ଆଜି ଦିନ 12ଟାରୁ ବ୍ରହ୍ମପୁରରେ ସଟଡାଉନ । ଯାହା ଆସନ୍ତା କଲି ସକାଳ 7ଟା ଯାଏ ଲାଗୁ ରହିବ । ତେଣୁ ଆଜି ସକାଳୁ କିଣା କିଣି ପାଇଁ ବଜାରରେ ଭିଡ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ଜିନିଷ କିଣିବା ଲାଗି ଲୋକେ ଘରୁ ବାହାରିଛନ୍ତି । ତେବେ କେବଳ ଚାଲି ଚାଲି ଆସିବାକୁ କୁହାଯାଇଛି ।…

କରୋନା ସହ ଲଢ଼ୁଥିବା ପାକିସ୍ତାନକୁ ଚୀନ ଦେଲା ବଡ଼ ଧୋକା, N95 ମାସ୍କ ବଦଳରେ ପଠାଇଲା ଅଣ୍ଡରୱେୟାରରେ ପ୍ରସ୍ତୁତ ମାସ୍କ

କରୋନା ଭାଇରସ୍ ସହ ଲଢୁଥିବା ପାକିସ୍ତାନକୁ ଧୋକା ଦେଇଛି ଚୀନ । ଏଭଳି ଏକ ଖରାପ ସମୟରେ ଚୀନର ଏପରି ହରକତ ପାକିସ୍ତାନକୁ ଶକ୍ତ ଧକ୍କା ପହଞ୍ଚାଇଛି । ହାଇ କ୍ୱାଲିଟି N95 ମାସ୍କ ନାମରେ ଚୀନ ପାକିସ୍ତାନକୁ ଅଣ୍ଡରଗାରମେଣ୍ଟରେ ପ୍ରସ୍ତୁତ ମାସ୍କ ପଠାଇଦେଇଛି । ମେଡିକାଲ ସରଞ୍ଜାମ ପଠାଇବା ନେଇ…