Browsing Category

କରୋନା ଭାଇରସ

ଆଜିଠୁ ଲକ୍‌ଡାଉନ୍‌ ନିୟମ ଓ ସାମାଜିକ ଦୂରତ୍ୱ ଉପରେ ବଢ଼ିଲା କଟକଣା, ବାଇକ୍‌ କିମ୍ବା କାର ଧରି ମାର୍କେଟିଂକୁ ଗଲେ ଦୃଢ…

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ନମାନିଲେ ମିଳିବ ମାଡ଼ ! ନିୟମ ଭାଙ୍ଗିଲେ କଠୋର ହେବ ପୋଲିସ । ଦୋକାନ ଆଗରେ ଭିଡ଼ ଜମାଇଲେ ଦଣ୍ଡ ମିଳିବ । ଆଜିଠାରୁ ଲକ୍‌ଡାଉନ୍‌ ନିୟମ ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି କରାଯିବ । ଭୁବନେଶ୍ୱରରେ ବି ନିୟମକୁ କଡ଼ାକଡ଼ି କରାଯିବ । ପୋଲିସ କମିଶନର କହିଛନ୍ତି,…

କରୋନା ସଂକ୍ରମିତ ମହିଳା ଜନ୍ମଦେଲେ ସୁସ୍ଥ ପିଲା, ସ୍ତନ୍ୟପାନକୁ ନେଇ ଚିନ୍ତାରେ ଡାକ୍ତର୍

ସାରା ଦୁନିଆରେ ବଢ଼ି ଚାଲିଥିବା କରୋନା ଭାଇରସ୍ ସଂକ୍ରମଣ ମଧ୍ୟରେ ଦିଲ୍ଲୀରୁ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଭାଇରସରେ ସଂକ୍ରମିତ ଜଣେ ମହିଳା ଏମ୍ସ ହସ୍ପିଟାଲରେ ଏକ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି । ସୂଚନା ଅନୁଯାୟୀ ଜନ୍ମ ଦେଇଥିବା ମହିଳା ଜଣଙ୍କ ଗତ ସପ୍ତାହରେ କରୋନାରେ…

ଜର୍ମାନୀର ମେୟର ଜାଣିଶୁଣି ନିଜକୁ କରାଇଲେ କରୋନା ସଂକ୍ରମିତ, ଜାଣନ୍ତୁ କଣ ଥିଲା କାରଣ

କରୋନା ଭାଇରସ୍ ପାଇଁ ସାରା ବିଶ୍ୱରେ ଏବେ ହାହାକାର ସୃଷ୍ଟି ହୋଇଛି । ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଏବେ ଦିନରାତି ମେହେନତ୍ କରୁଛନ୍ତି କିନ୍ତୁ ବର୍ଲିନର ଜଣେ ମେୟର ଜାଣିଶୁଣି ନିଜକୁ କରୋନାରେ ସଂକ୍ରମିତ କରାଇଛନ୍ତି । ତେବେ ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ଯ ହୋଇଯାଇଥିବେ…

ଭୁବନେଶ୍ୱରରେ ପୁଣି ୧୬ ଜଣ କରୋନା ପଜେଟିଭ ଚିହ୍ନଟ, ଗୋଟିଏ ଦିନରେ ୧୮ ରୋଗୀ

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ୧୬ ଜଣ କରୋନା ପଜେଟିଭ ଚିହ୍ନଟ। ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭଗ ଏହି ୧୬ ଜଣଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଁଚିଲା। ବିଶେଷ କରି ଆଜି ଗୋଟିଏ ଦିନରେ ୧୮ଟି ପଜେଟିଭ ଚିହ୍ନଟ ହୋଇଛି। ଯାହା ରାଜ୍ୟବାସୀଙ୍କ…

ପ୍ରଚଣ୍ଡ ଖରା ଦାଉରୁ ରକ୍ଷାକଲା ପାରଳାଖେମୁଣ୍ଡି ପୌରପାଳିକା, ନୂଆକରି ଖୋଲା ଯାଇଥିବା ଦୈନିକ ବଜାରର ପରିବା…

ଗଜପତି (କେନ୍ୟୁଜ): କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶକୁ ସରକାର ଲକଡାଉନ ଘୋଷଣା କରିବା ପରେ ଅତିଆବଶ୍ୟକ ସାମଗ୍ରୀ ପାଇଁ ସରକାର ଲୋକଙ୍କୁ କିଛି ସହରରେ କିଛି ସମୟ ପାଇଁ ମାକେର୍ଟିଙ୍କ କରିବାକୁ କୋହଳ କରିଛନ୍ତି । କିନ୍ତୁ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ବଜାୟ…

ମୋଦିଙ୍କ ଆହ୍ୱାନକୁ ପାଳିଲା ସାରା ଭାରତ,୯ ମିନିଟର ପ୍ରକାଶର ଶକ୍ତିକୁ ଅନୁଭବ କରି ଦେଶବାସୀଙ୍କ ନିରାମୟ କାମନା କଲେ…

କେନ୍ୟୁଜ(ବ୍ୟୁରୋ): ଆଜି ଦୀପାବଳି ନଥିଲା ହେଲେ ସାରା ଦେଶରେ ଥିଲା ଦୀପାବଳିର ପରିବେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ପାଳିଲା ସାରା ଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ…

ଯିଏ ବିନା ମାସ୍କରେ ଘରୁ ବାହାରିବ ତାଙ୍କୁ ହଜାର ଟଙ୍କା ଫାଇନ ଦେବାକୁ ପଡିବ,କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର…

ଗଞ୍ଜାମ(କେନ୍ୟୁଜ): କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର କଡା ନିଷ୍ପତ୍ତି । ବିନା ମାସ୍କରେ ବାହାରକୁ ବାହାରୁଥିଲେ ଦେବାକୁ ପଡିବ ଜରିମାନା। ଯିଏ ବିନା ମାସ୍କରେ ଘରୁ ବାହାରିବ ତାଙ୍କୁ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ସେମାନେ ମଧ୍ୟ ହଜାରେ…

ଅନ୍ୟ ଅଂଚଳ ଠାରୁ କାହିଁକି ଅଲଗା କଣ୍ଟେନମେଣ୍ଟ ଜୋନ, ଏ ସମ୍ପର୍କରେ ଜାଣନ୍ତୁ

ଯେଉଁ ଅଂଚଳରୁ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବେ ସେହି ଅଂଚଳକୁ ହଟସ୍ପଟ ଘୋଷଣା କରାଯିବ । ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ନିଆଯିବ । ସରଳ ଭାବେ କହିଲେ ଏହି ଅଂଚଳକୁ କ୍ଵରେଣ୍ଟାଇନରେ ରଖାଯିବ । ସେହି ଅଂଚଳକୁ ଚାରି ପଟରୁ ବ୍ୟାରିକେଡ଼ ଦ୍ୱାରା ବନ୍ଦ କରାଯାଇ ରୋଗକୁ ଗୋଟିଏ ନିର୍ଦିଷ୍ଟ…

ଆଜି ରାତି ୮ଟାରେ ସରିବ ଲକଡାଉନ, କିନ୍ତୁ ଆଜି ଖୋଲିବ ନାହିଁ ମାର୍କେଟ

ଭୁବନେଶ୍ୱର ( କେନ୍ୟୁଜ) : ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ନିସ୍ପତି ଆଜି ଖୋଲିବ ନାହିଁ ମାର୍କେଟ। ଆସନ୍ତାକାଲିଠାରୁ ଖୋଲିବ ୟୁନିଟ 1 ମାର୍କେଟ । ଶିଶୁଭବନ ଛକଠାରୁ ରାଜମହଲ ଓ ରାଜମହଲ ଠାରୁ ଏଜି ଛକ ପର୍ଯ୍ୟନ୍ତ ପରିବା ବେପାରୀ ବାସିବେ। ଏଥି ସହ ମଦର ପବ୍ଲିକ ସ୍କୁଲ ପଡ଼ିଆରେ…

ଗୋଟିଏ କ୍ଲିକରେ ଜାଣନ୍ତୁ ମନରେ ଥିବା ଦ୍ବନ୍ଦ୍ବର ଉତ୍ତର, ଆଜି ରାତି ୯ଟାରେ କେଉଁ ସୁଇଚ ବନ୍ଦ କରିବେ ଆଉ କଣ ଖୋଲା…

କାରୋନା ଭୂତାଣୁକୁ ଦୂର କରିବା ପାଇଁ ଆମକୁ ଏକାଠି ହେବାକୁ ପଡିବ। ଦେଶର ୧୩୦ କୋଟି ଜନତା ଏକାଠି ହୋଇ ମହାଶକ୍ତିର ଅନୁଭବ କରାନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ ଦେଶବାସୀଙ୍କୁ ତାଙ୍କର ୯ ମିନିଟ୍ ମାଗିଛନ୍ତି । ଅର୍ଥାତ୍ ୯ ଘଟିକା ଠାରୁ ୯.୦୯ ପର୍ଯ୍ୟନ୍ତ ଘରର ସମସ୍ତ…

ଯାଜପୁର: ୨୪ଘଣ୍ଟା ମଧ୍ୟରେ ଲକ ଡାଉନ ନିୟମ ଉଲଂଘନ କରି ୧୪ ଜଣଙ୍କ ବିରୋଧରେ ୧୨ ଟି ମକଦ୍ଦମା ରୁଜୁ

ଯାଜପୁର ଟାଉନ(କେନ୍ୟୁଜ): ଗତ ୨୪ଘଣ୍ଟା ମଧ୍ୟରେ ଲକ ଡାଉନ ନିୟମ ଉଲଂଘନ କରି ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୪ ଜଣଙ୍କ ବିରୋଧରେ ୧୨ ଟି ମୋକଦ୍ଦମା ରୁଜୁ, ୫୭ଟି ଗାଡି ଜବତ ସହ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ। ଏସ ପି ଚରଣ ସିଂ ମିନା ଟୁଇଟ ଯୋଗେ ଦେଲେ ସୂଚନା।

ଏଣିକି ରାଜଧାନୀରେ ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ, ନିୟମ ନମାନିଲେ, ନିର୍ଦ୍ଦେଶ ଖିଲାପ କଲେ…

କେନ୍ୟୁଜ(ବ୍ୟୁରୋ): କରୋନା ପାଇଁ ସ୍ୱତନ୍ତ୍ର କଟକଣା. ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ ନଚେତ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡିଲେ ଲାପରାଧୀକ ଦଫା ଲାଗି ଦୋକାନୀଙ୍କୁ ଗିରଫ କରାଯାଇ ପରେ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ…