Browsing Category

କରୋନା ଭାଇରସ

କରୋନା ଯୁଦ୍ଧରେ ସାମିଲ ହେଲେ ଯୁବରାଜ ସିଂହ, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ କଲେ ଦାନ

ପୂର୍ବତନ ଭାରତୀୟ କ୍ରିକେଟ ଷ୍ଟାର ଯୁବରାଜ ସିଂହ କରୋନା ଭାଇରସ ସହ ଲଢ଼ିବା ପାଇଁ ସହାୟତା ପ୍ରଦାନ କରିଛନ୍ତି। ଶନିବାର ସେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଥିସହ ଏହି ମହାମାରୀ ସମୟରେ ସମସ୍ତେ ଏକଜୁଟ ହେବାକୁ ଯୁବରାଜ ଅପିଲ କରିଛନ୍ତି। We are…

ଭୋପାଳ ବୁଲି ଯିବା ହେଲା କାଳ, କରୋନା ନେଇ ଫେରିଲେ ବମିଖାଲର ଗୋଟିଏ ପରିବାରର ୧୯ଜଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ । ଗତକାଲି ଆଉ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୯ରେ । ଗତକାଲି ଚିହ୍ନଟଙ୍କ ଭିତରୁ…

ରକ୍ତର ଗୋଟିଏ ବୁନ୍ଦାରୁ ୧୫ ମିନିଟରେ ଜଣାପଡିବ ଆପଣଙ୍କୁ କାରୋନା ହୋଇଛି ନା ନାହିଁ, ଜାଣନ୍ତୁ କେମିତି

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ କୋଭିଡ଼-୧୯ ବା କାରୋନା ଭାଇରସ ବିରୁଦ୍ଧରେ ଜୋରସୋରରେ ଲଢ଼େଇ ଆରମ୍ଭ କରିଦେଇଛି। ଆଇସିଏମଆର ରାପିଡ଼ ଅଣ୍ଟିବଡି ବ୍ଲଡ଼ ଟେଷ୍ଟ ପାଇଁ ଦିଶା ନିର୍ଦେଶ ଜାରି କରିଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏହାର ପରୀକ୍ଷା ଶୀଘ୍ର କରିବାକୁ ପରିଷଦର…

ପାଞ୍ଚଥର ନେଗେଟିଭ୍‌ ପରେ ଶେଷରେ ସୁସ୍ଥ ହୋଇ ମେଡିକାଲରୁ ମୁକ୍ତି ପାଇଲେ ସିଙ୍ଗର କନିକା କପୁର

ମୁମ୍ବାଇ : ମେଡିକାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ସିଙ୍ଗର କନିକା କପୁର । ତାଙ୍କ ଷଷ୍ଠ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି । କନିକାଙ୍କ ଲଗାତାର ୫ଟି କରୋନା ଟେଷ୍ଟ ରିପୋର୍ଟ ପଜେଟିଭ୍‌ ଆସିଥିଲା । ସେ ଏବେ ମେଡିକାଲରୁ ଫେରିବା ପରେ ତାଙ୍କ…

କରୋନା ବ୍ୟାପିବା ପରେ ଚୀନ୍‌ରୁ ସିଧାସଳଖ ଆମେରିକା ଆସିଥିଲେ ୪ ଲକ୍ଷ ୩୦ ହଜାର ଲୋକ

ମାରାତ୍ମକ କରୋନା ଭାଇରସକୁ ନେଇ ଚୀନ ସୂଚନା ଦେବାର ମାତ୍ର କିଛିଦିନ ମଧ୍ୟରେ ପ୍ରାୟ ୪ ଲକ୍ଷ ୩୦ ହଜାର ଲୋକ ସିଧାସଳଖ ଚୀନରୁ ଆମେରିକା ଆସିଥିଲେ । ତେବେ ସେଥିମଧ୍ୟରୁ କିଛି ଏପରି ଲୋକଥିଲେ ଯେଉଁମାନେ କରୋନା ଜନ୍ମସ୍ଥଳୀ ବୁହାନରୁ ସିଧାସଳଖ ବିମାନ ଯୋଗେ ଆମେରିକା ଆସିଥିଲେ । ନ୍ୟୁୟର୍କ୍…

କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଥରେ…

ଭୁବନେଶ୍ୱର: କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି । ଘରେ ରହି ଏବଂ ସାମାଜିକ ଦୂରତା ବଜାୟର ରଖି ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଏନେଇ ଏକ ଭିଡ଼ିଓ ଜାରି ହୋଇଛି । ଥରେ ଦେଖନ୍ତୁ ଏହି ଭିଡ଼ିଓ…

ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା: ୨୦୮ଟି ଦେଶରେ ବ୍ୟାପିଛି ଏହି ମାରାତ୍ମକ ଭାଇରସ୍‌, ଜଣାନ୍ତୁ କେଉଁଠି…

ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା । ୨୦୮ଟି ଦେଶରେ ବ୍ୟାପିଛି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୧୨.୭୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୬୧ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ୩.୩୬ ଲକ୍ଷ ଟପିଛି…

କରୋନା ଭୟରେ ହାତ ଛାଡିଦେଲେ ପରିବାର, ନିଜ ହାତରେ ଖାଦ୍ୟ ଖୁଆଇ ଦେଇଛନ୍ତି ଡାକ୍ତର, ଦେଖନ୍ତୁ ହୃଦୟକୁ ଛୁଇଁଯାଉଥିବା ଏହି…

ଏବେ କରୋନାର ଅନ୍ୟ ନାମ ପାଲଟିଛି ଭୟ । ଲୋକମାନେ ଏହି ଭାଇରସକୁ ନେଇ ଏତେ ମାତ୍ରାରେ ଭୟଭୀତ ହୋଇଗଲେଣି ଯେ ଏବେ ସେ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କୁ ମଧ୍ଯ ଛାଡିବା ପାଇଁ ପ୍ରସ୍ତୁତ । ନିକଟରେ ଏପରି ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ କରୋନା ପୀଡିତଙ୍କୁ ଦେଖିବା ପାଇଁ ମଧ୍ଯ ଆସୁନାହାନ୍ତି…

କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଲା, ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଚୀନ୍‌ରେ କରୋନା ଭାଇରାସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧିନ ଅଛନ୍ତି ୩୫୭୭। ସୁସ୍ଥ ହୋଇଛନ୍ତି ୨୭୫ ଜଣ। ଦେଶରେ ୨୭୪ଟି ଜିଲ୍ଲାରେ କରୋନା…

କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦେଇଛନ୍ତି ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । କଣ୍ଟେନ୍‌ମେଣ୍ଟ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ । ସେହି ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ପ୍ରଶାସନକୁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ…

ମଣିଷ ପରେ ଏବେ ପଶୁ, ଆମେରିକା ଚିଡ଼ିଆଖାନାରେ ବାଘ ହେଲା କରୋନା ସଂକ୍ରମଣ

ମଣିଷଙ୍କ ଠାରୁ ଏବେ ପଶୁଙ୍କୁ ବ୍ୟାପିବାକୁ ଲାଗିଛି ମାରାତ୍ମକ କରୋନା ଭାଇରସ୍ । ଆମେରିକାର ନ୍ୟୁୟର୍କ ସ୍ଥିତ ବ୍ରୋଙ୍କସ୍ ଚିଡ଼ିଆଖାନାରେ ନଦିଆ ନାମକ ଏକ ୪ ବର୍ଷୀୟ ବାଘ କରୋନାରେ ସଂକ୍ରମିତ ହୋଇଛି ବୋଲି ଜଣାପଡିଛି । ତେବେ ଆମେରିକାରେ ଏହା ପ୍ରଥମ ପଶୁ ସଂକ୍ରମଣ ବୋଲି ଚିଡ଼ିଆଖାନାର ଅଧିକାରୀ…

ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଗଲା ନିଶ୍ଚିନ୍ତକୋଇଲି ଓ…

ଯାଜପୁର : ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲର ଜୟରାମପୁର ପଞ୍ଚାୟତର ୱାର୍ଡ ନମ୍ବର ୧ ଏବଂ ସାଲେପୁର ତହସିଲର ମିର୍ଜାପୁର ପଞ୍ଚାୟତର ୱାର୍ଡ ନମ୍ବର ୧୨ ଓ ୧୩କୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଉତ୍ତରରେ କାନପୁର ଗାଁର…