Browsing Category

କରୋନା ଭାଇରସ

ଏମିତି କରାଯାଉଛି କରୋନା ମୃତକଙ୍କ ଅନ୍ତିମ ସଂସ୍କାର, ଶୁଣିଲେ ଥରି ଉଠିବ ଛାତି

ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏହି ଭାଇରସ ଯୋଗୁ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା କମିବାର ନାଁ ଧରୁନି। ସାରା ବିଶ୍ୱରେ ଏବେ ଯାଏଁ ୧୨,୧୬,୪୨୨ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୫,୭୧୧ ଲୋକଙ୍କ ମୃତ୍ୟୁ…

ରାଜଧାନୀର କପିଳପ୍ରସାଦରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ସମଗ୍ର ଅଞ୍ଚଳ

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱରର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ତତ୍ପରତା । ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ କରାଯାଇଛି ସିଲ୍‌ ଓ ୱାର୍ଡ଼ ନମ୍ୱର ୬୪ ଯଦୁପୁର ଅଞ୍ଚଳକୁ ମଧ୍ୟ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଏପରି…

ଥାଇଲାଣ୍ଡ ରାଜାଙ୍କୁ କରୋନା ଆତଙ୍କ : ଦେଶ ଛାଡ଼ି ଜର୍ମାନୀ ହୋଟେଲରେ କରୁଛନ୍ତି ଏକାନ୍ତ ବାସ, ସାଙ୍ଗରେ ଅଛନ୍ତି ୨0ଜଣ…

କରୋନା ଭୟରେ ଜର୍ମନୀ ପଳାଇ ଗଲେ ଥାଇଲାଣ୍ଡ ରାଜା, ସାରା ଦେଶରେ ସମାଲୋଚନା କରୋନା ଭୟ ଏବେ ଘାରିଛି ସମସ୍ତଙ୍କୁ, ସେ ରାଜା ହୁଅନ୍ତୁ ବା ଫକୀର । ଏହି ଭୟ ଏବେ ସମସ୍ତଙ୍କୁ କରିଛି ଏକାନ୍ତବାସ (ଆଇସୋଲେସନ୍‌) । ଥାଇଲାଣ୍ଡ ମଧ୍ୟ ଏଥିରୁ ବାଦ ପଡ଼ିନି । ଦେଶ ଏବେ କରୋନା ଭାଇରସ୍ ଆତଙ୍କରେ…

କରୋନା: 3 ମିନିଟ ନିରବ ପ୍ରାର୍ଥନା କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଚୀନ, ଜାତୀୟ ପତାକାକୁ କଲା ଅର୍ଦ୍ଧନମିତ

ବେଜିଂ: ସାରା ଦେଶରେ କରୋନା ଭାଇରସରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶନିବାର ପୂର୍ବାହ୍ନ 10ରେ 3 ମିନିଟ ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। ପୂରା ଦେଶ ଏବଂ ବିଦେଶରେ ଚୀନ ଦୂତାବାସରେ ନ୍ୟାଶନାଲ ଫ୍ଲାଗକୁ ଅର୍ଦ୍ଧନମିତ କରାଯାଇଥିଲା। ଚୀନରେ କରୋନାର ପ୍ରଥମ ମାମଲା…

ଲକଡାଉନ ନିୟମକୁ ଖାତିର ନକରି ଖେଳୁଥିଲେ ଜୁଆ, ୬ ଜୁଆଡିଙ୍କୁ ଗିରଫ କଲା ବାଲିଗୁଡା ପୋଲିସ

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲାରେ କରୋନା ନେଇ ଲକ ଡାଉନ କଟକଣା ସତ୍ୱେ ନିୟମ ଉଲଘଂନ କରି ଛଅ ଗିରଫ l ବାଲିଗୁଡା ଥାନା ମହାସିଂହିରେ ଏକତ୍ରିତ ହୋଇ ଜୁଆ ଖେଳୁଥିବା ସମୟରେ ଜୁଆ ଆଡା ରେ ଚଢ଼ାଉ କରି ଗିରଫ କରିଛି ବାଲିଗୁଡା ପୋଲିସ l ଛଅ ଜୁଆଳି ଠାରୁ ଚାରି ହଜାର ଶହେ ସତୁରି ନଗଦ ଟଙ୍କା,…

କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ବ୍ରହ୍ମପୁରର ସଫେଇ କର୍ମଚାରୀ “ରାଣୀ”, ଟଙ୍କା ମାଳ ପିନ୍ଧାଇ…

ବ୍ରହ୍ମପୁର(କେନ୍ୟୁଜ): ରାତି ପାହିଲେ ସାହି ସାହି ବୁଲି ସଫେଇ କରନ୍ତି ଅନେକ ସଫେଇ କର୍ମଚାରୀ। ଏମାନଙ୍କ ମଧ୍ୟରୁ "ରାଣୀ" ହେଉଛନ୍ତି ଅନ୍ୟତମ । ତେବେ ଏହି ରାଣୀ ଆଜି ପାଇଛନ୍ତି ସମ୍ବର୍ଦ୍ଧନା । ବ୍ରହ୍ମପୁର ମହାନଗର ନିଗମ ର ଆଠ ନମ୍ବର ୱାର୍ଡର ବାଛୁବାରି ସାହିର ମହିଳା ମାନେ ଏକତ୍ର ହୋଇ ସଫେଇ…

କରୋନା ପାଇଁ ବିଏମସି ଓ ଅଗ୍ନିଶମ ବିଭାଗର ତତ୍ପରତା, ଆଜି ରାଜଧାନୀରେ କରାଯିବ ୧୦ ହାଟକୁ ସାନିଟାଇଜେସନ

କେନ୍ୟୁଜ(ବ୍ୟୁରୋ): କରୋନା ପାଇଁ ବିଏମସି ପକ୍ଷରୁ କରାଯାଉଛି ସାନିଟାଇଜ । ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ଟି ହାଟ ସାନିଟାଇଜ ହେବାର ସୂଚନା ରହିଛି। ବିଏମସି ଓ ଫାୟାର ସର୍ଭିସ୍‌ ଏହି ସାନିଟାଇଜ କାମ କରିବ। କରୋନାର ଭୟାବହତା ଦେଖି ଏପରି ପଦକ୍ଷେପ ନେଇଛି ବିଏମସି ଓ ଅଗ୍ନିଶମ ବିଭାଗ । ଆଜି…

ରାଜଧାନୀରେ ପୁଣି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ(ବ୍ୟୁରୋ): ରାଜଧାନୀରେ ପୁଣି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଜଣେ ୭୦ବର୍ଷୀୟ ଅଷ୍ଟ୍ରେଲିଆ ଫେରନ୍ତା ଆଉ ଜଣେ ୨୯ ବର୍ଷୀୟ ଯୁବକ ବୋଲି ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ।  ୭୦ବର୍ଷିୟ ବୃଦ୍ଧ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର ରହୁଛନ୍ତି । ସେ ନିକଟରେ ଅଷ୍ଟ୍ରେଲିଆରୁ…

ହତଭାଗିନୀ ମାଆ: କରୋନାରେ ପ୍ରାଣ ହରାଇଥିବା ପୁଅକୁ ଶେଷଥର ପାଇଁ ବି ଦେଖି ପାରିଲାନି, ଅନଲାଇନରେ ଜଣାଇଲା ଅନ୍ତିମ ବିଦାୟ

ବ୍ରିଟେନରେ ଜଣେ ମାଆକୁ ପୁଅର ଅନ୍ତିମ ସଂସ୍କାର ଅନଲାଇନରେ ଦେଖିବାକୁ ପଡିଛି । କରୋନା ଭାଇରସ ଯୋଗୁ ତାଙ୍କ 13 ବର୍ଷ ପୁଅର ମୃତ୍ୟୁ ଘଟିଥିଲା। କିନ୍ତୁ ଦୁଃଖର ବିଷୟ, ଶେଷଥର ପାଇଁ ତାଙ୍କ ମାଆ ଓ 6 ଭାଇ, ଭଉଣୀ ତାଙ୍କୁ ଦେଖିପାରି ନ ଥିଲେ। କାରଣ, କରୋନା ଯୋଗୁ ପରିବାରର ସମସ୍ତଙ୍କୁ…

ଯାଜପୁରରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ, ଜିଲ୍ଲାରେ ଜାରି ହୋଇଥିବା ସଟଡାଉନ ସହ ଲକଡାଉନର କଲେ ସମୀକ୍ଷା

ଯାଜପୁର (କେନ୍ୟୁଜ): ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ। ଆଜି ପୋଲିସ ଡିଜି ପାଣିକୋଇଲି ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାର ବିଭିନ ଅଂଚଳରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର ସମୀକ୍ଷା କରିଥିଲେ। ଏଥିସହ ପୋଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ…

ହଟସ୍ପଟ ଭାବେ ଚିହ୍ନଟ ହେଲା ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ମାଟିଆ ସାହି ଗ୍ରାମ

ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ମାଟିଆ ସାହି ଗ୍ରାମକୁ କୋବିଡ଼ -19 ହଟସ୍ପଟ ଭାବେ ଚିହ୍ନଟ । ଏହି ଗ୍ରାମର 130 ଜଣ ବ୍ୟକ୍ତି ଭୁବନେଶ୍ୱର ହଟସ୍ପଟ ଜାଗାରୁ ଯାଇଥିବା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବର୍ତମାନ ଏହି ଗ୍ରାମକୁ ଯିବା ଆସିବା ଉପରେ କଟକଣା ଜାରି…

ସଟଡାଉନ ଉଠିବା ପରେ ବି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟ ଶାସନ ସଚିବ ଅସିତ…

ଭୁବନେଶ୍ୱର ( କେନ୍ୟୁଜ) : ଆମେ ଯଦି ନିଜେ ସଚେତନ ରହିବା ତେବେ କରୋନା ସଙ୍କଟ ଦୂର ହେବ । ସରକାରଙ୍କୁ ଲକଡାଉନ କି ସଟଡାଉନ କରିବାକୁ ପଡିବ ନାହିଁ । ଲୋକ ଯଦି ନମାନିବେ ତେବେ ଲକଡାଉନ କି ସଟଡାଉନ ନୁହେ ତାଠାରୁ ଆହୁରି ଅଧିକ କଡା ପଦକ୍ଷେପ ନେବାକୁ ପଡିବ । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ…