Browsing Category

କରୋନା ଭାଇରସ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ୧ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୪୩ ପଜିଟିଭ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୦୫ ଓ ସୁନ୍ଦରଗଡ଼ରୁ ୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ…

ଆଜିଠୁ ମାଗଣାରେ ବୁଷ୍ଟର ଡୋଜ୍‌, ରାଜ୍ୟର ୨୫ଶହ ଟିକାକରଣ କେନ୍ଦ୍ରରେ ଯୋଗାଇ ଦିିଆଯିବ ଏହି ସୁବିଧା

ଭୁବନେଶ୍ୱର(କେନ୍ୟୁଜ୍) : ଆଜିଠୁ ମାଗଣାରେ ବୁଷ୍ଟର ଡୋଜ୍‌। ୧୮ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ। ଆଜିଠୁ ୭୫ଦିନ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ। ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଏହାକୁ ଯୋଗାଇ ଦିିଆଯିବ। ରାଜ୍ୟର ୨୫ଶହ ଟିକାକରଣ କେନ୍ଦ୍ରରେ…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ଆଜି ସନ୍ଧ୍ୟାରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୦୪ ନୂଆ ପଜିଟିଭ୍‌। ସଂକ୍ରମଣ ବଢୁଥିବାରୁ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଆଜି ସନ୍ଧ୍ୟାରେ ରାଜ୍ୟରେ କଣ ରହିଛି କରୋନା ସ୍ଥିତି ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆସନ୍ତା ୧୫ ତାରିଖରୁ ସରକାରୀ ହସ୍ପିଟାଲରେ ମାଗଣାରେ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍‌, ଏପଟେ ସମ୍ବଲପୁରରେ ମାସ୍କ…

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଦୈନିକ ସଂକ୍ରମଣ ୭ଶହ ପାର କରିଛି । ରାଜ୍ୟରେ ପଜିଟିଭ୍‌ ହାର ରହିଛି ୪.୦୩ ପ୍ରତିଶତ । ପଜିଟିଭିଟି ରେଡ୍‌ ଜୋନରେ ଅଛି ୪ ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ ଓ ବୌଦ୍ଧ ଜିଲ୍ଲା । ସଂକ୍ରମଣ ବଢୁଥିବାରୁ ସତର୍କ ରହିବା ସହ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୪ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ୧ହଜାର ମୁହାଁ ଦୈନିକ ସଂକ୍ରମଣ। ୮୦୦ ପାର୍‌ କଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୦୪ ପଜିଟିଭ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୭୧…

ସ୍କୁଲକୁ ପୁଣି ଫେରିଲା କୋଭିଡ୍‌ କଟକଣା: ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, BMC ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍) : ସ୍କୁଲକୁ ପୁଣି ଫେରିଲା କୋଭିଡ୍‌ କଟକଣା। ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଥଣ୍ଡା, ଜ୍ୱର ହେଉଥିଲେ ସ୍କୁଲ ଆସିବା ମନା। BMC ପକ୍ଷରୁ ସମସ୍ତ ସ୍କୁଲ ମାନଙ୍କୁ ମାସ୍କ ପରିଧାନ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ପୁଣି ଡରାଇଲାଣି କରୋନା: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩…

ଭୁବନେଶ୍ୱର(କେନ୍ୟୁଜ୍) :ରାଜ୍ୟରେ ୭୦୦ ପାର୍‌ କଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୪୩ ପଜିଟିଭ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି । କଟକରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୬ ଓ ଲୋକାଲ୍‌ କଣ୍ଟାକ୍ଟ'କେସ୍‌…

ମାସ୍କ ନଥିଲେ ମଲ୍‌ ମନା: ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣ ରୋକିବାକୁ BMCର କଡା ପଦକ୍ଷେପ

ଭୁବନେଶ୍ୱର(କେନ୍ୟୁଜ୍) : ମାସ୍କ ନଥିଲେ ମଲ୍‌ ମନା। ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣ ରୋକିବାକୁ BMCର କଡା ପଦକ୍ଷେପ। ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ନିଶ୍ଟିତ କରିବାକୁ ମଲ୍‌ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଶତପ୍ରତିଶତ ଗ୍ରାହକ ଯେଭଳି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭୨ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ସଂକ୍ରମଣ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ଲାଗାତର ତୃତୀୟ ଦିନରେ ୫୦୦ ଉପରେ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୭୨ ପଜିଟିଭ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି। କଟକରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୩୬ ଓ ଲୋକାଲ୍‌…

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ: ଦୈନିକ ସଂକ୍ରମଣ ୫ ଶହ ପାର୍‌

କେନ୍ୟୁଜ୍(ବ୍ୟୁରୋ): ପୁଣି ଡରାଇଲାଣି କରୋନା। ରାଜ୍ୟରେ ଦୈନିକ ସଂକ୍ରମଣ ୫ ଶହ ପାର୍‌ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୨ ନୂଆ ମାମଲା ଚିହ୍ନଟ। ଚିନ୍ତା ବଢାଇଛି ଖୋର୍ଦ୍ଧା, କଟକ। ଖୋର୍ଦ୍ଧାରୁ ୨୩୭ ଓ କଟକରୁ ୮୯ ନୂଆ ମାମଲା ଚିହ୍ନଟ ହୋଇଛି। ଟିପିଆର୍‌ ରେଡ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧାରେ…

ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୫୧୨ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ଭୁବନେଶ୍ୱର(କେନ୍ୟୁଜ୍):  ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ରହିଛନ୍ତି। ଏମାନଙ୍କ ଭିତରୁ ୩୦୦ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ, ବାକି ୨୧୨ ଲୋକାଲ୍ କେସ୍। ଏନେଇ ସୂଚନା ଓ…

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୪୭୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରେ କେସ୍‌ ୨୦୦ ପାର୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍‌। କ୍ରମାଗତ ତୃତୀୟ ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଚାରି ଶହ ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୭୦ ପଜିଟିଭ୍‌ । ଖୋର୍ଦ୍ଧାରେ ପଜିଟିଭ୍‌ କେସ୍‌ ୨୦୦ ପାର୍‌ କରିଛି। ୨୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ…