Below header
Browsing Category

କରୋନା ଭାଇରସ

ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ଉପରେ ସଂକ୍ରମଣ, ୨୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୩ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୩ ହଜାର ୨୧୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୩ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦୈନିକ ସଂକ୍ରମଣ ହାର ରହିଛି ୨.୭୩ ପ୍ରତିଶତ । ଦେଶରେ ଆକ୍ଟିଭ୍‌ କେସ୍‌ ମଧ୍ୟ ବୃଦ୍ଧି ପାଇଛି । ଏବେ ଆକ୍ଟିଭ କେସ୍‌ ରହିଛି ୬୮ ହଜାର…

ଦେଶରେ କରୋନାର ପୁଣି ଲମ୍ବା ଡିଆଁ: ଗତ ୨୪ ଘଣ୍ଟାରେ ୧୨ ହଜାର ୨୧୩ ପଜିଟଭ୍ ଚିହ୍ନଟ, ୧୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ଦୈନିକ ସଂକ୍ରମଣ ୧୨ହଜାର ପାର୍‌। ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୨ ହଜାର ୨୧୩। ୧୧ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଡେଲି ପଜିଟିଭିଟି ରେଟ୍‌ ରହିଛି ୨.୩୫ ପ୍ରତିଶତ। ଆକଟିଭ୍‌ କେସ୍‌ ୫୮ହଜାର ୨୧୫ରେ ପହଞ୍ଚିଛି। କରୋନାରୁ ସୁସ୍ଥ…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା…

ଦେଶରେ ୨୪ ଘଣ୍ଟାରେ ୮ହଜାର ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪ମୃତ

ନୂଆଦିଲ୍ଲୀ(କେନ୍ୟୁଜ): କ୍ରମାଗତ ଦ୍ୱିତୀୟ ଦିନରେ ୮ହଜାର ଉପରେ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୮,୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ । ୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଦିନକରେ ସୁସ୍ଥ ହେଲେ ୪,୪୩୫ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍‌ କେସ୍‌ ୪୪,୫୧୩କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ…

ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂଖ୍ୟା : ୨୪ ଘଣ୍ଟାରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୫ ହଜାର ପାର୍‌ । ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ୨୩୩ କୋଭିଡ ପଜିଟିଭ୍‌ ଚିହ୍ନଟ । ୭ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ଦିନକରେ ୪୧ ପ୍ରତିଶତ ବୃଦ୍ଧି ପାଇଛି କରୋନା କେସ୍‌ । ଦେଶରେ ଆକ୍ଟିଭ୍‌ କେସ୍‌ ୨୮ ହଜାର ୮୫୭କୁ…

ଭାରତରେ ଓମିକ୍ରନ BA.4 ଭ୍ୟାରିଏଣ୍ଟର ଦ୍ୱିତୀୟ ମାମଲା! ହାଇଦ୍ରାବାଦ ପରେ ତାମିଲନାଡ଼ୁରେ ଚିହ୍ନଟ ହେଲେ ରୋଗୀ

ବିଶ୍ୱର ଅନେକ ଦେଶରେ ଦେଖାଦେଇ ସାରିଥିବା ଓମିକ୍ରନର BA.4 ସବ୍‌ ଭ୍ୟାରିଏଣ୍ଟ ଏବେ ଭାରତରେ ରୂପ ଦେଖାଇଛି। ହାଇଦ୍ରାବାଦ ପରେ ଭାରତରେ ଏହାର ଦ୍ୱିତୀୟ ମାମଲା ନିଶ୍ଚିତ ହୋଇଛି। ନୂଆ ମାମଲା ତାମିଲନାଡ଼ୁର ବୋଲି କୁହାଯାଉଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଏକ ବୟାନରେ…

ଭାରତରେ ପ୍ରଥମ ଥର ଦେଖାଦେଲା ଓମିକ୍ରନର ନୂଆ ଭ୍ୟାରିଏଣ୍ଟ BA.4; ପୁଣି ଏକ ଲହର ଆସିବା ନେଇ ଆଶଙ୍କା

କରୋନା ଏବେ ବି ତା’ର ନୂଆ ନୂଆ ରୂପ ଦେଖାଉଛି। ଦେଶରେ କିଛି ଦିନ ହେବ କରୋନା ମାମଲା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏହାରି ଭିତରେ ଆଉ ଏକ ନୂଆ ଭ୍ୟାରିଏଣ୍ଟ ଭାରତରେ ପାଦ ଥାପିଛି। ହାଇଦ୍ରାବାଦରେ BA.4 ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଭାରତୀୟ ରୋଗୀମାନଙ୍କଠାରେ…

ଉତ୍ତର କୋରିଆର ତାଣ୍ଡବ ରଚିଛି ଓମିକ୍ରନ: ଦିନକରେ ୨ଲକ୍ଷ ୯୬ ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଉତ୍ତର କୋରିଆ: ଉତ୍ତର କୋରିଆର ତାଣ୍ଡବ ରଚିଛି ଓମିକ୍ରନ। ଏହାଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଦିନକରେ ୨ଲକ୍ଷ ୯୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ମୋଟ ସଂକ୍ରମଣ ମାମଲା ଏବେ ୮ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ମାତ୍ର ୩ ଦିନ…

ଉତ୍ତର କୋରିଆରେ ବ୍ୟାପୁଛି ଅଜଣା ଜ୍ୱର: ଗଲାଣି ୬ଜୀବନ, ମୃତକଙ୍କ ଭିତରୁ ଜଣେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ

ଉତ୍ତର କୋରିଆ: ଉତ୍ତର କୋରିଆରେ ପ୍ରଥମ କରୋନା ମୃତ୍ୟୁ। ଦେଶରେ ବ୍ୟାପୁଛି ଅଜଣା ଜ୍ୱର। ଜ୍ୱରରେ ୬ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡିଛି । ଏବେ ଦେଶରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଜ୍ୱରରେ ପୀଡିତ ଅଛନ୍ତି । ଯାହା ଧିରେ ଧିରେ ଦେଶ…

ଆଜି ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀ: ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀ । ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ବିଶ୍ୱ କୋଭିଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଭୁର୍ଚଆଲ ମାଧ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ…

ଉଭୟ ଡୋଜ୍‌ ଏବଂ ବୁଷ୍ଟର ନେଇଥିବା ସତ୍ତ୍ୱେ ବିଲ୍‌ ଗେଟ୍ସଙ୍କୁ ହେଲା କରୋନା! ଆଇସୋଲେଟ୍‌ କଲେ ନିଜକୁ…

ମାଇକ୍ରୋସଫ୍ଟ (Microsoft) କୋ-ଫାଉଣ୍ଡର ବିଲ୍‌ ଗେଟ୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ବିଲ୍‌ ଗେଟ୍ସ କହିଛନ୍ତି ଯେ ସେ କରୋନା ପଜିଟିଭ୍‌ ମିଳିଛନ୍ତି ଏବଂ ତାଙ୍କଠାରେ ହାଲୁକା ଲକ୍ଷଣ ରହିଛି। ସେ ଆହୁରି କହିଛନ୍ତି, କରୋନା ପଜିଟିଭ୍‌…

ପୁଣିଥରେ କାୟା ମେଲାଇଲାଣି କରୋନା, ଅହମ୍ମଦାବାଦ ଓ ଓଡ଼ିଶାରେ ଶତାଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

ପୁଣିଥରେ କାୟା ମେଲାଇଲାଣି କରୋନା ଭାଇରସ୍‌। ଗୁଜରାଟ ଓ ଓଡ଼ିଶାରେ କରୋନାର ଚିନ୍ତାଜନକ ସଂଖ୍ୟା ସାମ୍ନାକୁ ଆସିଛି। ଗୁଜରାଟର ଏକ ଡିଜାଇନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ୨୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାର ଏକ ସ୍କୁଲରେ ୬୪ ଛାତ୍ରଛାତ୍ରୀ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି।…