Below header
Browsing Category

କରୋନା ଭାଇରସ

୨୪ ଘଣ୍ଟାରେ ଦେଶରେ ୩,୨୦୭ କୋଭିଡ୍‌-୧୯ ଆକ୍ରାନ୍ତ; ୨୯ ଜଣ ମୃତ

ନୂଆଦିଲ୍ଲୀ : ଦେଶରେ ୩ ହଜାର ତଳକୁ ଖସୁନି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୨୦୭। ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଥିଲା ୩ହଜାର ୪୫୧ ନୂଆ ସଂକ୍ରମିତ। ୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦିନକରେ ସୁସ୍ଥ ହୋଇଛନ୍ତି ୩ହଜାର ୪୧୦ ଆକ୍ରାନ୍ତ। ୨୦ ହଜାର…

ଶରୀରରେ ରକ୍ତ ଜମାଟ କରୁଛି ‘ଜନସନ୍‌ ଆଣ୍ଡ ଜନସନ୍‌’ର କୋଭିଡ୍‌ ନିରୋଧୀ ଟିକା…! ତୁରନ୍ତ ପ୍ରତିବନ୍ଧକ ଲଗାଇଲା ଆମେରିକା

ବିଶ୍ୱର ଅଗ୍ରଣୀ ଔଷଧ କମ୍ପାନୀ ‘ଜନସନ୍‌ ଆଣ୍ଡ ଜନସନ୍‌’ର କୋଭିଡ୍‌ ନିରୋଧୀ ଟିକା ଗୁରୁତର ବିପଦ ସୃଷ୍ଟି କରୁଛି। ଏହି ଟିକା ନେବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧୁଛି, ଯେଉଁ କାରଣରୁ ଆମେରିକୀୟ ଔଷଧ ନିୟାମକ ‘ଜେ ଆଣ୍ଡ ଜେ’ର କୋଭିଡ୍‌ ଟିକା ବ୍ୟବହାରକୁ ନେଇ କେତେକ ପ୍ରତିବନ୍ଧକ ଲଗାଇ…

କୋଭିଡ୍‌ ଟେଷ୍ଟିଂ ନାଁରେ ଏ କେମିତିକା ଦଣ୍ଡ! ଜୋର୍‌ ଜବରଦସ୍ତ ମହିଳାଙ୍କୁ ତଳେ ପକାଇ ନେଲେ ନମୁନା…ଛାତି ଥରାଇ ଦେବ ଏହି…

ଚୀନରେ ଏବେ ଲୋକେ କରୋନା ଭାଇରସ୍‌ଠୁ ଅଧିକ ଲକ୍‌ଡାଉନକୁ ଭୟ କରୁଛନ୍ତି। କୌଣସି ବି ପରିସ୍ଥିତିରେ ଲୋକେ ବନ୍ଦୀ ହୋଇ ରହିବାକୁ ଚାହୁଁ ନାହାନ୍ତି। ସାଂଘାଇ ଏବଂ ଅନ୍ୟ କେତେକ ଅଞ୍ଚଳରୁ ଏମିତି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଲୋକଙ୍କୁ…

ପୁଣି ବଢିଲା ଦୈନିକ କରୋନା ସଂକ୍ରମଣ: ଦେଶରେ ୨୪ ଘଣ୍ଟାରେ ୩ହଜାର ୨୦୫ ପଜିିଟିଭ୍ ଚିହ୍ନଟ, ୩୧ମୃତ

ନୂଆଦିଲ୍ଲୀ: ପୁଣି ବଢିଲା ଦୈନିକ କରୋନା ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୩ହଜାର ୨୦୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୋଟିଏ ଦିନର ବ୍ୟବଧାନ ପରେ ୩ହଜାର ଉପରେ ଦୈନିକ ସଂକ୍ରମଣ। ଗତକାଲି ୨ ହଜାର ୫୬୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ୩୧ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ । କରୋନାରୁ…

ଶିଶୁ ଯଦି କରୋନାରେ ସଂକ୍ରମିତ ତେବେ ଖୁଆନ୍ତୁ ଏହି ଜିନିଷ, ବୃଦ୍ଧି ହେବ ଇମ୍ୟୁନିଟି

କରୋନାର ବିପଦ ଏଯାଏ ଦେଶରୁ ଟଳିନାହିଁ । ବଡଙ୍କ ପରେ ଏବେ ଶିଶୁଙ୍କ ପ୍ରତି ଅଧିକ ବିପଦ ଦେଖାଯାଇଛି । ଏବେ ବି ୧୨ ବର୍ଷ ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇନାହିଁ । ଯେଉଁଥିପାଇଁ ଶିଶୁଙ୍କ ଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି । କରୋନାର ଚତୁର୍ଥ ଲହରରେ ଶିଶୁ ଅଧିକ ସଂକ୍ରମିତ…

ଏ କି ଖାମ୍‌ଖିଆଲି! ଜୀବିତ ବୃଦ୍ଧଙ୍କୁ ପଲିଥିନରେ ପ୍ୟାକ୍‌ କରି ମୁର୍ଦାଘର ପଠାଇ ଦେଲେ ଡାକ୍ତର; ଆଉ ତା’ ପରେ…

କରୋନା ମହାମାରୀ ଏବେ ବି ଏହି ଦୁନିଆରୁ ଶେଷ ହୋଇ ନାହିଁ। ବିଶ୍ୱର ଅନେକ ଦେଶରେ କରୋନା କାସ୍ତା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ କରୋନା ବିପଦରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ଲୋକଙ୍କୁ ନାନା ପରାମର୍ଶ ଦେଉଛନ୍ତି। ତଥାପି ଲୋକଙ୍କ ମନରେ କରୋନାକୁ ନେଇ ଭୟ ଓ ଆଶଙ୍କା ଭରି ରହିଛି।…

ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା, ନୋଏଡ଼ାରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମାମଲା ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ୨୫ରୁ ମେ’ ୧ ମଧ୍ୟରେ ଭାରତରେ କରୋନାର ମୋଟ୍‌ ୨୨,୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ପ୍ରକାଶ ଯେ ପୂର୍ବ ସପ୍ତାହରେ ଏହି ହାର…

‘ଟିକା ନେବା ନ ନେବା ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ କଥା’…ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମ୍‌କୋର୍ଟ; କହିଲେ କୋଭିଡ୍‌…

ଏଣିକି କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ପ୍ରତ୍ୟେକ ନାଗରିକ ନିଜ ଇଚ୍ଛା ଅନୁସାରେ ଟିକା ନେଇ ପାରିବେ। ଟିକା ନେବା ନ ନେବା, ପ୍ରତ୍ୟେକଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସୋମବାର ସୁପ୍ରିମ୍‌କୋର୍ଟ କରୋନା ଭାଇରସ୍‌ ମୁକାବିଲା ନିମନ୍ତେ ଦେଶରେ ଟିକାକରଣ ଅଭିଯାନକୁ ନେଇ…

ଅତିଷ୍ଠ କଲାଣି ‘ଜିରୋ କୋଭିଡ୍‌ ପଲିସି’; ଘରେ ବନ୍ଦୀ ୧୬.୫ କୋଟି ଲୋକ…ହୋଇପାରୁନି ଅନ୍ତିମ ସଂସ୍କାର କି ବିବାହ

ଚୀନରେ ଅତିଷ୍ଠ କଲାଣି ସରକାରଙ୍କ ‘ଜିରୋ କୋଭିଡ୍‌ ପଲିସି’। ମହାମାରୀ କାରଣରୁ ଏଠି ସରକାର ଯେଉଁ ଜିରୋ କୋଭିଡ୍‌ ପଲିସି ଆପଣାଇଛନ୍ତି, ତାହାକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନୀତି ଯୋଗୁ ସାମାନ୍ୟ ମାମଲା ବି ସାମ୍ନାକୁ ଆସିଲେ କୋଟି କୋଟି ଜନସଂଖ୍ୟା ବିଶିଷ୍ଟ ସହରରେ ତୁରନ୍ତ…

ଚୀନରେ ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌! ମଣିଷଠାରେ ଚିହ୍ନଟ ହେଲା ପ୍ରଥମ ମାମଲା; ୪ ବର୍ଷର ବାଳକ ସଂକ୍ରମିତ

କରୋନା ଭାଇରସ୍‌ ଆତଙ୍କ ଭିତରେ ଚୀନରେ ଦେଖାଦେଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ରେ ମଣିଷ ସଂକ୍ରମିତ ହେବାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଚୀନର ସ୍ୱାସ୍ଥ୍ୟ ପ୍ରଶାସନ ମଙ୍ଗଳବାର ଏ ନେଇ ସୂଚନା ଦେଇଛି। ପ୍ରଶାସନ କହିଛି ଯେ ହେନାନ ଅଞ୍ଚଳର ଏକ ୪ ବର୍ଷର ପିଲା ବାର୍ଡ ଫ୍ଲୁର…

ଚତୁର୍ଥ ଲହର ଚିନ୍ତା: ଆଜି ମଧ୍ୟାହ୍ନ ୧୨ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୂଆଦିଳ୍ଲୀ: ଚତୁର୍ଥ ଲହର ଚିନ୍ତା। ଦେଶର କୋଭିଡ ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ । ଦେଶରେ କୋଭିଡ କେସ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ…

ହୋଇଯାଆନ୍ତୁ ସାବଧାନ! କରୋନା ଆଁ ଭିତରେ ପଶିଲେଣି ଗାଈ, ମଇଁଷି ଓ କୁକୁର…

କ’ଣ କରୋନା ଭାଇରସ୍‌ ପଶୁଙ୍କ ମଧ୍ୟରେ ବି ବ୍ୟାପି ପାରିବ? ଏବେ ଏହି ପ୍ରଶ୍ନର ଉତ୍ତର ଆମକୁ ମିଳି ଯାଇଛି। ନିକଟରେ ଗୁଜରାଟରେ ହୋଇଥିବା ଏକ ଅଧ୍ୟୟନରୁ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ଏହି ଭୟଙ୍କର ଭାଇରସ୍‌ ପଶୁମାନଙ୍କୁ ବି ସଂକ୍ରମିତ କରି ପାରିବ। ଅଧ୍ୟୟନରେ ଗାଈ, ମଇଁଷି ଓ…