Below header
Browsing Category

କରୋନା ଭାଇରସ

ସାଂଘାଇ ସ୍ଥିତି ସାଂଘାତିକ: ସଂକ୍ରମଣ ବଢିବାରୁ ସମଗ୍ର ସହର ସିଲ୍‌, ଖାଦ୍ଯ ନପାଇ ଆତ୍ମହତ୍ୟା କରୁଛନ୍ତି ଲୋକେ !

କେନ୍ୟୁଜ: ସାଂଘାଇ ସ୍ଥିତି ସାଂଘାତିକ। ସଂକ୍ରମଣ ବଢିବାରୁ ସମଗ୍ର ସହରକୁ ସିଲ୍‌ କରାଯାଇଛି। କଡା ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ପାଖରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଏଭଳି ସ୍ଥିତିରେ ଖାଦ୍ୟ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ସାଂଘାଇରେ ୨୬ ନିୟୁତ ଲୋକ ଏବେ ସଂପୂର୍ଣ୍ଣ…

ଚୀନ୍‌ରେ ବେକାବୁ ହେଲାଣି କରୋନା! ସାଂଘାଇ ଲକ୍‌ଡାଉନ୍‌ରେ ଫସିଛନ୍ତି ଭାରତୀୟ ଅଧିକାରୀ, ଗାଇଡ୍‌ଲାଇନ୍‌ ଜାରି କଲା ଭାରତ

ନୂଆଦିଲ୍ଲୀ: ଚୀନ୍‌ରେ ଏବେ ବି ବେକାବୁ ରହିଛି କରୋନା। କଡ଼ା ପ୍ରତିବନ୍ଧକ ପରେ ବି ଚୀନ୍‌ରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଚୀନ୍‌ର ଆର୍ଥିକ ରାଜଧାନୀ ସାଂଘାଇରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ…

ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ପୁଣି ୮ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଦେଶରେ ଗତ କିଛି ଦିନ ହେଲାଣି କରୋନା ସଂକ୍ରମଣ କମ୍‌ ଥିବା ବେଳେ ଏବେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଦିଲ୍ଲୀ-ଏନ୍‌ସିଆରର ସ୍କୁଲରେ ୮ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁଣିଥରେ ଚିନ୍ତା ବଢ଼ିଛି। କିଛି ଦିନରେ ଦିଲ୍ଲୀ ସମେତ ନୋଏଡ଼ା-ଗାଜିଆବାଦ ରେ କରୋନା…

ଡରନ୍ତୁ ନାହିଁ, XE ଭଳି ଭ୍ୟାରିଏଣ୍ଟ ଏମିତି ସବୁବେଳେ ଆସୁଥିବ: NTAGI ମୁଖ୍ୟ

ଓମିକ୍ରନ୍‌ର ନୂଆ ଏକ୍ସଇ ଭ୍ୟାରିଏଣ୍ଟକୁ ନେଇ ସାରା ଦୁନିଆରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭାରତର ଜାତୀୟ ଟେକ୍‌ନିକାଲ ପରାମର୍ଶଦାତା ସମୂହ (NTAGI)ର ମୁଖ୍ୟ ଡା. ଏନ୍‌କେ ଆରୋରା ଏକ ଆଶ୍ୱସ୍ତିକର ବୟାନ ଦେଇଛନ୍ତି। ଆରୋରା କହିଛନ୍ତି, ଓମିକ୍ରନ୍‌ର ନୂଆ ନୂଆ ଭ୍ୟାରିଏଣ୍ଟ ସବୁବେଳେ ଏମିତି…

ମୁମ୍ବାଇ ପରେ ଏବେ ଗୁଜରାଟରେ କରୋନାର XE ଭ୍ୟାରିଏଣ୍ଟ ରୋଗୀ ଚିହ୍ନଟ, ଜାରି ହେଲା ଆଲର୍ଟ

କିଛି ଦିନ ହେଲାଣି କରୋନା ସଂକ୍ରମଣ କମ୍‌ ଥିବାରୁ ସ୍କୁଲ, କଲେଜ, ଅଫିସ୍‌ ଆଦି ଖୋଲିଛି। କିନ୍ତୁ ଏବେ ପୁଣିଥରେ ମୁଣ୍ଡ ବିନ୍ଧା ବଢ଼ାଇଛି କରୋନାର ନୂଆ ଭ୍ୟାରିଏଣ୍ଟ। ଚୀନ୍‌ ସମେତ ଅନ୍ୟ ଦେଶରେ ଆତଙ୍କ ରଚିଥିବା କରୋନାର ଏକ୍ସଇ (XE) ଭ୍ୟାରିଏଣ୍ଟ ଏବେ ଭାରତରେ ବି ଦେଖାଦେଲାଣି। ଏକ୍ସଇ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ଜଣାଯାଇଛି।…

ଚୀନର ସାଂଘାଇରେ କରୋନାର ସାଂଘାତିକ ସ୍ଥିତି, ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ନୂଆ କେସ ଚିହ୍ନଟ

ବ୍ୟୁରୋ: ଚୀନରେ କରାଳ ରୂପ ଦେଖାଉଛି କରୋନା । ସାଂଘାଇରେ ସାଂଘାତିକ ସ୍ଥିତି । ଦ୍ରୁତ ବଢୁଛି ଦୈନିକ କରୋନା କେସ । ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ନୂଆ କେସ ଚିହ୍ନଟ ହୋଇଛି । ସୋମବାର ୧୩ ହଜାର ୩୫୪ ଜଣ ପଜିଟିଭ ବାହାରିଛନ୍ତି । ମାର୍ଚ୍ଚରେ ସାଂଘାଇରେ ୭୩ ହଜାର ସଂକ୍ରମିିତ ଚିହ୍ନଟ…

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା! କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ସସ୍‌ପେଣ୍ଡ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା। କରୋନା ଟିକା କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍‌ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, ଗୁଡ୍‌ ମ୍ୟାନୁଫ୍ୟାକ୍‌ଚରିଂ ପ୍ରାକ୍ଟିସ୍‌…

ଯାଇନି କରୋନା! ସାମ୍ନାକୁ ଆସିଲା ନୂଆ XE ଭ୍ୟାରିଏଣ୍ଟ, ଯାହା ଓମିକ୍ରନ୍‌ଠାରୁ ୧୦ ଗୁଣ ଅଧିକ ଭୟଙ୍କର

ଦେଶରେ କରୋନା ମାମଲା କମ୍‌ ହୋଇଥିଲେ ମଧ୍ୟ ଭାଇରସ୍‌ର ବିପଦ ଏବେ ବି ଟଳି ନାହିଁ। ଏବେ ବି ବୈଜ୍ଞାନିକମାନେ କରୋନାର ବଦଳୁଥିବା ରୂପ ଉପରେ ନଜର ରଖିଛନ୍ତି। ତେବେ ନିକଟରେ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି। ବିଶେଷଜ୍ଞଙ୍କ ରିସର୍ଚ୍ଚ ମୁତାବକ, କରୋନା ଭାଇରସ୍‌ର ନୂଆ ମ୍ୟୁଟେଣ୍ଟ…

କାଲିଠାରୁ ହଟିବ କୋଭିଡ କଟକଣା କିନ୍ତୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ

କେନ୍ୟୁଜ୍(ବ୍ୟୁରୋ): କରୋନା କାୟା କମୁଛି । ହଟୁଛି କଟକଣା । ଦୁଇ ବର୍ଷ ପରେ ରାଜ୍ୟରୁ ହଟିଲା ମହାମାରୀ ଆଇନ୍‌ । କୋଭିଡ ସ୍ଥିତି ସୁଧୁରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ଲୋକ ସତର୍କତା ଅବଲମ୍ବନ କରିବେ । ସର୍ବାସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ । ହାତ ଧୋଇବା…

ଚାଇନାରେ ପୁଣି ବଢୁଛି କୋଭିଡ ମାମଲା, ଲକ୍ଷଣ ଜାଣନ୍ତୁ

ଚାଇନାରେ ପୁଣି ବୃଦ୍ଧି ପାଉଛି କୋଭିଡ ମାମଲା । କରୋନା ମାମଲା ବୃଦ୍ଧି ହେତୁ ୧୧ଟି ସହରରେ ତାଲା ପଡିବା ସହ ୩ କୋଟି ଲୋକେ ଏବେ ଲକଡାଉନରେ ରହିଛନ୍ତି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଏପର୍ଯ୍ୟନ୍ତ ପାଖାପାଖି ୬୦୦୦ରୁ ଉର୍ଦ୍ଧ୍ୱଟି ନୂଆ ମାମଲା ସାମନାକୁ ଆସିଛି । ଯେଉଁ ସହର…

ସାରା ବିଶ୍ୱରେ ପୁଣି ଦୈନିକ ସଂକ୍ରମଣ ଉପରମୁହାଁ, ଅନେକ ଦେଶରେ ସଂକ୍ରମଣ ବୃଦ୍ଧି ପରେ ଭାରତରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ ଲମ୍ବା ଲମ୍ଫ ମାରିଛି ସଂକ୍ରମଣ । ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି । ମାର୍ଚ୍ଚ ୭ରୁ ୧୩ ଭିତରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ବଢ଼ିଛି ୮ ପ୍ରତିଶତ । ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପରେ ଭାରତରେ ହାଇ ଆଲର୍ଟ। କେନ୍ଦ୍ର…