Browsing Category

ଆଧ୍ୟାତ୍ମିକ

ପୀରବାବାଙ୍କ ପୀଠରେ ଦୋଳ ପର୍ବ: ହିନ୍ଦୁ ଓ ମୁସଲମାନ ମିଶି ପାଳନ କରନ୍ତି ଏହି ନିଆରା ପରମ୍ପରା

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ପର୍ବ ଧୁମଧାମର ସହିତ ପାଳନ କରାଉଥିବାବେଳେ ସଦର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଂଚାୟତର ବିରବର ପାଟଣାଠାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ଏଠାରେ ଦିନ୍ଦୁ ଓ ମୁସଲମାନ ଭାଇଚାରାର ସହିତ ପାଳନ କରିଥାନ୍ତି ଏହି…

ହୋଲି ଦିନ ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନଚେତ ଘରେ ଆସିବ ନକରାତ୍ମକତା

ପ୍ରତିବର୍ଷ ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ ହୋଲି ପର୍ବ ପାଳନ କରାଯାଏ। ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ କରାଯାଇଥାଏ । ଏହି ଦିନ ନିଆଯାଇଥିବା କିଛି ବିଶେଷ ପଦକ୍ଷେପ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନରେ ଚାଲିଥିବା ଅନେକ ସମସ୍ୟାରୁ ସେମାନେ ମୁକ୍ତି ପାଇପାରିବେ । ଏଥି ସହିତ ଆର୍ଥିକ…

ଗଣେଶ ମୂର୍ତ୍ତି ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଏହି ଜିନିଷ, ଘରେ ଆସିବ ସୁଖ ସମୃଦ୍ଧି

ଅନେକ ଲୋକ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ଫଟୋ ଲଗାନ୍ତି । କିନ୍ତୁ ଏହାକୁ ଲଗାଇବାର ବି ଅନେକ ନିୟମ ରହିଛି । ତେବେ ବାସ୍ତୁ ଅନୁଯାୟୀ ଏହାକୁ ଲଗାଇବା ସମୟରେ କିଛି ବିଶେଷ କଥା ଉପରେ ଗୁରୁତ୍ୱ ଦେବା ଜରୁରୀ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସୁଖ ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ଘରର…

ଭାଗବତ ଚେତନା ସଂଘ ପକ୍ଷରୁ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଓ କଳସ ଯାତ୍ରା

ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବିଓଂଳ ପ୍ରହରାଜପୁର ଗ୍ରାମର ଭାଗବତ ଚେତନା ସଙ୍ଘ ଆନୁକୂଲ୍ୟରେ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସକାଳୁ ରୁଦ୍ରାଭିଷେକ, ଚଣ୍ଡୀପାଠ, ଶ୍ରୀ ଗୋପାଳ ସହସ୍ରନାମ,…

ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସ ଯାତ୍ରା

ଭଗବତୀ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ମହିମା କହିଲେ ନସରେ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ବସାନ୍ତି ମହାଯଜ୍ଞ, ଅହରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି…

ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ, ଯୋଗଦେଲେ ଶତାଧିକ ବକ୍କଳ ବାବା

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦରାପଟି ଗ୍ରାମର ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମା ସମାଜର ବରିଷ୍ଠ ମହାନ ବ୍ରହ୍ମା ବଧୂତ ବାବାମାନଙ୍କ ଦ୍ଵାରା ବ୍ରହ୍ମ ଭକ୍ତିରେ ସମର୍ପିତ…

ମନ୍ଦିର ପରିକ୍ରମା କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା, ଜୀବନରେ ଆସିବନି ସଙ୍କଟ

ଯେତେବେଳେ ଆମେ ମନ୍ଦିରକୁ ଯାଇଥାଉ ସେତେବେଳେ ଆମେ ମନ୍ଦିର ଚାରିପଟେ ପରିକ୍ରମା କରୁ । କେବଳ ମନ୍ଦିର ନୁହେଁ ଅନ୍ୟ ପବିତ୍ର ସ୍ଥାନଗୁଡିକରେ ମଧ୍ୟ ପରିକ୍ରମା କରୁ । ବିଶ୍ୱାସ କରାଯାଏ ଯେ ମନ୍ଦିରରେ ପରିଦର୍ଶନ କରିବା ଏବଂ ପୂଜା କରିବା ଦ୍ୱାରା ଲୋକଙ୍କ ମନରେ ଶାନ୍ତି ଆସିଥାଏ । ମନ୍ଦିର…

ଧୂମଧାମରେ ପାଳନ ହେଲା ସାନ୍ତାଳୀ ସଂପ୍ରଦାୟର ବାହା ପର୍ବ, ଖୁସିରେ ମସଗୁଲ ହେଲେ ଗାଁ ଲୋକେ

କେନ୍ଦୁଝର (କେନ୍ୟୁଜ): ପାରମ୍ପାରିକ ମାଦଳର ତାଳେ ତାଳେ ଓ ପାରମ୍ପରିକ ବେଶ ପୋଷାକ ପରିଧାନ କରି ମହିଳା , ପୁରୁଷ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ । ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ପର୍ବ । ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ପାଇଁ ନିଆାରା ଭାବରେ…

ଛାଞ୍ଚୁଣି ମଝିରେ ଚାଙ୍ଗୁଡ଼ିରେ ଫୁଲମାଳ ପିନ୍ଧି ପୂଜା ପାଉଛନ୍ତି ଦେବୀ ଝାମୀ, ଯାହାଙ୍କ ନିକଟରେ ଲାଗି ହୁଏ ଅଣ୍ଡା ଭୋଗ

ଜୟପୁର(କେନ୍ୟୁଜ): ମା' ଙ୍କ ପାଖରେ ଲାଗିଛି ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ଼ , ଆଉ ସମସ୍ତଙ୍କ ହାତରେ ଝାଡୁ । ବର୍ଷକରେ ଦିନକ ପାଇଁ ମା' ଆସନ୍ତି ପୂଜା ପାଆନ୍ତି । ଆଉ ଝାଡୁରେ ଖୁସି ହୋଇ ଆର୍ଶିବାଦ ଦିଅନ୍ତି । ଏମିତି କିଛି ବିଶ୍ୱାସ ରହିବା ସହ ରାଜରାଜୁଡା ଅମଳରୁ ପରମ୍ପରା ଚାଲି ଆସୁଛି…

ରବିବାରରେ କରନ୍ତୁ ସୂର୍ଯ୍ୟପୂଜା, ଧନଧାନ୍ୟରେ ଭରିଯିବ ଆପଣଙ୍କ ଘର ଦୂର ହେବ ସମସ୍ତ ଦୁଃଖ

ସୂର୍ଯ୍ୟ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଦିନ ବ୍ରତ କରାଯାଏ । ରବିବାର ଦିନ ବ୍ରତ ପାଳନ କରିବା ଦ୍ୱାରା ରାଶିଫଳରେ ସୂର୍ଯ୍ୟ ଦୋଷଙ୍କୁ ମଧ୍ୟ ହଟାଇ ଦିଆଯାଏ । ତଥାପି, ଯେଉଁମାନେ ରବିବାର ଦିନ ବ୍ରତ ପାଳନ କରନ୍ତି, ସେମାନେ ଲୁଣ ଖାଇବା ଉଚିତ୍ ନୁହେଁ । ଏହି ଉପବାସକୁ ପାଳନ କଲେ…

ହୋଲିରେ ଲଗାନ୍ତୁ ତୁଳସୀ ଗଛ, ଘରେ ଭରି ଯିବ ସୁଖ ସମୃଦ୍ଧି

ହୋଲିର ପର୍ବ ସାରା ଦେଶରେ ପାଳନ କରାଯାଏ । ହୋଲି ପର୍ବ କେବଳ ଲୋକଙ୍କ ଘରେ ନୁହେଁ ମନ୍ଦିରରେ ମଧ୍ୟ ଏକ ବିଶେଷ ଢଙ୍ଗରେ ପାଳନ କରାଯାଏ । ହୋଲି ଦିନରେ ଏଭଳି କିଛି ବିଶେଷ କାମ ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଆସନ୍ତୁ ଜାଣିବା କଣ କଲେ ଆପଣଙ୍କ ଘରେ…

ପ୍ରସିଦ୍ଧ ମା’ କାଳିତ୍ରା ଦେବୀ ପୀଠରେ ମହାଆଡମ୍ବରର ସହ ଅନୁଷ୍ଠିତ ହୋଇଛି ପଞ୍ଚ ଦିବସୀୟ ମହାଯଜ୍ଞ

ମା’ କାଳିତ୍ରା ଠାକୁରାଣୀଙ୍କର ରହିଛି ଅନେକ ମାହାତ୍ମ୍ୟ । କାହିଁକି ନା ମା’ କାଳିତ୍ରାଙ୍କ ଅପାର କରୁଣା ନିଜ ଭକ୍ତ ମାନଙ୍କ ଉପରେ ରହିଛି । ଯାହା ମନୋସ୍କାମନା କରିଲେ ପୂରଣ କରନ୍ତି ଦେବୀ ମା’ କାଳିତ୍ରା । ଭଦ୍ରକରେ ରହିଛି ମା' କାଳିତ୍ରାଙ୍କ ଅଦ୍ୟପୀଠ । ଅନେକ ଦିନରୁ ଏଠାରେ ପୂଜା ପାଇ…