Below header
Browsing Category

ଆଧ୍ୟାତ୍ମିକ

ପାଟପୁରର ଦୋଳମେଳଣ ସବୁଠୁ ନିଆରା, ଏକ କିଲୋମିଟର ରାସ୍ତା ଯାଏ ଝୋଟି ପକାଇଥାନ୍ତି ଗାଁର ଝିଅ ବୋହୂ

କାକଟପୁର(କେନ୍ୟୁଜ): ଓଡିଆ ପରମ୍ପରାରେ ଅନେକ ପର୍ବପର୍ବାଣି ରହିଛି । ଏହି ପରମ୍ପରା ଗୁଡିକ ଅନେକାଂଶରେ ମଠ, ମନ୍ଦିର ପରମ୍ପରାରୁ ଆସିଥିବା ବେଳେ ପର୍ବପର୍ବାଣି ଗୁଡିକ ଆଧ୍ୟାତ୍ମିକ ଚେତନାକୁ ନେଇ ଗଢିଉଠିଥାଏ । ସେଥିମଧ୍ୟରୁ ଦୋଳ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଫଗୁଣ ମାସରେ ପାଳନ…

ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା କ’ଣ ହୋଇଥାଏ? କ’ଣ ରହିଛି ମାନ୍ୟତା

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଦିନ ହଳଦିଆ ରଙ୍ଗ ପିନ୍ଧିବାକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଗୁରୁବାର ଦିନ ଯଦି ଆପଣ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତି ତେବେ କଣ ହୁଏ ଆସନ୍ତୁ ସେହି ବିଷୟରେ ଜାଣିବା । ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପାଇଁ…

ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର ମା ମଙ୍ଗଳାଙ୍କ ଆଜିଠାରୁ ଆରମ୍ଭ ହେଲା ଚୈତ୍ରମାଷ ମଙ୍ଗଳବାର ପାଳିଯାତ୍ରା, ଚୈତ୍ରମାଷର ପ୍ରଥମ ମଙ୍ଗଳବାରରେ ପ୍ରଥମ ପାଳିଯାତ୍ରା ଆଜି ଆରମ୍ଭ ହୋଇଛି । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜିଠୁ ମା'ଙ୍କର ପ୍ରସିଦ୍ଧ…

ଦୋଳ ପର୍ବରେ ଲୋକଙ୍କ ମନ ମୋହୁଛି କୁନି ପିଲାର ମୃଦଙ୍ଗ ବାଦନର ଆକର୍ଷଣ

କଟକ: ରୌପ୍ୟ ନଗରୀ କଟକ ରେ ଚାଲିଛି ଦୋଳ ମେଳଣ । ଦୋଳ ମେଳଣରେ କୁନି ପିଲାଟିର ମୃଦଙ୍ଗ ମାଡ଼କୁ ସ୍ୱରରେ ଗୀତ ଗାଇବା କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । ତାଳ ଓ ଲୟରେ କୁନି ହାତରେ କୁନି ଆଙ୍ଗୁଠିରୁ ବାହାରୁ ଥିବା ଶବ୍ଦ ସମଗ୍ର ଅଞ୍ଚଳରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ବୟସ ମାତ୍ର…

ପୀରବାବାଙ୍କ ପୀଠରେ ଦୋଳ ପର୍ବ: ହିନ୍ଦୁ ଓ ମୁସଲମାନ ମିଶି ପାଳନ କରନ୍ତି ଏହି ନିଆରା ପରମ୍ପରା

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ପର୍ବ ଧୁମଧାମର ସହିତ ପାଳନ କରାଉଥିବାବେଳେ ସଦର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଂଚାୟତର ବିରବର ପାଟଣାଠାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ଏଠାରେ ଦିନ୍ଦୁ ଓ ମୁସଲମାନ ଭାଇଚାରାର ସହିତ ପାଳନ କରିଥାନ୍ତି ଏହି…

ହୋଲି ଦିନ ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନଚେତ ଘରେ ଆସିବ ନକରାତ୍ମକତା

ପ୍ରତିବର୍ଷ ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ ହୋଲି ପର୍ବ ପାଳନ କରାଯାଏ। ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ କରାଯାଇଥାଏ । ଏହି ଦିନ ନିଆଯାଇଥିବା କିଛି ବିଶେଷ ପଦକ୍ଷେପ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନରେ ଚାଲିଥିବା ଅନେକ ସମସ୍ୟାରୁ ସେମାନେ ମୁକ୍ତି ପାଇପାରିବେ । ଏଥି ସହିତ ଆର୍ଥିକ…

ଗଣେଶ ମୂର୍ତ୍ତି ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଏହି ଜିନିଷ, ଘରେ ଆସିବ ସୁଖ ସମୃଦ୍ଧି

ଅନେକ ଲୋକ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ଫଟୋ ଲଗାନ୍ତି । କିନ୍ତୁ ଏହାକୁ ଲଗାଇବାର ବି ଅନେକ ନିୟମ ରହିଛି । ତେବେ ବାସ୍ତୁ ଅନୁଯାୟୀ ଏହାକୁ ଲଗାଇବା ସମୟରେ କିଛି ବିଶେଷ କଥା ଉପରେ ଗୁରୁତ୍ୱ ଦେବା ଜରୁରୀ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସୁଖ ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ଘରର…

ଭାଗବତ ଚେତନା ସଂଘ ପକ୍ଷରୁ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଓ କଳସ ଯାତ୍ରା

ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବିଓଂଳ ପ୍ରହରାଜପୁର ଗ୍ରାମର ଭାଗବତ ଚେତନା ସଙ୍ଘ ଆନୁକୂଲ୍ୟରେ ୨୨ ତମ ଶ୍ରୀମଦ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଠ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସକାଳୁ ରୁଦ୍ରାଭିଷେକ, ଚଣ୍ଡୀପାଠ, ଶ୍ରୀ ଗୋପାଳ ସହସ୍ରନାମ,…

ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଓ କଳସ ଯାତ୍ରା

ଭଗବତୀ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ମହିମା କହିଲେ ନସରେ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ନିକଟସ୍ଥ ଶିଉଳି ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା' ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ବସାନ୍ତି ମହାଯଜ୍ଞ, ଅହରାତ୍ର ହରିନାମ, ହରିହାଟ, ସାଧୁସନ୍ଥ ସମ୍ମିଳନୀ ଆଦି…

ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ, ଯୋଗଦେଲେ ଶତାଧିକ ବକ୍କଳ ବାବା

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦରାପଟି ଗ୍ରାମର ମହିମା ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହିମା ସମାଜର ବରିଷ୍ଠ ମହାନ ବ୍ରହ୍ମା ବଧୂତ ବାବାମାନଙ୍କ ଦ୍ଵାରା ବ୍ରହ୍ମ ଭକ୍ତିରେ ସମର୍ପିତ…

ମନ୍ଦିର ପରିକ୍ରମା କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା, ଜୀବନରେ ଆସିବନି ସଙ୍କଟ

ଯେତେବେଳେ ଆମେ ମନ୍ଦିରକୁ ଯାଇଥାଉ ସେତେବେଳେ ଆମେ ମନ୍ଦିର ଚାରିପଟେ ପରିକ୍ରମା କରୁ । କେବଳ ମନ୍ଦିର ନୁହେଁ ଅନ୍ୟ ପବିତ୍ର ସ୍ଥାନଗୁଡିକରେ ମଧ୍ୟ ପରିକ୍ରମା କରୁ । ବିଶ୍ୱାସ କରାଯାଏ ଯେ ମନ୍ଦିରରେ ପରିଦର୍ଶନ କରିବା ଏବଂ ପୂଜା କରିବା ଦ୍ୱାରା ଲୋକଙ୍କ ମନରେ ଶାନ୍ତି ଆସିଥାଏ । ମନ୍ଦିର…

ଧୂମଧାମରେ ପାଳନ ହେଲା ସାନ୍ତାଳୀ ସଂପ୍ରଦାୟର ବାହା ପର୍ବ, ଖୁସିରେ ମସଗୁଲ ହେଲେ ଗାଁ ଲୋକେ

କେନ୍ଦୁଝର (କେନ୍ୟୁଜ): ପାରମ୍ପାରିକ ମାଦଳର ତାଳେ ତାଳେ ଓ ପାରମ୍ପରିକ ବେଶ ପୋଷାକ ପରିଧାନ କରି ମହିଳା , ପୁରୁଷ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ । ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ପର୍ବ । ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ପାଇଁ ନିଆାରା ଭାବରେ…