Browsing Category

ଆଧ୍ୟାତ୍ମିକ

ଝରଣା ଜଳରେ ହୁଏ ମହାଦେବଙ୍କ ଜଳାଭିଷେକ

ଶିବ ପୁରାଣରେ, ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ନେଇ ବିଧି ବିଧାନ ଉପରେ ବର୍ଣ୍ଣନା କରାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରୁଛନ୍ତି ତାହାଲେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ସେହିପରି ଏଥିରେ କ୍ଷୀର, ଘିଅ, ମହୁ ଇତ୍ୟାଦି…

କେଉଁ ସ୍ଥାନରେ ହୋଇଥିଲା ସୃଷ୍ଟିର ପ୍ରଥମ ଯଜ୍ଞ, ଜାଣନ୍ତୁ ଭାରତର ୬ ପ୍ରାଚୀନ ସହରର ଇତିହାସ

(କେନ୍ୟୁଜ ବ୍ୟୁରୋ): ଧାର୍ମିକ ଦୃଷ୍ଟିରୁ ଭାରତ ଦେଶ ବିଦେଶରେ ବେଶ ପରିଚିତ । ଭାରତରେ ଏପରି ଅନେକ ରାଜ୍ୟ ଅଛି ଯାହାର ଆଧ୍ୟାତ୍ମିକ ଇତିହାସ ରହିଛି । ଏହି ପ୍ରାଚୀନ ସହର ବିଷୟରେ ଆପଣ ହୁଏତ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ସହର ମାନଙ୍କର ଇତିହାସ । ୫ ହଜାର ବର୍ଷରୁ…

ଝଙ୍କଡରେ ମା’ଶାରଳାଙ୍କ ଜଗନ୍ନାଥ ବେଶ

ଜଗନ୍ନାଥ ସଂସ୍କୃତିରେ ଦେବାଦେବୀଙ୍କ ମାନବୀୟ ଲୀଳା। ଯାହାର ଏକ ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି ଝଙ୍କଡ ବାସିନୀ ମା'ଶାରଳା ଙ୍କ ପୀଠରେ। ଆମେ କାହିଁକି ଏକଥା କହୁଚୁ ଏବେ ଜାଣନ୍ତୁ.. ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ବାସିନୀ ମା'ଶାରଳା ଙ୍କ ପୀଠରେ ବାର ମାସରେ ତେର…

ହୋମ ର କଣ ରହିଛି ମହତ୍ତ୍ୱ, ହୋମ ଦ୍ୱାରା ଦୂର ହେବ ଗୃହ ସମସ୍ୟା ସହ ଆର୍ଥିକ ସମସ୍ୟା

(କେନ୍ୟୁଜ ବ୍ୟୁରୋ): ହିନ୍ଦୁ ଧର୍ମରେ ହୋମର ବିଶେଷ ମହତ୍ତ୍ୱ ରହିଛି । କୌଣସି ଶୁଭ କାର୍ଯ୍ୟ ବା ଗୃହ ପ୍ରବେଶ ପୂର୍ବରୁ ହୋମ ନିଶ୍ଚିତ ଭାବେ କରାଯାଇଥାଏ । କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ଯଦି ହୋମ ଯଜ୍ଞ କରାଯାଇଥାଏ ତେବେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ । ଏହି ହୋମର କଣ ମହତ୍ତ୍ୱ…

ଭକ୍ତଙ୍କୁ କନ୍ଦାଇଲେ ମା’ ଠାକୁରାଣୀ

କାନ୍ଦିଲେ ଦେବୀ ମା’ , କାନ୍ଦିଲେ ଶ୍ରଦ୍ଧାଳୁ । ବିଦାୟ ବେଳରେ କେହି କାହାକୁ ଦୂରେଇବାକୁ ଚାହୁଁ ନଥିଲେ । ୨୧ ଦିନର ଯାତ୍ରା ସାରି ବାପଘରୁ ନିଜ ଆସ୍ଥାନ କୁ ଫେରିଯାଉଥିଲେ ମା ' । ଆଗେ ଆଗେ ମା’ଙ୍କ ଘଟ ଧରି ଯାଉଥିବା ମାନସିକଧାରୀ କାନ୍ଦୁଥିବା ବେଳେ ମା’ ଙ୍କୁ ବିଦାୟ ଦେଉଥିବା ଶ୍ରଦ୍ଧାଳୁ…

ଶିବ ପାର୍ବତୀଙ୍କ ଶୁଭ ବିବାହ

ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ…

ଜ୍ୟେଷ୍ଠ ମାସର ମଙ୍ଗଳବାର କାହିଁକି ଗୁରୁତ୍ୱପୂର୍ଣ?

ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ବହୁତ ବଡ ମହତ୍ତ୍ୱ ରହିଛି। ଚଳିତ ବର୍ଷ ଜ୍ୟେଷ୍ଠ ମାସ ଆରମ୍ଭ ହୋଇସାରିଛି । ସାଧାରଣରେ ଏହି ମାସକୁ ଜେଠ ମାସ ବି କୁହାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ମାସ ହେଉଛି ବର୍ଷର ଦ୍ଵିତୀୟ ମାସ । ଏହି ଦିନ ମାନଙ୍କରେ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ…

ଏହି ଉପାୟରେ ଦୂର ହୋଇଯିବ ସବୁ ସମସ୍ୟା

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତା ଦେବୀଙ୍କୁ ସମର୍ପିତ ରହିଥାଏ। ବୁଧବାର ଦିନ ଭଗବାନ ଗଣେଶକୁ ବିଧି ବିଧାନରେ ପୂଜା କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋହଇଥାଏ। ଶ୍ରୀ ଗଣେଶ ପ୍ରସନ୍ନ ହେଲେ ବ୍ୟକ୍ତିର ଜାତକ ଉପରେ ବିଶେଷ କୃପା ପ୍ରଦାନ କରନ୍ତି। ଯାହା ପରେ ଆପଣଙ୍କ…

ଏଠାରେ ଭଙ୍ଗା ହାଡ଼ ଯୋଡ଼ି ହୋଇଯାଏ

ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି,…

ପୂଜା ସମୟରେ ଠାକୁରଙ୍କୁ ଏପରି ଲଗାନ୍ତୁ ଭୋଗ, ଟିକେ ଭୁଲ ରେ ମିଳିଥାଏ ଅଶୁଭ ଫଳ

ହିନ୍ଦୁ ଧର୍ମରେ ସବୁ ଘରେ ପୂଜା ପାଠ ହୋଇଥାଏ । ପୂଜା କରିବା ଭଗବାନ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦର୍ଶାଇଥାଏ । ବ୍ୟକ୍ତି ଯେତେବେଳେ ଭଗବାନଙ୍କ ପୂଜା କରିଥାନ୍ତି, ସେ ସାଂସାରିକ ମୋହ ମାୟାରୁ ଦୂରରେ ରୁହନ୍ତି । ଆଧ୍ୟତ୍ମିକ ସଂସାରରେ ପହଞ୍ଚିଯାଇଥାନ୍ତି । ହେଲେ ପୂଜାର ଫଳ ସେତେବେଳେ ପ୍ରାପ୍ତ…

ଶାସ୍ତ୍ର ଅନୁସାରେ ଯେଉଁମାନେ ଏହି ଭୁଲ ସବୁ କରୁଥିବେ, ସେମାନଙ୍କ ଘର ଛାଡ଼ି ଲକ୍ଷ୍ମୀ ପଳାନ୍ତି

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ…