Browsing Category

ଆଧ୍ୟାତ୍ମିକ

ଗଞ୍ଜାମ ଓ କନ୍ଧମାଳ ସୀମାରେ ସୀମାବର୍ତ୍ତି ଅଞ୍ଚଳରେ ଚୈତ୍ର ପର୍ବ ଦଣ୍ଡଯାତ୍ରାର ରହିଛି ଅନେକ ମାହାତ୍ମ୍ୟ 

ଚକାପାଦ (କେନ୍ୟୁଜ୍‌): ଗଞ୍ଜାମ ଓ କନ୍ଧମାଳ ସୀମାବର୍ତ୍ତି ଅଞ୍ଚଳରେ ଚୈତ୍ର ମାସ ଆସିଲେ ସବୁଠାରେ ଘଣ୍ଟ ଘଣ୍ଟା  ମାଡ଼ ସାଙ୍ଗକୁ ଝୁଣାର ମହକରେ ମହକି ଉଠେ ଧରାରୁ ଆକାଶ । ମାନସିକଧାରୀ ମାନେ ଶୁଦ୍ଧପୁତ ଭାବରେ ଜୀବନ ଯାପନ କରି ୧୩ ଦିନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ବ୍ରତ ପାଳନ କରିଥାନ୍ତି ।…

ଆଜି ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି: ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁର ମା’ମଙ୍ଗଳା

କାକଟପୁର(କେନ୍ୟୁଜ୍‌): ଚଳଚଞ୍ଚଳ କାକଟପୁର ମା’ ମଙ୍ଗଳାଙ୍କ ପୀଠ । ଆଜି ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁ। ଆଜି ରାତି ଦୁଇଟାରେ ମାଙ୍କ ଦ୍ରାରଫିଟା ଗଲା ପରେ ସ୍ନାନ,ମାର୍ଜନା,ଚନ୍ଦନ ଲାଗି କରାଯାଇଥିଲା । ଏହାପରେ ମାଙ୍କୁ…

ଆସନ୍ତା ଏପ୍ରଲ ୯ରୁ ମା’ତାରିଣୀଙ୍କ ଚଇତି ପର୍ବ, ୭ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ସଙ୍କଟ ହାରିଣୀ

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା'ତାରିଣୀଙ୍କ ୮୮ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଚଇତି ପର୍ବ ତଥା ମା'ଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତତ୍ପର ହୋଇ ପଡିଛନ୍ତି । ଚଇତି…

ଭଗବାନଙ୍କୁ ଏହି ପତ୍ରରେ ଲଗାନ୍ତୁ ଭୋଗ, ଜାଣନ୍ତୁ କେତେ ଥର ବଜାଇବେ ଘଣ୍ଟି

ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ଅଛି। ଭଗବାନଙ୍କୁ ଭୋଗ ଲଗାଇବା ଠାରୁ ଆରମ୍ଭ କରି ସ୍ନାନ କରିବା, ଦୀପ ଜାଳିବା ଏବଂ ଘଣ୍ଟି ବଜାଇବା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭକ୍ତମାନେ ମାନିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଭଗବାନଙ୍କୁ ଭୋଗ ଲଗାଇବା ସମୟରେ…

ସ୍ୱପ୍ନରେ ଗାଈ ଦେଖିଲେ ମିଳେ ଏହି ସଂକେତ, ଜାଣନ୍ତୁ କଣ କହୁଛି ସ୍ୱପ୍ନ ଶାସ୍ତ୍ର

ଆମେ ସମସ୍ତେ ଆମ ଜୀବନରେ ଅନେକ ପ୍ରକାରର ସ୍ୱପ୍ନ ଦେଖୁ । କିଛି ସ୍ୱପ୍ନ ଭଲ ହୋଇଥାଏ ତ କିଛି ସ୍ୱପ୍ନ ଖରାପ ହୋଇଥାଏ । ବେଳେବେଳେ ସ୍ୱପ୍ନ ଆମ ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ । ପ୍ରତ୍ୟେକ ସ୍ୱପ୍ନ ପଛରେ ନିଶ୍ଚିତ ଭାବରେ କିଛି କାରଣ ଲୁଚି ରହିଥାଏ । ଏହାକୁ ନେଇ ସ୍ୱପ୍ନ ଶାସ୍ତ୍ରରେ ବିସ୍ତୃତ…

ପାଟପୁରର ଦୋଳମେଳଣ ସବୁଠୁ ନିଆରା, ଏକ କିଲୋମିଟର ରାସ୍ତା ଯାଏ ଝୋଟି ପକାଇଥାନ୍ତି ଗାଁର ଝିଅ ବୋହୂ

କାକଟପୁର(କେନ୍ୟୁଜ): ଓଡିଆ ପରମ୍ପରାରେ ଅନେକ ପର୍ବପର୍ବାଣି ରହିଛି । ଏହି ପରମ୍ପରା ଗୁଡିକ ଅନେକାଂଶରେ ମଠ, ମନ୍ଦିର ପରମ୍ପରାରୁ ଆସିଥିବା ବେଳେ ପର୍ବପର୍ବାଣି ଗୁଡିକ ଆଧ୍ୟାତ୍ମିକ ଚେତନାକୁ ନେଇ ଗଢିଉଠିଥାଏ । ସେଥିମଧ୍ୟରୁ ଦୋଳ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଫଗୁଣ ମାସରେ ପାଳନ…

ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା କ’ଣ ହୋଇଥାଏ? କ’ଣ ରହିଛି ମାନ୍ୟତା

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଦିନ ହଳଦିଆ ରଙ୍ଗ ପିନ୍ଧିବାକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଗୁରୁବାର ଦିନ ଯଦି ଆପଣ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତି ତେବେ କଣ ହୁଏ ଆସନ୍ତୁ ସେହି ବିଷୟରେ ଜାଣିବା । ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପାଇଁ…

ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର ମା ମଙ୍ଗଳାଙ୍କ ଆଜିଠାରୁ ଆରମ୍ଭ ହେଲା ଚୈତ୍ରମାଷ ମଙ୍ଗଳବାର ପାଳିଯାତ୍ରା, ଚୈତ୍ରମାଷର ପ୍ରଥମ ମଙ୍ଗଳବାରରେ ପ୍ରଥମ ପାଳିଯାତ୍ରା ଆଜି ଆରମ୍ଭ ହୋଇଛି । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜିଠୁ ମା'ଙ୍କର ପ୍ରସିଦ୍ଧ…

ଦୋଳ ପର୍ବରେ ଲୋକଙ୍କ ମନ ମୋହୁଛି କୁନି ପିଲାର ମୃଦଙ୍ଗ ବାଦନର ଆକର୍ଷଣ

କଟକ: ରୌପ୍ୟ ନଗରୀ କଟକ ରେ ଚାଲିଛି ଦୋଳ ମେଳଣ । ଦୋଳ ମେଳଣରେ କୁନି ପିଲାଟିର ମୃଦଙ୍ଗ ମାଡ଼କୁ ସ୍ୱରରେ ଗୀତ ଗାଇବା କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । ତାଳ ଓ ଲୟରେ କୁନି ହାତରେ କୁନି ଆଙ୍ଗୁଠିରୁ ବାହାରୁ ଥିବା ଶବ୍ଦ ସମଗ୍ର ଅଞ୍ଚଳରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ବୟସ ମାତ୍ର…

ପୀରବାବାଙ୍କ ପୀଠରେ ଦୋଳ ପର୍ବ: ହିନ୍ଦୁ ଓ ମୁସଲମାନ ମିଶି ପାଳନ କରନ୍ତି ଏହି ନିଆରା ପରମ୍ପରା

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ପର୍ବ ଧୁମଧାମର ସହିତ ପାଳନ କରାଉଥିବାବେଳେ ସଦର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଂଚାୟତର ବିରବର ପାଟଣାଠାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ଏଠାରେ ଦିନ୍ଦୁ ଓ ମୁସଲମାନ ଭାଇଚାରାର ସହିତ ପାଳନ କରିଥାନ୍ତି ଏହି…

ହୋଲି ଦିନ ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନଚେତ ଘରେ ଆସିବ ନକରାତ୍ମକତା

ପ୍ରତିବର୍ଷ ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ ହୋଲି ପର୍ବ ପାଳନ କରାଯାଏ। ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ କରାଯାଇଥାଏ । ଏହି ଦିନ ନିଆଯାଇଥିବା କିଛି ବିଶେଷ ପଦକ୍ଷେପ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନରେ ଚାଲିଥିବା ଅନେକ ସମସ୍ୟାରୁ ସେମାନେ ମୁକ୍ତି ପାଇପାରିବେ । ଏଥି ସହିତ ଆର୍ଥିକ…

ଗଣେଶ ମୂର୍ତ୍ତି ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଏହି ଜିନିଷ, ଘରେ ଆସିବ ସୁଖ ସମୃଦ୍ଧି

ଅନେକ ଲୋକ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ଫଟୋ ଲଗାନ୍ତି । କିନ୍ତୁ ଏହାକୁ ଲଗାଇବାର ବି ଅନେକ ନିୟମ ରହିଛି । ତେବେ ବାସ୍ତୁ ଅନୁଯାୟୀ ଏହାକୁ ଲଗାଇବା ସମୟରେ କିଛି ବିଶେଷ କଥା ଉପରେ ଗୁରୁତ୍ୱ ଦେବା ଜରୁରୀ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସୁଖ ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ ଘରର…