Browsing Category

ମନୋରଂଜନ

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଅମନଙ୍କୁ ନୂଆ ଜୀବନ ଦେଲେ ସୋନୁ, ୧୨ ବର୍ଷ ପରେ ନିଜ ପାଦରେ ହେବେ ଠିଆ

ଅଭିନେତା ସୋନୁ ସୁଦ ନିଜ କାମ ଯୋଗୁଁ ସବୁବେଳେ ଚର୍ଚ୍ଚାରେ। ସୋନୁ ସୁଦଙ୍କୁ କରନାଲ ସ୍ଥିତ ଓ୍ବିର୍କ ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ବିନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁ ସୁଦଙ୍କ ଯୋଗୁଁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡ଼ର ଅମନଙ୍କୁ ନୂଆ ଜୀବନ…

ଟିଭି ଇଣ୍ଡଷ୍ଟ୍ରୀକୁ ଝଟକା, ଚାଲିଗଲେ ‘ୟେ ରିସ୍ତା କ୍ଯା କେହଲାତା ହୈ’ ର ଆଉ ଜଣେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରୀକୁ ପୁଣି ଏକ ବଡ଼ ଝଟକା । ଖବର ମୁତାବକ, କିଛିଦିନରୁ ଭେଣ୍ଟିଲେଟରରେ ଥିବା ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି । କିଛି ଦିନ ହେଲା ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା । ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ…

ଭଗବାନ ରାମଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ଯ ପାଇଁ କ୍ଷମା ମାଗିଲେ ସୈଫ, କହିଲେ ‘ସେ ଆମର ହିରୋ’

ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନ୍ ଏବେ ନିଜର ନୂଆ ଫିଲ୍ମକୁ ନେଇ ବିବାଦ ଘେରରେ ରହିଛନ୍ତି । ଅପକମିଂ ଫିଲ୍ମ ‘ଆଦିପୁରୁଷ’ କୁ ନେଇ ବିବାଦରେ ଫସିଯାଇଛନ୍ତି। ବିରୋଧୀଙ୍କ ଅଭିଯୋଗ ଯେ, ଫିଲ୍ମରେ ରାବଣଙ୍କ ବ୍ୟକ୍ତିତ୍ୱକୁ ଭଲ ଭାବରେ ଦେଖାଯାଇଛି ଏବଂ ରାମଙ୍କର ବ୍ୟକ୍ତିତ୍ୱକୁ ଅପମାନିତ କରିବାକୁ…

ଲୋକପ୍ରିୟ ବଙ୍ଗଳା ଅଭିନେତା ମନୁ ମୁଖାର୍ଜୀଙ୍କ ଦେହାନ୍ତ, ଟ୍ୱିଟ କରି ମମତା ବାନାର୍ଜୀ ଜଣାଇଲେ ସମବେଦନା

ଲୋକପ୍ରିୟ ବଙ୍ଗୀୟ ଅଭିନେତା ମନୁ ମୁଖାର୍ଜୀଙ୍କ 90 ବର୍ଷ ବୟସରେ ଦେହାନ୍ତ । ଆଜି କୋଲକାତାରେ ବାସଭବନରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କ ପରିବାର ସୂଚନା ଦେଇଛନ୍ତି। ମନୁ ମୁଖାର୍ଜୀଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଗତ କିଛି ସପ୍ତାହ ହେଲା ସେ ଭଲ ନଥିଲେ। 15…

ମରାଠୀ ଏବଂ ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ରବି ପାଟୱର୍ଦ୍ଧନଙ୍କର ହୃଦଘାତରେ ମୃତ୍ୟୁ

ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରର ବରିଷ୍ଠ କଳାକାର ରବି ପାଟୱର୍ଦ୍ଧନଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। 06 ସେପ୍ଟେମ୍ବର 1937 ରେ ଜନ୍ମ ହୋଇଥିବା ରବି ପାଟୱର୍ଦ୍ଧନଙ୍କୁ 83 ବର୍ଷ ହୋଇଥିଲା। ରବିବାର ସକାଳେ ଅଭିନେତା ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଖବର ଅନୁଯାୟୀ, ରବି ପାଟୱର୍ଦ୍ଧନ…

ପୁଅ ନା ଝିଅ ..? ଜାଣନ୍ତୁ କଣ ଚାଁହୁଛନ୍ତି କରୀନା କପୁର ଖାନ

ବଲିଉଡ ଅଭିନେତ୍ରୀ କରୀନା କପୁର ଖୁବ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ଅତୀତରେ ସେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ବର୍ତ୍ତମାନ କରୀନା କପୁରଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଥିଲେ ଯେ ସେ ବର୍ତ୍ତମାନ ଏକ ଝିଅ…

କୃଷକଙ୍କ ସମର୍ଥନରେ ଆଗକୁ ଆସିଲେ ସୋନୁ ସୁଦ୍, କହିଲେ- ‘କୃଷକ ମା’-ବାପାଙ୍କ ଠାରୁ କମ୍ ନୁହଁନ୍ତି’

କୃଷି ଆଇନକୁ ନେଇ ପୂରା ଦେଶରେ ସରକାରଙ୍କ ବିପକ୍ଷରେ କୃଷକଙ୍କ ରାଗ ବଢ଼ିବାରେ ଲାଗିଛି। କୃଷକମାନେ କିଛି ଦିନ ଧରି ନିଜ କ୍ରୋଧ ଜାହିର କରୁଛନ୍ତି। ଦେଶର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ଏହି ତାଲିକାରେ ଏବେ ସୋନୁ ସୁଦ୍ ମଧ୍ୟ ସାମିଲ ହୋଇଛନ୍ତି। ସୋନୁ…

ସୋସିଆଲ ମିଡିଆରେ ତୈମୁର ଅଲି ଖାନ ଟ୍ରୋଲ ହେବାପରେ ସୈଫ ଅଲି ଖାନ କହିଲେ ‘ମୁଁ ଏପରି ଲୋକଙ୍କୁ..

ସୈଫ ଅଲି ଖାନ ଏବଂ କରୀନା କପୁରଙ୍କ ପୁଅ ତୈମୁର ଅଲି ଖାନ ବଲିଉଡର ପ୍ରିୟ ଷ୍ଟାରକିଡ଼ସ ମାନଙ୍କ ମଧ୍ୟରେ ଅନ୍ୟତମ । ନିକଟରେ ସୋସିଆଲ ମିଡିଆରେ ତୈମୁରଙ୍କ ଏକ ଫଟୋ ବହୁତ ଭାଇରାଲ ହୋଇଥିଲା ଯେଉଁଥିରେ ସେ ତାଙ୍କ ମା କରୀନାଙ୍କ ସହ ମାଟିପାତ୍ର ତିଆରି କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି…

ବାୟୋପିକ୍‌ ମାଗଣା ନୁହେଁ : ଧୋନିଙ୍କ ଠାରୁ ସଞ୍ଜୟ ଦତ୍ତଙ୍କ ପର୍ଯ୍ୟନ୍ତ ନିଜ ବାୟୋପିକ୍ ପାଇଁ ନେଇଛନ୍ତି ମୋଟା ଅଙ୍କର…

ନିଜ ନିଜ ଫିଲ୍ମକୁ ହିଟ୍ କରିବା ପାଇଁ ଏବେ ଫିଲ୍ମ ନିର୍ମାତାମାନେ ବାୟୋପିକ୍ ତିଆରି କରିବା ଆରମ୍ଭ କରିଛନ୍ତି। ବଲିଉଡରେ ମଧ୍ୟ ବହୁ ବଡ଼ ବଡ଼ ହସ୍ତୀଙ୍କର ବାୟୋପିକ୍ ତିଆରି କରାଯାଇଛି। ଏଥିରେ କ୍ରିକେଟର ଧୋନି, ଧାବକ ମିଲଖା ସିଂହ, ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ, ମେରି କମ୍ ପ୍ରମୁଖ ଅଛନ୍ତି।…

ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହେବା ପରେ ସାମ୍ନାକୁ ଆସିଲା ‘ଆଶିକି’ ଫେମ୍ ରାହୁଲ ରୟଙ୍କ ପ୍ରଥମ ଝଲକ,…

ନିକଟରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି 'ଆଶିକି' ଫେମ୍ ରାହୁଲ ରୟ। କିଛି ଦିନ ତଳେ ଖବର ଆସିଥିଲା ଯେ ସୁଟିଂ ବେଳେ ରାହୁଲଙ୍କୁ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା। ଏହା ପରେ ତାଙ୍କ ଡାହାଣ ହାତ ପ୍ରଭାବିତ ହୋଇଥିଲା। ଏବେ ରାହୁଲ ରୟ ଧୀରେ ଧୀରେ ସୁସ୍ଥ…

ଗଳାରେ ମୋତି ମାଳ ପିନ୍ଧିଥିବାର ନଜର ଆସିଲେ ରଣବୀର ସିଂହ, କମେଣ୍ଟରେ ଅର୍ଜୁନ କପୁର ଲେଖିଲେ ଏମିତି କିଛି…..

ବଲିଉଡ ଜଗତର ଏନର୍ଜି କିଙ୍ଗ ଭାବେ ଜଣା ରଣବୀର ସିଂହ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଥିବାର ଦେଖାଯାଏ । ତାଙ୍କ ନାଁ ଏମିତି କିଛି ଷ୍ଟାରଙ୍କ ଲିସ୍ଟରେ ଆସିଥାଏ ଯେଉଁ ମାନେ ଷ୍ଟାଇଲ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଆଉ ନିଜର ଏହି ଅନ୍ଦାଜ କାରଣରୁ ରଣବୀର ପୁଣି ଥରେ ଚର୍ଚ୍ଚାର…

ଆନ୍ଦୋଳନ କରୁଥିବା ଚାଷୀଙ୍କୁ ୧ କୋଟି ଦାନ କଲେ ଦିଲଜିତ ଦୋସାଞ୍ଜ, ଭାଇରଲ ହେଉଛି ଭିଡିଓ

ପଞ୍ଜାବୀ ସିଙ୍ଗର ତଥା ବଲିଉଡ ଅଭିନେତା ଦିଲଜିତ ଦୋସାଞ୍ଜ ଚାଷୀଙ୍କ ମନ ଜିଣିନେଇଛନ୍ତି। ଦିଲଜିତ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ପଇସାରେ ଚାଷୀମାନଙ୍କ ପାଇଁ ଗରମ କପଡ଼ା ଯୋଗାଇ ଦିଆଯିବ। ଶୀତ ଦିନରେ ପଞ୍ଜାବର ଶତାଧିକ ଚାଷୀ ବସି ଧାରଣା ଦେଉଛନ୍ତି। ତେଣୁ…