କୋଭିଡ୍ ଟେଷ୍ଟ ସମୟରେ ଭୟରେ ଥରିଲେ ଆକ୍ଟ୍ରେସ୍ ଉର୍ବଶୀ ରୌତେଲା, ତାଙ୍କ ଅବସ୍ଥା ଦେଖି ହସିବାକୁ ଲାଗିଲେ…
କୋଭିଡ୍ ୧୯ ମହାମାରୀର ପ୍ରକୋପ ସାରା ଦୁନଆରେ ଘାରିଛି ଏବଂ ଅନେକ ଲୋକ ଏଥିରେ ସଂକ୍ରମିତ ମଧ୍ୟ ହେଉଛନ୍ତି। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟି ପଯ୍ୟର୍ନ୍ତ ସମସ୍ତେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି। ବଲିଉଡ କଳାକାର ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି ଏବଂ ଖୁବ୍ ସାବଧାନରେ ମଧ୍ୟ ରହୁଛନ୍ତି।…