Browsing Category

ମନୋରଂଜନ

ପ୍ରେଗନେଣ୍ଟ ଥାଇ ମଧ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି କରିନା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି କରିନା କପୁର। ଏନେଇ ସେ ସର୍ବଦା ସୋସିଆଲ ମିଡିଆରେ ଅପଡେଟ୍ ମଧ୍ୟ କରୁଛନ୍ତି। କରିନା ନିଜର ଇନଷ୍ଟାଗ୍ରାମରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଗକୁ ଆସିବାକୁ ଥିବା ତାଙ୍କ ପିଲା ସହ ସୁଟିଂ କରୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି…

ଆସୁଛି ‘କ୍ରିସ 4’, ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାବେଳେ ଚାରୋଟି ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ନେଇ 'କ୍ର୍ରିସ 4' ପାଇଁ ଯୋଜନା କରୁଛନ୍ତି ତାଙ୍କ ପିତା ରାକେଶ ରୋଶନ । କରୋନା ପାଇଁ ଅନେକ ସମୟ ବରବାଦ ହୋଇଛି କିନ୍ତୁ ଏହି ସମୟ ମଧ୍ୟରେ ସ୍କ୍ରିପ୍ଟକୁ ଶେଷ କରିବାର କାର୍ଯ୍ୟ ମଧ୍ୟ ଚାଲିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଏହି…

ମୁମ୍ବାଇ ଏୟାରପୋର୍ଟ ହଜିଗଲା ଜୁହିଙ୍କ ହୀରା କାନଫୁଲ, ଯିଏ ଖୋଜି ଦେବ ତାକୁ ପୁରସ୍କାର ମିଳିବ ବୋଲି ଟ୍ବିଟ କଲେ…

ଅଭିନେତ୍ରୀ ଜୁହି ଚାୱଲାଙ୍କ ଡାଇମଣ୍ଡର କାନଫୁଲ ମୁମ୍ବାଇ ବିମାନ ବନ୍ଦରରେ କୌଣସି ଏକ ସ୍ଥାନରେ ପଡିଯାଇଛି। ଏନେଇ ରବିବାର ଜୁହି ଚାୱଲା ଟ୍ୱିଟ୍ କରି କହିଛନ୍ତି । ତାଙ୍କ କାନଫୁଲ ହଜି ଯାଇଥିବାରୁ ଜୁହି ଚାୱଲା ଚିନ୍ତାରେ ଅଛନ୍ତି। ଆଉ ଯିଏ ଏହି ହଜିଯାଇଥିବା କାନଫୁଲ ଖୋଜିଦେବ ତାଙ୍କୁ…

‘ବାଳିକା ବଧୂ’ ଅବିକା ଗୌରଙ୍କ ହାତରୁ ଚାଲିଗଲା ସଲମାନଙ୍କ ଆଗାମୀ ଫିଲ୍ମ, ତାଙ୍କ ସ୍ଥାନରେ କିଏ ରହିଲେ ଜାଣନ୍ତୁ

ସଲମାନ ଖାନ୍‌ ଏବଂ ଆୟୁଷ ଶର୍ମାଙ୍କ ଅଭିନିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟୃଥ’ର ସୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମରେ ସଲମାନ୍‌ ଖାନ୍‌ ଜଣେ ପୋଲିସ ବାଲା ଭୂମିକାରେ ଅଭିନୟ କରୁଥିବାବେଳେ ଆୟୁଷ ଶର୍ମା ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିବେ। ତେବେ ଏହିସବୁ ଭିତରେ ଖୁବ୍‌ ଚର୍ଚ୍ଚା ହେଉଥିଲା ଯେ…

ବର୍ଷା ଅନୁଭବ ବିବାଦରେ ପୁଣି ଟ୍ଵିଷ୍ଟ, ଏବେ ଜାଗ୍ରତିଙ୍କ ଟାର୍ଗେଟରେ ଆସିଲେ ବର୍ଷା ପ୍ରିୟଦର୍ଶନୀ

ଜାଗ୍ରତିଙ୍କ ଟାର୍ଗେଟରେ ଆସିଲେ ବର୍ଷା ପ୍ରିୟଦର୍ଶନୀ। ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି, ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ। ସୋସିଆଲ ମିଡିଆରେ ସାମ୍ନାକୁ ଆସି, ଗାଳିଗୁଳଜ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି, ବର୍ଷାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ସେ…

‘ଜମ୍ବି ଆଞ୍ଜେଲିନା ଜୋଲି’ଙ୍କୁ ୧୦ ବର୍ଷ ଆଜୀବନ କାରାଦଣ୍ଡ, ଜାଣନ୍ତୁ କାହିଁକି

ହଲିଉଡ୍ ଷ୍ଟାର ଆଞ୍ଜେଲିନା ଜୋଲିଙ୍କୁ ‘ଜମ୍ବି’ ବା ‘ଭୂତ’ କହୁଥିବା ଇରାନର ଇନଷ୍ଟାଗ୍ରାମ ଷ୍ଟାର ଫତେମାହ ଶିଖବଂଦ ଓରଫ ସହର ତବରଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି। ତବରଙ୍କ ବିରୋଧରେ ଈଶ୍ବରନିନ୍ଦା ଏବଂ ୟୁଥ୍ ମାନଙ୍କୁ ଭ୍ରମିତ କରିବା ସହିତ ଅନୁଚିତ୍ ଉପାୟରେ ଟଙ୍କା ରୋଜଗାର କରିବା…

ବିବାହ ବନ୍ଧନରେ ବାନ୍ଧି ହେଲେ ପୁନିତ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ

ଜଣାଶୁଣା ଡ୍ଯାନ୍ସର, ଜଜ୍ ତଥା କୋରିଓଗ୍ରାଫର ପୁନିତ ପାଠକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ନିଧି ସିଂଙ୍କୁ ବିବାହ କରିଛନ୍ତି। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପୁନିତ ଲୋନାଭଲାରେ ନିଜର ପରିବାର ଏବଂ କିଛି…

ତୁମ ସହ ଲକ୍ଷ ଲକ୍ଷ ଫ୍ୟାନ୍‌ ଅଛନ୍ତି, ମୁଁ ବି ସବୁ ବେଳେ ରହିଛି : ଜାଗୃତି ଶୁକ୍ଳା

କିଛିଦିନର ନିରବତା ପରେ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଆଉ ସେ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ । ଗତ ଗୁରୁବାର ଦିନ ଅଭିନେତା ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆରେ ତାଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ…

ଲୋକଙ୍କୁ ସାହାଯ୍ୟ କରି ୧୦ କୋଟି ଋଣରେ ବୁଡ଼ିକି ଅଛନ୍ତି ସୋନୁ ସୁଦ୍, ଭଉଣୀ କଲେ ବଡ଼ ଖୁଲାସା

କରୋନା ମହାମାରୀ ଲକଡାଉନ୍ ସମୟରେ ବଲିଉଡ୍ ଷ୍ଟାର ସୋନୁ ସୁଦ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ ଏବଂ ସେବା କରିଛନ୍ତି। ଲକଡାଉନରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ନେଇ ତାଙ୍କ ଘରେ ପହଁଚାଇଛନ୍ତି। ଅସହାୟକୁ ସାହାରା ଦେବା ସହିତ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଚାକିରି ଯୋଗାଇ ଦେଇ ରୋଜଗାରକ୍ଷମ…

‘ସୋନା ସୋନା’ ଗୀତରେ ପୁଣି ନୂଆ ଅନ୍ଦାଜ୍ ଦେଖାଇଲେ ଶହନାଜ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ

ବିଗବସ୍ ୧୩ ରେ ଚର୍ଚ୍ଚାରେ ଥିବା ଶହନାଜ୍ ଗିଲ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି। ସୋସିଆଲ ମିଡିଆରେ ଶହନାଜ୍ କିଛି ପୋଷ୍ଟ କରିବା ମାତ୍ରେ ହିଁ ତାହା ଭାଇରାଲ ହୋଇଥାଏ। ସୂଚନା ମୁତାବକ, କିଛି ଦିନ ତଳେ ଶହନାଜ୍ ଗିଲ୍ ଏବଂ ସିଦ୍ଦାର୍ଥ ଶୁକ୍ଳାଙ୍କ ଗୀତ ‘ସୋନା ସୋନା’ ରିଲିଜ୍…

ବଲିଉଡ ପାଇଁ ପୁଣି ଏକ ଦୁଃଖ ଖବର, ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଫିଲ୍ମ ‘ ଦ ଡାର୍ଟି ପିକ୍ଚର’ରେ ଅଭିନୟ କରିଥିବା…

ଲୋକପ୍ରିୟ ଚଳଚ୍ଚିତ୍ର ‘ଦ ଡାର୍ଟି ପିକ୍ଚର’ରେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସହ କାମ କରିସାରିଥିବା ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଦକ୍ଷିଣ କୋଲକାତାର ଯୋଧପୁର ପାର୍କରେ ଆର୍ଯ୍ୟଙ୍କ ଘର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ସକାଳୁ ତାଙ୍କ ମୃତଦେହ…

ଆର୍ଥିକ ସଂକଟରେ ରାକ୍ଷୀ! ଟଙ୍କା ପାଇବା ଲକ୍ଷ୍ୟରେ ଯାଉଛନ୍ତି Bigg Boss 14, ଶୁଣନ୍ତୁ ରାକ୍ଷୀଙ୍କ ମୁହଁରୁ ସେ କେମିତି…

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ କଥା କିଏ ବା ନଜାଣେ । ତାଙ୍କର ସବୁ କଥାରେ ଥାଏ ଅଭିନୟ କଳା । ତାଙ୍କର ବିବାହ ସ୍ୱୟମ୍ବର ହେଉ ବା ବ୍ୟକ୍ତିଗତ ଜୀବନ ସବୁଠି ଥାଏ କିଛି ଡ୍ରାମାବାଜି । ନିକଟରେ ବିଗ୍‌ବସ୍‌ ହାଉସ୍‌କୁ ଚ୍ୟାଲେଞ୍ଜର ହୋଇ ଆସୁଛନ୍ତି ଡ୍ରାମା କ୍ୱିନ୍‌ ତଥା ବଲିଉଡ୍‌…