Browsing Category

ମନୋରଂଜନ

ମା’ ହେଲେ ଡ୍ୟାନ୍ସର ସପନା ଚୌଧୁରୀ, ସୋସିଆଲ ମିଡିଆରେ ସେୟାର କଲେ ପୁଅ ସହ ପ୍ରଥମ ଫଟୋ

ପ୍ରସିଦ୍ଧ ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସୂଚନା ମୁତାବକ ସପନା କିଛି ଦିନ ପୂର୍ବରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନଙ୍କ ହୋସ୍‌ ଉଡିଯାଇଥିଲା। କେହି କେହି ମଧ୍ୟ ବିଶ୍ୱାସ କରିପାରୁ ନଥିଲେ ସପନା ମା’…

୯୨ କିଲୋ ଓଜନ କମାଇଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ଯ, କପିଲ କହିଲେ ଏମିତି କଥା

ବଲିଉଡର ଜଣାଶୁଣା କୋରିଓଗ୍ରାଫର ହେଲେ ଗଣେଶ ଆଚାର୍ଯ୍ଯ । ଗୋବିନ୍ଦାଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତ ହୁଅନ୍ତୁ ଅବା ବରୁଣ ଧୱନ ସମସ୍ତଙ୍କୁ ନଚେଇଛନ୍ତି। ଏହାଛଡା ବଲିଉଡରେ ଅନେକ ଡ୍ଯାନ୍ସ ହିଟ୍ ଦେଇସାରିଛନ୍ତି। କିନ୍ତୁ ଗଣେଶ ଆଚାର୍ଯ୍ଯ ନିଜ ଡ୍ଯାନ୍ସ ପାଇଁ ଯେତିକି ଜଣାଶୁଣା, ସେତିକି…

ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କେନ୍ୟୁଜ ବ୍ୟୁରୋ : ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ। ସାଂସଦ ଅନୁଭବ ମହାନ୍ତି ଭିଡିଓ ଜାରି କରି ନିଜର କ୍ଷୋଭ ପ୍ରକାଶ କରିବା ପରେ ଅପରାହ୍‌ଣରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାରିବାରିକ ବିବାଦ ନେଇ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିବା…

ଡ୍ରଗ୍ସ ଲିଙ୍କକୁ ନେଇ ଅର୍ଜୁନ ରାମପାଲଙ୍କୁ ପୁଣି ଥରେ ସମନ ପଠାଇଲା ଏନସିବି ଟିମ, ଡିସେମ୍ବର ୧୬ରେ କରାଯିବ ପଚରାଉଚୁରା

ବଲିଉଡ ସହ ଡ୍ରଗ୍ସ ଲିଙ୍କକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଜୋରଦାର ଯାଞ୍ଚ ଜାରି ରଖିଛନ୍ତି । ଆଜି ବଲିଉଡର ଅନ୍ୟତମ ଅଭିନେତା ଅର୍ଜୁନ ରାମପାଲଙ୍କୁ ପୁଣି ଥରେ ସମନ ଜାରି କରାଯାଇଛି । ଡିସେମ୍ବର ୧୬ ତାରିଖରେ ପଚରା ଉଚୁରା କରିବା ପାଇଁ ଏନସିବି ଟିମ ତାଙ୍କୁ ମୁଖ୍ୟ…

ରୋମାଣ୍ଟିକ୍‌ ଯୋଡ଼ି ପ୍ରିୟଙ୍କା ଏବଂ ନିକ୍‌ ଙ୍କ ମଝିରେ ଆସିଲା ଡାୟନା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌ କେବଳ ବଲିଉଡ୍‌ ନୁହେଁ ବରଂ ହଲିଉଡ୍‌ ରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ବିବାହ ପରେ ପ୍ରିୟଙ୍କା ପତି ନିକ୍‌ ଜୋନାସ୍‌ ଙ୍କ ସହ ଆମେରିକାରେ ରହୁଛନ୍ତି। ଭାରତ ଠାରୁ ଦୂରରେ ଥିଲେ ମଧ୍ୟ ସେ ସର୍ବଦା ସୋସିଆଲ ମିଡିଆ ମାଧ୍ୟମରେ…

ହାର୍ଟ ଆଟାକ ପରେ କେମିତି ଅଛନ୍ତି ରେମୋ, ହସପିଟାଲ ଭିତରୁ ରେକର୍ଡ କରି ସ୍ତ୍ରୀ ସେୟାର କଲେ ଭିଡିଓ

ପପୁଲାର କୋରିଓଗ୍ରାଫର ରେମୋ ଡିସୁଜା ଏବେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ କିଛି ଦିନ ପୂର୍ବରୁ ହାର୍ଟ ଆଟାକର ଶିକାର ହେବା ପରେ ତାଙ୍କୁ କୋକିଲାବେନ ହସପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ତାଙ୍କର ଚିକିତ୍ସା ଜାରି ରହିଛି। ରୋମୋଙ୍କର ଆଇସିୟୁରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କ…

ପୁଣି ଜୋର ଧରିଲା ବିବାଦ: ବର୍ଷାଙ୍କୁ ଟାର୍ଗେଟ୍‌ କରି ଫେସବୁକ୍‌ରେ ୬ ମିନିଟର ଭିଡିଓ ଜାରି କଲେ ଅନୁଭବ

ଭୁବନେଶ୍ବର: ପୁଣି ଜୋର ଧରିଲା ବର୍ଷା-ଅନୁଭବ ବିବାଦ। ଭିଡିଓ ଜାରି କରି ନିଜ କ୍ଷୋଭ ପ୍ରକାଶ କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଫେସବୁକ୍‌ରେ ୬ ମିନିଟର ଭିଡିଓ ଜାରି କଲେ ଅନୁଭବ । ବର୍ଷାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ମୋ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌…

ପ୍ରେଗନେଣ୍ଟ ଥାଇ ମଧ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି କରିନା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି କରିନା କପୁର। ଏନେଇ ସେ ସର୍ବଦା ସୋସିଆଲ ମିଡିଆରେ ଅପଡେଟ୍ ମଧ୍ୟ କରୁଛନ୍ତି। କରିନା ନିଜର ଇନଷ୍ଟାଗ୍ରାମରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଗକୁ ଆସିବାକୁ ଥିବା ତାଙ୍କ ପିଲା ସହ ସୁଟିଂ କରୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି…

ଆସୁଛି ‘କ୍ରିସ 4’, ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାବେଳେ ଚାରୋଟି ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ନେଇ 'କ୍ର୍ରିସ 4' ପାଇଁ ଯୋଜନା କରୁଛନ୍ତି ତାଙ୍କ ପିତା ରାକେଶ ରୋଶନ । କରୋନା ପାଇଁ ଅନେକ ସମୟ ବରବାଦ ହୋଇଛି କିନ୍ତୁ ଏହି ସମୟ ମଧ୍ୟରେ ସ୍କ୍ରିପ୍ଟକୁ ଶେଷ କରିବାର କାର୍ଯ୍ୟ ମଧ୍ୟ ଚାଲିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଏହି…

ମୁମ୍ବାଇ ଏୟାରପୋର୍ଟ ହଜିଗଲା ଜୁହିଙ୍କ ହୀରା କାନଫୁଲ, ଯିଏ ଖୋଜି ଦେବ ତାକୁ ପୁରସ୍କାର ମିଳିବ ବୋଲି ଟ୍ବିଟ କଲେ…

ଅଭିନେତ୍ରୀ ଜୁହି ଚାୱଲାଙ୍କ ଡାଇମଣ୍ଡର କାନଫୁଲ ମୁମ୍ବାଇ ବିମାନ ବନ୍ଦରରେ କୌଣସି ଏକ ସ୍ଥାନରେ ପଡିଯାଇଛି। ଏନେଇ ରବିବାର ଜୁହି ଚାୱଲା ଟ୍ୱିଟ୍ କରି କହିଛନ୍ତି । ତାଙ୍କ କାନଫୁଲ ହଜି ଯାଇଥିବାରୁ ଜୁହି ଚାୱଲା ଚିନ୍ତାରେ ଅଛନ୍ତି। ଆଉ ଯିଏ ଏହି ହଜିଯାଇଥିବା କାନଫୁଲ ଖୋଜିଦେବ ତାଙ୍କୁ…

‘ବାଳିକା ବଧୂ’ ଅବିକା ଗୌରଙ୍କ ହାତରୁ ଚାଲିଗଲା ସଲମାନଙ୍କ ଆଗାମୀ ଫିଲ୍ମ, ତାଙ୍କ ସ୍ଥାନରେ କିଏ ରହିଲେ ଜାଣନ୍ତୁ

ସଲମାନ ଖାନ୍‌ ଏବଂ ଆୟୁଷ ଶର୍ମାଙ୍କ ଅଭିନିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟୃଥ’ର ସୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମରେ ସଲମାନ୍‌ ଖାନ୍‌ ଜଣେ ପୋଲିସ ବାଲା ଭୂମିକାରେ ଅଭିନୟ କରୁଥିବାବେଳେ ଆୟୁଷ ଶର୍ମା ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିବେ। ତେବେ ଏହିସବୁ ଭିତରେ ଖୁବ୍‌ ଚର୍ଚ୍ଚା ହେଉଥିଲା ଯେ…

ବର୍ଷା ଅନୁଭବ ବିବାଦରେ ପୁଣି ଟ୍ଵିଷ୍ଟ, ଏବେ ଜାଗ୍ରତିଙ୍କ ଟାର୍ଗେଟରେ ଆସିଲେ ବର୍ଷା ପ୍ରିୟଦର୍ଶନୀ

ଜାଗ୍ରତିଙ୍କ ଟାର୍ଗେଟରେ ଆସିଲେ ବର୍ଷା ପ୍ରିୟଦର୍ଶନୀ। ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି, ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ। ସୋସିଆଲ ମିଡିଆରେ ସାମ୍ନାକୁ ଆସି, ଗାଳିଗୁଳଜ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍‌ କରି, ବର୍ଷାଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ସେ…