ହସ୍ପିଟାଲରୁ ଘରକୁ ଆସିଲେ ରେମୋ ଡିସୌଜା, ଦେଖନ୍ତୁ ଡିସଚାର୍ଜ ପରେ କେମିତି ଦେଖାଯାଉଛନ୍ତି ରେମୋ
ବଲିଉଡର ଚର୍ଚ୍ଚିତ କୋରିଓଗ୍ରାଫର ରେମୋ ଡିସୌଜାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ଯାହାପରେ ତାଙ୍କୁ ଗମ୍ଭୀର ଅବସ୍ଥାରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ଯେଉଁଠି ତାଙ୍କର ଚିକିତ୍ସା ଚାଲୁଛି। କିନ୍ତୁ ବର୍ତ୍ତମାନ ରେମୋଙ୍କର ଫ୍ୟାନ୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଏହି…