Browsing Category

ମନୋରଂଜନ

ତେଲେଙ୍ଗାନାରେ ଫ୍ୟାନମାନେ ତିଆରି କଲେ ସୋନୁ ସୁଦଙ୍କ ମନ୍ଦିର, ପାରମ୍ପରିକ ପୋଷାକ ପିନ୍ଧି ଏମିତି କୃତଜ୍ଞତା ଜଣାଇଲେ…

କରୋନା ମହାମାରୀ ଲକଡାଉନ ସମୟରେ ଗରିବ, ଖଟିଖିଆ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ହୋଇ ଛିଡ଼ା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ ଆଜି 'ରିୟଲ ଲାଇଫ ହିରୋ' ପାଲଟିଯାଇଛନ୍ତି। ଏବେ ତେଲେଙ୍ଗାନାରେ ତାଙ୍କ ଫ୍ୟାନମାନେ ତାଙ୍କୁ କୃତଜ୍ଞତା ଜଣାଇ ତାଙ୍କର ଏକ ମନ୍ଦିର ନିର୍ମାଣ କରିଛନ୍ତି।…

ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ସଂକ୍ରମିତ, ସୋସିଆଲ ମିଡିଆରେ ଲେଖିଲେ ଏପରି

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ କରୋନା। କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାପରେ ନିଜେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏହା ବିଷୟରେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ରକୁଲ କ୍ୱାରେଣ୍ଟିନରେ ଥିବା କଥା ଜଣାଇଛନ୍ତି। ତେବେ ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଜଣାଇଛନ୍ତି ଯେ ସେ…

କଙ୍ଗନାଙ୍କ ନିୟୁ ଇୟର ପ୍ଲାନ, ଖୁବ୍‌ ଶୀଘ୍ର ଆସୁଛନ୍ତି ପୁରୀ ଜଗନ୍ନାଥ ଧାମ

ମୁମ୍ବାଇ : ବଲିଉଡ୍‌ କ୍ୱିନ ତଥା ଆକ୍ଟ୍ରେସ କଙ୍ଗନା ରାଣାଓ୍ଵତ ଖୁବଶୀଘ୍ର ଆସୁଛନ୍ତି ପୁରୀ। ସେ ନିଜେ ଏହା ବିଷୟରେ ଟ୍ଵିଟ ମାଧ୍ୟମରେ ସୂଚନା ଦେଇଛନ୍ତି। କଙ୍ଗନା ଟ୍ଵିଟରରେ ସବୁଠାରୁ ଅଧିକ ଆକ୍ଟିଭ୍‌ ରହୁଥିବା ଷ୍ଟାର୍ସ ମଧ୍ୟରୁ ଜଣେ। କଙ୍ଗନା ନିଜର ବିଚାର ଏବଂ ଡେଲି ଲାଇଫ ସହ ଜଡିତ ଅନେକ…

ଅନୁରାଗ କଶ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଫିଡ୍‌କି ଗଲେ ପାୟଲ ଘୋଷ, କହିଲେ-‘ମରିଯିବି କି ତା’…

ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଖୁସି ନାହାନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ପାୟଲ ଘୋଷ। ସେପ୍ଟେମ୍ବର ମାସରେ ପାୟଲ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଏହା ପରେ ପାୟଲ ବର୍ସୋବା ପୋଲିସ ଷ୍ଟେସନ୍‌ରେ ଅନୁରାଗଙ୍କ…

ଷ୍ଟେରଲାଇଟ୍‌ ବିରୋଧ ପ୍ରଦର୍ଶନରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ରଜନୀକାନ୍ତ, କୋର୍ଟରେ ହାଜର ହେବାକୁ ସମନ୍‌

ରଜନୀକାନ୍ତଙ୍କୁ ସମନ୍‌। ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ନିଜ ବୟାନ ଯୋଗୁ ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି। ଷ୍ଟେରଲାଇଟ୍‌ ଫ୍ୟାକ୍ଟ୍ରିର ବିରୋଧ ପ୍ରଦର୍ଶନ ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ କୋର୍ଟ ରଜନୀକାନ୍ତଙ୍କୁ ସମନ ପଠାଇଛନ୍ତି। ଏଥିସହ ଜାନୁଆରୀରେ ପଚରାଉଚରା ପାଇଁ ହାଜର…

ଡ୍ରଗ୍ସ କେସ୍‌ରେ ପୁଣିଥରେ ଏନ୍‌ସିବି ଅଫିସରେ ପହଞ୍ଚିଲେ କମେଡିଆନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ, ଖୋଲିଲେ ବଡ଼ ଗୁମର

ପୁଣିଥରେ ଏନ୍‌ସିବି ଅଫିସରେ ପହଞ୍ଚିଲେ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବଚିଆ। ଉଭୟେ ଏନ୍‌ସିବି ଅଫିସ ଯାଉଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଭାରତୀ ଓ ହର୍ଷଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଡ୍ରଗ୍ସ ମାମଲାରେ ପୁନର୍ବାର ପଚରାଉଚରା କରିବାକୁ…

ସଲମାନଙ୍କ ଉପରକୁ ହାତ ଉଠାଇଲେ ଭିଣୋଇ ଆୟୁଷ ଶର୍ମା, ଜବାବରେ ଭାଇଜାନ୍‌ ଦେଲେ ଏମିତି ଉତ୍ତର

ସଲମାନ ଖାନ୍‌ ଆୟୁଷ ଶର୍ମାଙ୍କ ଆଗାମୀ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ୍‌ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି। ‘ଅନ୍ତିମ’ ର ଫାଷ୍ଟ ଲୁକ୍‌ କୁ ଦେଖି ଆପଣମାନେ ବୁଝିପାରିବେ ଫିଲ୍ମରେ ସଲମାନ ଖାନ୍‌ ଏବଂ ଆୟୁଷ ଶର୍ମାଙ୍କ ମଧ୍ୟରେ କିଭଳି ଜବରଦସ୍ତ ଯୁଦ୍ଧ ଲାଗିଛି। ଏହି ଫିଲ୍ମରେ ସଲମାନ…

ମନ୍ଦିରାଙ୍କୁ ନେଇ ପୁଣି ଜୋର ଧରିଲା ଚର୍ଚ୍ଚା, ହଟ ବିକିନି ଲୁକରେ ନବାଗତାଙ୍କୁ ବି ଦେଲେ ମାତ୍‌

ଏବେକା ସମୟରେ ବଲିଉଡ ଷ୍ଟାରମାନେ ବଡ ପରଦା ବ୍ୟତୀତ ବିଭିନ୍ନ ସୋସିଆଲ ମିଡ଼ିଆ ଜରିଆରେ ବି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡିଆରେ ନିଜ ଫଟୋ ତଥା ଭିଡିଓ ଆଦି ସେୟାର କରି ଆକ୍ଟିଭ ରହିବାକୁ ଚେଷ୍ଟା କରୁଛନ୍ତି ଏହି ଷ୍ଟାରମାନେ । ଫ୍ୟାନ୍ସମାନଙ୍କ…

ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଫିଲ୍ମ ‘ଧମାକା’ର କାର୍ତ୍ତିକ ଆର୍ଯ୍ୟନଙ୍କ ଫାଷ୍ଟ ଲୁକ୍‌ , ଦମଦାର୍‌ ଲୁକ୍‌ ରେ…

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଗତକାଲି ନିରଜା ଫିଲ୍ମର ନିର୍ଦ୍ଦେଶକ ରାମ ମାଧବାନୀଙ୍କ ନୂଆ ଫିଲ୍ମ ‘ଧମାକା’ ରେ ତାଙ୍କ ଚରିତ୍ର ‘ଅର୍ଜୁନ ପାଠକ’ଙ୍କ ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏହି ଫିଲ୍ମ କାର୍ତ୍ତିକ ଆର୍ଯ୍ୟନ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଥିବାର ନଜର…

ବର୍ଷ ୨୦୨୦ ଆଉ କରୋନା ଥିଲେ ଓଲିଉଡ୍‌ ପାଇଁ ଅଭିଶାପ

୨୦୨୦ କାହା ପାଇଁ ଥିଲା ଆନନ୍ଦର ବର୍ଷ ? ବୋଧହୁଏ କେହି ବି କହିବେ ନାହିଁ ଏ ବର୍ଷ ମୋର ଭଲରେ ଯାଇଛି ବୋଲି । ହେଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଓଲିଉଡ୍‌ ପାଇଁ ବର୍ଷଟି ଯେମିତି ଅଭିଶାପ ହୋଇ ଆସିଥିଲା । ବିଦାୟୀ ବର୍ଷ ଏତେ ଆଘାତ ଦେଇଛି ଯାହାର ଗଣତି କରିବା ବି ସମ୍ଭବପର ନୁହେଁ। ଚଳିତ ବର୍ଷ…

ରିଲିଜ୍‌ ହେଲା ‘ତୁଝେ ମିର୍‌ଚି ଲଗି ତୋ ମେଁ କ୍ୟା କରୁଁ’ ଗୀତ, ଦମ୍‌ଦାର ଡ୍ୟାନ୍ସ କରୁଥିବା ନଜର ଆସିଲେ ବରୁଣ ଓ ସାରା;…

ରିଲିଜ୍‌ ହେଲା ବରୁଣ ଧଓ୍ଵନ୍‌ଙ୍କ ଫିଲ୍ମ ‘କୁଲି ନମ୍ବର ୧’ର ସବୁଠୁ ମସାଲାଦାର ଗୀତ ‘ତୁଝେ ମିର୍‌ଚି ଲଗି’। ଏହି ଗୀତରେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଦମ୍‌ଦାର ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। କାରଣ ପ୍ରଥମ ପାର୍ଟରେ ଗୋବିନ୍ଦା ଓ କରିସ୍ମା କପୁର ଯେଭଳି ଡ୍ୟାନ୍ସ…

ପୁଣିଥରେ ମାଆ, ବାପା ହେଲେ ଲୋକପ୍ରିୟ ଟିଭି ଅଭିନେତା କରଣବୀର ବୋହରା ଓ ପତ୍ନୀ ଟିଜେ ସିଦ୍ଧୁ, ଜାଣନ୍ତୁ କ’ଣ…

ଲୋକପ୍ରିୟ ଟିଭି ଅଭିନେତା କରଣବୀର ବୋହରା ଏବଂ ତାଙ୍କ ସ୍ତ୍ରୀ ଟିଜେ ସିଦ୍ଧୁ ପୁଣିଥରେ ମାଆ, ବାପା ହୋଇଛନ୍ତି। ଖବର ରହିଛି, ଆଜି ବୋହରାଙ୍କ ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଆପଣଙ୍କୁ କହି ରଖୁଛୁ, ଏହା ପୂର୍ବରୁ ବୋହରା ଓ ସିଦ୍ଧୁଙ୍କର ଯାଆଁଳା ଝିଅ ବେଲା ଓ ବିୟନା ଅଛନ୍ତି। ସେମାନଙ୍କୁ…