Below header
Browsing Category

ମନୋରଂଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ‘କୁଛ କୁଛ ହୋତା ହୈ’ର ଛୋଟେ ସର୍ଦାର ପରଜାନ ଦସ୍ତୁର

ଶାହରୁଖ ଖାନ ଓ କାଜୋଲଙ୍କ ଅଭିନୀତ ସୁପରହିଟ ଫିଲ୍ମ 'କୁଛ କୁଛ ହୋତା ହୈ'ରେ ଲୋକେ ସବୁଠାରୁ ଅଧିକ ପସନ୍ଦ କରିଥିବା ଚରିତ୍ର ହେଉଛି ଛୋଟେ ସର୍ଦାର। ଏହି ଛୋଟେ ସର୍ଦାର ଚରିତ୍ର ନିଭାଇଥିବା ଅଭିନେତା ପରଜାନ ଦସ୍ତୁର ନିଜ ଗାର୍ଲଫ୍ରେଣ୍ଡ ଡେଲନା ଶ୍ରଫଙ୍କୁ ବିବାହ କରିନେଇଛନ୍ତି। ଦୁଇଜଣ…

ଫିଲ୍ମ ‘କବୀର ସିଂ’ର ଏହି ଲୋକପ୍ରିୟ ଅଭିନେତ୍ରୀ କରାଇଲେ ନିଜର ନ୍ୟୁଡ ଫଟୋଶୁଟ, ଦେଲେ ଏହି ଖାସ ମେସେଜ

ଶାହିଦ କପୁର ଓ କିଆରା ଆଡଭାନୀଙ୍କ ଫିଲ୍ମ 'କବୀର ସିଂ' ବହୁତ ପପୁଲାର ହୋଇଥିଲା। ତେଲୁଗୁ ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ଏହି ରିମେକ ବକ୍ସ ଅଫିସରେ ପାଖାପାଖି ୨୫୦ କୋଟିର ବିଜିନେସ କରିଥିଲା। ଏହି ଫିଲ୍ମର ଏକ ସିନ ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା କି, ଏ ପର୍ଯ୍ୟନ୍ତ ଏହି ସିନ ଉପରେ ଅନେକ…

ଟ୍ରାନ୍ସପରେଣ୍ଟ ସ୍କିନ୍‌ ଫିଟିଂ ଗାଉନ୍‌ ପିନ୍ଧି ଷ୍ଟାଇଲିସ୍‌ ଫଟୋସୁଟ୍‌ କରାଇଲେ ନୋରା ଫତେହୀ, ଏବେ ଯାଏଁ ୪୫ ଲକ୍ଷରୁ…

ନୋରା ଫତେହୀ ନିଜ ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ଡ୍ୟାନ୍ସ ସମେତ ଆକ୍ଟିଂ ପାଇଁ ମଧ୍ୟ ନୋରା ବେଶ୍‌ ଜଣାଶୁଣା। ନୋରାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ନୋରାଙ୍କ ଲୁକ୍‌ ବେଶ୍‌ ସୁନ୍ଦର ଲାଗୁଛି। ଏହି ଭିଡିଓରେ ନୋରା ଫତେହୀ ପିଙ୍କ…

ମାମଲା ରୁଜୁ ହେବା ପରେ ଅରବାଜ୍‌ ଓ ସୋହେଲ ଖାନ୍‌ଙ୍କୁ କରାଗଲା କ୍ୱାରେଣ୍ଟାଇନ୍‌, କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା…

ଅରବାଜ୍‌ ଖାନ୍‌, ସୋହେଲ ଖାନ୍‌ ଓ ସୋହେଲ ଖାନ୍‌ଙ୍କ ପୁଅ ନିର୍ବାଣକୁ ମୁମ୍ବାଇର ତାଜ୍‌ ଲ୍ୟାଣ୍ଡସ୍‌ ଆଣ୍ଡ ହୋଟେଲ୍‌ରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କୋଭିଡ୍‌ ୧୯ ନିୟମ ଉଲ୍ଲଂଘନ କରିବା ଯୋଗୁ ଏହି ତିନି ଜଣଙ୍କ ବିରୋଧରେ ସୋମବାର ଏଫ୍‌ଆଇଆର ରୁଜୁ କରାଯାଇଛି। ବିଏମ୍‌ସି ଅଧିକାରୀ…

ଗର୍ଭାବସ୍ଥାରେ ବେବି ବମ୍ପ୍‌ ସହ ଜିମରେ ଓ୍ଵାର୍କଆଉଟ୍‌ କରୁଛନ୍ତି ଅନୁଷ୍କା ଶର୍ମା, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଜଲଦି ନିଜର ପ୍ରଥମ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି। ପ୍ରେଗନାନ୍ସୀ ପିରିୟଡ୍‌ ସମୟରେ ଅନୁଷ୍କା ସବୁଆଡୁ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ କେବଳ ଫଟୋ ଶୁଟ କରୁନାହାଁନ୍ତି ବରଂ ସେ ନିଜ ଓ୍ଵାର୍କଆଉଟ୍‌ ମଧ୍ୟ ଲଗାତର ଜାରି ରଖୁଛନ୍ତି। ଏବେ ଅନୁଷ୍କା…

ପ୍ରେମରେ ଧୋକା ପାଇ ଡିପ୍ରେସନକୁ ଚାଲିଯାଇଥିଲେ ଦୀପିକା, ଏକ୍ସବୟଫ୍ରେଣ୍ଡକୁ ନେଇ କଲେ ଏପରି ଖୁଲାସା

ବଲିଉଡର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ଦୀପିକା ପାଦୁକୋନ। ଆଜି ଦୀପିକା ନିଜର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଦୀପୀକା। ତାଙ୍କ ଫ୍ୟାନ୍ସ ଫିଲ୍ମ ସହିତ ତାଙ୍କ ପର୍ସନାଲ ଲାଇଫ୍‌ ବିଷୟରେ ବି ଜାଣିବାକୁ ସବୁବେଳେ ଉତ୍ସୁକତାର ସହ ଚାହିଁ…

ଏବେ ଏହି ଫିଲ୍ମରେ ନଜର ଆସିବେ ସୋନୁ ସୁଦ, ଟୁଇଟ କରି ଅମିତାଭ ବଚ୍ଚନ ଦେଲେ ସୂଚନା

ଗତ ବର୍ଷ କରୋନା କାଳରେ ପ୍ରବାସୀ ଶ୍ରମିକ, ଦିନ ମଜୁରିଆ, ଅସହାୟ ଲୋକଙ୍କ ପାଇଁ ଭଗବାନ ସଦୃଶ ଛିଡ଼ା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅଭିନେତା ଏବେ ଆଗାମୀ ସମୟରେ ଫିଲ୍ମ 'କିଷାନ'ରେ ନଜର ଆସିବେ। ଏ ନେଇ ବଲିଉଡ ମହାନାୟକ ଅମିତାଭ…

ଫିଲ୍ମ ‘ଧୁମ ୪’ରେ ଲେଡି ଖଳନାୟକ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ, ହେବେ ଷ୍ଟାଇଲିଶ ଚୋରଣି

ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ଫିଲ୍ମ 'ଧୁମ ୪'ରେ ଭିଲେନ ଚରିତ୍ରରେ ନଜର ଆସିପାରନ୍ତି। ୟଶରାଜ ଫିଲ୍ମ ବ୍ୟାନରରେ 'ଧୁମ ୪' ନିର୍ମାଣ ହେବା ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ଷ୍ଟାଇଲିଶ ଚୋରଣି ଚରିତ୍ରରେ ଆଣିବାକୁ ୟଶରାଜ ଫିଲ୍ମ…

ବାବୁଶାନଙ୍କ ସହ ବାର୍ଷିକ କ୍ୟାଲେଣ୍ଡରର ଶୁଭାରମ୍ଭ କଲା ସିଗ୍ନେଚର୍ 24, ଥିମ୍ ରହିଛି ” ଦି ଜେନେରେସନ୍ ଅଫ୍…

ସିଗ୍ନେଚର୍ 24 ପ୍ରଡକ୍ସନ ବାବୁଶାନଙ୍କ ସହିତ ଏହାର ବାର୍ଷିକ କ୍ୟାଲେଣ୍ଡରର ଶୁଭାରମ୍ଭ କରିଛି। ବାବୁଶାନଙ୍କୁ ପୁନର୍ବାର ଏକ ନୂତନ ଅବତାରରେ ଦେଖିବାକୁ ମିଳିଛି କାରଣ କ୍ୟାଲେଣ୍ଡରର ଥିମ୍ ହେଉଛି " ଦି ଜେନେରେସନ୍ ଅଫ୍ ଟୁମୋରୋ "। କ୍ୟାଲେଣ୍ଡର ପଛରେ ଏକମାତ୍ର ଲକ୍ଷ୍ୟ ହେଉଛି, ଆଜିର ଯୁବ…

ବେବି ବମ୍ପ ଫଟୋ ସୁଟ୍‌ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, ଫ୍ୟାନ୍‌ସ ଦେଲେ ଏମିତି କମେଣ୍ଟ

କେନ୍ଯୁଜ୍: ବେବି ବମ୍ପ ଫଟୋ ସୁଟ୍‌ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା । ନିଜର ବାମ, ଡାହାଣ ଏବଂ ସାମ୍ନା ପଟକୁ ଫଟୋ ମାଧ୍ୟମରେ ସେୟାର କରି ଟ୍ରୋଲ ହୋଇଛନ୍ତି ଅନୁଷ୍କା । ନିକଟରେ ଏକ ମାଗାଜିନ୍‌ କଭର ପାଇଁ ଫଟୋ ସୁଟ୍‌ କରିଥିଲେ ଅନୁଷ୍କା ଶର୍ମା । ଏହି ଫଟୋକୁ…

ଆକ୍ସନ୍‌-ଥ୍ରୀଲର ସିରିଜ୍‌ ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ରୋହିତ ସେଟ୍ଟୀ, ଏମିତି ରହିଛି କାହାଣୀ

ବଡ଼ ପରଦାରେ ଜଲଓ୍ଵା ଦେଖାଇବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆକ୍ସନ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏକ ଆକ୍ସନ୍‌ ଫିଲ୍ମ ମାଧ୍ୟମରେ ହିଁ ସେ ଏହି ପ୍ଲାଟଫର୍ମକୁ ଆସୁଛନ୍ତି। ରୋହିତ ସେଟ୍ଟୀ ସିଙ୍ଘମ୍‌, ସିମ୍ବା, ଗୋଲମାଲ୍‌, ଚେନ୍ନାଇ ଏକ୍ସପ୍ରେସ୍‌ ଓ ଅଲ୍‌…

ଅର୍ଜୁନ୍‌ କପୁରଙ୍କ ପାଇଁ ଖାଇବା ତିଆରି କଲେ ମଲାଇକା, ଭିଡିଓ ସେୟାର କଲେ ଅଭିନେତା

ଅର୍ଜୁନ୍‌ କପୁର ଓ ମଲାଇକା ଆରୋରା ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏବେ ଏହି କପଲ ଗୋଆରେ ପରସ୍ପର ସହ ସମୟ ବିତାଉଛନ୍ତି। ଗୋଆ ଯିବା ପରଠୁ ଏହି ଯୋଡ଼ି ସୋସିଆଲ ମିଡିଆରେ ସବୁ ମୁହୂର୍ତ୍ତର ଫଟୋ ସେୟାର କରୁଛନ୍ତି। ଉଭୟ ଅର୍ଜୁନ୍‌ ଓ ମଲାଇକା ଫ୍ୟାନ୍‌ଙ୍କୁ ନିଜ ଇନ୍‌ଷ୍ଟାଗ୍ରାମ୍‌…