Browsing Category

ମନୋରଂଜନ

ବଲିଉଡ୍‌ ଅଭିନେତ୍ରୀ ତବୁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌, ମେସେଜ୍‌ ସେୟାର କରି ଫ୍ୟାନ୍‌ଙ୍କୁ କଲେ ସତର୍କ

ଦୀର୍ଘ ଦିନ ହେବ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହେଉଥିବା ଦେଖିବାକୁ ମିଳୁଛି। ଏବେ ଏହି ତାଲିକାରେ ଅଭିନେତ୍ରୀ ତବୁ ବି ସାମିଲ ହୋଇଛନ୍ତି। ତବୁଙ୍କ ଆକାଉଣ୍ଟ ବି ହ୍ୟାକ୍‌ ହୋଇଛି। ଏନେଇ ତବୁ ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ତବୁ ନିଜ…

ଶ୍ରୀରାମ ମନ୍ଦିର ନିର୍ମାଣରେ ଅକ୍ଷୟ କୁମାର ଦେଲେ ଯୋଗଦାନ, ଲୋକଙ୍କୁ କହିଲେ- ଆସନ୍ତୁ ଗୁଣ୍ଡୁଚିମୂଷା ହେବା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ସମସ୍ତେ ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ନିଜ ସାମର୍ଥ୍ୟ ଅନୁସାରେ କିଛି କିଛି ଦାନ କରୁଛନ୍ତି। ଏହି ଧାରାରେ ଏବେ ବଲିଉଡ୍‌ର ଖିଲାଡ଼ି ଅକ୍ଷୟ କୁମାର ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ଅକ୍ଷୟ…

ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌ରୁ କେମିତି ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ହେଲେ ଦାଉଦ୍‌ ଇବ୍ରାହିମ୍‌, ଡେବ୍ୟୁ େଓ୍ଵବ୍‌ ସିରିଜ୍‌ରେ…

ଅଣ୍ଡରଓ୍ଵାର୍ଲ୍ଡ ଉପରେ ଅନେକ ଚର୍ଚ୍ଚିତ ଫିଲ୍ମ ବନାଇ ଚର୍ଚ୍ଚାରେ ଥିବା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା େଓ୍ଵବ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ନେଇ ପୂରା ପ୍ରସ୍ତୁତି କରିସାରିଛନ୍ତି। ଏବେ ରାମ ଗୋପାଳ ‘ଡି କମ୍ପାନୀ’ ନାଁରେ ଏକ େଓ୍ଵବ୍‌ ସିରିଜ୍‌ ବନାଇବାକୁ…

‘ଫୁକ୍‌ରେ’ ଫିଲ୍ମର ଏହି ଅଭିନେତାଙ୍କ ନିଧନ, ଟ୍ଵିଟ୍‌ କରି ସୂଚନା ଦେଲେ ଫରହାନ୍‌ ଅଖତର

‘ଫୁକ୍‌ରେ’ ଫିଲ୍ମରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ଅଭିନେତା ଓଲାନୋକିଓଟନ୍‌ ଗୌଲାବୋ ଲ୍ୟୁକସ୍‌ଙ୍କ ପରଲୋକ ଘଟିଛି। ଲ୍ୟୁକସ୍‌ ଉଭୟ ଫୁକ୍‌ରେ ଓ ଫୁକ୍‌ରେ ରିଟର୍ଣ୍ଣସ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଓଲାନୋକିଓଟନ୍‌ ଗୌଲାବୋ ଲ୍ୟୁକସ୍‌ଙ୍କୁ ଫିଲ୍ମରେ ଡନ୍‌…

‘ବିଗ୍‌ ବସ୍‌ ୧୪’ ସେଟ୍‌ରୁ ଆସିଲା ଦୁଃଖଦ ଖବର, ଭ୍ୟାନିଟ୍‌ ଭ୍ୟାନ୍‌ ଚକ ତଳେ ଚାପି ହୋଇ ଟ୍ୟାଲେଣ୍ଟ ମ୍ୟାନେଜର ପିସ୍ତା…

ଟିଭି ରିୟାଲିଟି ଶୋ’ ‘ବିଗ୍‌ ବସ୍‌ ୧୪’ର ସେଟ୍‌ରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶୋ’ର ଟ୍ୟାଲେଣ୍ଟ ମ୍ୟାନେଜର ପିସ୍ତା ଧାକଡ଼ଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପିସ୍ତା କଲର୍ସ ପ୍ରୋଗ୍ରାମିଙ୍ଗ୍‌ ଟିମ୍‌ର ସଦସ୍ୟ ଥିଲେ ଏବଂ ବିଗ୍‌ ବିସ୍‌ର ମୁଖ୍ୟ ଆସିଷ୍ଟାଣ୍ଟ କୋ-ଅର୍ଡିନେଟର…

ସୋନୁ ସୁଦ୍‌ ସିଲାଇ କରୁଥିବାର ଆସିଲେ ନଜର, କହିଲେ, ‘ଏଠି ମାଗଣା, କିନ୍ତୁ ପ୍ୟାଣ୍ଟ ଜାଗାରେ ନିକର ବନିଯିବ, ତା’ର…

କରୋନା କାଳରେ କଲିଉଡ୍‌ ଆକ୍ଟର ସୋନୁ ସୁଦ୍‌ ହଜାର ହଜାର ଗରିବଙ୍କୁ ସାହାଯ୍ୟ କରିଥିଲେ। ସେ ନା କେବଳ ଆର୍ଥିକ, ବରଂ ଅଲଗା ଅଲଗା ଉପାୟରେ ଗରିବ, ଦିନ ମଜୁରିଆ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏଥିପାଇଁ ସୋନୁ କେତେବେଳେ ନଡ଼ିଆ ପାଣି ବିକୁଥିବାର ଦେଖାଯାଇଥିଲା ତ କେତେବେଳେ ଫୁଡ୍‌ ଷ୍ଟୋର୍‌…

ମହାଭାରତର କର୍ଣ୍ଣ ସାଜିବେ ସାହିଦ, ନିର୍ମାଣ ହେବ ମେଗା ବଜେଟ ଫିଲ୍ମ

ବଳିଉଡ ଅଭିନେତା ସାହିଦ କପୁର ନିଜ ଫିଲ୍ମ କ୍ୟାରିଅରରେ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। କବିର ସିଂ ଠାରୁ ଆରମ୍ଭ କରି ପଦ୍ମାବତର ରତନ ସିଂହ ପର୍ଯ୍ୟନ୍ତ, ସାହିଦ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି। ସାହିଦ କପୁର ପୁଣି ଥରେ ବଡ଼ ଏକ୍ସପେରିମେଣ୍ଟ…

୭୬ ବର୍ଷରେ ପାଦ ଥାପିଲେ ଜାଭେଦ ଅଖତାର୍‌, ଜନ୍ମଦିନରେ ଜାଣନ୍ତୁ ରୋଚକ ତଥ୍ୟ

ଆଜି ଜାଭେଦ ଅଖତାର ୭୬ ବର୍ଷରେ ପାଦ ଥାପିଛନ୍ତି। ୧୭ ଜାନୁଆରୀ ଆଜିର ଦିନରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସ୍କ୍ରିପ୍ଟ ରାଇଟର ଏବଂ ଗୀତିକାର ଜାଭେଦ ଅଖତାରଙ୍କ ବିଷୟରେ ଆଜି ଆମେ ଆପଣଙ୍କ କିଛି ଖାସ୍‌ ତଥ୍ୟ ନେଇ ଆସିଛୁ। ୧୭ ଜାନୁଆରୀ ୧୯୪୫ରେ ଗ୍ଵାଲିୟରରେ ଜାଭେଦ ଅଖତାର ଜନ୍ମ ଗ୍ରହଣ…

ଦିନେ ବଲିଉଡର ଟପ୍ ଅଭିନେତ୍ରୀ ମଧ୍ୟରେ ସାମିଲ ଥିଲେ, କିନ୍ତୁ ଏବେ ବିକିବାକୁ ପଡୁଛି ନିଜ ଘର

ବଲିଉଡର ଟପ୍ ଅଭିନେତ୍ରୀ ମଧ୍ୟରେ ସାମିଲ କରିସ୍ମା କପୁର। କିନ୍ତୁ କରିସ୍ମା ଏବେ ତାଙ୍କ ଫ୍ଲାଟ ବିକୁଥିବା ଖରବ ଶୁଣିବାକୁ ମିଳିଛି। ଘର ବିକିବା ପାଇଁ ନିଜର ଫ୍ଲାଟକୁ ଅନଲାଇନ ପ୍ଲାଟଫର୍ମରେ ଲିଷ୍ଟ କରିଛନ୍ତି। ଫ୍ଲାଟ ବିକିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଫ୍ଲାଟର ଦାମ୍ ଜାଣିଲେ ହୁଏତ…

କୋଟି କୋଟି ଟଙ୍କାର ଘର କିଣିବାରେ ବ୍ୟସ୍ତ ଅଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି, ହ୍ରିତିକ୍‌ଙ୍କ ଆପାର୍ଟମେଣ୍ଟର ଦାମ୍‌…

ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଆପାର୍ଟମେଣ୍ଟ କିଣିବାରେ ବ୍ୟସ୍ତ ଅଛନ୍ତି। କିଏ ନୂଆ ଆପାର୍ଟମେଣ୍ଟ କିଣୁଛି ତ ଆଉ କିଏ ବିକ୍ରି କରୁଛି। ଅଭିନେତ୍ରୀ କରିସ୍ମା କପୁର ଓ ତାଙ୍କ ମା’ ବବିତା ନିଜର ଏକ ଆପାର୍ଟମେଣ୍ଟକୁ ୧୦.୧୧ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର…

ଓଃ ମାଇଁ ଗଡ୍‌ ! ହ୍ଵିଲଚେୟାରରେ ପ୍ରାଚୀ ଦେଶାଇଙ୍କୁ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଛୋଟ ପରଦାରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରାଚୀ ଦେଶାଇ ଏବେ ଉଭୟେ ଛୋଟ ଏବଂ ବଡ ପରଦାରୁ ଦୂରେଇ ଯାଇଛନ୍ତି। ଶନିବାର ଦିନ ପ୍ରାଚୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି। ତାଙ୍କୁ ହେ୍ଵଲଚେୟାରରେ ସହିତ ଏୟାରପୋର୍ଟରେ ଯାଉଥିବା ଦେଖିବାକୁ ମିଳିଛି। ତେବେ ପ୍ରାଚୀଙ୍କୁ…

ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଦେଲେ ପ୍ରଣିତା ସୁଭାଷ, ହାତ ଯୋଡ଼ି ଫ୍ୟାନ୍‌ଙ୍କୁ ବି…

ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର। ଏହି ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଲୋକମାନେ ନିଜ ଆଡ଼ୁ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରୁଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ପ୍ରଣିତା ସୁଭାଷ ମଧ୍ୟ ଶ୍ରୀରାମ…