Browsing Category

ମନୋରଂଜନ

ଗହଳି ମଧ୍ୟରେ ଏକ ୧୫ ବର୍ଷ ପିଲା ସୁସ୍ମିତା ସେନ୍‌କୁ କରିଥିଲା ଦୁର୍ବ୍ୟବହାର, ଏମିତି ଜବାବ ଦେଇଥିଲେ ଅଭିନେତ୍ରୀ

ଅଭିନେତ୍ରୀ ସୁସ୍ମିତା ସେନ୍‌ ସବୁବେଳେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାନ୍ତି। ଏଣୁ ପ୍ରାୟତଃ ଇଣ୍ଟରଭ୍ୟୁରେ ସେ ମହିଳାଙ୍କୁ ନିଜ ସୁରକ୍ଷା ପାଇଁ ଜୁଡ଼ୋ, କରାଟେ ଶିଖିବାକୁ ପରାମର୍ଶ ଦେଇଥାନ୍ତି। କାହାକୁ ନ ଡରି ଆଗକୁ ବଢ଼ିବା ପାଇଁ ସେ ମହିଳାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ…

ପୁଣି ମୁମ୍ବାଇ ଫେରିଲେ କଙ୍ଗନା, ଓ୍ଵାଇ ସିକ୍ୟୁରିଟି ମଧ୍ୟରେ ତାଙ୍କ ଏଣ୍ଟ୍ରି ଦେଖି ଫ୍ୟାନ୍‌ ଦେଲେ ଏମିତି ରିଆକ୍ସନ୍‌;…

ପୁଣିଥରେ ମୁମ୍ବାଇ ଫେରିଛନ୍ତି କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାଣାଓ୍ଵତ୍‌। କଙ୍ଗନାଙ୍କୁ ବେଶ୍‌ କୁଲ୍‌ ଲୁକ୍‌ରେ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। କିନ୍ତୁ ସେ ଏକା ନଥିଲେ। ତାଙ୍କ ଚାରିପଟେ ସିକ୍ୟୁରିଟି ମଧ୍ୟ ଥିଲା। ନୂଆ ବର୍ଷ ପୂର୍ବରୁ ମୁମ୍ବାଇ ଫେରିଥିବା କଙ୍ଗନାଙ୍କର ଏହି ଭିଡିଓକୁ…

କ୍ଷମା ମାଗିଲେ ବଲିଉଡ ବାଦଶାହ ଅମିତାଭ ବଚ୍ଚନ ! ଜାଣନ୍ତୁ କାହିଁକି

ବଲିଉଡ ବାଦଶାହ ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆ ଜରିଆରେ ନିଜ ଫ୍ୟାନ୍ସ ଓ ଫଲୋଅର୍ଶଙ୍କ ନିକଟକୁ ନିଜ ହୃଦୟର କଥା ପହଞ୍ଚାଇଥାନ୍ତି । ଏହା ସହ ଟ୍ୱିଟ ଉପରେ ନିଜେ ରିଟ୍ୱିଟ ବି କରିଥାନ୍ତି । କିନ୍ତୁ ନିକଟରେ ପ୍ଳେଜୋରୀଜମ ଆରୋପରେ ଅମିତାଭଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଥିଲା । ଅବଶ୍ୟ…

ଅଚାନକ ଏକ୍ସ-ବୟଫ୍ରେଣ୍ଡ କୁଶଲଙ୍କୁ ଭେଟିଲେ ନବବିବାହିତା ଗୌହର ଖାନ୍‌, ତା’ପରେ ଏମିତି ଦେଲେ ରିଆକ୍ସନ୍‌; ଦେଖନ୍ତୁ…

ବିଗ୍‌ବସ୍‌ ବିଜେତା ଗୌହର ଖାନ୍‌ ନିକଟରେ ଜୈଦ୍‌ ଦରବାରଙ୍କୁ ବିବାହ କରିଛନ୍ତି। ବିବାହର ୨ ଦିନ ପରେ ହିଁ ସେ କାମକୁ ଫେରିଆସିଛନ୍ତି। ଗୌହର ସୁଟିଂ ପାଇଁ ଲକ୍ଷ୍ନୌ ଯାଉଥିବା ବେଳେ ତାଙ୍କ ସହ କିଛି ଏମିତି ହେଲା ଯାହା ସେ କେବେ ବି ଚିନ୍ତା କରିନଥିଲେ। ଗୌହର ଫ୍ଲାଇଟ୍‌ରେ ନିଜ ଏକ୍ସ-ବୟଫ୍ରେଣ୍ଡ…

ଶ୍ୱେତାଙ୍କ ସହ ହନିମୁନ୍‌ ରୁ ଫେରିଲେ ଆଦିତ୍ୟ ନାରାୟଣ, ‘ଇଣ୍ଡିଆନ୍‌ ଆଇଡଲ୍‌’ସେଟ୍‌ରେ ଆସିଲେ ନଜର

ଟେଲିଭିଜନର ଲୋକପ୍ରିୟ ପରିଚାଳକ ଏବଂ ସିଙ୍ଗର୍‌ ଆଦିତ୍ୟ ନାରାୟଣ ଗତ ୧ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଦିତ୍ୟ ମଡେଲର୍‌ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିଛନ୍ତି। ବିବାହର ପାଖାପାଖି ୧୦ ଦିନ ପରେ ଆଦିତ୍ୟ ଶ୍ୱେତାଙ୍କ ସହ ହନିମୁନ୍‌ ଯାଇଥିଲେ। କିନ୍ତୁ ବର୍ତ୍ତମାନ…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରଜନୀକାନ୍ତ, ସପ୍ତାହେ ଯାଏଁ ବିଶ୍ରାମ ନେବାକୁ ଡାକ୍ତରଙ୍କ ପରାମର୍ଶ

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ରବିବାର ସେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ତରଫରୁ ଜାରି ହୋଇଥିବା ବୁଲେଟିନ୍‌ରେ ସୂଚନା ଦିଆଯାଇଛି। ୩ ଦିନ ତଳେ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସେ ମେଡିକାଲରେ…

କେବଳ ମିଡିଆ ସହିତ ଜନ୍ମଦିନ ପାଳିଲେ ଭାଇଜାନ, ରାସ୍ତା ମଝିରେ କାଟିଲେ କେକ୍

ବଲିଉଡର ଦବଙ୍ଗ ଖାନ ଅର୍ଥାତ୍ ସଲମାନ ଖାନ ଆଜି ୫୫ବର୍ଷ ବୟସରେ ପାଦ ଦେଇଛନ୍ତି। ଏହାର ଗୋଟେ ଦିନ ପୂର୍ବରୁ ସଲମାନ ନିଜ ପ୍ରଶଂସକଙ୍କୁ ଏକ ସ୍ବତନ୍ତ୍ର ଅପିଲ କରିଥିଲେ। ପ୍ରତିବର୍ଷ ଜନ୍ମଦିନରେ ସେ ନିଜ ପ୍ରଶଂସକଙ୍କୁ ଘର ବାହାରକୁ ଆସି ଦେଖା କରୁଥିବା ବେଳେ ଚଳିତ ବର୍ଷ ସେ ନିଜ ପ୍ରଶଂସକଙ୍କୁ ଘର…

ନେହା କଲେ ପ୍ରେମ କାହାଣୀ ଖୁଲାସା, ନିଶାରେ ରୋହନପ୍ରୀତ କରିଥିଲେ ବିବାହ ପାଇଁ ପ୍ରପୋଜ

ବଲିଉଡରେ ଏବେ ଚର୍ଚ୍ଚାରେ ରହିଛନ୍ତି ରୋହନପ୍ରୀତ ଏବଂ ନେହା। ଏମାନଙ୍କ ପ୍ରେମ କାହାଣୀକୁ ନେଇ ସମସ୍ତେ ଆଶ୍ଚର୍ଯ୍ଯ ହୋଇପଡିଛନ୍ତି। ବଲିଉଡର ଜଣାଶୁଣା ସିଙ୍ଗର ନେହା କକ୍କର ଚଳିତ ବର୍ଷ ୨୪ ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହଙ୍କୁ ନିଜର…

ସଲମାନ ଖାନ ଜନ୍ମିଦନ ପୂର୍ବରୁ ଘର ବାହାରେ ଲଗାଇଲେ ନୋଟିସ, ଫ୍ଯାନଙ୍କୁ କଲେ ଏଭଳି ଅପିଲ୍

ବଲିଉଡର ଦବଙ୍ଗ ଖାନ ଅର୍ଥାତ୍ ସଲମାନ ଖାନ ଆଜି ୫୫ବର୍ଷ ବୟସରେ ପାଦ ଦେଇଛନ୍ତି। ଏହାର ଗୋଟେ ଦିନ ପୂର୍ବରୁ ସଲମାନ ନିଜ ପ୍ରଶଂସକଙ୍କୁ ଏକ ସ୍ବତନ୍ତ୍ର ଅପିଲ କରିଛନ୍ତି। ପ୍ରତିବର୍ଷ ଧୁମଧାମରେ ଜନ୍ମଦିନ ପାଳନ କରୁଥିବା ଦବଙ୍ଗ ଖାନ ଚଳିତ ବର୍ଷ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରୁଥିବା…

କ୍ରିସ୍‌ମାସ୍‌ରେ ଅଚାନକ ଫ୍ୟାନ୍‌ଙ୍କ ଫୁଡ୍‌ ଷ୍ଟଲରେ ପହଞ୍ଚିଲେ ସୋନୁ ସୁଦ୍‌, ଖାଇଲେ ଫ୍ରାଇଡ୍‌ ରାଇସ୍‌ ଓ ନିଜ ହାତରେ…

ଲକ୍‌ଡାଉନ୍‌ ବେଳେ ଦେଶର ବଡ଼ ବଡ଼ କଳାକାରମାନେ ଘରେ କବାଟ କିଳି ବସିଥିବା ବେଳେ ଅଭିନେତା ସୋନୁ ସୁଦ୍‌ କିନ୍ତୁ ଗରିବ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କରୋନା ମଧ୍ୟରେ ସେ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଏଣୁ ଏବେ ସମସ୍ତେ ତାଙ୍କୁ ଦେବୂଦତ ଭାବେ ପୂଜା କରୁଛନ୍ତି।…

ଅଭିନେତା ସଞ୍ଜୟ ବତ୍ରଙ୍କା ବିରୋଧରେ ମାମଲା ରୁଜୁ କଲେ ପତ୍ନୀ, ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରୁଥିବା…

ଫିଲ୍ମ ଅଭିନେତା ସଞ୍ଜୟ ବତ୍ରାଙ୍କ ବିରୋଧରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ମାମଲା ରୁଜୁ ହୋଇଛି। ଅଭିନେତାଙ୍କ ପତ୍ନୀ ହିଁ ତାଙ୍କ ବିରୋଧରେ ଅପ୍ରାକୃତିକ ଓ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିବା ନେଇ ଅଭିଯୋଗ କରି କବୀର ନଗର ଥାନାରେ କେସ୍‌ କରିଛନ୍ତି। ପୋଲିସ ସଞ୍ଜୟ ବତ୍ରାଙ୍କ ବିରୋଧରେ…