Browsing Category

ମନୋରଂଜନ

ଜନ୍ମଦିନରେ ତମନ୍ନାଙ୍କୁ ଭ୍ଯାନିଟ୍ ଭ୍ଯାନରେ ମିଳିଲା ଏମିତି କିଛି, ଯାହାକୁ ତମନ୍ନା ଦେଖି ନିଜ ଆଖିକୁ ବି କରିପାରିଲେନି…

ବାହୁବଳି ଫିଲ୍ମରୁ ଲୋକପ୍ରିୟତା ହାସଲ କରିଥିବା ସାଉଥ ଷ୍ଟାର ତମନ୍ନା ଭାଟିଆ ଆଜି ନିଜର ୩୧ ଜନ୍ମଦିନ ପାଳନ କରୁଛନ୍ତି। ଏବେ ତମନ୍ନା ନିଜର ଅପକମିଂ ଫିଲ୍ମ ସୁଟିଂ କରୁଛନ୍ତି। ଏମିତିରେ ତାଙ୍କ ଜନ୍ମଦିନ ସେ ସୁଟିଂ ସେଟରେ ହିଁ ସେଲିବ୍ରେଟ୍ କରିଥିଲେ। ସୋସିଆଲ ମିଡିଆରେ ସେ ନିଜର ଭିଡିଓ ପୋଷ୍ଟ…

ତାଜ୍‌ମହଲରେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅକ୍ଷୟ କୁମାର ଓ ସାରା ଅଲ୍ଲୀ ଖାନ, ଭାଇରାଲ୍‌ ହେଉଛି ସୁନ୍ଦର ଫଟୋ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ତାଜମହଲ ନଗରୀରେ । ସାଙ୍ଗରେ ଅଛନ୍ତି ଅଭିନେତ୍ରୀ ସାରା ଅଲି ଖାନ୍‌ । ଆଜି (ସୋମବାର) ପ୍ରାୟ ୧୧ଟା ବେଳେ ତାଙ୍କର ଫିଲ୍ମ ସୁଟିଂ କାମ ଆରମ୍ଭ ହୋଇଛି । ତାଜମହଲରେ ଅକ୍ଷୟ କୁମାର ଓ ସାରା ଅଲ୍ଲୀ ଖାନ୍‌ଙ୍କ ଗୋଟିଏ ଝଲକ୍‌ ପାଇବା ପାଇବା ପାଇଁ ପର୍ଯ୍ୟଟକ…

ସବୁ ଭୁଲିଗଲେ ଅଙ୍କିତା ଲୋଖଣ୍ଡେ, ପାର୍ଟିରେ ବୟଫ୍ରେଣ୍ଡ ସହିତ ନାଚିଲେ ‘ହାୟ ଗର୍ମୀ’ ଦେଖନ୍ତୁ ଭାଇରାଲ ଭିଡିଓ

ଆକ୍ଟ୍ରେସ୍‌ ଅଙ୍କିତା ଲୋଖଣ୍ଡେ ନିଜର ୩୬ତମ ଜନ୍ମଦିନକୁ ବହୁତ ଖାସ୍‌ ଅନ୍ଦାଜରେ ସେଲିବ୍ରେଟ୍‌ କରିଛନ୍ତି। ଆଉ ବର୍ତ୍ତମାନ ପାର୍ଟିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଙ୍କିତା ଲୋଖଣ୍ଡେ ବାର୍ଥଡେ ପାର୍ଟିରେ ତାଙ୍କ ପରିବାର ଲୋକ, ବୟଫ୍ରେଣ୍ଡ…

ପୁରୀ ଝିଅ ଅପର୍ଣ୍ଣାଙ୍କ କମାଲ୍: ମିସ୍ ଇଣ୍ଡିଆ ଫଟୋଜେନିକ ଫେସ୍ ପ୍ରତିଯୋଗିତାରେ ବିଜୟୀ ହୋଇ ରାଜ୍ୟ ପାଇଁ ଆଣିଲେ ଗର୍ବ

ପୁରୀ: ମିସ୍ ଇଣ୍ଡିଆ ଫଟୋଜେନିକ ଫେସ ପ୍ରତିଯୋଗିତାରେ ପୁରୀର ଝିଅ ଅପର୍ଣ୍ଣା ଦାଶ ବିଜୟୀ ହୋଇ ପୁରୀ ତଥା ରାଜ୍ୟପାଇଁ ଗର୍ବ ଆଣିଛନ୍ତି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୩୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଭରଚୁଆଲ ମୋଡ଼ରେ ଅନଲାଇନ ମିସ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗୀତା…

କମେଡିଆନ୍‌ ବିଶ୍ୱ କଲ୍ୟାଣଙ୍କ ସହ ବି ଅଭିନେତ୍ରୀ ସୁଲଗ୍ନାଙ୍କର ହେଲା ବାହାଘର

ଫିଲ୍ମ ‘ମର୍ଡର ୨’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଓଡ଼ିଆ ଝିଅ ସୁଲଗ୍ନା ପାଣିଗ୍ରାହୀ ଜଣାଶୁଣା ୟୁଟ୍ୟୁବର ତଥା ଷ୍ଟାଣ୍ଡଅପ୍‌ କମେଡିଆନ୍‌ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ସୁଲଗ୍ନା…

୨୦୨୦ରେ ନଥିଲା ସିନେମା, ଥିଲା ଆତ୍ମହତ୍ୟା, ମୃତ୍ୟୁ, ଡ୍ରଗସ୍‌ ଅଭିଯୋଗ

ବିଦାୟୀ ବର୍ଷ ୨୦୨୦ ସୁଖ ଅପେକ୍ଷା ଦେଇଯାଇଛି ଅନେକ ଅପୂରଣୀୟ ଦୁଃଖ। କାହାର ସବୁ କିଛି ଛଡ଼ାଇ ନେଇ କରିଯାଇଛି ନିଃସ୍ୱ ତ ଆଉ କାହାର ମୁଣ୍ଡ ଉପରୁ ଉଠାଇଦେଇଛି ବାପାର ହାତ। ଗୋଟେ ପଟେ କରୋନା ଯୋଗୁ ମଣିଷ ଅଣନିଃଶ୍ୱାସୀ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଏହି କରୋନା ହିଁ ଛଡ଼ାଇ ନେଇଛି ଅନେକଙ୍କ…

ବଢୁଛି ଏହି ଷ୍ଟାର କପଲଙ୍କ ବିବାଦ: ଡିଜିପିଙ୍କୁ ଚିଠି ଲେଖି ଭାଇରାଲ ଅଡିଓର ଯାଞ୍ଚ ଅନୁରୋଧ କଲେ ଅନୁଭବ, ସେପଟେ ପୁଣି…

ଭୁବନେଶ୍ବର: ବଢୁଛି ବର୍ଷା-ଅନୁଭବ ବିବାଦ । ଡିଜିପିଙ୍କୁ ଚିଠି ଲେଖି ଭାଇରାଲ ଅଡିଓର ଯାଞ୍ଚ ପାଇଁ ଅନୁରୋଧ କଲେ ଅନୁଭବ । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଫୋନ୍‌ ଅଡିଓକୁ ନେଇ ଅଭିଯୋଗ ଆଣିଛନ୍ତି । ଏହି ବାର୍ତ୍ତାଳାପ ବର୍ଷା ଓ ତାଙ୍କ ଦୁଇ ଭଉଣୀଙ୍କ ମଧ୍ୟରେ ହୋଇଥିବା ନେଇ ଅଭିଯୋଗ…

କରୋନାରୁ ସୁସ୍ଥ ହେଲେ ଅଭିନେତ୍ରୀ କୃତି ସାନନ୍‌, ଟ୍ଵିଟ୍‌ କରି ଦେଲେ ସୂଚନା

କରୋନାରୁ ସୁସ୍ଥ ହେଲେ ଅଭିନେତ୍ରୀ କୃତି ସାନନ୍‌। ଆଜି ତାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହି ଖୁସି ଖବର କୃତି ନିଜେ ଟ୍ଵିଟ୍‌ କରି ଫ୍ୟାନ୍‌ଙ୍କୁ ଜଣାଇଛନ୍ତି। କୃତି ଟ୍ଵିଟ୍‌ କରି ଲେଖିଛନ୍ତି, ଆପଣଙ୍କୁ ଏହି ଖବର ଦେଇ ଖୁସି ହେଉଛି ଯେ ମୋ’ କରୋନା ରିପୋର୍ଟ…

ଯାଉ ଯାଉ ପୁଣି ଏକ ବଡ଼ ଦୁଃଖ ଦେଇଗଲା ୨୦୨୦, ଲୋକପ୍ରିୟ ଫିଲ୍ମ ପ୍ରଡ୍ୟୁସର ପରଭେଶ ସି ମେହେରାଙ୍କ ପରଲୋକ

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୨୦, କିନ୍ତୁ ଅଶୁଭ ଖବରର ଧାରା ଏବେ ବି ଜାରି ରହିଛି। ବର୍ଷ ଶେଷରେ ବଲିଉଡ୍‌କୁ ପୁଣି ଏକ ବଡ଼ ଦୁଃଖ ଦେଇଛି ୨୦୨୦। ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ ପ୍ରଡ୍ୟୁସର ପରଭେଶ ସି ମେହେରାଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି କରୋନା ସହ ଲଢ଼ିବା ପରେ ଶୁକ୍ରବାର…

ସ୍କୁଲ ବେଳେ ବିଗ-ବି କରିଥିଲେ ଏମିତି ହରକତ, କେବିସି ଏପିସୋଡ଼ରେ ସେୟାର କଲେ ନିଜ ଅନୁଭୂତି

କୌନ ବନେଗା କରୋଡପତି -12ର କର୍ମବୀର ସ୍ପେସାଲ ଏପିସୋଡ଼ ଶୁକ୍ରବାର ପ୍ରସାରିତ ହୋଇଛି । ଆଉ ଏହି ଏପିସୋଡରେ ମୁଖ୍ୟ ଅତିଥି ଭାବରେ ଭୋପାଲର ଜଣେ ପ୍ରଧାନଶିକ୍ଷକ ଉଷା ଖାରେ ଓ ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ରଂଜିତ ଦିଶାଲେ ହଟ ସିଟରେ ଯୋଗ ଦେଇଥିଲେ । ଆଉ ଏଦୁହିଁଙ୍କୁ କମ୍ପାନୀ ଦେବାକୁ…

ନେହା କକ୍କର ଗର୍ଭବତୀ ଥିବା ଖବର ମିଛ, ଅପ୍‌କମିଂ ଆଲବମ୍‌ ପାଇଁ କରିଥିଲେ ପବ୍ଲିସିଟି ଷ୍ଟଣ୍ଟ

ନେହା କକ୍କର ଗର୍ଭବତୀ ଥିବା ଖବର ଏବେ ସବୁ ସୋସିଆଲ ମିଡିଆରେ ଚର୍ଚ୍ଚାର ଶିରୋନାମାରେ ରହିଛି। ଗତ କାଲିଠାରୁ ସବୁ ସୋସିଆଲ ମିଡିଆରେ ଏହି ଖବର ବେଶ୍‌ ଭାଇରାଲ ହେଉଛି। ବିବାହର ଦେଢ଼ ମାସ ନ ପୂରୁଣୁ ନେହା ବେବି ବମ୍ପର ଫଟୋ ସେୟାର କରି ସମସ୍ତଙ୍କୁ ହତବାକ୍‌ କରିଦେଇଥିଲେ। ଏହି ଫଟୋ ଭାଇରାଲ ହେବା…

ପିରିୟଡ୍‌ ଲିଭ୍‌କୁ ନେଇ ମୁହଁ ଖୋଲିଲେ କରୀନା କପୁର, କହିଲେ- ଅସୁବିଧା ବେଳେ ଏମିତି ମ୍ୟାନେଜ କରନ୍ତି ନିଜ କାମ

ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହୋଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଓରଫ୍‌ ବେବୋ। ଖୁବ୍‌ଶୀଘ୍ର ବେବୋ ମା’ ହେବାକୁ ଯାଉଛନ୍ତି। କରୀନା ପ୍ରାୟତଃ ମହିଳାଙ୍କ ସହ ଜଡ଼ିତ ମାମଲାରେ ନିଜ ମତ ରଖିଥାଆନ୍ତି। ନିକଟରେ କରୀନା ପିରିୟଡ୍‌ ଲିଭ୍‌ ବା ମାସିକ ଧର୍ମ ଛୁଟି ଉପରେ ନିଜ…