Browsing Category

ମନୋରଂଜନ

‘ବାଳିକା ବଧୂ’ର ଦାଦି ସୁରେଖାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌, ଆଇସିୟୁରେ ଭର୍ତ୍ତି

‘ବାଳିକା ବଧୂ’ ସିରିୟଲର ଦାଦି ଭାବେ ପରିଚିତ ଅଭିନେତ୍ରୀ ସୁରେଖା ସିକରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଛି। ଅବସ୍ଥା ଗୁରୁତର ହେବାରୁ ସୁରେଖାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୁରେଖାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି। ଏବେ ସେ ମୁମ୍ବାଇର କେୟାର ହସ୍ପିଟାଲରେ ଚିକିତ୍ସିତ…

‘ବିବାହ ବଞ୍ଚାଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିବି, ମୁଁ ମୋ ଶାଶୂଘର ଛାଡି କୁଆଡେ ଯିବି…

ଓଲିଉଡ଼ର ଚର୍ଚ୍ଚିତ ଯୋଡି ଅନୁଭବ ଓ ବର୍ଷାଙ୍କ ବିବାଦ ବେଳକୁ ବେଳ ନୂଆ ରୂପ ନେଉଛି‌ । କେତେବେଳେ ଅନୁଭବ ବର୍ଷାଙ୍କୁ ଚିଠି ଲେଖିଲେଣି ତ କେତେବେଳେ ବର୍ଷା ଅନୁଭବଙ୍କୁ ତାର ଜବାବ ଦେଲେଣି‌ । ଯାହାକୁ ନେଇ ସାରା ଓଡ଼ିଶାରେ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି‌ । ସମସ୍ତଙ୍କର ନଜର ଏବେ…

କଙ୍ଗନାଙ୍କ ଡ୍ରଗ୍ସ ସେବନକୁ ନେଇ ତଦନ୍ତ ଆରମ୍ଭ କରିବ ମୁମ୍ବାଇ ପୋଲିସ, ଜାଣନ୍ତୁ ଜବାବରେ କଣ କହିଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରନୱତଙ୍କୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ମୁମ୍ବାଇ ପୋଲିସକୁ ନେଇ ଦେଇଥିବା ଏକ ବୟାନକୁ ନେଇ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦିନକୁ ଦିନ ଘନେଇବାରେ ଲାଗିଛି । ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତିକି, କଙ୍ଗନାଙ୍କ…

କୋଟିଏ ଟଙ୍କାର କାରକୁ ଶସ୍ତାରେ ବିକୁଛନ୍ତି ଅମିତାଭ ବଚ୍ଚନ, ନିକଟରେ କିଣିଛନ୍ତି ନୂଆ Mercedes-Benz S-Class

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ କାର କଲେକସନ୍‌ରେ ଆଉ ଏକ ନୂଆ କାର Mercedes-Benz S-Class ସାମିଲ ହୋଇଛି। ଏହି କାରର ଦାମ୍‌ ରହିଛି ୧.୩୫ କୋଟି ଟଙ୍କା। ଅନ୍ୟପଟେ ତାଙ୍କ ଗ୍ୟାରେଜ୍‌ରେ Lexus LX570, Maybach S500, Continental GT, Cayman, S-Class, Mercedes-Benz…

ବନ୍ଧା ହେଲେ ରିୟା: ଡ୍ରଗ୍ସ ମାମଲାରେ ଏନସିବି କଲା ଗିରଫ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି। ବହୁ ଦିନର ଅନ୍ତ ପରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ଲିଙ୍କ ନେଇ ରିୟାଙ୍କୁ ଏନସିବି ପଚରାଉଚରା କରୁଥିଲା। ଗତ ଦୁଇ ଦିନ ହେଲାଣି ରିୟାଙ୍କୁ ମାରାଥନ ଜେରା କରୁଥିଲା…

ବର୍ଷାଙ୍କ ରୁମ ଭିତରର ଭିଡିଓ ସୁଟ୍‌ କରିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଡାକରା

ଅନୁଭବଙ୍କ ଘରେ ବର୍ଷା ପ୍ରିୟଦର୍ଶିନୀ ରହୁଥିବା ରୁମ ଭିତରର ଭିଡିଓ ସୁଟ୍‌ କରିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଡକରା । ବର୍ଷାଙ୍କ ଲିଖିତ ଅଭିଯୋଗ ପରେ ସେମାନଙ୍କୁ କଟକ ପୁରୀଘାଟ ଥାନା ପୋଲିସ ପଚରାଉଚରା ପାଇଁ ଡାକିଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।…

ସୁଶାନ୍ତ ମାମଲା: ରିୟା ସ୍ୱୀକାର କଲେ, ସୁଶାନ୍ତ ଓ ସୌଭିକ୍‌ ଏକାଠି ନେଉଥିଲେ ଡ୍ରଗ୍ସ

ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଡ୍ରଗ୍ସ ମାମଲାରେ ଏନ୍‌ସିବି ରିୟା ଚକ୍ରବର୍ତ୍ତୀଙ୍କୁ ଗତ ଦୁଇ ଦିନ ହେଲାଣି ମାରାଥନ୍‌ ଜେରା କରୁଛି। ଆଜି ତୃତୀୟ ଦିନରେ ମଧ୍ୟ ଜେରାର ସାମ୍ନା କରୁଛନ୍ତି ରିୟା। ଇତି ମଧ୍ୟରେ ରିୟା ବହୁ ଖୁଲାସା କରିଛନ୍ତି। ଗତ…

ଦିନେ ଯେଉଁ ବିଲ୍ଡିଂ ସାମ୍ନାରେ ଠିଆ ହେବାରୁ ସିକ୍ୟୁରିଟି ଗାର୍ଡ ଗାଳି ଦେଇ ବିଦା କରିଦେଇଥିଲା, ଆଜି ସେହି ବଙ୍ଗଳାର…

ଅକ୍ଷୟ କୁମାର, ବଲିଉଡ୍‌ ପାଇଁ ଏହି ନାଁ ହିଁ ଯଥେଷ୍ଟ। ଅକ୍ଷୟ କେବଳ ପରଦାରେ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଜଣେ ହିରୋ। ଯେତେବେଳେ ବି ଯିଏ ଅସୁବିଧାରେ ପଡ଼େ ଅକ୍ଷୟଙ୍କୁ ଗୋଟେ ମେସେଜ୍‌ ଦେଲେ ସେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ତେବେ ଏହି ଲୋକପ୍ରିୟତା ପାଇବାକୁ…

ସୁଶାନ୍ତଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ବାହାରିଲେ ପୂର୍ବତନ ପ୍ରେମିକା ଅଙ୍କିତା, କରୁଛନ୍ତି ଏପରି କାମ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ସୁଶାନ୍ତଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଫ୍ୟାନ୍ସଙ୍କୁ ଗଛ ଲଗାଇବା ପାଇଁ ଅପିଲ୍ କରିଛନ୍ତି । ସେ ଲୋକଙ୍କୁ ସୁଶାନ୍ତଙ୍କ ସ୍ମୃତିରେ ୧୩ ସେପ୍ଟେମ୍ବର ୨୦୨୦ରେ ପ୍ରାୟ ୧୦୦୦ ଗଛ ଲଗାଇବା ପାଇଁ ଅନୁରୋଧ କରିଛନ୍ତି ।…

ହୃଦଘାତରେ ଚାଲିଗଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କମେଡିଆନ ଜୟପ୍ରକାଶ ରେଡ୍ଡୀ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ହୋଇଛି। ମଙ୍ଗଳବାର ସକାଳ ହୃଦଘାତ୍‌ ହେବାରୁ ତାଙ୍କର ନିଧନ ହୋଇଛି। ସେ ଏବେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ରହୁଥିଲେ। ଜୟପ୍ରକାଶ କମେଡି  ରୋଲ ପାଇଁ ବହୁତ ଲୋକପ୍ରିୟ। ସେ ନିଜ କ୍ୟାରିଅର ଫିଲ୍ମ…

ଇଣ୍ଟରନେଟ୍‌ ରେ ଧମାଲ୍‌ ମଚାଇଲେ ମୌନୀ ରୟ, ଦେଖନ୍ତୁ ଭାଇରାଲ ଫଟୋ

ଇନଷ୍ଟାଗ୍ରାମରେ ନିଜର ଫ୍ୟାନ୍ସ ବ୍ୟାଇବା ପାଇଁ ପ୍ରତ୍ୟେକ ଅଭିନେତ୍ରୀଙ୍କୁ ଏହାର ମନ୍ତ୍ର ଜଣା। ଏସବୁ ମଧ୍ୟରେ ଅଭିନେତ୍ରୀ ମୌନୀ ରୟଙ୍କୁ ମଧ୍ୟ ନିଜର ଚାହିଦା ବଢାଇବାର ମନ୍ତ୍ର ଖୁବ୍‌ ଭଲଭାବେ ଜଣା। ଏପରି କହିବାର କାରଣ ହେଉଛି ମୌନୀ ଗତ ରବିବାର ଦିନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ…