Below header
Browsing Category

ମନୋରଂଜନ

ଟାଟୁ କରିବା ସମୟରେ ଶହନାଜ୍ ଗିଲଙ୍କୁ ଲାଗିଲା କରେଣ୍ଟ, ତା’ପରେ ଯାହା ଅବସ୍ଥା ହେଲା ଦେଖନ୍ତୁ ଭିଡିଓ

ବିଗବସ୍ ୧୩ର ଲୋକପ୍ରିୟ ପ୍ରତିଯୋଗୀ ଶହନାଜ୍ ଗିଲ୍ ନିଜର ଖାସ୍ ଅନ୍ଦାଜ୍ ପାଇଁ ଜଣାଶୁଣା। ଶହନାଜ୍ ସୋସିଆଲ ମିଡିଆରେ ମଧ୍ଯ କୁବ୍ ଆକ୍ଟିଭ୍ ରହିବା ସହ ଫ୍ଯାନ୍ସମାନଙ୍କ ସହ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏସବୁ ମଧ୍ଯରେ ଶହନାଜ୍ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ…

ଯେତେବେଳେ ମୁଁ ନାବାଳିକା ଥିଲି ମୋ ସର୍ବତରେ କିଛି ମିଶାଇ ପିଇବାକୁ ଦେଉଥିଲେ ମେଣ୍ଟର: କଙ୍ଗନା ରାଣାୱତ୍

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଅପାରଗ ବକ୍ତବ୍ୟ ହେତୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାପରେ, ଏହି ଅଭିନେତ୍ରୀ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ବଲିଉଡରେ ସମାଜବାଦ ଏବଂ ଦଳଗତତା ବିରୋଧରେ ଏକ ସାମ୍ମୁଖ୍ୟ ଖୋଲିଛନ୍ତି। ଏଥି ସହିତ ସୁଶାନ୍ତଙ୍କ…

ବାପା ହେବେ ବିରାଟ, ସୋସିଆଲ ମିଡିଆରେ ସୂଚନା ଦେଲେ ପତ୍ନୀ ଅନୁଷ୍କା ଶର୍ମା

ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି । ଉଭୟ ଏହି ଖୁସି ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି "ଏବେ ଆମେ ଦୁହେଁ ତିନି ହେବାକୁ ଯାଉଛୁ । ଜାନୁଆରୀ 2021 ରେ ଛୋଟ ଅତିଥି…

ଅଙ୍କିତାଙ୍କ ଅଧା ଫ୍ଲାଟ୍‌କୁ ଯେକୌଣସି ମୁହୂର୍ତ୍ତରେ ବି କବ୍ଜା କରିପାରନ୍ତି ସୁଶାନ୍ତଙ୍କ ପରିବାର ଲୋକ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ବେଳେ ତାଙ୍କ ଫ୍ଲାଟ୍‌ କଥା ବି ସାମ୍ନାକୁ ଆସିଛି, ଯେଉଁଥିରେ ଏବେ ଅଙ୍କିତା ଲୋଖଣ୍ଡେ ରହୁଛନ୍ତି। ଅଙ୍କିତା ସୋସିଆଲ ମିଡିଆରେ ନିଜ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ସହ ସଫେଇ ଦେଇ କହିଥିଲେ ସେ ନିଜେ ନିଜର ଇଏମ୍‌ଆଇ ପୈଠ କରିଥାନ୍ତି।…

ସୁଶାନ୍ତଙ୍କ ମୃତ ଶରୀର ନେବା ପାଇଁ କାହିଁକି ଆସିଥିଲା ଦୁଇ ଦୁଇଟା ଆମ୍ବୁଲାନ୍ସ, ରାଜ ଖୋଲିଲେ ଆମ୍ବୁଲାନ୍ସର ମାଲିକ

ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆ ମୋଡ଼ । ନିକଟରେ ଏମିତି କିଛି ମାମଲା ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ଯାଞ୍ଚ ଏଜେନ୍ସିକୁ ମଧ୍ୟ ସାହାଯ୍ୟ କରିପାରିବ । ସୁଶାନ୍ତ ମାମଲାରେ ଦୁଇଟି ଆମ୍ବୁଲାନ୍ସର ଥିଓରୀ ଦୀର୍ଘ ଦିନ ଧରି ଚାଲିଆସୁଛି । ପ୍ରଶ୍ନ ଉଠିଛି ଯେ ଏମିତି କ’ଣ ହୋଇଥିଲା…

ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା, ଇଡିର ଅଭିଯୋଗ ପରେ NCB ରୁଜୁ କଲା ଆଉ ଏକ ମାମଲା

ମାଦକ ପଦାର୍ଥ ନିୟନ୍ତ୍ରଣ ବ୍ୟୁରୋ(ଏନ୍‌ସିବି) ବୁଧବାର ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରତିବନ୍ଧିତ ମାଦକ ପଦାର୍ଥ ଯୋଗାଇବା ଅଭିଯୋଗରେ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି। ଅଧିକାରୀମାନେ ସୂଚନା ଦେବା ଅବସରରେ କହିଛନ୍ତି ଯେ ରିୟାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ନିଶା…

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବାପା, ମା’ କରୋନା ପଜିଟିଭ, କଣ ତମନ୍ନା ବି କରୋନା କବଳରେ ?

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବାପା, ମା' କରୋନା ପଜିଟିଭ ବୋଲି ଜଣାପଡିଛି । ଯଦିଓ ଘରର ଅବଶିଷ୍ଟ ସଦସ୍ୟ, କର୍ମଚାରୀ ଏବଂ ତମନ୍ନା ନିଜେ ନେଗେଟିଭ ଆସିଛନ୍ତି । ତେବେ ଅଭିନେତ୍ରୀ ଏନେଇ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି । ତମନ୍ନା ଲେଖିଛନ୍ତି- "ମୋର ପିତାମାତାଙ୍କ ଠାରେ ସପ୍ତାହ…

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରଣଦୀପ ହୁଦା, ଅତିଶୀଘ୍ର ହେବ ବଡ଼ ଧରଣର ସର୍ଜରୀ 

ବଲିଉଡ ଅଭିନେତା ରଣଦୀପ ହୁଦା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ଖବର ଅନୁଯାୟୀ ରଣଦୀପ ତାଙ୍କର ଗୋଟିଏ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ବୁଧବାର ସକାଳେ ରଣଦୀପ ହୁଦାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯଦିଓ କାହିଁକି ଏବଂ କେବେ ରଣଦୀପ ହୁଦାଙ୍କର…

ସୁଶାନ୍ତଙ୍କର ଏହି ୨ ସାଙ୍ଗକୁ ମିଳୁଛି ଜୀବନରୁ ମାରିଦେବାକୁ ଧମକ, ଟ୍ଵିଟ୍‌ କରି ସୁରକ୍ଷା ଯୋଗାଇବାକୁ କଲେ ଅନୁରୋଧ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ ଆରମ୍ଭ ହେବା ଦିନଠୁ ଲଗାତାର ନୂଆ ନୂଆ ଖୁଲାସା ହେଉଛି। ସିବିଆଇର ଟିମ୍‌ ଲଗାତାର ଏନେଇ ପଚରାଉଚରା ଜାରି ରଖିଛି। ମଙ୍ଗଳବାର ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ରହୁଥିବା ତାଙ୍କ ସାଙ୍ଗ ସିଦ୍ଧାର୍ଥ ପୀଠାନୀଙ୍କୁ…

ଡ୍ରଗ୍‌ସ ସେବନ କରୁଥିବା ନେଇ ନିଜେ ସ୍ୱୀକାର କଲେ ରିୟା, ହ୍ଵାଟ୍ସଆପ୍‌ ଚାଟ୍‌ରୁ ହେଲା ଖୁଲାସା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡଙ୍କୁ ସୁଶାନ୍ତଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଜେରା କରୁଛି ଇଡି। ଇଡିର ଜେରା ବେଳେ ରିୟାଙ୍କ ପୁରୁଣା ହ୍ଵାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଛି। ଏଥିରୁ ଜଣାଯାଇଛି ଯେ…

ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା AIIMS, କହିଲା- ସବୁ ଜିନିଷ ଅଧା ଅଛି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି। ଦିଲ୍ଲୀସ୍ଥିତ ଏମ୍‌ସରେ ଫରେନ୍ସିକ୍‌ ଯାଞ୍ଚ ଟିମ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବହୁତ ଜିନିଷ ଅଧା ଅଛି। ଏବେ ହତ୍ୟା ଆଙ୍ଗେଲରୁ ତଦନ୍ତ…

‘ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ’ ଅଭିନେତ୍ରୀ ସଂଗୀତା ଶ୍ରୀବାସ୍ତବଙ୍କ ମୃତ୍ୟୁ

ଛୋଟ ପରଦାରେ ପ୍ରସିଦ୍ଧ ଅଭିନେତ୍ରୀ ସଂଗୀତା ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର । ମଙ୍ଗଳବାର ମୁମ୍ବାଇରେ ସଂଗୀତାଙ୍କ ଦେହାନ୍ତ ହୋଇଛି । ସଂଗୀତ ଶ୍ରୀବାସ୍ତବ 'ଇସ୍ ପ୍ୟାର କୋ କ୍ୟା ନାମ ଦୁଁ' ଏବଂ 'ଥପ୍କି ପ୍ୟାର୍ କି' ସମେତ ଅନେକ ଟିଭି ସିରିଏଲରେ କାମ କରିଥିଲେ । ସଂଗୀତା…