Below header
Browsing Category

ମନୋରଂଜନ

‘ତାରକ ମେହେତା କା…’ରେ ବଦଳିଲେ ଅଞ୍ଜଲୀ, ଏବେ ଏହି ଅଭିନେତ୍ରୀ ହେବେ ମେହେତା ସାହେବଙ୍କ ପତ୍ନୀ

ଟିଭି ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ କମେଡି ଶୋ’ ତାରକ ମେହେତା କା ଉଲଟା ଚଷମାରେ ଦୁଇଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶୋ’ର ପ୍ରମୁଖ ଭମିକାରେ ଅଭିନୟ କରୁଥିବା ଅଞ୍ଜଲୀ ମେହେତା ଓ ସୋଢ଼ିଙ୍କ ଭୂମିକାରେ ଏବେ ନୂଆ ମୁହଁ ଦେଖିବାକୁ ମିଳିବ। ଏବେ ଯାଏଁ ଅଞ୍ଜଲୀ ଭୂମିକାରେ ଅଭିନୟ କରୁଥିବା…

ଡ୍ରଗସ୍ ବେପାରରେ ବି ସମ୍ପୃକ୍ତି ରହିଛି ରିୟାଙ୍କର, ଏଭଳି କିଛି ସନ୍ଦେହଜନକ ତଥ୍ୟ ମିଳିଛି ତାଙ୍କ ହ୍ଵାଟ୍‌ସଆପ୍…

ବୋଧହୁଏ ଜୀବନ ଥିବା ଭିତରେ ଯେତେ ଚର୍ଚ୍ଚାରେ ନଥିଲେ ତାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ମୃତ୍ୟୁ ପରେ । ଆଉ ସେ ବ୍ୟକ୍ତି ହେଉଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଗତ ଜୁନ୍ ୧୪ ତାରିଖରେ ତାଙ୍କ ମୃତ୍ୟୁ ପରଠାରୁ ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ତାଙ୍କ ଖବର ଗଣମାଧ୍ୟମରେ ଆସିନାହିଁ…

ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ ଶ୍ରୀଦେବୀ, ଇଚ୍ଛା ନଥିଲେ ବି ବୋନି କପୁରଙ୍କ ସହ ଯୋଡ଼ିଥିଲେ ସମ୍ପର୍କ

ମୁମ୍ବାଇ : ଫିଲ୍ମରେ ନିଜର ଜାଦୁକରି ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜୟ କରିଥିବା ଶ୍ରୀଦେବୀ ଆଜି ଆମ ଗହଣରେ ନାହାଁନ୍ତି । ହେଲେ ଆଜି ବି ପ୍ରଶଂସକଙ୍କ ହୃଦୟରେ ସେ ଜୀବିତ ଅଛନ୍ତି । ତାଙ୍କର ପ୍ରଶଂସକ ଏବେ ବି ସୋସିଆଲ୍‌ ମିଡିଆରେ ତାଙ୍କୁ ମନେ ପକାଉଛନ୍ତି । ଆଜି ଶ୍ରୀଦେବୀଙ୍କ ଜନ୍ମ ଦିନ । ସେ…

କୋହଲି ଓ ସଚିନଙ୍କ ବ୍ୟାଟ୍ ନିର୍ମାତା ମେଡିକାଲରେ ଭର୍ତ୍ତି, କେହି ସାହାଯ୍ୟ ନ କରିବାରୁ ସୋନୁ ସୁଦ ବଢ଼ାଇଲେ ସହାୟତାର…

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ବ୍ୟାଟ ତିଆରି କରୁଥିବା ଅସରଫ ଚୌଧୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ତାଙ୍କର କିଡନୀ ସମସ୍ୟା ରହିଛି। ମାତ୍ର…

ଟ୍ୱିଟରରେ ଟ୍ରେଣ୍ଡ କରୁଛି ‘ବୟକଟ୍ କଙ୍ଗନା’, ମୁହଁତୋଡ଼ ଜବାବ ଦେଇ ଅଭିନେତ୍ରୀ କହିଲେ ‘ମୂଷା…

ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। କେତେବେଳେ ନିଜ ବିବାଦୀୟ ବୟାନ ପାଇଁ ତ ଆଉ କେତେବେଳେ ଡ୍ରେସ ପାଇଁ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା। ବେଳେବେଳେ ନିଜ ବୟାନ ପାଇଁ ଟ୍ରୋଲ ମଧ୍ୟ ହୋଇଥାନ୍ତି କିନ୍ତୁ ଜବାବ ଦେବାକୁ…

ପ୍ରସିଦ୍ଧ ଗାୟକ ଜଷ୍ଟିନଙ୍କ ଆକସ୍ମିକ ମୃତ୍ୟୁ, ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଲେ ପରିବାର

ଆମେରିକାର ପ୍ରଖ୍ୟାତ ଗାୟକ ଜଷ୍ଟିନ ଟାଉନ୍ସ ଅର୍ଲଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ସେ ମାତ୍ର 38 ବର୍ଷ ବୟସର ଥିଲେ। ରବିବାର ଦିନ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ମାଧ୍ୟମରେ ତାଙ୍କ ପରିବାର ଏହି ସୂଚନା ଦେଇଛନ୍ତି । ପରିବାର ଲୋକ କହିଛନ୍ତି ଯେ ଆମ ପୁଅ, ସ୍ୱାମୀ, ପିତା ଏବଂ ବନ୍ଧୁ…

ଖୁବ ଶୀଘ୍ର ନିଜ ଅଟୋବାଇଓଗ୍ରାଫି ଲେଖିବାକୁ ଯାଉଛନ୍ତି ସୈଫ ଅଲ୍ଲୀ ଖାନ, ବ୍ୟକ୍ତିଗତ ଜୀବନର ଅନେକ ରହସ୍ୟର ହେବ ଖୁଲାସା

ପଟୋଉଦି ଖାନଦାନ ବାବଦରେ କିଏ ବା ନ ଜାଣେ । ଜଣେ ଭଲ କ୍ରିକେଟର ଭାବେ ସୈଫଙ୍କ ପିତା ନବାବ ପଟୋଉଦି ଖୁବ ପରିଚିତ ଥିବା ବେଳେ ବଲିଉଡ଼ ଜଗତର ଜଣେ କୁଶଳ ଅଭିନେତ୍ରୀ ଭାବେ ମାଁ ଶର୍ମିଲା ଟାଗୋର ବି ଖୁବ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଠିକ ସେହିପରି ସୈଫଙ୍କ ଫିଲ୍ମ କ୍ୟାରିୟରକୁ ନେଇ ଛୋଟ ରୁ…

କେବଳ ଅଙ୍କିତା-ରିୟା ନୁହଁନ୍ତି ଏହି ଅଭିନେତ୍ରୀଙ୍କ ସହିତ ରିଲେସନସିପରେ ଥିଲେ ସୁଶାନ୍ତ ସିଂହ ରାଜପୁତ, ସାଙ୍ଗ କଲେ…

ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତି ସାରିଛି । ସିବଆଇକୁ ସୁପ୍ରିମକୋର୍ଟ ଏହି କେସର ତଦନ୍ତ କରିବା ପାଇଁ ଅନୁମତି ମଧ୍ୟ ଦେଇ ସାରିଛନ୍ତି । ଏହି ସମୟରେ ସୁଶାନ୍ତଙ୍କ ସହ ଜଡିତ ଅନ୍ୟ ଏକ ଖବର ବର୍ତ୍ତମାନ ସାମନାକୁ ଆସିଛି ।…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ କରିବ ମନୋବୈଜ୍ଞାନିକ ଶବ ପରୀକ୍ଷଣ, ଏହାପୂର୍ବରୁ କେବଳ ଦୁଇଥର ହିଁ ହୋଇଛି

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ସୁପ୍ରିମ କୋର୍ଟ ସିବିଆଇକୁ ଦାୟିତ୍ୱ ଦେଇଛନ୍ତି। ଏବେ ସୁଶାନ୍ତର ମନୋବୈଜ୍ଞାନିକ ଶବ ପରୀକ୍ଷଣ କରିବ ସିବିଆଇ। ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ…

ଦିଶା ସାଲିୟାନ୍‌ଙ୍କ ଆତ୍ମହତ୍ୟା ପରେ ବି ତାଙ୍କ ଫୋନ୍‌ରୁ କରାଯାଉଥିଲା କଲ୍‌, ଦେଖନ୍ତୁ କଲ୍‌ ଡିଟେଲ୍‌ସ୍‌

ନୂଆଦିଲ୍ଲୀ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନ୍‌ଙ୍କ କଲ୍‌ ଡିଟେଲ୍‌ରୁ ମିଳିଥିବା ତଥ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି । ଦିଶାଙ୍କ ମୃତ୍ୟୁ ପରେ ବି ତାଙ୍କ ଫୋନ୍‌ରୁ କଲ୍‌ ଲଗାତାର ହୋଇଥିବା କଲ୍‌ ରେକର୍ଡ କହୁଛି । ସୁଶାନ୍ତଙ୍କ ଆତ୍ମହତ୍ୟାର…

ଗଣପତିଙ୍କ ବିସର୍ଜନ ବେଳେ ଖୁବ୍‌ ନାଚିଲେ ଶିଳ୍ପା ଶେଟ୍ଟୀ, ଫଟୋଗ୍ରାଫରଙ୍କୁ ବାଣ୍ଟିଲେ ଲଡ଼ୁ, ଭିଡିଓ ଭାଇରାଲ୍‌

ମୁମ୍ବାଇ : ଶନିବାର ଗଣପତିଙ୍କ ପୂଜା ସାରା ଦେଶରେ ପାଳନ କରାଯାଇଛି । ବଲିଉଡ୍‌ରେ ମଧ୍ୟ ଅଭିନେତା ଓ ଅଭିନେତ୍ରୀମାନେ ଏହାକୁ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଗଣେଶ ପୂଜା ପାଳନ କରିବା ସହ ବିସର୍ଜନ ବେଳେ ଧୂମ୍‌ ନାଚିଛନ୍ତି ଓ ଫଟୋଗ୍ରାଫରଙ୍କୁ ଲଡ଼ୁ ମଧ୍ୟ…

ପୁଣି ମହାନତା ଦେଖାଇଲେ ସୋନୁ ସୁଦ୍‌, ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ କଲେ ରହିବା ବ୍ୟବସ୍ଥା

ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ୍‌ ପୁଣିଥରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋମବାର ଦିନ ସୋନୁ ଘୋଷଣା କରିଛନ୍ତି ଯେ ସେ ନୋଏଡ଼ାରେ ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ରହଣି ବ୍ୟବସ୍ଥା କରିବେ। ଲକ୍‌ଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚିବାରେ…