Browsing Category

ମନୋରଂଜନ

ବ୍ରିଗେଡିୟର ସାଜିବେ ଈଶାନ ଖଟ୍ଟର, ଫିଲ୍ମ ‘ ପିପ୍ପା’ରେ ଆସିବେ ନଜର

୧୯୭୧ ଭାରତ-ପାକ୍ ଯୁଦ୍ଧ ପୃଷ୍ଠଭୂମି ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମ ‘ପିପ୍ପା’ କୁ ନେଇ ଚର୍ଚ୍ଚାରେ ଈଶାନ ଖଟ୍ଟର। ଏଥିରେ ତାଙ୍କୁ ଯୁଦ୍ଧରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ବ୍ରିଗେଡିୟର ବଲରାମ ସିଂହ ମେହତାଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମଟି ରୋନି ସ୍କ୍ରୁଓ୍ଵାଲା ଏବଂ…

ଧୋନିଙ୍କ ଅଚାନକ ରିଟାୟରମେଣ୍ଟରେ ସ୍ତ୍ରୀ ସାକ୍ଷୀ ଦେଲେ ଏମିତି ରିଆକସନ୍‌, ବଲିଉଡ ବି ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟର ମହାନାୟକ ଖେଳାଳୀ ମହେନ୍ଦ୍ର ସିଂହ ଧୋନି କ୍ରିକେଟକୁ ଅଲବିଦା କହିଛନ୍ତି। ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ନିଜ ରିଟାୟରମେଣ୍ଟ ଘୋଷଣା କରିଛନ୍ତି। ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଖୁବ୍‌ ରିଆକସନ୍‌ ଆସୁଛି। ମହେନ୍ଦ୍ର ସିଂହ ଧୋନିଙ୍କ ସମର୍ଥକ ଏବଂ ପ୍ରଶଂସକ…

ସୁଶାନ୍ତ ସିଂହ ରାଜପୁତଙ୍କୁ କାଲିଫୋର୍ଣ୍ଣିୟା ଷ୍ଟେଟ୍‌ ଅସେମ୍ବ୍‌ଲିରୁ ମିଳିଲା ସମ୍ମାନ, ଭଉଣୀ ସେୟାର କଲେ ଫଟୋ

ନୂଆଦିଲ୍ଲୀ : ଦିବଂଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କର ଫିଲ୍ମରେ ଯୋଗଦାନ ପାଇଁ କାଲିଫୋର୍ଣ୍ଣିୟା ଷ୍ଟେଟ୍‌ ଅସେମ୍ବ୍‌ଲି ବିଶେଷ ସମ୍ମାନ ପ୍ରଦାନ କରିଛନ୍ତି । ସୁଶାନ୍ତଙ୍କ ଆମେରିକାରେ ଥିବା ଭଉଣୀ ଶ୍ୱେତା ସିଂହ ଏହି ସମ୍ମାନ ଗ୍ରହଣ କରିବା ସହ ଏହାର ଫଟୋ…

କମାଲ କରୁଛି “ଗୁଞ୍ଜନ ସକ୍ସେନା”, ଦେଶ ବାଦ ବିଦେଶରେ ବି ପ୍ରଥମ ନମ୍ବରରେ କରୁଛି ଟ୍ରେଣ୍ଡ

ଯୁବ ଅଭିନେତ୍ରୀ ଜାହ୍ନବୀ କାପୁରଙ୍କ ଅଭିନୀତ "ଗୁଞ୍ଜନ ସାକ୍ସେନା- ଦ କାର୍ଗିଲ ଗାର୍ଲ" ନିକଟରେ ରିଲିଜ ହୋଇଯାଇଛି । ଆଉ ମଧ୍ୟ ଓଟିଟି ପ୍ଳାର୍ଟଫର୍ମରେ ଏହି ଫିଲ୍ମ ଦେଶରେ ପ୍ରଥମ ନମ୍ବରରେ ଟ୍ରେଣ୍ଡ କରୁଛି ।  ଅନ୍ୟପକ୍ଷରେ ଏହି ସିନେମାଟିର ମୁଖ୍ୟ ଭୂମିକାରେ ଜଣେ ଷ୍ଟାର କିଡ଼ ଅଭିନୟ…

ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ବାବା ରାମଦେବ କଲେ ହୋମ ଯଜ୍ଞ, ସେୟାର କଲେ ଭିଡିଓ

ଯୋଗଗୁରୁ ବାବା ରାମଦେବ ସ୍ୱାଧୀନତା ଦିବସ ଅବସରରେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ବାବା ରାମଦେବ ଯଜ୍ଞ କରୁଥିବା ଦେଖିବାକୁ ମିଳିଛି। ବାବା ରାମଦେବ କହିଛନ୍ତି ଏହି ଯଜ୍ଞ ସେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମାର ଶାନ୍ତି…

ସୋସିଆଲ ମିଡିଆକୁ ଫେରିଲେ କରଣ ଜୋହର, ସୁଶାନ୍ତଙ୍କ ମୃତ୍ୟୁର ୨ ମାସ ପରେ କଲେ ଏମିତି ପୋଷ୍ଟ

ବଲିଉଡର ଲୋକପ୍ରିୟ ପ୍ରଯୋଜକ ଓ ନିର୍ଦ୍ଦେଶକ କରଣ ଜୋହର ପୁଣିଥରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ଆଜି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଜୁନ୍‌ ୧୪ ରେ କରଣ ଶେଷ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଥିଲା। ସେ ସୁଶାନ୍ତଙ୍କ…

ସୁଶାନ୍ତଙ୍କ ରୁମ୍‌ରେ ଡମି ଟେଷ୍ଟ କରିବ ସିବିଆଇ, ପୁଣି ରିକ୍ରିଏଟ ହେବ ୧୪ ଜୁନ୍‌ର ସିନ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ସିବିଆଇକୁ ଦିଆଯାଇଛି। କିନ୍ତୁ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବ କି ନାହିଁ ସୁପ୍ରିମକୋର୍ଟଙ୍କ ଫଇସଲା ଆସିବାକୁ ବାକି ରହିଛି। ଏବେ ସିବିଆଇ ପ୍ରାରମ୍ଭିକ ସ୍ତରରେ ଯାଞ୍ଚ ଆରମ୍ଭ କରିଦେଇଛି। ୧୪ ଜୁନ୍‌ ଦିନ ସୁଶାନ୍ତଙ୍କ ସହିତ ସେହି ରୁମ୍‌ରେ…

ଚିକିତ୍ସା ପାଇଁ ଯିବା ପୂର୍ବରୁ ‘ସଡ଼କ ୨’ର ସବୁ କାମ ସାରିବେ ସଞ୍ଜୟ ଦତ୍ତ

ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନ୍‌ସର ସହ ଲଢ଼ୁଛନ୍ତି। ସେ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା କିଛି ଦିନ ହେଲା ଜଣାପଡ଼ିଛି। ତେବେ ଚିକିତ୍ସା ପୂର୍ବରୁ ଯିବା ପୂର୍ବରୁ ସେ ନିଜ ଆଗାମୀ ଫିଲ୍ମ ‘ସଡ଼କ ୨’ର ଡବିଂ କାମ ସାରିବାକୁ ଚାହୁଁଛନ୍ତି। ତାଙ୍କର ଜଣେ ନିକଟତମ ବନ୍ଧୁ ଏହି ସୂଚନା ଦେବା…

ସୁଶାନ୍ତ ନୁହେଁ ବରଂ ୪.୫ କୋଟିର ଫ୍ଲାଟ୍ ପାଇଁ ଇଏମ୍ଆଇ ଦେଉଥିଲେ ଅଙ୍କିତା, ସାମ୍ନାକୁ ଆଣିଲେ ଏହିସବୁ ପ୍ରମାଣ

ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ଦିଗ ଏବଂ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତ ସିଂହଙ୍କ ୧୫ କୋଟିର ଆର୍ଥିକ ଦିଗର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪…

ଇଡି ହାତରେ ନୂଆ ତଥ୍ୟ, ଅଙ୍କିତା ଲୋଖଣ୍ଡେ ରହୁଥିବା ୪.୫ କୋଟିର ଫ୍ଲାଟ୍‌ ପାଇଁ ସୁଶାନ୍ତ ସିଂହ ଦେଉଥିଲେ ଇଏମ୍‌ଆଇ

ମୁମ୍ବାଇ : ସୁଶାନ୍ତ ସିଂହଙ୍କ ଡେଥ୍‌ ମିଷ୍ଟ୍ରି ଦିନକୁ ଦିନ ନୂଆ ଦିଗକୁ ଗତି କରୁଛି । ସୁଶାନ୍ତ ସିଂହଙ୍କ ୧୫ କୋଟିର ଆର୍ଥିକ ଦିଗର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଲାଗିଛି ଏମିତି କିଛି ତଥ୍ୟ । ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪ କୋଟିର…

ହ୍ରିତିକଙ୍କ ଗୀତରେ ଯୁବକ ଏମିତି ଜବରଦସ୍ତ ଡ୍ୟାନ୍ସ କଲେ ଯେ ଟାଇଗର ଶ୍ରଫ ହେଲେ ଆଶ୍ଚର୍ଯ୍ୟ, ଆପଣ ବି ଦେଖନ୍ତୁ

ସୋସିଆଲ ମିଡିଆରେ ଏକ ଡ୍ୟାନ୍ସ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଇଣ୍ଟରନେଟରେ ଏହି ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ଜାଣିଛନ୍ତି ଇଣ୍ଟରନେଟରେ ଡ୍ୟାନ୍ସ ଭିଡିଓ ପୋଷ୍ଟ କରି ଅନେକ ଲୋକ ରାତାରାତି ଷ୍ଟାର ହୋଇଯାଇଛନ୍ତି। ନିକଟରେ ମାଇକେଲ ଜାକସନଙ୍କ ଭଳି ମୁନ୍‌ ଓ୍ଵାକ…

ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ୨ ମାସ, କାରଣ ଜଣାପଡ଼ିନଥିବା ବେଳେ ମାମଲାକୁ ନେଇ ଜୋର୍‌ ଧରିଛି ରାଜନୀତି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ଦୁଇ ମାସ ପୂରିଛି। କିନ୍ତୁ ଏବେ ଯାଏଁ ଏହା ସତରେ ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହୋଇପାରିନାହିଁ। ବ୍ୟବଚ୍ଛେଦ ରିପୋର୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଫ୍ୟାନ୍‌ମାନେ କିନ୍ତୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟା…