Browsing Category

ମନୋରଂଜନ

ମୁମ୍ବାଇ ବିସ୍ଫୋରଣର ଦୋଷୀ ହୋଇଥିବାରୁ ସଞ୍ଜୟଙ୍କୁ ଚିକିତ୍ସା ପାଇଁ ଆମେରିକା ଯିବାକୁ ମିଳିନପାରେ ଅନୁମତି

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କର୍କଟ ହୋଇଥିବା ନେଇ ମଙ୍ଗଳବାର ଦିନ ଖବର ସାମ୍ନାକୁ ଆସିଛି। ଏଣୁ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନାନୁସାରେ ସଞ୍ଜୟ ଦତ୍ତଙ୍କ ପାଖରେ ୟଏସ୍‌ର ଭିସା ନାହିଁ। ତେଣୁ ସେଠାକୁ ଯିବା ନେଇ ସମସ୍ୟା ସୃଷ୍ଟି…

ବଲିଉଡ ପାଇଁ ପୁଣି ଦୁଃଖଦ ଖବର: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର, ଖୁବ୍ ଶୀଘ୍ର ଚିକିତ୍ସା ପାଇଁ ଯିବେ…

ମୁମ୍ବାଇ: ବଲିଉଡ ପାଇଁ ପୁଣି ଦୁଃଖଦ ଖବର । ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ଖବରଟି ହେଉଛିକି ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର । ସେ ବର୍ତ୍ତମାନ ଫୁସ୍‌ଫୁସ୍‌ କର୍କଟ ରେ ଆକ୍ରାନ୍ତ ଥିବା ଜଣାପଡିଛି । ଯାହା ସୁଚନା ମିଳିଛି ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌…

‘ବୁଲାତି ହୈ ମଗର ଜାନେ କା ନେହିଁ’ର ଗାୟକ ଆଉ ନାହାନ୍ତି, ସାୟର ରାହତ ଇନ୍ଦୋରୀଙ୍କ ନିଧନ

ଆଉ ନାହାନ୍ତି ଲୋକପ୍ରିୟ ସାୟର ରାହତ ଇନ୍ଦୋରୀ। କରୋନା ସଂକ୍ରମିତ ହେବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ହିଁ ସେ କରୋନା ସଂକ୍ରମିତ ହୋଇଥିବା ଖବର ନିଜେ ଟ୍ଵିଟ୍‌ କରି ଜଣାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର…

ସୁଶାନ୍ତଙ୍କ ବାପା ରିୟାଙ୍କୁ କରିଥିଲେ ଏକାଧିକ ମେସେଜ୍‌, ମାତ୍ର ମିଳିନଥିଲା ଗୋଟିଏ ବି ଜବାବ; ସାମ୍ନାକୁ ଆସିଲା ପୂରା…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ କରିବା ପରେ ଏବେ ସମସ୍ତଙ୍କ ନଜର ରିୟାଙ୍କ ଉପରେ। ଏବେ ଇଡି ରିୟା ଓ ତାଙ୍କ ପୂରା…

ସୁଶାନ୍ତଙ୍କ ମୃତ୍ୟୁର ବଡ଼ ଖୁଲାସା, ଆମ୍ବୁଲାନ୍ସରେ ସୁଶାନ୍ତଙ୍କ ପାଦ ମୋଡ଼ିହୋଇଥିବା ନେଇ ଦାବି କଲେ ସୁବ୍ରମଣ୍ୟମ୍‌…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଲଗାତାର ସ୍ୱର ଉତ୍ତୋଳନ କରୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ପୁଣିଥରେ ଏହି ମାମଲାରେ ବୟାନ ଦେଇଛନ୍ତି। ସେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ୱାମୀ କହିଛନ୍ତି ସିବିଆଇ କୁପର ହସ୍ପିଟାଲର…

ସମ୍ବଲପୁରୀ ଶାଢ଼ି ପିନ୍ଧି ଏକଦମ୍‌ ସିମ୍ପଲ ଲୁକରେ ପୁରୀ କୋଣାର୍କ ମନ୍ଦିର ଦେଖିବାକୁ ପହଁଚିଲେ ବଲିଉଡର ଏହି ଚର୍ଚ୍ଚିତ…

ହିନ୍ଦୀ ଟେଲିଭିଜନ ଧାରାବାହିକ ‘ଦୀୟା ଔର ବାତୀ ହମ୍’ ଫେମ ଦୀପିକା ସିଂହଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଦୀପିକା ସିଂହ,ଯାହାଙ୍କୁ କି ଲୋକମାନେ ସନ୍ଧ୍ୟା ନାମରେ ଜାଣିଛନ୍ତି। ଏବେ ଦୀପିକା ସିଂହ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ଆଉ ସେ ପ୍ରତ୍ୟେକଦିନ…

‘ବିଗ୍‌ବସ୍‌ ୨୦୨୦’ର କାଉଣ୍ଟଡାଉନ୍‌ ଆରମ୍ଭ, ସାମ୍ନାକୁ ଆସିଲା ଶୋ’ର ପ୍ରଥମ ପ୍ରୋମୋ ଭିଡିଓ

ଖୁବ୍‌ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଟିଭିର ସବୁଠୁ ଚର୍ଚ୍ଚିତ ରିୟାଲିଟି ଶୋ’ ବିଗବସ୍‌। ଚଳିତଥର ମଧ୍ୟ କଲର୍ସ ଟିଭିରେ ଏହି ଶୋ’ ପ୍ରଦର୍ଶିତ ହେବ। ଏଥରକ ବିଗ୍‌ବସ୍‌ର ୧୪ ତମ ସଂସ୍କରଣକୁ ଦର୍ଶକମାନେ ଦେଖିପାରିବେ। ମାତ୍ର ଚଳିତଥର ଶୋ’ର ନାଁ ବିଗ୍‌ବସ୍‌ ୧୪ ନୁହେଁ ବରଂ ବିଗ୍‌ବସ୍‌ ୨୦୨୦…

ଚହଲଙ୍କ ପୂର୍ବରୁ ଧନଶ୍ରୀଙ୍କର ରହିଛନ୍ତି ଅନେକ ଦିଓ୍ଵାନା, ଅଛନ୍ତି ୪.୫ ଲକ୍ଷରୁ ଅଧିକ ଫଲୋୟର୍ସ

ଭାରତୀୟ କ୍ରିକେଟ ଟିମ୍‌ ଏବଂ ଯୁବ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର ଦିନ ନିର୍ବନ୍ଧ କରିଛନ୍ତି। ଖୁବଶୀଘ୍ର ଚହଲ ବିବାହ କରିବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରୋକା ସେରେମୋନିର କିଛି ଫଟୋ ସେୟାର କରି ନିଜ ବିବାହ ବିଷୟରେ କହିଛନ୍ତି। ଚହଲ ଏହି ଖୁସି ଖବର…

ସିଆରପିଏଫ୍‌ରେ ମଧ୍ୟ ଟ୍ରେନିଂ ନେଇଥିଲେ ସୁଶାନ୍ତ ସିଂହ ରାଜପୁତ, ଟ୍ରେନିଂ ବେଳର ଭିଡିଓ ହେଉଛି ଭାଇରାଲ

ସୁଶାନ୍ତ ସିଂହ ରାଜପୁତଙ୍କୁ ଯିବାର ଦୁଇ ମାସ ହେଲାଣି। ତଥାପି ଫ୍ୟାନ୍‌ ଓ ତାଙ୍କ ପରିବାର ଲୋକେ ଏହି ଦୁଃଖକୁ ଭୁଲିପାରିନାହାନ୍ତି। ତାଙ୍କର ଅନେକ ଥ୍ରୋ ବ୍ୟାକ୍‌ ଭିଡିଓ ଓ ଫଟୋ ସେୟାର କରି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ସେ କେବଳ ଜଣେ ଭଲ ଅଭିନେତା ନଥିଲେ ବରଂ ଫୁର୍ତ୍ତି ତଥା…

ଫିଲ୍ମ ‘ଥ୍ରୀଲର’ ପରେ ପୁଣି ଦର୍ଶକଙ୍କୁ ବେକାବୁ କରିବେ ଅପସରା, ରାମ ଗୋପାଳ ଟ୍ଵିଟ୍‌ କଲେ ନୂଆ ଫିଲ୍ମ

ରାମ ଗୋପାଳଙ୍କ ଫିଲ୍ମ ‘ଥ୍ରୀଲର’ରେ ନଜର ଆସି ସମସ୍ତଙ୍କୁ ଚକିତ କରିଦେଇଥିଲେ ଓଡିଆ ଅଭିନେତ୍ରୀ ଅପସରା ରାନୀ। ଅପସରାଙ୍କ ଦମ୍‌ଦାର ବୋଲ୍ଡ ଅନ୍ଦାଜ ଦର୍ଶକଙ୍କ ମନ ମୋହିନେଇଥିଲା। ଅପସରାକୁ ନେଇ ପୁଣି ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ।…

ଦିଶା ସାଲିୟାନ୍‌ ଆତ୍ମହତ୍ୟା ମାମଲା, ଦିଶାଙ୍କ ପ୍ରାଇଭେଟ୍‌ ପାର୍ଟସ୍‌ରେ କ୍ଷତ ଓ ଶରୀର ଉଲଗ୍ନ ମିଳିଥିବା ଖବରକୁ…

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନ ଆତ୍ମହତ୍ୟା ବେଳେ ତାଙ୍କ ଶରୀରରେ ପୋଷାକ ଥିଲା ଓ ତାଙ୍କର ପ୍ରାଇଭେଟ୍‌ ପାର୍ଟସରେ କୈାଣସି କ୍ଷତ ନଥିବା କହିଛି ମୁମ୍ବାଇ ପୋଲିସ । ମୁମ୍ବାଇ ଜୋନ୍‌ ୧୧ ପୋଲିସ ଡିସିପି ବିଶାଳ ଠାକୁର ଏସମ୍ପର୍କରେ ସ୍ପଷ୍ଟିକରଣ ଦେଇ…