Browsing Category

ମନୋରଂଜନ

ରିୟା ଚକ୍ରବର୍ତ୍ତୀ ! ଏମିତି ସୁଶାନ୍ତଙ୍କ ଜୀବନକୁ କରିଥିଲେ ଖିନଭିନ୍‌

ରିୟା ଚକ୍ରବର୍ତ୍ତୀ। ଆପଣମାନେ ହୁଏତ ୟାଙ୍କ ବିଷୟରେ ଏବେ ବହୁତ ଚର୍ଚ୍ଚା ଶୁଣୁଥିବେ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ରିୟା ବେଶ୍‌ ଚର୍ଚ୍ଚାରେ। ସୁଶାନ୍ତଙ୍କ ମୃତ୍ୟୁରେ ରିୟାଙ୍କ ହାତ ରହିଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ସିବିଆଇ ଏବଂ ଇଡି ରିୟାଙ୍କୁ ପଚରାଉଚରା କରୁଛି। ରିୟା…

ଋଷିଆରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ସହାୟତା କଲେ ସୋନୁ ସୁଦ୍‌, ଫେରାଇ ଆଣିଲେ ତାମିଲନାଡୁ

ଚେନ୍ନାଇ : କରୋନା ସମୟରେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ସହାୟତା ବିଷୟରେ ଯେତେ ବି କୁହାଯିବ ତାହା କମ୍‌ ହେବ । ଯେଉଁଠି ସରକାର ଅସହାୟତା ପ୍ରକାଶ କରିଛନ୍ତି ସେଠି ସୋନୁ ସୁଦ୍‌ ଦେବଦୂତ ଭଳି ପହଞ୍ଚି ଅସହାୟ ଲୋକଙ୍କୁ ସହାୟତା କରିଛନ୍ତି । ଏବେ ପୁଣି ଥରେ ସୋନୁ ଆଗେଇ ଆସିଛନ୍ତି ମସ୍କୋରେ…

ସୋନୁ ସୁଦଙ୍କୁ ଭିଡିଓ ଗେମ୍‌ ମାଗିଥିବା ଛାତ୍ରଙ୍କୁ ଆକ୍ଟର ଦେଲେ ଏମିତି ଜବାବ ଯାହା ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଦେଶରେ କରୋନା ଭାଇରସ ଲକଡାଉନ ଆରମ୍ଭ ହେବା ପର ଠାରୁ ହିଁ ଅଭିନେତା ସୋନୁ ସୁଦ ଚର୍ଚ୍ଚାରେ ଅଛନ୍ତି। ଲକଡାଉନରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କୁ ତାଙ୍କ ଘରେ ପହଁଚାଇଛନ୍ତି। ଏହା ସହିତ ଅଭାବୀ ଲୋକଙ୍କୁ ବହୁତ ପ୍ରକାର ସାହାଯ୍ୟ କରିଛନ୍ତି। ନିଜେ ଏକ ଟିମ୍‌ ଗଠନ କରି ଲୋକଙ୍କ…

ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀଙ୍କ କଲ ରେକର୍ଡ, ମହେଶ ଭଟ୍ଟଙ୍କ ବ୍ୟତୀତ ଏମାନଙ୍କ ସହ ହୋଇଥିଲେ କଥାବାର୍ତ୍ତା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଦିନକୁଦିନ ନୂଆ ମୋଡ ନେବାରେ ଲାଗିଛି । ତେବେ ଏହା ମଧ୍ୟରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ ଡିଟେଲସ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଯେ ସେ 8 ରୁ 14 ଜୁନ ମଧ୍ୟରେ ମହେଶ ଭଟ୍ଟ, ସୁଶାନ୍ତଙ୍କ ବାପା କେକେ ସିଂ ଏବଂ ତାଙ୍କ ବନ୍ଧୁ…

ଇଡିରେ ପହଞ୍ଚିଲେ ରିୟା: ରେକର୍ଡ଼ ହେଉଛି ବୟାନ୍‌, ଖୋଲି ପାରେ ସୁଶାନ୍ତଙ୍କ ମୃତ୍ୟୁ ରାଜ୍‌, ଓଗାଳି ପାରନ୍ତି ସତ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସିବିଆଇ ସହିତ ମୁମ୍ବାଇରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପୂର୍ବରୁ ଇଡି ଆଗରେ ହାଜର ହେବାକୁ ମନା କରିଥିବା ରିୟାଙ୍କ ଅପିଲକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖାରଜ କରି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଆଜି ଇଡିରେ ହାଜର ହେବେନାହିଁ ରିୟା, ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ…

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତନାଘନା ଆରମ୍ଭ କରିଛି ଇଡି । ତାଙ୍କ ନିକଟତମ ବ୍ୟକ୍ତି ବିଶେଷ ମାନଙ୍କୁ ପଚରାଉଚରା କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍‌ସଆପ୍‌ ଚାଟ୍‌କୁ ଯାଞ୍ଚ କରିଛି । ତେବେ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି ଖୁବ୍‌…

ଫାଶୀ ଲଗାଇ ଆତ୍ମହତ୍ଯା କଲେ ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ, ମୃତ୍ୟୁ ପୂର୍ବରୁ କରିଥିଲେ ଫେସବୁକ୍ ଲାଇଭ୍

ଗତ କିଛି ମାସ ମଧ୍ୟରେ ଅନେକ କଳାକାର ଆତ୍ମହତ୍ୟା କରି ନିଜ ଜୀବନ ଦେଇଛନ୍ତି। ଏହି କ୍ରମରେ ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଅନୁପମାମୁମ୍ବାଇ ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ମୁମ୍ବାଇର…

ସୁଶାନ୍ତ ସିଂହ ଡେଥ୍‌ ମିଷ୍ଟ୍ରି : ରିୟା ଚକ୍ରବର୍ତ୍ତୀଙ୍କ ସହ ୬ ଜଣଙ୍କ ନାମରେ ସିବିଆଇ ଦାଖଲ କଲା ମାମଲା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ଆରମ୍ଭ କରିଛି ତଦନ୍ତ । ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ସିବିଆଇ । ମୁମ୍ବାଇ ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ବିହାର ପୋଲିସ ସମ୍ପର୍କରେ ରହିଛି…

ମହେଶ ଭଟ୍ଟ ଓ ମୈାନୀ ରାୟଙ୍କ ସମେତ ଏହି ୬ ତାରକାଙ୍କ ବିରୋଧରେ ଜାତୀୟ ମହିଳା କମିସନ ପଠାଇଲେ ନୋଟିସ୍‌, ଯୈାନ ଉତ୍ପୀଡ଼ନ…

ମୁମ୍ବାଇ : ବଲିଉଡ୍‌ରେ ଝିଅମାନଙ୍କୁ ଫିଲ୍ମ, ମଡେଲିଙ୍ଗ୍‌ ଓ ପ୍ରୋଜେକ୍ଟ ଦେବା ବାହାନାରେ ଯୈାନ ଉତ୍ପୀଡନ୍‌ ନେଇ ସବୁବେଳେ ଅଭିଯୋଗ ହୁଏ । ହେଲେ କେହି ଏହା ବିରୋଧରେ ଆଗେଇ ଆସବାକୁ ସାହସ କରୁନଥିବାରୁ ତାହା ଦବିଯାଏ । ଏବେ ଜଣେ ସାମାଜିକ କର୍ତ୍ତା ବଲିଉଡ୍‌ର କେତେକ ହସ୍ତୀଙ୍କ ବିରୋଧରେ…

କଲ୍‌ ରେକର୍ଡ କହୁଛି : ୫ ଦିନରେ ସୁଶାନ୍ତଙ୍କୁ ୨୫ ଥର ଫୋନ୍‌ କରିଥିଲେ ରିୟା, ଚାହୁଁଥିଲେ ମେଣ୍ଟାଲ୍‌ ହସ୍‌ପିଟାଲ୍‌ରେ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶୁସାନ୍ତ ସିଂହଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଅଡୁଆ ସୂତା ପରି ଜଟିଳ ହେବାରେ ଲାଗିଛି । ମିଳିଥିବା କଲ୍‌ ରେକର୍ଡ ଅନୁଯାୟୀ ଜାନୁଆରୀ ମାସରେ ରିୟା ସୁଶାନ୍ତଙ୍କୁ ୫ ଦିନରେ ୨୫ ଥର କଲ୍‌ କରିଥିଲେ । ରିୟା ସୁଶାନ୍ତଙ୍କୁ ମେଣ୍ଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି…

୨୬ ଦିନ ହେଲା କରୋନା ସହ ଲଢ଼ୁଛନ୍ତି ଅଭିଷେକ ବଚ୍ଚନ, ସେୟାର କଲେ ଡିସ୍‌ଚାର୍ଜ ପରର ପ୍ଲାନ୍‌

ବଲିଉଡ୍‌ ଅଭିନେତା ତଥା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଗତ ୨୬ ଦିନ ହେଲା କରୋନା ସହ ଲଢ଼ୁଛନ୍ତି। ଅମିତାଭ ବଚ୍ଚନ ଏହି ଯୁଦ୍ଧ ଜିତି ଘରକୁ ଫେରିଥିବା ବେଳେ ଜୁନିୟର ବଚ୍ଚନ କିନ୍ତୁ ଏବେ ବି ନାନାବତୀ ସୁପର ସ୍ପେଶାଲିଟି ହସ୍ପିଟାଲରେ କରୋନା ଯୁଦ୍ଧ ଲଢ଼ୁଛନ୍ତି। ସୋସିଆଲ ମିଡିଆରେ ଲଗାତାର…